ପ୍ରତିଷ୍ଠା ହେବ କୋଭିଡ୍ ଯୋଦ୍ଧା ସ୍ମୃତିସ୍ତମ୍ଭ
ଭୁବନେଶ୍ୱର, ୯।୨(ବ୍ୟୁରୋ): ରାଜ୍ୟରେ ପ୍ରତିଷ୍ଠା ହେବ କୋଭିଡ୍ ଯୋଦ୍ଧା ସ୍ମୃତିସ୍ତମ୍ଭ। ଏଥିପାଇଁ ସ୍ଥାନ ଚିହ୍ନଟ ହୋଇଛି। କୋଭିଡ୍-୧୯ ଲଢ଼େଇରେ ବହୁ ଯୋଦ୍ଧା ସାମିଲ୍ ହେବା ସହ ଅନେକ ପ୍ରାଣ ହରାଇଛନ୍ତି। ଏହି କରୋନା ଯୋଦ୍ଧାଙ୍କୁ ମନେ ରଖିବା ପାଇଁ ସ୍ମୃତିସ୍ତମ୍ଭ ନିର୍ମାଣ…
୬ ମାସ ପର୍ଯ୍ୟନ୍ତ ବୈଦ୍ୟୁତିକ ଯାନ କିଣିବାକୁ ଅପିଲ୍ କଲେ କେଜରିଓ୍ବାଲ
ନୂଆଦିଲ୍ଲୀ, ୪।୨: ଦିଲ୍ଲୀରେ ବୃଦ୍ଧି ପାଉଥିବା ପ୍ରଦୂଷଣ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସରକାର ଲୋକଙ୍କୁ ଆସନ୍ତା ୬ ମାସ ପର୍ଯ୍ୟନ୍ତ ବୈଦ୍ୟୁତିକ ଯାନ କିଣିବାକୁ ଅପିଲ୍ କରିଛନ୍ତି। ଲୋକଙ୍କ ସୁବିଧା ଲାଗି ଦିଲ୍ଲୀରେ ୧୦୦ଟି ଚାର୍ଜିଂ ଷ୍ଟେଶନ ସ୍ଥାପନା…
ଭୟ କମିଲା: ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା
ଭୁବନେଶ୍ୱର, ୨୩।୧(ବ୍ୟୁରୋ): ଚଳିତବର୍ଷ ଛାତ୍ରୀଛାତ୍ରମାନେ ନିଜ ସ୍କୁଲରେ ମାଟ୍ରିକ ପରୀକ୍ଷା ଦେବେ। ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। କରୋନା ଭୟ ସମ୍ପୂର୍ଣ୍ଣ ଟଳି ନ ଥିବାରୁ ଅନ୍ୟ ସ୍କୁଲରେ ପରୀକ୍ଷା ହେଲେ ଛାତ୍ରୀଛାତ୍ରଙ୍କ ରହିବା ଓ ଯାତାୟାତରେ ସମସ୍ୟା ଦେଖାଯାଇପାରେ।…
ଗର୍ଭାବସ୍ଥାରେ ଖାଆନ୍ତୁ ନାହିଁ
ଗର୍ଭାବସ୍ଥାରେ ଖାଦ୍ୟପେୟରେ ସମ୍ପୂର୍ଣ୍ଣ ଧ୍ୟାନ ରଖିବାକୁ ହୋଇଥାଏ। ଏ ସମୟରେ ସାମାନ୍ୟ ଅବହେଳା ବି ଗର୍ଭସ୍ଥ ଶିଶୁ ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ଏହି ସମୟରେ କେଉଁ ଖାଦ୍ୟ ସବୁ ଖାଇବା ଉଚିତ ନୁହେଁ ସେ ସମ୍ପର୍କରେ ଜାଣି ରଖନ୍ତୁ……
୨ ଟନ୍ ସାମଗ୍ରୀ ଜବତ, ୫୦ହଜାର ଜରିମାନା
ଭୁବନେଶ୍ୱର, ୧୨।୧(ବ୍ୟୁରୋ): ରାଜଧାନୀରେ ପୁଣି ଏକ ପଲିଥିନ୍ ଗୋଦାମ ଉପରେ ଚଢ଼ାଉ କରାଯାଇଛି। ସୋମବାର ଆଇଗିଣିଆ ଆଳୁଗଦି ନିକଟ ଏକ ପଲିଥିନ୍ ଗୋଦାମରେ ଚଢ଼ାଉ କରାଯାଇ ବେଆଇନ୍ ପଲିଥିନ ସାମଗ୍ରୀ ଜବତ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଦକ୍ଷିଣ-ପଶ୍ଚିମ ଜୋନ୍ର ଏନ୍ଫୋର୍ସମେଣ୍ଟ…
ମଡେଲ ଏରୋପ୍ଲେନ୍ ତିଆରି କରି ଉଡ଼ାଉଛନ୍ତି ଶୁଭାଶିଷ
ନବରଙ୍ଗପୁର/ଉମରକୋଟ,୯।୧(ବି.ପ୍ର./ସ୍ବ.ପ୍ର.): ଇଛାଶକ୍ତି ଥିଲେ ସବୁ କିଛି ସମ୍ଭବ। କିଛି ନୂଆ କରି ଦେଖାଇବା ନିଶା ଓ ଏହି ଲକ୍ଷ୍ୟ ସାଧନ କରିବାକୁ ଦିଗରେ ଲାଗିପଡିଛନ୍ତି ଉମରକୋଟର ଶୁଭାଶିଷ ସାହୁ। ଥର୍ମୋକଲ, ବ୍ୟାଟେରୀରେ ଏରୋପ୍ଲେନର ମଡେଲ୍ ତିଆରି କରି ସେ ତାହାକୁ ଉଡାଉଛନ୍ତି।…
ହରିଣଛାଲ ଜବତ, ୨ ଗିରଫ
ରାଜନଗର, ୫।୧(ଡି.ଏନ.ଏ.):ଭିତରକନିକା ଜାତୀୟଉଦ୍ୟାନରେ ବସବାସ କରୁଥିବା ବନ୍ୟଜନ୍ତୁଙ୍କ ଜୀବନ ଏବେ ବିପନ୍ନ ମୁହଁା ହେବାରେ ଲାଗିଛି। ନୂଆବର୍ଷରେ ମଉଜ ମଜଲିସ ପାଇଁ ଜାତୀୟ ଉଦ୍ୟାନ ସୀମା ସରହଦରେ ବସବାସ କରୁଥିବା ଶିକାରୀମାନେ ହରିଣକୁ ଶିକାର କରିଥିଲେ। ତାହାର ଛାଲକୁ ବିକ୍ରି କରିବାକୁ…
ଗୋଲକଧନ୍ଦାରେ ଭାଗଚାଷୀର ଭାଗ୍ୟ
ସବ୍ୟସାଚୀ ଅମିତାଭ ଡ଼ିଶାରେ ଭାଗଚାଷୀଙ୍କ ପ୍ରକୃତ ସଂଖ୍ୟା କେତେ? ଏହାର ନିର୍ଦ୍ଦିଷ୍ଟ ଉତ୍ତର କାହା ପାଖରେ ନାହିଁ। ଏ ପରିସ୍ଥିତିରେ ପ୍ରଶ୍ନ ଉଠିବା ସ୍ବାଭାବିକ କଥା, ଏଇ ଭାଗଚାଷୀଙ୍କ ସ୍ବାର୍ଥରକ୍ଷା କରିବା ଦାୟିତ୍ୱ କାହାର? ପରିସ୍ଥିତିକୁ ଦେଖିଲେ ଲାଗୁଛି, ଚାଷୀଙ୍କ ପାଇଁ…
ବେଦପାଠ ଓ ସ୍ମୃତିଶକ୍ତି
ପ୍ର. ରମେଶ ଚନ୍ଦ୍ର ପରିଡ଼ା ବେଦକୁ ‘ଶ୍ରୁତି’ ବୋଲି କୁହାଯାଏ। କାରଣ ବୈଦିକ ଯୁଗରେ ଶିଷ୍ୟମାନେ ଗୁରୁଙ୍କଠାରୁ ଏହାକୁ ଶୁଣି ଶୁଣି ମନେରଖୁଥିଲେ। ଭାବିଲେ ବିସ୍ମୟ ଲାଗେ, ଚାରିଖଣ୍ଡ ଏହି ବିଶାଳ ମହାଗ୍ରନ୍ଥକୁ ସେମାନେ ଏତେ ନିର୍ଭୁଲ୍ ଭାବେ ମନେରଖି ଦେଉଥିଲେ…
କ୍ରିକେଟ ଟୁର୍ନାମେଣ୍ଟ: ସୋନପୁର ନିୟୁଷ୍ଟାର ଚାମ୍ପିୟନ
ମନମୁଣ୍ଡା,୩୧।୧୨(ଡି.ଏନ୍.ଏ.): ବୌଦ୍ଧ ଜିଲା ଶଗଡ଼ା ପଞ୍ଚାୟତ ଶରଧାପାଲିରେ ଚାଳିଥିବା ମା’କନ୍ଧେନବୁଢ଼ୀ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ତେଲିବନ୍ଧ ଦଳକୁ ହରାଇ ସୋନପୁର ନିୟୁଷ୍ଟାର ଦଳ ଚାମ୍ପିୟନ ହୋଇଛି। ଫାଇନାଲ ମ୍ୟାଚ ୩ଟି ଫର୍ମାଟରେ ହୋଇଥିଲା। ପ୍ରଥମ ମ୍ୟାଚରେ ତେଲିବନ୍ଧ…
ସମ୍ବଲପୁର ଆଇଆଇଏମ୍ ସ୍ଥାୟୀ କ୍ୟାମ୍ପସ୍ର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ
ସମ୍ବଲପୁର,୩୧।୧୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆସନ୍ତା ଜାନୁୟାରୀ ୨ ତାରିଖରେ ସମ୍ବଲପୁରସ୍ଥିତ ଆଇଆଇଏମ୍ (ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ ଅଫ ମ୍ୟାନେଜମ୍ୟାଣ୍ଟ) ସ୍ଥାୟୀ କ୍ୟାମ୍ପସର ନିର୍ମାଣ ପାଇଁ ଶିଳାନ୍ୟାସ କରିବେ। ଅସ୍ଥାୟୀ କ୍ୟାମ୍ପସ୍ରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଗୁରୁବାର ଆଇଆଇଏମ୍…
ସୀମା ସମସ୍ୟାର ସମାଧାନ ଲୋଡ଼ା
ଦିଲ୍ଲୀପ ଦାଶଶର୍ମା ଉତ୍କଳ ଗୌରବ ମଧୁସୂଦନ ଦାସ, ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ, ବ୍ୟାସକବି ଫକୀର ମୋହନ ସେନାପତି, ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର ଓ ପଣ୍ଡିତ…
Archives


