୫ ଘଣ୍ଟାରେ ୧୬ କିମି ପହଁରିଲେ ଆଇପିଏସ୍ ଅଫିସର
ମୁମ୍ବାଇ: ବୁଡ଼ିଯିବା ପ୍ରତିରୋଧ ସଚେତନତା ଶିବିରରେ ଭାଗ ନେଇ ଭାରତୀୟ ଆଇପିଏସ୍ ଅଫିସର କ୍ରିଷ୍ଣା ପ୍ରକାଶ ସ୍ବମ୍ ଗେଟ୍ ୱେ ଇଣ୍ଡିଆଠାରୁ ଏଲିଫାଣ୍ଟା ଗୁମ୍ଫା ପର୍ଯ୍ୟନ୍ତ ପହଁରି ଇତିହାସ ରଚିଛନ୍ତି। ସେ ୧୬.୨୦ କିମି ଜଳପଥକୁ ୫ ଘଣ୍ଟା ୨୬ ମିନିଟ୍…
ଟ୍ରାକିଂ କ୍ୟାମେରାରେ କଏଦ ହେଲା କଲରାପତରିଆ
ନୂଆପଡ଼ା ଅଫିସ,୩୧।୩:ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେ ଅବସ୍ଥିତ ସୋସେଙ୍ଗ ପଞ୍ଚାୟତ ଜଲମଡେଇ ଗାଁର ସାନମତି ବାରିକ (୬୮)ଙ୍କୁ ଗତ ୧୯ ତାରିଖ ରାତିରେ ମହାବଳ ବାଘ ଖାଇ ଦେବା ପରେ ଗଁାରେ ଆତଙ୍କ ଖେଳିଯାଇଛି।…
‘ଆଦିପୁରୁଷ’ ରିଲିଜ୍ ଡେଟ୍ ଘୋଷଣା
ସାଉଥ ସିନେମାର ସୁପରଷ୍ଟାର ପ୍ରଭାସଙ୍କ ଅଭିନୀତ ବହୁପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ ରିଲିଜକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ପ୍ରଶଂସକଙ୍କ ଅପେକ୍ଷା ଅନ୍ତଃ ହୋଇଛି। ନିର୍ମାତା ‘ଆଦିପୁରୁଷ’ର ନୂତନ ରିଲିଜ ତାରିଖ ଘୋଷଣା କରିଛନ୍ତି। ଏହି ଫିଲ୍ମଟି ଚଳିତ ବର୍ଷ ଜୁନ…
ତପୋଭୂମି ପଣ୍ଡିଚେରୀରେ ଶ୍ରୀମା
ପବିତ୍ର ତପୋଭୂମି ପଣ୍ଡିଚେରୀରେ ଶ୍ରୀମା ୨୯ ମାର୍ଚ୍ଚ ୧୯୧୪ରେ ପ୍ରଥମେ ପଦାର୍ପଣ କଲେ। କାଳ ବକ୍ଷରେ ଏହି ଦିବସ ଏକ ମହାର୍ଘ ଭୂମିକା ଗ୍ରହଣ କରିଛି। ମା’ଙ୍କ ଆଗମନ ପୂର୍ବରୁ ୧୯୧୦,ଏପ୍ରିଲ ୪ରେ ଭବିଷ୍ୟତ ଜୀବନ ଓ ଜଗତର ରୂପକାର ମହାଯୋଗୀ…
ଆତ୍ମବିଶ୍ୱାସ
”ଆତ୍ମବିଶ୍ୱାସକୁ ଦୃଢ଼ କରିବାକୁ ହେଲେ କେତୋଟି କଥାକୁ ଗୁରୁତ୍ୱ ଦେବା ଦରକାର। କାରଣ ଏହା ଏଭଳି ଏକ ପ୍ଲାଟ୍ଫର୍ମ, ଯାହାକୁ ଆଧାରକରି ଜଣେ ନିଜ ଲକ୍ଷ୍ୟ ପଥରେ ଅଗ୍ରସର ହୋଇପାରିବ।“ ପୁରୁଷ ହୁଅନ୍ତୁ ଅବା ମହିଳା, ଜୀବନରେ ସଫଳତାର ସ୍ବାଦ ଚାଖିବାକୁ…
ତତ୍ପର ପ୍ରଶାସନ: ଉଚ୍ଛେଦ ହେବ ଲକ୍ଷ୍ମୀ ମାର୍କେଟ
ପୁରୀ ଅଫିସ,୧୪।୩: ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଅଗ୍ନିକାଣ୍ଡ ପରେ ତତ୍ପର ହୋଇ ଉଠିଛି ପ୍ରଶାସନ। ଲକ୍ଷ୍ମୀ ମାର୍କେଟ ଉଚ୍ଛେଦ ହେବ। ଏ ନେଇ ଶ୍ରୀମନ୍ଦି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଉଚ୍ଛେଦ ପରେ ଏହାକୁ ତୁରନ୍ତ ହସ୍ତାନ୍ତର କରିବାକୁ…
