Uncategorized

ଆଜି ୪୭୧ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୧୩।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୫୭ ଜଣ ଅଛନ୍ତି। ଏହି ୪୭୧ଜଣଙ୍କ ମଧ୍ୟରୁ ୨୫୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୯୭ଟି ହେଉଛି…

ଜିନୋମ୍‌ ସିକ୍ୱେନ୍ସିଂ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ, ୧୧।୯: ସେପ୍ଟେମ୍ବର-ଅକ୍ଟୋବରରେ ଦେଶରେ କୋଭିଡ୍‌-୧୯ର ତୃତୀୟ ଲହର ଆସିବାକୁ ଥିବାବେଳେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରଧାନମନ୍ତ୍ରୀ କୋଭିଡ୍‌ ସ୍ଥିତି ଓ ଟିକାକରଣ ଅଭିଯାନର ଅଗ୍ରଗତି ଅନୁଧ୍ୟାନ କରିବା…

ଯୋଗୀ ସରକାରଙ୍କ ବିରୋଧରେ ମନ୍ତବ୍ୟ ଦେବା ମହଙ୍ଗା ପଡ଼ିଲା

ଲକ୍ଷ୍ନୌ,୭।୯: ଉତ୍ତରପ୍ରଦେଶର ପୂର୍ବତନ ରାଜ୍ୟପାଳ ଅଜିଜ୍‌ କୁରେଶୀଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ସେ ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ରାମପୁର ଜିଲା ସିଭିଲ୍‌ ଲାଇନ ଥାନାରେ ରବିବାର ଭାଜପା ନେତା ଆକାଶ…

ଜନ୍ମାଷ୍ଟମୀରେ ଏଥର ମହାସଂଯୋଗ: ଏହି ୨ ରାଶିର ବ୍ୟକ୍ତିଙ୍କ ଚମକିବ ଭାଗ୍ୟ

ଚଳିତ ବର୍ଷ ଅଗଷ୍ଟ ୩୦ ଅର୍ଥାତ୍‌ ଆଜି ଜନ୍ମାଷ୍ଟମୀ ପାଳନ କରାଯାଉଛି। ହିନ୍ଦୁ ଧର୍ମରେ ଏହି ଦିନର ବହୁତ ଗୁରୁତ୍ୱ ରହିଛ। ଏହି ପବିତ୍ର ଦିନରେ ଭଗବାନ କୃଷ୍ଣଙ୍କୁ ପୂଜା କରାଯାଏ ଏବଂ ରୀତିନୀତି ଅନୁଯାୟୀ ଉପବାସ କରାଯାଏ। ଜ୍ୟୋତିଷ ଶାସ୍ତ୍ର…

କାଗଜକଲମର ଦୁରବସ୍ଥା

ଡ.ସତ୍ୟନାରାୟଣ ମିଶ୍ର   ସଭ୍ୟତାର ବିବର୍ତ୍ତନ ପ୍ରଗତି ଓ ଅଭିନବ ଉତ୍କର୍ଷକୁ ପ୍ରତୀୟମାନ କରିବାକୁ ହେଲେ କାଗଜ ଓ କଲମର ସମନ୍ବୟ ତଥା ଅଭିବୃଦ୍ଧିକୁ ବିଚାର କରାଯାଇଥାଏ। ଗୋଟିଏ ଜାତି ବା ସଭ୍ୟତାର ଦର୍ପଣ ହେଉଛି କାଗଜରେ କଲମ ଦ୍ୱାରା ଲିଖିତ…

ଟିମ୍‌ ଇଣ୍ଡିଆକୁ ପ୍ରଶଂସା କଲେ ପାକିସ୍ତାନ ଅଧିନାୟକ

ନୂଆଦିଲ୍ଲୀ,୫।୮: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ଭାରତୀୟ ପୁରୁଷ ହକି ଦଳକୁ ପ୍ରଶଂସାରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଫିଲ୍ମ ଷ୍ଟାର, କ୍ରିକେଟର୍ସଙ୍କ ପର୍ଯ୍ୟନ୍ତ ଶତମୁଖ ହୋଇଛନ୍ତି। ଏପରି କି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଦଳର ପୂର୍ବତନ ତଥା ମହାନ ଅଧିନାୟକ…

ବକ୍ସିଂ: ପୂଜାରାଣୀ କ୍ୱାର୍ଟରଫାଇନାଲରେ

ଟୋକିଓ, ୨୯ା୭ (ପି.ଟି.)-ଦୁଇଥର ଏସିଆନ ଚାମ୍ପିୟନ ମହିଳା ବକ୍ସର ପୂଜା ରାଣୀ (୭୫ କେଜି) ତାଙ୍କ ଓପନିଂ ବାଉଟ୍‌ରେ ଆଲଜେରିଆର ଇଚ୍ରାକ୍‌ ଚାଇବାଙ୍କୁ ପରାସ୍ତ କରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଅଲିମ୍ପିକ୍ସରେ ପ୍ରଥମ ଥର ଭାଗ ନେଇଥିବା ଏହି ୩୦ ବର୍ଷୀୟା…

