ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୧୦, ୨୦୨୩ )

କଟକ ବାରବାଟୀ ଦୁର୍ଗ ଓ ଦୁର୍ଗ ପାର୍ଶ୍ୱରେ ଥିବା ପାର୍କକୁ ଆଲୋକରେ ସଜ୍ଜିତ କରାଯାଇଛି

 

ରାଜଧାନୀରେ ହକି ବିଶ୍ୱକପ ପାଇଁ ଚାଲିଛି ପ୍ରସ୍ତୁତି

 

କଳାକାର ଏଲ୍ ଇଶ୍ୱର ରାଓ ହକି ବିଶ୍ୱକପ୍ ଟ୍ରଫିର ଏକ କ୍ଷୁଦ୍ର କଳାକୃତି ପ୍ରସ୍ତୁତ କରିଛନ୍ତି

 

କଟକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ଉଦ୍‌ଘାଟନୀ ଉତ୍ସବ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଅଭ୍ୟାସ

 

 

ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଏକାମ୍ର ନାଟ୍ୟ ସଙ୍ଘଠନର ନାଟ୍ୟ ଉତ୍ସବରେ ନାଟକ, ‘ଗୋଇଠା ବାବା’ ର ଦୃଶ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୮, ୨୦୨୨)

ଛାତ୍ରୀଛାତ୍ରମାନେ ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସ ଠାରେ ଜାତୀୟ ବିଜ୍ଞାନ ଦିବସ ପାଳନ କରୁଛନ୍ତି ଜଟଣୀର କଳାକାର ଏଲ.ଇଶ୍ଵର ରାଓ ଭୁବନେଶ୍ୱରରେ ମହା ଶିବରାତ୍ରୀ ଉପଲକ୍ଷେ...

ଓଡ଼ିଶା: ଆଜିର ଫଟୋ (ଜୁନ ୨୩ , ୨୦୨୧)

ସ୍ନାନ ପୂର୍ଣ୍ଣିମାରେ ଶ୍ରୀ ଜୀଉଙ୍କ ହାତୀବେଶ ଲାଗି କଟକ ଫିରଙ୍ଗୀ ବଜାର କାରିଗର  ମୁଖା ପ୍ରସ୍ତୁତରେ ବ୍ୟସ୍ତ ବର୍ଷାଜଳ ନିଷ୍କାସନ ନ ହୋଇ ପାରି କଟକ...

ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୨୫, ୨୦୨୧)

ଭୁବନେଶ୍ୱର କୋଭିଡ ଟୀକାକରଣ କେନ୍ଦ୍ରରେ ଭିଡ଼     ଶ୍ରୀମନ୍ଦିରରେ ଚିଫ ଜଷ୍ଟିସ ଅଫ ଇଣ୍ଡିଆ ଏନ ଭି ରମନା

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୫ , ୨୦୨୨)

ଭୁବନେଶ୍ୱର ୟୁନିଟ-୧ କସ୍ତୁରବା ନାରୀମହଲରେ ଅନୁଷ୍ଠିତ ରଙ୍ଗୋଲି, ଝୋଟି ପ୍ରତିଯୋଗିତା   ଭୁବନେଶ୍ୱର ୟୁନିଟ-୪ ସହରାଞ୍ଚଳ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ୧୮ରୁ ୫୯ ବର୍ଷ ଲୋକଙ୍କୁ ବୁଷ୍ଟର୍...

ଓଡ଼ିଶା: ଆଜିର ଫଟୋ (ମେ ୧୨, ୨୦୨୨)

କଟକ ଜୋବ୍ରାସ୍ଥିତ ସାମୁଦ୍ରିକ ସଂଗ୍ରହାଳୟ ସମ୍ମୁଖ ମହାନଦୀ ଜଳରେ ଫୁଟିଛି ପଦ୍ମ ଫୁଲ କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ରାସ୍ତା ସମ୍ପ୍ରସାରଣ ପାଇଁ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୮, ୨୦୨୦)

ଶଟଡାଉନରେ ଭୁବନେଶ୍ୱର ବର୍ଷାରେ ରାଜଧାନୀ ଶଟଡାଉନରେ କଟକ ସହର   ନରାଜ ନିକଟ କାଠଯୋଡ଼ି ନଦୀରେ ମାଛ ଧରୁଛନ୍ତି ଧୀବର  

ଓଡିଶା: ଆଜିର ଫଟୋ ( ଜୁଲାଇ ୨, ୨୦୨୨ )

ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ରାଇମୋହନ ପରିଡ଼ାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଓଡ଼ିଶା ସଂଗୀତ ମହାବିଦ୍ୟଳୟର ଛାତ୍ରୀଛାତ୍ର ଏବଂ ଅଧ୍ୟାପକଙ୍କ ଭୁବନେଶ୍ୱରରେ କ୍ୟାଣ୍ଡେଲ ରାଲି  ...

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୭, ୨୦୨୨)

ପୁଷ ପୂର୍ଣ୍ଣିମା ଅବସରରେ କଟକର ଚାନ୍ଦିନୀ ଚୌକ ଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ରାଜା ବେଶ କଟକ, ବକ୍ସି ବଜାରରେ ଜଣେ କଳାକାର ‘ମହିଲା ଥାନା’ ପାଖରେ...

Advertisement
Archives

Model This Week