ରାମନବମୀ ମହୋତ୍ସବ ଶୋଭାଯାତ୍ରାରେ ବାଜିବ ନି ଡିଜେ
ଭଦ୍ରକ ଅଫିସ,୧୦।୩: ଭଦ୍ରକ ରାମନବମୀ ମହୋତ୍ସବ ଉପଲକ୍ଷେ ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ୩୩ ବର୍ଷରେ ପଦାର୍ପଣ କରିଥିବା ଏହି ମହୋତ୍ସବ ଉପଲକ୍ଷେ ଆସନ୍ତା ୧୨ ତାରିଖରେ…
କେୟାର ହସ୍ପିଟାଲ ପକ୍ଷରୁ ବିଶ୍ୱ କିଡ୍ନୀ ଦିବସ
ଭୁବନେଶ୍ୱର,୧୦।୩:ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କେୟାର ହସ୍ପିଟାଲ ଭୁବନେଶ୍ୱର ୟୁନିଟ୍ ପରିସରରେ ବିଶ୍ୱ କିଡ୍ନୀ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହସ୍ପିଟାଲ ପକ୍ଷରୁ ଏକ ସଚେତନତା ପଦଯାତ୍ରାର ଆୟୋଜନ କରାଯାଇଥିଲା। ଏହି ଅବସରରେ ଓଡ଼ିଶା ଟେଲିଭିଜନର ବିଜ୍ନେସ୍ ହେଡ୍…
ନ ଆଣୁ ବିପଦ…
ଏବେ ବଜାରରେ ଯେଉଁ ପ୍ରକାର ରଙ୍ଗ ବିକ୍ରି ହେଉଛି, ତାହା କୋମଳମତି ପିଲାଙ୍କ ସ୍ବାସ୍ଥ୍ୟ ପାଇଁ ଯଥେଷ୍ଟ କି ନୁହେଁ ଏହା ସବୁଠାରୁ ବଡ଼ ପ୍ରଶ୍ନ । କାରଣ ରଙ୍ଗ ବେପାରୀମାନେ ବୁଝି ନଥା’ନ୍ତି ଯେ ଏହା ପିଲାଙ୍କ ପାଇଁ ସ୍ବାସ୍ଥ୍ୟଗତ…
ଘରୋଇ ନର୍ସିଂ ହୋମ୍ ସିଲ୍
ଢେଙ୍କାନାଳ ଅଫିସ, ୫।୩: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କଓ୍ବୋଇ) କାର୍ଡରେ କରାଯାଉଥିଲା ଅର୍ଥ ହଡ଼ପ। ଡାକ୍ତରଙ୍କ ନାମରେ ଜାଲ୍ ଦସ୍ତଖତ କରି ଲୁଟୁଥିଲେ ଟଙ୍କା। ଏପରି କି ମୃତରୋଗୀଙ୍କୁ ମଧ୍ୟ ଛାଡ଼ି ନ ଥିଲେ। ମାନବିକତାକୁ ଜଳାଞ୍ଜଳି ଦେଇ ଅଧିକ…
୨୨ ବର୍ଷ ଧରି ପୋଲ ପାଇଁ ହନ୍ତସନ୍ତ ଟେଲାପାଲିବାସୀ
ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୪ା୩: କନ୍ଧମାଳ ଜିଲା ଫିରଙ୍ଗିଆ ବ୍ଲକ ଡିଣ୍ଡିରାଗାଁ ପଞ୍ଚାୟତ ଟେଲାପାଲି ଗ୍ରାମବାସୀ ଆଜକୁ ଦୀର୍ଘ ୨୨ ବର୍ଷ ହେବ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି। ଆଜି ପର୍ଯ୍ୟନ୍ତ ସେମାନଙ୍କ ଦୁଃଖ ପ୍ରଶାସନ କି ରାଜନେତା ଶୁଣୁନାହାନ୍ତି…
ସୌରାଷ୍ଟ୍ରର ରଣଜୀ ସଫଳତା
ସୌରାଷ୍ଟ୍ର ଦ୍ୱିତୀୟ ଥର ପାଇଁ ରଣଜୀ ଟ୍ରଫି ଚାମ୍ପିୟନ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଏହି ଦଳ ୨ ଥର ଯାକ ଫାଇନାଲରେ ବେଙ୍ଗଲକୁ ପରାସ୍ତ କରିଛି। ୨୦୨୦ରେ ଏହି ଦଳ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଚାମ୍ପିୟନ ହୋଇଥିବାବେଳେ ଏଥର…
Archives


