Video

ଓଡ଼ିଶାରେ କ୍ରିକେଟ୍ ତାଲିମ୍ ଦେବେ ଆଝାରୁଦ୍ଦିନ୍

ଖୋର୍ଦ୍ଧାର କେଟି ଗ୍ଲୋବାଲ ସ୍କୁଲ ବୁଲି ଦେଖିଲେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନୟାକ ମହମ୍ମଦ ଆଝାରୁଦ୍ଦିନ । କେଟି ଗ୍ଲୋବାଲ ସ୍କୁଲରେ ଏକ କ୍ରିକେଟ ଏକାଡେମୀ ହେବାକୁ ଯାଉଛି। ଏହି ଏକାଡେମୀର ସ୍ୱତନ୍ତ୍ର ଦାୟିତ୍ୱ ମହମ୍ମଦ ଆଝାରୁଦ୍ଦିନଙ୍କ ଉପରେ...

ସତରେ କ’ଣ ଆମେ ସ୍ୱାଧୀନ ?

ଆଜି ସାରା ଦେଶ ପାଳନ କରୁଛି ୭୫ତମ ସ୍ୱାଧୀନତା ଦିବସ । ଆମ ସ୍ୱାଧୀନତାର ସ୍ୱର୍ଣ୍ଣିମ ଇତିହାସର ସ୍ମୃତି ଚାରଣ କରୁଛନ୍ତି ଦେଶ ବାସୀ। ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା ବନ୍ଦେମାତରଂମ । ସ୍ୱାଧୀନତାର ୭୪ ବର୍ଷ ପରେ...

ଦିଲ୍ଲୀରୁ ପଲ୍ଲୀ ଉଡିଲା ତ୍ରିରଙ୍ଗା

୭୫ତମ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା କଟକଣାରେ ଦେଶ ପାଳୁଛି ସ୍ୱାଧୀନତା ଦିବସ ।

ଘରେ ପାଳନ କରନ୍ତୁ ସ୍ୱାଧୀନତା ଦିବସ

ବନ୍ଦେମାତରମ୍ ସଂଗଠନ ପକ୍ଷରୁ ଦେଶାତ୍ମକ ପଥପ୍ରାନ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଘରେ ପାଳୁଥିବା ପର୍ବପର୍ବାଣୀ ଭଳି ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ନିବେଦନ କରିଛନ୍ତି ।

ଆକ୍ସନ ମୋଡରେ ଏସଟିଏଫ

ନିଶା ବେପାର ଚୋରା ଚାଲାଣର ହବ୍ ପାଲଟିଛି ରାଜଧାନୀ ଭୁବନେଶ୍ୱର । ଏକ କଣ୍ଟେନରରେ ମଧ୍ୟପ୍ରଦେଶକୁ ୨୦ କିଲୋ ଅଫିମ ଚୋରା ଚାଲାଣ ହେଉଥିବା ବେଳେ ଆଜି ଏନସିବି ଏହାକୁ ମାଡି ବସିଛି । ଅନ୍ୟପଟେ ଏସଟିଏଫ୍ ଜବତ କରିଛି...

ହକି ଖେଳାଳୀଙ୍କୁ ଅଢେଇ କୋଟି

ଟୋକିଓ ଅଲିମ୍ପିକ୍ସରେ ଚମତ୍କାର ପ୍ରଦର୍ଶନ କରିଥିବା ୪ଓଡ଼ିଆ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରୁ ଭାରତୀୟ ହକି ଟିମରେ ଥିବା ୨ଜଣ ପୁରୁଷ ହକି ଖେଳାଳି ଏବଂ ୨ଜଣ ମହିଳା ହକି ଖେଳାଳିଙ୍କୁ କଳିଙ୍ଗ...

ରାଜଭବନ ସମ୍ମୁଖରେ ଧାରଣା

ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ନେଇ ଏକାଠି ହୋଇଛନ୍ତି ପଶ୍ଚିମ ଓଡ଼ିଶାର ଭାଜପା ବିଧାୟକ ଓ ନେତା । ପଶ୍ଚିମ ଓଡ଼ିଶା ପ୍ରତି ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଆହ୍ୱାନ ଦେଇଛନ୍ତି ।

ଚାଷୀ ପୁଅ ନୀରଜଙ୍କ ଅଲିମ୍ପିକ୍ସ ଯାତ୍ରା. . .

ଟୋକିଓ ଅଲିମ୍ପିକ୍ସରେ ଜାଭଲିନ୍ ଥ୍ରୋରେ ଭାରତ ପାଇଁ ପ୍ରତିନିଧୀତ୍ୱ କରି ସ୍ୱର୍ଣ୍ଣ ଜିତିଥିବା ନୀରଜ ଚୋପ୍ରା ଏବେ ୧୩୫କୋଟି ଭାରତୀୟଙ୍କ ଲାଗି ଗର୍ବ । ଅଲିମ୍ପିକ୍ସ ଇତିହାସରେ ଭାରତକୁ ଏଯାବତ କେବଳ ୯ଟି ସ୍ୱର୍ଣ୍ଣ ପଦକ ମିଳିଥିଲା, ନୀରଜ ସ୍ୱର୍ଣ୍ଣ...

ପୁନଃ ନିଯୁକ୍ତି ଦାବିରେ ଆତ୍ମହୁତି ଉଦ୍ୟମ

ଓସେପା କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ଛଟେଇ କମ୍ପ୍ୟୁଟର ଶିକ୍ଷକ ଧାରଣା ଦେବା ସହ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଛଟେଇ ଶିକ୍ଷକ ମାନେ ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୋଲିସ ପହଂଚି ଅଟକାଇଥିଲା ।

୨୫ ଲୋକରେ କି ହେବ, ହାତ ମଳିମଳି ଜୀବନ ଯିବ

ରାଜରାସ୍ତାରେ ଥୁଆ ହୋଇଛି ହାଣ୍ଡି, ଡେକିଚି, କଢେଇ । ପେଟପାଟଣା ପାଇଁ ରାଜଧାନୀରେ ଚାଲିଛି ଜୋରଦାର ବିକ୍ଷୋଭ ପ୍ରଦର୍ଶନ । ଦୀର୍ଘ ୨ ବର୍ଷ ଧରି ବେକାର ବସିବା ପରେ ଶେଷରେ ସ୍ଥିତି ଅସମ୍ଭାଳ ହେବାରୁ ଆଜି ଭୁବନେଶ୍ୱର ଲୋୟର...

ଶେଷ ହେଲା ଟୋକିଓ ଅଲିମ୍ପିକ୍ସ

ଜାପାନର ଟୋକିଓରେ ଚାଲିଥିବା ଅଲିମ୍ପିକ୍ସ ୨୦୨୦ର ଆଜି ସମାପନ ସାମରୋହ ଅନୁଷ୍ଠିତ ହୋଇଯାଇଛି । ଆଜି ଉଦଯାପନୀ ଉତ୍ସବରେ ଭାରତୀୟ ଖେଳାଳୀ ବଜରଙ୍ଗ ପୁନିଆ ଭାରତୀୟ ଦଳର ନେତୃତ୍ୱ ନେବା ସହିତ ତ୍ରିରଙ୍ଗା ଧରିଥିଲେ । ସମାପନ ସମାରୋହରେ ୧୦...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri