ବଦଳିବ ପୁରୁଣା ଗାଡ଼ିର ନମ୍ବର ପ୍ଲେଟ୍
ଭୁବନେଶ୍ୱର,୧।୫(ବ୍ୟୁରୋ): ଆତଙ୍କବାଦୀ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମଗ୍ର ଦେଶରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ (ଏଚ୍ଏସ୍ଆର୍ପି) ଲଗାଇବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୮ରେ ଗେଜେଟ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଓଡ଼ିଶାରେ ୨୦୧୯ ମେ’…
ଜିଆର୍ଏସ୍ଙ୍କ ୫୯ ପ୍ଲଟ୍
ଭୁବନେଶ୍ୱର,୨୬।୪(ବ୍ୟୁରୋ):ଚାକିରି ଗ୍ରାମ ରୋଜଗାର ସେବକ (ଜିଆର୍ଏସ୍), ଦରମା ପାଉଛନ୍ତି ମାତ୍ର ୮ ହଜାର ୫୦୦ ଟଙ୍କା। ହେଲେ ସେ ଏବେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ। କଟକ ଓ ଭୁବନେଶ୍ୱରର ୫୯ ସ୍ଥାନରେ ପ୍ଲଟ୍ ରହିଥିବାବେଳେ ୩ରୁ ଊର୍ଦ୍ଧ୍ୱ ସ୍ଥାନରେ…
ଉତ୍ତମ ସ୍ବାସ୍ଥ୍ୟର ଚାବିକାଠି
ଶରୀର ଓ ମନ-ଉଭୟର ସୁସ୍ଥତା ହିଁ ଉତ୍ତମ ସ୍ବାସ୍ଥ୍ୟର ଚାବିକାଠି। ସେଥିପାଇଁ କୁହାଯାଏ ସ୍ବାସ୍ଥ୍ୟବାନ୍ ବ୍ୟକ୍ତି ପରିବାର, ସମାଜ, ରାଜ୍ୟ, ଦଶ ଓ ଦେଶର ମୁଖ ଉଜ୍ଜ୍ୱଳ କରିଥାନ୍ତି। ତେଣୁ ସ୍ବାସ୍ଥ୍ୟ ହିଁ ସମ୍ପଦ କୁହାଯାଏ। ସ୍ବାସ୍ଥ୍ୟ କିଣାବିକା ହୋଇପାରିବା ଜିନିଷ…
ପ୍ରଥମ ବଲରେ ରାହୁଲ ଆଉଟ୍ ହେବା ପରେ ଶ୍ୱଶୁର-ଗର୍ଲଫ୍ରେଣ୍ଡଙ୍କ ଥିଲା ଏମିତି ପ୍ରତିକ୍ରିୟା
ମୁମ୍ବାଇ,୧୧।୪: ଆଇପିଏଲ ୨୦୨୨ର ଏକ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ୩ ରନ୍ରେ ଲକ୍ଷ୍ନୌ ସୁପର୍ ଜିଆଣ୍ଟ୍ସକୁ ପରାସ୍ତ କରିଛି। ଚଳିତ ଆଇପିଏଲ୍ରେ ଲକ୍ଷ୍ନୌ ଅଧିନାୟକ କେଏଲ୍ ରାହୁଲଙ୍କ ପ୍ରଦର୍ଶନ ମିଶ୍ରିତ ରହିଛି। ସେ ୫ ପାଳିରେ ୨ଥର ଶୂନରେ ଆଉଟ୍ ହୋଇଥିବାବେଳେ…
ସ୍ବାମୀଙ୍କ ପାଇଁ ରୋଷେଇ କଲେ କ୍ୟାଟ୍ରିନା
ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ବିକି କୌଶଲ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ପ୍ରଶଂସକମାନେ ଭିକି ଏବଂ କ୍ୟାଟ୍ରିନାଙ୍କୁ ଗୋଟିଏ ଫ୍ରେମରେ ଦେଖିବାକୁ ସର୍ବଦାପସନ୍ଦ କରନ୍ତି। ନୁହେଁ ପ୍ରାୟତଃ ନିଜ ପୋଷ୍ଟ ମାଧ୍ୟମରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାନ୍ତି।…
ଏନ୍ଏଚ୍-୩୭ ପ୍ରଶସ୍ତିକରଣ, କଟାଯିବ ୨,୫୦୦ ଗଛ…
ଗୁଆହାଟି, ୪।୪ : ଜାତୀୟ ରାଜପଥ (ଏନ୍ଏଚ୍)-୩୭ର ପ୍ରଶସ୍ତିକରଣ ପ୍ରକଳ୍ପ ପାଇଁ ଆସାମର ରାଜଧାନୀ ଗୁଆହାଟିରେ ପ୍ରାୟ ୨,୫୦୦ ଗଛ କଟାଯାଉଛି। ଜାତୀୟ ରାଜପଥ ୩୭ରେରେ ଜାଲୁକବାରୀ ଠାରୁ ଓ୍ବଶିଷ୍ଠ ପର୍ଯ୍ୟନ୍ତ ୧୬.୫ କିଲୋମିଟର ପର୍ଯ୍ୟନ୍ତ କାର୍ଯ୍ୟ ଗତ ସପ୍ତାହରେ ଆରମ୍ଭ…