୩୦ ବର୍ଷ

ଭାରତରେ ୨୪ ଜୁଲାଇ ୧୯୯୧ରେ ପି. ଭି. ନରସିଂହରାଓଙ୍କ ସରକାର ଉଦାରୀକରଣକୁ ବିଧିବଦ୍ଧ ଭାବେ ଅର୍ଥନୈତିକ ନୀତି ଘୋଷଣା କରିଥିଲେ। ତତ୍କାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ମନମୋହନ ସିଂଙ୍କ ଦ୍ୱାରା ଏଭଳି ସଂସ୍କାର ଅଣାଯାଇଥିଲା। ସେତେବେଳେ ୩ଟି ଶବ୍ଦ ସର୍ବାଧିକ ଆଲୋଚିତ ହୋଇଥିଲା।…

ତିକ୍ତତାରୁ ହତ୍ୟା: ରାଜଧାନୀରେ ରକ୍ତର ହୋରି

ରାଜଧାନୀ ଭୁବନେଶ୍ୱରରେ କିଛିମାସ ମଧ୍ୟରେ ଏକାଧିକ ହତ୍ୟାକାଣ୍ଡ ଘଟିଛି। ରକ୍ତର ହୋରି ଖେଳିଛନ୍ତି ଅପରାଧୀ। ତେବେ ସୋମବାର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗୀ ଅଞ୍ଚଳରେ ଜଣେ ମହିଳାଙ୍କ ହତ୍ୟା ଘଟଣା ଅତ୍ୟନ୍ତ ବୀଭତ୍ସ ଓ ହୃଦୟବିଦାରକ ଥିଲା। ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ…

ସମାଚାର-ଆବର୍ତ୍ତନରେ ବିବର୍ତ୍ତନ – ଦୂରଦର୍ଶନ ଓଡ଼ିଆ ସମାଚାରର ସ୍ବନକ୍ଷତ୍ର ଦିବସ ଉପଲକ୍ଷେ

ଶୁଭେନ୍ଦୁ ମହାନ୍ତି ଅସୁମାରି ରୂପାନ୍ତର, ପରିବର୍ଦ୍ଧନ ଓ ପରିବର୍ତ୍ତନର ପ୍ରବାହ ମଧ୍ୟରେ ସମୟର ସେଇ ଅପାସୋରା ମୁହୂର୍ତ୍ତଟି ସତେ ଅବା ପ୍ରଜ୍ୱଳିତ ପ୍ରଦୀପର ଶାନ୍ତ ଶିଖାଟିଏ ପରି ଦିଗ୍‌ଦର୍ଶନ ଦିଏ ଆଗାମୀ ଦିନର ସଫଳ ଯାତ୍ରା ପାଇଁ। ସେହିପରି ଏକ ସୁବର୍ଣ୍ଣଯାତ୍ରାର…

ପ୍ରଥମ ଦରମା ଟଙ୍କା ଖର୍ଚ୍ଚକୁ ନେଇ ଚିନ୍ତିତ କି…

ଭବିଷ୍ୟତ ପାଇଁ ପ୍ରତ୍ୟେକଙ୍କୁ ଚାକିରୀ ଟିଏ ନିତ୍ୟାନ୍ତ ଆବଶ୍ୟକ। ତେବେ ଚାକିର ପ୍ରଥମ ଦରମା ଯେତିକି ଖୁସି ଦେଇଥାଏ, ତାହାକୁ ଖର୍ଚ୍ଚ କରିବା ପାଇଁ ମଧ୍ୟ ସେତିକି ଚିନ୍ତାରେ ପକାଇ ଥାଏ। ପ୍ରଥମ ଦରମାକୁ କିପରି ଖର୍ଚ୍ଚ କରିବେ ସେ ନେଇ…

ବେବି ବମ୍ପ ସହତ ଫଟୋ ଶେୟାର କଲେ ଅପାରଶକ୍ତି ଖୁରାନା: କାହିଁକି ଲକ୍‌ଡାଉନ୍‌ରେ ବେବି ପ୍ଲାନ କଲେ ଜାଣନ୍ତୁ

ଦୀର୍ଘ ଦିନ ପରେ ଖୁରାନା ପରିବାର ପୁଣି ଥରେ ଖୁସିର ଲହରୀ ଦେଖିବାକୁ ମିଳିଛି। ଅଭିନେତା ଆୟୁଷ୍ମାନ ଖୁରାନା ବଡ଼ବାପା ହେବାକୁ ଯାଉଛନ୍ତି। ବାପା ହେବା ଖୁସିରେ ତାଙ୍କ ସାନଭାଇ ଅପାରଶକ୍ତି ଖୁରାନା ସ୍ତ୍ରୀ ଆକ୍ରିତୀ ଆହୁଜାଙ୍କ ବେବି ବମ୍ପ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?