ଡିସେମ୍ବର ପହିଲାରୁ ବଦଳିପାରେ ଏହି ନିୟମ
ଡିସେମ୍ବର ପହିଲାରୁ ବଦଳିପାରେ କେତେ ଗୁଡିଏ ନିୟମ । ଯାହା ସାଧାରଣ ଲୋକଙ୍କ ଜୀବନ ସହିତ ଜଡିତ । ଏହି ପରିବର୍ତ୍ତନ ହେଲେ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପଡିପାରେ । ଜାଣନ୍ତୁ କ’ଣ ସେହି ନିୟମ ?
ରାସ୍ତାରେ ପାଠ ପଢୁଛନ୍ତି କୁନିକୁନି ପିଲା
ଦାବି ପୂରଣ ନହେବାରୁ ରାଜରାସ୍ତାକୁ ଓହ୍ଲାଇଛନ୍ତି ୭୦ରୁ ଅଧିକ ଦଳିତ ପରିବାର । ବିଧାନସଭା ସମ୍ମୁଖରେ ରାସ୍ତାରେ ବସି ପାଠ ପଢୁଛନ୍ତି କୁନିକୁନି ପିଲା ।
କାହିଁକି ଧିରେଧିରେ ଗତିକରେ ବାତ୍ୟା | Dharitri Youth Conclave 2021
ପ୍ରତିବର୍ଷ ବଙ୍ଗୋପସାଗରରେ ଚାରୋଟି ବାତ୍ୟା ସୃଷ୍ଟି ହେଉଥିବା ବେଳେ ଗୋଟିଏ ବାତ୍ୟା ଆସୁଛି ଓଡ଼ିଶା । ଦେଖନ୍ତୁ ଓଡ଼ିଶାରେ ବାତ୍ୟାକୁ ନେଇ କ’ଣ କହୁଛନ୍ତି ଆଇଏମଡି ଡିଜି
ଅନୁଷ୍ଠିତ ହେଲା ଧରିତ୍ରୀ ୟୁଥ୍ କନକ୍ଲେଭ୍ ୨୦୨୧
ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ଯାହା ଜାଣି ସୁଦ୍ଧା ମଣିଷ ପାଲଟୁଛି ଅଜଣା ।
୪୮ ବର୍ଷରେ ଧରିତ୍ରୀ
୪୭ ବର୍ଷ ପୂରଣ କରି ୪୮ ବର୍ଷରେ ପାଦ ଥାପିଛି ଦୈନିକ ଓଡିଆ ଖବର କାଗଜ ଧରିତ୍ରୀ । ଏହି ଅବସରରେ ଧରିତ୍ରୀ ମୁଖ୍ୟ କାର୍ୟ୍ୟା ଳୟରେ ଧରିତ୍ରୀର ୪୮ ତମ ଜନ୍ମ ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି ।
SPORTS ROUND UP : ଜିତିଲେ ରହିବା, ହାରିଲେ ଘରକୁ ଯିବା
ଏଥର ସ୍ପୋଟ୍ସ ରାଉଣ୍ଡଅପ୍ରେ ଦେଖିବା * ଜିତିଲେ ରହିବା, ହାରିଲେ ଘରକୁ ଯିବା * କେକ୍ ସଜାଇଲେ ମାହି * ଚହଲଙ୍କୁ ପଛରେ ପକାଇଲେ ବୁମ୍ରା * ମହିଳା ଆଇପିଏଲ ଆୟୋଜନ କରିବ ବିସିସିଆଇ * କୋଚ୍ ତାରକ ସିହ୍ନାଙ୍କ ପରଲୋକ
Special Story I Price rise hits hard I ହାଟରୁ ବାଟ ସବୁ ମହଙ୍ଗା
ଦେଶରେ ଏବେ ଦରଦାମ୍ ବୃଦ୍ଧି ସାଧାରଣ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ତେଲ ରୁ ଲୁଣ , ହାଟରୁ ବାଟ ସବୁକିଛି ହୋଇଯାଇଛି ମହଙ୍ଗା । ମହଙ୍ଗା ବଜାରର ମହଙ୍ଗା ମାଡରେ ଦଳି ମକଚି ହେଇ ଯାଉଛନ୍ତି ସାଧାରଣ ଜନତା…
ବଦଳିଲା ମୂଳ କମ୍ପାନୀ ନାଁ | META
ଫେସବୁକ୍ ନିଜ ମୂଳ କମ୍ପାନୀର ନାମ ବଦଳାଇଛି । ଫେସବୁକ୍ର ମୂଳ କମ୍ପାନୀର ନାଁ ରହିବ ମେଟା । ଫେସବୁକ୍ ଏକକ ଶୋସିଆଲ୍ ମିଡିଆରୁ ମେଟାଭର୍ସ କମ୍ପାନୀ ହେବ । ଆପଲିକେସନର ନାଁ ପୂର୍ବଭଳି ଫେସବୁକ୍ ରହିବ । ୧୭ ବର୍ଷ…
ହିସାବ କରୁଛି ଭିଜିଲାନ୍ସ
ବହିଷ୍କୃତ କନଷ୍ଟେବଳ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ କରିଛି । ୫ଟି ସ୍ଥାନରେ ଏକକାଳୀନ ଚଢାଉ ବେଳେ କୋଟି କୋଟି ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତି ଠାବ ହୋଇଛି । ଡୁମୁଡୁମାରେ ଥିବା ସ୍ପାର୍କ ଫର୍ଣ୍ଣିଚରରେ ହୋଇଛି । ଚଢାଉ…
ସେମିଫାଇନାଲରେ କେମିତି ପ୍ରବେଶ କରିବ ଟିମ ଇଣ୍ଡିଆ
ପାକିସ୍ତାନ ଠାରୁ ହାରିବା ପରେ ଭାରତ ଏବେ କେବଳ ନିଜର ପ୍ରଦର୍ଶନ ଉପରେ ନିର୍ଭର କରିନାହିଁ । ବରଂ କେଉଁ ଟିମ କିଭଳି ଖେଳୁଛନ୍ତି ଏବଂ କିପରି ବିପକ୍ଷ ଟିମକୁ ହରାଉଛନ୍ତି ତାହା ଉପରେ ଭବିଷ୍ୟତ ନିର୍ଭର କରୁଥିବାରୁ ସବୁ ମ୍ୟାଚ…
T20 WORLD CUP: INDIA vs PAKISTAN | ଭାରତ-ପାକ ମହାମୁକାବିଲା
ଆଉ ମାତ୍ର କେହି ଘଣ୍ଟାର ଅପେକ୍ଷା । ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଟି-୨୦ ୱାଲ୍ଡକପ ଅଭିଯାନ ଆରମ୍ଭ କରିବାକୁ ଯାଉଛି ଭାରତ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସନ୍ଧ୍ୟା ସାଢେ ୭ଟାରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚ…
ନବୀନ ନିବାସ କୋକେଇ ଯାତ୍ରା
ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାକୁ ନେଇ ଆଜି ଭାଜପା ପକ୍ଷରୁ ନିଆରା ଢଙ୍ଗରେ ପ୍ରତିବାଦ କରାଯାଇଛି । ରାଜ୍ୟରେ ନ୍ୟାୟ ବ୍ୟବସ୍ଥାର ମୃତ୍ୟୁ ହୋଇଥିବା କହିଛି ଭାଜପା । ନବୀନ ନିବାସ ଯିବା ସମୟରେ ପୋଲିସ୍ ସହିତ ଧସ୍ତାଧସ୍ତି ହୋଇଛନ୍ତି…

