ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୭, ୨୦୨୩ )

ହକି ବିଶ୍ୱକପ ପୂର୍ବରୁ ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି

 

 

ଶ୍ରୀକ୍ଷେତ୍ରରେ, ବରଗଡ ଧନୁଯାତ୍ରାରେ ମହାରାଜା କଂସ ଭୂମିକାରେ ଅଭିନୟ କରିଥିବା ଅଭିନେତା ହୃଶିକେଶ ଭୋଇ

 

 

ବିଶ୍ୱକପ ହକିର ମେଗା ଉଦଘାଟନୀ ଉତ୍ସବ ପାଇଁ କଟକ ବାରବାଟୀ ଷ୍ଟାଡିଅମ ପାଖରେ ମୂର୍ତ୍ତି ସ୍ଥାପନ କରାଯାଇଛି

 

 

କଟକ ବାରବାଟୀ ଷ୍ଟାଡିଅମରେ ବିଶ୍ୱକପ ହକିର ମେଗା ଉଦଘାଟନୀ ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଛି

 

 

କଲିଙ୍ଗ ଷ୍ଟାଡିୟମରେ ଇଣ୍ଡିଆନ୍ ସୁପର ଲିଗ୍ ଫୁଟବଲ୍ ମ୍ୟାଚରେ ଓଡିଶା ଏଫ୍ସି ବନାମ ଇବି ଏଫ୍ସି , ଓଡିଶା ଏଫ୍ସି ୩ -୧ ରେ ଜିତିଲା

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ଓ ଓଡିଶା ସଂଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ନାଟକ ଉତ୍ସବରେ ପରିବେଷିତ ନାଟକ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୭ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସିନେ କ୍ରିଟିକ୍ସ ଆସୋସିଏସନ୍ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ’ କାର୍ଯ୍ୟକ୍ରମ     📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri