ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୮, ୨୦୨୩ )

କଟକ କଳାକାର ସଂଗଠନ ନେତାଜୀ ସେତୁ ନିକଟ ଗାନ୍ଧୀ ସ୍ମାରକୀ ପାର୍କରେ ହକି ବିଶ୍ୱକପ ଉପରେ କଳା ପ୍ରଦର୍ଶନୀ ଆୟୋଜନ କରିଛନ୍ତି

ହକି ବିଶ୍ୱକପ ପୂର୍ବରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ସୌନ୍ଦଯ୍ୟକରଣ କରାଯାଉଛି

 

କମିଶନରେଟ୍ ପୋଲିସ୍ ପକ୍ଷରୁ କଟକସ୍ଥିତ ବକ୍ସି ବଜାର ରିଜର୍ଭ ପୋଲିସ୍ ଫିଲ୍ଡରୁ ମିନି ମାରାଥନ୍ ଫ୍ଲାଗ୍ କରାଯାଇଥିଲା

ଭୁବନେଶ୍ୱରରେ ଶିଖରଚଣ୍ଡୀ ରାସ୍ତାରେ ପଥ ଉତ୍ସବ ପାଳନ କରାଯାଇଛି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ନଭେମ୍ବର ୨୫, ୨୦୨୧ )

କଟକ ଏସସିବି ମେଡିକାଲ୍ କଲେଜ୍ ପ୍ଲାଟିନମ୍ ଜୁବୁଲି ପାଳନ ଅବସରରେ ପରିସରରେ ଥିବା ଏକ ପ୍ରାଚୀରକୁ ଚିତ୍ରିତ କରାଯାଉଛି   ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏଫଆଇଏଚ...

ଓଡ଼ିଶା: ଆଜିର ଫଟୋ (ମାର୍ଚ୍ଚ ୨୨, ୨୦୨୨)

ଚୈତ୍ର ମାସ ପ୍ରଥମ ମଙ୍ଗଳବାର ଭୁବନେଶ୍ୱରରେ ମହିଳାମାନେ ମା’ ମଙ୍ଗଳାଙ୍କ ପୂଜାର୍ଚ୍ଚନା କରୁଛନ୍ତି   ଭୁବନେଶ୍ୱର ରବିନ୍ଦ୍ରମଣ୍ଡପରେ ପରିବେଷିତ ନାଟକ ‘ଫୁଲନୋଳ’   ଭୁବନେଶ୍ୱର ନିକଟସ୍ଥ...

ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୧୨, ୨୦୨୩ )

ପ୍ରଦର୍ଶନୀ ପଡିଆ ରାସ୍ତାରେ ହକି ବିଶ୍ୱକପ୍ ପୂର୍ବରୁ ରାସ୍ତାରେ ରଙ୍ଗ କରାଯାଉଛି   କଳିଙ୍ଗ ଷ୍ଟାଡିୟମରେ ଓଲି ଗ୍ରାଉଣ୍ଡ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୧୫, ୨୦୨୧)

ଭୁବନେଶ୍ୱର ସହର ସୌନ୍ଦର୍ଯ୍ୟକରଣ ଲାଗି ପ୍ରାଚୀରରେ ଚିତ୍ର ଆଙ୍କୁଛନ୍ତି ଚିତ୍ରଶିଳ୍ପୀ

ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୪, ୨୦୨୨ )

ଗୋପାଳପୁର ବେଳାଭୂମି ମହୋତ୍ସବ     ଖ୍ରୀଷ୍ଟମାସ ଅବସରରେ ସାନ୍ତା ଘୋଡା ଗାଡିରେ ଯାଉଛନ୍ତି     ଭୁବନେଶ୍ୱର ସୈନିକ ବିଦ୍ୟାଳୟର ୬୦ତମ ବାର୍ଷିକ ଦିବସ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୪, ୨୦୨୦)

କଟକର ବିଭିନ୍ନ ପୂଜାମଣ୍ଡପରେ ମହାଷ୍ଟମୀ ପୂଜା ଭୁବନେଶ୍ୱରର ବିଭିନ୍ନ ପୂଜାମଣ୍ଡପରେ ମହାଷ୍ଟମୀ ପୂଜା ପୂଜା ଲାଗି ରାଜଧାନୀ ଜନପଥରେ ଲୋକଙ୍କ ଗହଳି ଭୁବନେଶ୍ୱର ଶିଶୁପାଳଗଡରେ ଗଛରେ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୯, ୨୦୨୨)

କଟକ ଷ୍ଟିୱାର୍ଟ ସ୍କୁଲ ଛାତ୍ରୀଛାତ୍ରମାନେ ପୃଥିବୀର ସୁରକ୍ଷା ଓ ବିଶ୍ୱ ଓଜୋନ ଦିବସ ପାଳନ ଅବସରରେ ପଥ ପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତାର ବାର୍ତ୍ତା ଦେଉଛନ୍ତି...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୫, ୨୦୨୧)

କଟକ, ସିଡିଏ ବେଲଭ୍ୟୁ ସ୍କୋୟାର ନିକଟରେ ନେତାଜୀସେତୁ ଉପରେ ଘନ କୁହୁଡ଼ି ରେଭେନ୍ସା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଏବଂ ସପ୍ତମ ଶ୍ରେଣୀର ଛାତ୍ରୀଛାତ୍ର...

Advertisement
Archives

Model This Week