ନ୍ୟାୟିକ ବ୍ୟବସ୍ଥାରେ ଇ-ଫାଇଲିଂ ଭର୍ସନ ୩.୦
କଟକ ଅଫିସ,୩।୪: କଟକସ୍ଥିତ ଓଡ଼ିଶା ଜୁଡିସିଆଲ ଏକାଡେମୀ ସଭାଗୃହରେ ଇ-ଫାଇଲିଂ ଭର୍ସନ ୩.୦, ଭଲନରେବୁଲ ୱିଟନେସ୍ ଡିପୋଜିଶନ୍ ସେଣ୍ଟର୍ସ ଆଣ୍ଡ୍ ଭର୍ଚୁଆଲ୍ କୋର୍ଟ ରୁମ୍ସ ଆଣ୍ଡ୍ ଓଡ଼ିଶା ଜୁଡିସିଆଲ ୱାର୍କ ଫ୍ଲୋ ଅଟୋମେଶନ ସିଷ୍ଟମ ଶନିବାର ଉଦ୍ଘାଟିତ ହୋଇଛି। ଏଥିରେ ସୁପ୍ରିମକୋର୍ଟ…
ଅଫିସ୍ରେ ପଶି ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ମାଡ଼
ପଟ୍ଟାମୁଣ୍ଡାଇ,୩।୪(ସ୍ବ.ପ୍ର.): ଚାଷ ଜମି ପାଖରେ ବେଆଇନ ଇଟାଭାଟି ନିର୍ମାଣକୁ ବିରୋଧ କରି ଚାଷୀମାନେ ତହସିଲଦାରଙ୍କୁ ବାରମ୍ବାର ଜଣାଇଥିଲେ । ହେଲେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା । ଶନିବାର ଚାଷୀମାନେ ତହସିଲ ଅଫିସରେ ପଶି ତହସିଲଦାରଙ୍କୁ…
ସାଇକେଲ ରାଣୀ
ଦୀର୍ଘ ପଚାଶ ବର୍ଷ ତଳେ ଯେତେବେଳେ ଜାତୀୟ କିମ୍ବା ଆନ୍ତର୍ଜାତିକ ସ୍ତରରେ ଆୟୋଜିତ ହେଉଥିବା କ୍ରୀଡ଼ା ଉତ୍ସବଗୁଡ଼ିକରେ ଅନ୍ୟାନ୍ୟ ରାଜ୍ୟର କ୍ରୀଡ଼ାବିତ୍ମାନେ ବେଶ୍ ସୁନାମ ଅର୍ଜନ କରି ରାଜ୍ୟର ଗୌରବ ବୃଦ୍ଧି କରାଉଥିଲେ, ସେ ସମୟରେ ଜଣେ ଓଡ଼ିଆ ଝିଅ ପଡ଼ିଆରେ…
ଗୋଟିଏ ଛାତ ତଳେ ବହୁବିଧ ବ୍ରାଣ୍ଡ୍
ବାଣିଜ୍ୟରେ ସ୍ନାତକ ପାସ୍ ପରେ ଚାକିରି ନ ଖୋଜି ପାରିବାରିକ ବ୍ୟବସାୟରେ ହାତ ଦେଇଥିଲେ। ଓଡ଼ିଶାରେ ବ୍ରାଣ୍ଡେଡ୍ ପୋଷାକର ଚାହିଦା ବଢ଼ୁଥିବାବେଳେ ପ୍ରତିଯୋଗିତା ମୂଳକ ବଜାରରେ କିପରି ସଫଳ ହେଲେ ସେନେଇ ଧରିତ୍ରୀକୁ ସାକ୍ଷାତ୍କାର ବେଳେ କହିଛନ୍ତି ଜିଆର୍ସି ଗାର୍ମେଣ୍ଟ୍ସ ପ୍ରା.ଲିଃ.…
ଜଣେ ଅନ୍ୟ ଜଣଙ୍କର ଶକ୍ତି ପାଲଟିବା ଦରକାର: ଶୁଭଶ୍ରୀ
ସମାଜରେ ଅବହେଳିତ ନାରୀଙ୍କ ପାଇଁ ସେ ପାଲଟିଛନ୍ତି ପ୍ରେରଣାର ଉତ୍ସ। ଇନ୍ଷ୍ଟିଚ୍ୟୁଟ୍ ଫର୍ ସୋସିଆଲ ଡେଭ୍ଲପ୍ମେଣ୍ଟ (ଆଇଏସ୍ଡି) ନାମକ ଏକ ଅନୁଷ୍ଠାନ ଗଠନକରି ଏହା ମାଧ୍ୟମରେ ଅନେକ ମହିଳାଙ୍କ ପାଇଁ ସେ କାମ କରୁଛନ୍ତି। ଏହା ବ୍ୟତୀତ ଝିଅମାନେ କୌଣସି ଗୁଣରେ…
ରିଲିଜ୍ ହେଲା ‘ଭୂମିପୂତ୍ର’ ଗେମ୍
ଭୁବନେଶ୍ୱର, ୬।୩(ବ୍ୟୁରୋ): ମହାନ୍ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ଇଞ୍ଜିନିୟରିଂ ଛାତ୍ରମାନେ ପ୍ରସ୍ତୁତ କରିଛନ୍ତି ଏକ ଗେମ୍ ‘ଭୂମିପୂତ୍ର’। ବିଜୁ ବାବୁଙ୍କ ୧୦୬ତମ ଜୟନ୍ତୀ ଅବସରରେ ଏହା ରିଲିଜ୍ ହୋଇଛି। ବିଜୁବାବୁଙ୍କ ବୀରତ୍ୱ ବଖାଣୁଥିବା ଏହି ଗେମ୍ର ଟ୍ରେଲର ଫେବୃୟାରୀ…
Archives


