ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୧୩, ୨୦୨୩ )

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍ ଆରମ୍ଭ

 

 

ପୁରୁଷ ହକି ବିଶ୍ୱକପ୍ ଦେଖିବା ପାଇଁ ଲୋକମାନେ କଳିଙ୍ଗ ଷ୍ଟାଡିୟମକୁ ଯାଉଛନ୍ତି

 

 

ବ୍ରହ୍ମପୁରରେ ସିଲ୍କ ସିଟି ଫେଷ୍ଟ -୨୦୨୩ ଆରମ୍ଭ 

 

 

ପୁରୁଷ ହକି ବିଶ୍ୱକପ୍: କଳିଙ୍ଗ ଷ୍ଟାଡିୟମରେ ଆର୍ଜେଣ୍ଟିନା ଦକ୍ଷିଣ ଆଫ୍ରିକାକୁ ୧ – ୦ ଗୋଲରେ ପରାସ୍ତ କଲା

 

 

ପୁରୁଷ ହକି ବିଶ୍ୱକପ୍: କଳିଙ୍ଗ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଫ୍ରାନ୍ସକୁ ୮- ୦ ଗୋଲରେ ପରାସ୍ତ କଲା

 

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ମନନା ନାଟ୍ୟ ସଂସ୍ଥାର ୪୪ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଡ୍ରାମା ଫେଷ୍ଟିଭାଲରେ ପରିବେଷିତ ନାଟକ, ‘ପାପୀ’

 

 

ମକର ସଂକ୍ରାନ୍ତି ଉପଲକ୍ଷେ ଗୁଡ଼ି କିଣିବା ପାଇଁ ଚୌଧୁରୀ ବଜାର ଅଂଚଳରେ ଥିବା ଏକ ଗୁଡ଼ି ଦୋକାନରେ ଲୋକଙ୍କ ଭିଡ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (୨୭ ଜୁନ୍, ୨୦୨୬)

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସିନେ କ୍ରିଟିକ୍ସ ଆସୋସିଏସନ୍ ପକ୍ଷରୁ ‘ସ୍ମୃତିରେ ସ୍ମୃତିରେ ଅଭୁଲା ଗୀତ’ କାର୍ଯ୍ୟକ୍ରମ     📲 Follow Dharitri – Odisha’s No.1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri