Video

ଶେଷ ହେଲା ଟୋକିଓ ଅଲିମ୍ପିକ୍ସ

ଜାପାନର ଟୋକିଓରେ ଚାଲିଥିବା ଅଲିମ୍ପିକ୍ସ ୨୦୨୦ର ଆଜି ସମାପନ ସାମରୋହ ଅନୁଷ୍ଠିତ ହୋଇଯାଇଛି । ଆଜି ଉଦଯାପନୀ ଉତ୍ସବରେ ଭାରତୀୟ ଖେଳାଳୀ ବଜରଙ୍ଗ ପୁନିଆ ଭାରତୀୟ ଦଳର ନେତୃତ୍ୱ ନେବା ସହିତ ତ୍ରିରଙ୍ଗା ଧରିଥିଲେ । ସମାପନ ସମାରୋହରେ ୧୦...

ନୀରଜ ଜିତିଲେ ସ୍ୱର୍ଣ୍ଣ ପଦକ

ଅଲିମ୍ପିକ୍ସରେ ପୁଣି ବଢିଲା ଭାରତର ପଦକ ସଂଖ୍ୟା । ଟୋକିଓରେ ସ୍ୱର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା । ଆଜି ଟୋକିଓ ଅଲିମ୍ପିକ୍ସର ୧୬ ତମ ଦିନରେ ଜାଭଲିନ୍ ଥ୍ରୋର ଫାଇନାଲ ଖେଳାଯାଇଥିଲା । ଯେଉଁଥିରେ ସମସ୍ତ ଖେଳାଳିଙ୍କୁ ପଛରେ...

କେତେ ସତ ଶତପ୍ରତିଶତ ଟିକାକରଣ ?

ଏଇ ନିକଟରେ ବିଏମସି ପକ୍ଷରୁ ଦୃଢକ୍ତି ପ୍ରକାଶ କରାଯାଇଥିଲା ଭୁବନେଶ୍ୱରରେ ଶତପ୍ରତିଶତ ଟିକାକରଣ ହୋଇ ସାରିଛି । ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ସମସ୍ତେ ଟିକା ନେଇ ସାରିଛନ୍ତି । ତେବେ ଆସନ୍ତୁ ଦେଖିବା ଟିକାକରଣ ନେଇ ହୋଇଥିବା ଦାବିରେ...

ଶିକ୍ଷକ ପ୍ରାର୍ଥୀ ଖରାରେ ଆଣ୍ଠେଇଲେ

ଉଚ୍ଚ ବିଦ୍ୟାଳୟରେ ୭ ବର୍ଷ ଧରି ଖାଲି ପଡିଥିବା ହିନ୍ଦି, ସଂସ୍କୃତ ଓ କ୍ରୀଡା ଶିକ୍ଷକ ପଦବୀ ପୂରଣ ପାଇଁ ଓ.ଏସ.ଏସ.ଟି.ଇ.ଟି ପାସ ଅଣନିଯୁକ୍ତ ଆଶାୟୀ ପ୍ରାର୍ଥୀମାନେ, ବିଧାନସଭା ସମ୍ମୁଖ ଗାନ୍ଧୀ ମାର୍ଗରେ ଅଭିନବ ଉପାୟରେ ଧାରଣା ଦେଇଥିଲେ ।...

ନିଜକୁ ନିଜେ ଗୁଳିକଲେ

ନିଜ ସର୍ଭିସ୍ ବନ୍ଧୁକରୁ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି ସିକ୍ୟୁରୁଟି ଗାର୍ଡ । ଏୟାରପୋର୍ଟ ଥାନା ଅନ୍ତର୍ଗତ ଗଙ୍ଗନଗର ଅଞ୍ଚଳରେ ଏଭଳି ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି । ଘର ମାଲିକଙ୍କ ସହିତ ଝଗଡାକୁ କେନ୍ଦ୍ରକରି ସିକ୍ୟୁରୁଟି ଗାର୍ଡ ଆତ୍ମହତ୍ୟା...

ପୃଥିବୀ ଧ୍ୱଂସ କରିଦେବେ ଏଲିଅନ୍‌ !

ଏଲିୟନ, ଯେଉଁ ନାଁ ଶୁଣିଲେ ପ୍ରଥମେ ଆଖି ଆଗକୁ ଚାଲି ଆସେ ହିନ୍ଦୀ ସିନେମା କୋଇ ମିଲଗୟାର ଯାଦୁ । ଯିଏ ନିଜ ଅଲୌକିକ ଶକ୍ତି ବଳରେ କିଛି ବି କରିବାକୁ ସକ୍ଷମ । ଯାହା ଏହି ଚଳଚ୍ଚିତ୍ରରେ କାଳ୍ପନିକ...

