ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୮, ୨୦୨୨)
କଟକ ରାଣୀହାଟ କେନାଲ ରୋଡ଼ରେ ଟ୍ରଲି-ରିକ୍ସାରେ ପରିବହନ ହେଉଥିବା ମାଲ ପେଟି ଉପରେ ବସି ଯାଉଛନ୍ତି ବାଳକ କଟକ ଜଗତପୁର ମହାନଦୀ ଆନିକଟ ନିକଟରେ ଭାସି ଆସିଥିବା ମୃତ ହାତୀକୁ ଜଙ୍ଗଲ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇ କ୍ରେନ ଯୋଗେ କୂଳକୁ ଅଣାଯାଉଛି…
ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୭, ୨୦୨୨)
ଭୁବନେଶ୍ୱର ସ୍ଥିତ ରବିନ୍ଦ୍ରମଣ୍ଡପରେ ଓଡ଼ିଶା ନାଟ୍ୟ ସଂଘ ପକ୍ଷରୁ ଆୟୋଜିତ ଜାତୀୟ ନାଟ୍ୟ ଉତ୍ସବରେ ପରିବେଷିତ ନାଟକ ‘ପୁନଶ୍ଚ ଅବୋଲକରା’ ଭୁବନେଶ୍ୱର ସ୍ଥିତ ସଂସ୍କୁତି ଭବନରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୁତି ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର…
ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୬, ୨୦୨୨)
ଭୁବନେଶ୍ୱରରେ ପ୍ରବଳ ବର୍ଷା ଜନପଥ ମାଷ୍ଟର କ୍ୟାଣ୍ଟିନଠାରୁ ରାଜମହଲ ରାସ୍ତାରେ ବର୍ଷା ଜନିତ ପ୍ରବଳ ବର୍ଷା ପାଣି ଜମିରହିଛି ଖାନଗର ପୂଜା କମିଟି ପକ୍ଷ୍ୟରୁ ନିର୍ମାଣାଧୀନ ତୋରଣ ଖାନଗର ପୂଜା ମଣ୍ଡପରେ ମେଧାରେ ଚାନ୍ଦି ଅଳଙ୍କାର ସଯିତ କରୁଥିବା କାରିଗର ଚୌଧୁରୀ…
ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୫, ୨୦୨୨)
ନବଦିନାତ୍ମକ ପୂଜା ଆରମ୍ଭ ଅବସରରେ ଦୁର୍ଗା ମାଧବ ଗୁପ୍ତ ଗୁଣ୍ଡିଚା ଅବସରରେ ପୁରୀ ଦୋଳମଣ୍ଡପ ସାହିରେ ଥିବା ନାରାୟଣୀ ମନ୍ଦିରକୁ ବିଜେ କରୁଛନ୍ତି ଲିଜେନ୍ଡସ ଲିଗ କ୍ରିକେଟ ଟିମ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିଛନ୍ତି ମହାଳୟା ଉପଳେକ୍ଷେ ପିତୃପୁରୁଷଙ୍କୁ ଶ୍ରାଦ୍ଧ…
ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୪, ୨୦୨୨)
ଭୁବନେଶ୍ୱର ଭଞ୍ଜ କଳାମଣ୍ଡପରେ ନୃତ୍ୟ ନୈବେଦ୍ୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ନୃତ୍ୟ କଳା ପ୍ରଦର୍ଶନ ରାଜଧାନୀରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ ହକି ଇଣ୍ଡିଆର ସଭାପତି ନିଯୁକ୍ତି ପାଇବା ପରେ ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ପଦ୍ମଶ୍ରୀ ଦିଲ୍ଲୀପ ତିର୍କିଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୩, ୨୦୨୨)
ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ନୂଆଖାଇ ପରିବାର ପକ୍ଷରୁ ନୂଆଖାଇ ଭେଟଘାଟରେ ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ କଟକ ସ୍ଥିତ ମା’ ବାସନ୍ତୀ ଦୁର୍ଗାଙ୍କ କମଳା ବେଶ କଟକ ପିଠାପୁର ସ୍ଥିତ ମା’ ଧାକୁଲେଇଙ୍କ ସରସ୍ୱତୀ ବେଶ କଟକ ସ୍ଥିତ ମା’…
ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୨, ୨୦୨୨)
ଭୁବନେଶ୍ୱର ର ସହିଦନଗର ଠାରେ ଦୁର୍ଗା ପୂଜା ପୂର୍ବରୁ ବିଭିନ୍ନ ମୂର୍ତି ସାଜସଜା ଓ ତୋରଣ
ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୧, ୨୦୨୨)
ରାଜଧାନୀରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ ଭୁବନେଶ୍ୱର ପୁରୁଣା ଷ୍ଟେସନ ବଜାର ସାର୍ବଜନୀନ ଦୁର୍ଗାପୂଜା ସମିତି ପକ୍ଷରୁ ମା’ ଦୁର୍ଗାଙ୍କ ଚାନ୍ଦି ମେଢ଼କୁ ରୂପରେ ସଜା ଯାଉଛି ଭୁବନେଶ୍ୱରରେ ଜାତୀୟ ରାଜପଥରୁ ହାଇଟେକ ହସ୍ପିଟାଲ ଯିବା ନଦୀ ସନ୍ନିକଟ…
ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୦, ୨୦୨୨)
ଭୁବନେଶ୍ୱର ସାଲିଆ ସାହିରେ ମଦଭାଟି ଉପରେ ପୋଲିସର ଚଢ଼ାଉ ମା ଗଡ଼ଚଣ୍ଡୀଙ୍କ କମଳା ବେଶ ମା ଝାଞ୍ଜିରୀମଙ୍ଗଳାଙ୍କ ସରସ୍ଵତୀ ବେଶ ମା ବାସନ୍ତୀଦୁର୍ଗାଙ୍କ ବଗଳାମୁଖି ବେଶ ପିଠାପୁର ମା ଧାକୁଲେଇଙ୍କ ବୈଷ୍ଣବୀ ବେଶ ମା…
ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୯, ୨୦୨୨)
ଖଣ୍ଡଗିରି ଥାନା ସ୍ଥିତ ଶ୍ୟାମପୁରରେ ବେଆଇନି ଘରକୁ ବିଡିଏ ଉଛେଦ କରୁଛି ବିଜେପି ନେତା ତଥା ଧାମନଗର ଏମଏଲଏ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ପରେ ସୋମବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର ନେତାମାନେ ପୁଷ୍ପମାଲ୍ୟ ଅର୍ପଣ କରୁଛନ୍ତି ବିଜେପି ଧାମନଗର…
ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୮, ୨୦୨୨)
କଟକର ଶେଖ ବଜ଼ାର ପୂଜା ମଣ୍ଡପରେ ମା ଦୁର୍ଗା ମୁର୍ମୟୀ ପ୍ରତିମା ଗଢୁଥିବା ଶିଳ୍ପୀ ତେଲଗୁ ସମ୍ପ୍ରଦାୟ ପକ୍ଷ୍ୟରୁ ଗଡଗଡିଆ ମହାନଦୀତଟ ଠାରେ ଶ୍ରୀଶ୍ରୀ ସୋଲ ପୁଅ ମା ଘଟ ପୂଜାର୍ଚନା ପିଏମଜି ରୋଡ ରେ ଜଣେ ଶିଶୁ ପ୍ଲାଷ୍ଟିକ ରଙ୍ଗ…
ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୭, ୨୦୨୨)
ଭୁବନେଶ୍ୱର ସ୍ଥିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ କଣ୍ଢେଇ ପ୍ରଦର୍ଶନୀକୁ ସ୍କୁଲ ପିଲାମାନେ ବୁଲି ଦେଖୁଛନ୍ତି ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ଭୁବନେଶ୍ୱର ଜୟଦେବ ବିହାର ସ୍ଥିତ ବିଶ୍ୱକର୍ମା ମନ୍ଦିର ବିଶ୍ୱକର୍ମା ପୂଜା ଅନୁଷ୍ଠିତ …
Archives