ଖୋଲିଲା ମଲ୍

ଅଗଷ୍ଟ ଗାଇଡ୍‌ଲାଇନ୍ ଆସିବା ପରେ ମଲ୍ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର ସପ୍ତାହାନ୍ତ ଶଟ୍‌ଡାଉନ୍ ଜାରି ରହିଥିବାରୁ ଆଜିଠାରୁ ଖୋଲିଛି ମଲ୍। ତେବେ ଦୀର୍ଘ ଦିନ ପରେ ମଲ୍ ଖୋଲିବା ପରେ ଦେଖନ୍ତୁ କିଭଳି ରହିଛି ବ୍ୟବସ୍ଥା…...

ବନ୍ଧୁତ୍ୱ ଦିବସ

ଆଜି ହେଉଛି ବନ୍ଧୁ ପାଇଁ ଦିନଟିଏ । ବନ୍ଧୁଙ୍କ ନିଃସ୍ୱାର୍ଥପର ଭଲପାଇବା ପାଇଁ ଆଜି ବିଶ୍ୱ ପାଳୁଛି ଏହିଦିନ। ଆଜିର ଦିନରେ ପ୍ରତ୍ୟେକ ବ୍ୟକ୍ତି ନିଜ ବନ୍ଧୁଙ୍କୁ ମନେପକାଇ ନିଜ ସ୍ମୃତିକୁ ଉଜ୍ଜୀବିତ କରନ୍ତି। ବନ୍ଧୁତାର ଆଜିର ଦିନରେ ଦେଖନ୍ତୁ...

ଅଗଷ୍ଟ ଗାଇଡଲାଇନ୍‌

ଆସିଲା ଅଗଷ୍ଟ ଗାଇଡଲାଇନ୍‌ । ସାରା ରାଜ୍ୟରେ ରାତି ୮ ରୁ ସକାଳ ୬ ନାଇଟ୍ କଫ୍ୟୁ । ପୁରୀ, କଟକ, ଖୋର୍ଦ୍ଧା ଜିଲାରେ ସପ୍ତାହନ୍ତ ଶଟଡାଉନ୍ ଜାରି ରହିବ । ମଲ୍ ସିନେମା ହଲ୍ ଖୋଲିବାକୁ ଅନୁମତି ମିଳିଛି।

ସେ ଧୂଆଁ ଛଡା ଗାଡିତ ଆସୁନି

ରାଜଧାନୀରେ ଏବେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ୩୦ ରୁ ଅଧିକ ଲୋକ ଚିହ୍ନଟ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତୁ ଦେଖିବା ଭୁବନେଶ୍ୱର ଶୈଳଶ୍ରୀ ବିହାରରେ କେମିତି ରହିଛି ସ୍ଥିତି

କୋଟିଏ ଲୁଟିଥିଲେ କାମବାଲି

କାମବାଲିଙ୍କ କଳାକାରନାମା । କାମ କରୁଥିଲେ ଲୁଟିନେଲେ କୋଟିଏ । ଦିଲ୍ଲୀରୁ ଅଳଙ୍କାର ଲୁଟି ଭୁବନେଶ୍ୱରରେ ଲୁଚିଥିଲେ ପୋଲିସ୍ ଗିରଫ କରିଛି । ଯାହାଙ୍କ ଚୋରୀ କାହାଣୀ ଶୁଣିଲେ ଆପଣ ବି ତାଜୁବ ହୋଇଯିବେ ।

ଶୂନ୍ୟରେ ଠିଆ ହୋଇଛି ଖମ୍ବ | The Hanging Pillar of Lepakshi Temple

ଉତ୍କୃଷ୍ଟ କଳା ଓ ସ୍ଥାପତ୍ୟର ଦେଶ ହେଉଛି ଭାରତ। ଯାହାର ପ୍ରତିଟି କୋଣରେ ରହିଛି ନିଖୁଣ କାରୁକାର୍ଯ୍ୟର ସମ୍ଭାର। ଦର୍ଶକ ବନ୍ଧୁ ଦୁନିଆରେ ଏମିତି ଅନେକ ରହସ୍ୟମୟ ଦେବସ୍ଥାନ ରହିଛି। ଯେଉଁ ମନ୍ଦିର ପଛରେ ରହିଛି ଅନେକ ଅଲୌକିକ କଥା।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri