ରାଜ୍ୟ

ପଞ୍ଚାୟତ ଆର୍ଥିକ ଦେଣନେଣ ପାଇଁ ବିଡିଓଙ୍କ ପ୍ରତିସ୍ବାକ୍ଷରକୁ ସରପଞ୍ଚ ସଂଘର ବିରୋଧ

ସୋନପୁର, ୮।୩(ନି.ପ୍ର.) ସୁବର୍ଣ୍ଣପୁର ଜିଲା ସରପଞ୍ଚ ସଂଘର ଏକ ବୈଠକ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସରପଞ୍ଚ ସଂଘ ସଭାପତି ପ୍ରକାଶ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ…

ରବିବାର ଅନ୍ତର୍ଜାତୀୟ ମହିଳା ଦିବସ: ପେନ୍‌ସିଲ୍‌ ମୁନରେ ଈଶ୍ୱର ରାଓଙ୍କ କଳାକୃତି

ଭୁବନେଶ୍ୱର,୭ା୩(ବ୍ୟୁରୋ): ରବିବାର ଅନ୍ତର୍ଜାତୀୟ ମହିଳା ଦିବସ। ଦିନଟିକୁ ଖାସ୍‌ କରିବାକୁ ଯାଇ ମହିଳାମାନଙ୍କୁ ଫୁଲ, ଉପହାର ପ୍ରଭୃତି ଦିଆଯାଉଥିବାର ନଜିର ରହିଛି। ଏହି ଅବସରରେ ଶିଳ୍ପୀ ଏଲ୍‌. ଈଶ୍ୱର ରାଓ ପେନ୍‌ସିଲ୍‌ ମୁନରେ କଳାକୃତି କରି ମହିଳାମାନଙ୍କୁ ଉକ୍ତ ଦିନର ଶୁଭେଚ୍ଛା…

ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞ, ସୂଚାରୁରୂପେ ଦାୟିତ୍ୱ ତୁଲାଇବେ ବୋଲି କହିଲେ ଏହି ଦୁଇ ପ୍ରାର୍ଥୀ

ଭୁବନେଶ୍ୱର,୭ା୩(ବ୍ୟୁରୋ): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେଡି ଖାଲି ପଡ଼ିଥିବା ୪ ଆସନ ଲାଗି ଶନିବାର ପ୍ରାର୍ଥୀ ଘୋଷଣା କରିଛି। ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତଙ୍କୁ ଦଳ ପ୍ରାର୍ଥୀ ଭାବେ ଚୟନ କରିଛି। ଏହାକୁ…

ମୋତେ ରାଜ୍ୟ ସଭା ପ୍ରାର୍ଥୀ କରାଯିବା ବଡ଼ ସରପ୍ରାଇଜ୍‌: ସୁଜିତ କୁମାର

ଭୁବନେଶ୍ୱର,୭ା୩(ବ୍ୟୁରୋ): ମୋତେ ରାଜ୍ୟ ସଭା ଲାଗି ପ୍ରାର୍ଥୀ କରିବା ମୋ’ ପାଇଁ ବହୁତ ବଡ଼ ସରପ୍ରାଇଜ୍‌ ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ପ୍ରାର୍ଥୀ ଲାଗି ଯୋଗ୍ୟ ଭାବିଥିବାରୁ ମୁଁ ତାଙ୍କଠାରେ କୃତଜ୍ଞ। ଆଦିବାସୀ ଅଞ୍ଚଳର ବିକାଶ ଲାଗି ମୁଁ ଉଦ୍ୟମ…

ମୋତେ ମୋ ପରିଶ୍ରମର ଫଳ ମିଳିଛି: ମୁନା ଖାଁ

ଭୁବନେଶ୍ୱର,୭ା୩(ବ୍ୟୁରୋ): ରାଜ୍ୟ ସଭା ଆସନ ଲାଗି ବିଜେଡି ଶନିବାର ପ୍ରାର୍ଥୀ ଘୋଷଣା କରିଛି। ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଓ ମମତା ମହନ୍ତଙ୍କୁ ଦଳ ପ୍ରାର୍ଥୀ କରିଥିବା ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ତେବେ…

ନିରାଶ ହେଲେ ବି ଥଇଥାନ: ସୁବାସଙ୍କ ସ୍ଥାନରେ ଦାୟିତ୍ୱ ସମ୍ଭାଳିବେ ରମେଶ

ଭୁବନେଶ୍ୱର,୭ା୩(ବ୍ୟୁରୋ): ଖାଲି ପଡ଼ିଥିବା ୪ ରାଜ୍ୟ ସଭା ଆସନ ଲାଗି ଶନିବାର ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଥିବା ସୁବାସ ସିଂ ରହିଛନ୍ତି। ରାଜ୍ୟ ସଭା…

ବିଜେଡିର ପ୍ରାର୍ଥୀ ଘୋଷଣା: ରାଜ୍ୟ ସଭା ଯିବେ ମୁନା ଖାଁ, ସୁବାସ ସିଂ, ସୁଜିତ କୁମାର, ମମତା ମହାନ୍ତ

ଭୁବନେଶ୍ୱର,୭ା୩(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଖାଲି ପଡ଼ିଥିବା ୪ ସିଟ୍‌ ଲାଗି ଦଳ ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର, ମମତା ମହାନ୍ତଙ୍କୁ ପ୍ରାର୍ଥୀ କରିଛି। ନବୀନ ନିବାସରେ ଖବରଦାତାଙ୍କୁ ସୂଚନା…

କରୋନା ଭୟ: ଚଳିତବର୍ଷ ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୭।୩(ବ୍ୟୁରୋ): ଆସନ୍ତା ମଙ୍ଗଳବାର ହୋଲି। ରାଜ୍ୟ ତଥା ଦେଶରେ କରୋନା ସଂକ୍ରମଣ ହେବା ଭୟକୁ ଦୃଷ୍ଟିରେ ରଖି ଚଳିତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୋଲି ଖେଳିବେ ନାହିଁ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ପୂର୍ବରୁ ପ୍ରଧାନମନ୍ତ୍ରୀ…

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିପିନ ବିହାରୀ ରଥଙ୍କ ପରଲୋକ

କଟକ ଅଫିସ,୭ା୩: ସ୍ବାଧୀନତା ସଂଗ୍ରାମୀ ତଥା ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ଶନିବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ସେ ପୀଡ଼ିତ ଥିବା ବେଳେ କଟକ କନିକା ଛକସ୍ଥିତ…

କରୋନା ନେଇ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ମନ୍ତ୍ରୀ, ଅଫିସରଙ୍କୁ ବିଦେଶ ଗସ୍ତ ମନା; କୋହଳ ହେବ ବାୟୋମେଟ୍ରିକ୍‌ ଉପସ୍ଥାନ

ଭୁବନେଶ୍ୱର,୭।୩(ବ୍ୟୁରୋ): ବିଶ୍ୱବାସୀଙ୍କ ନିଦ ହଜାଇଥିବା କରୋନା ଭାଇରସ୍‌ ଭାରତରେ ପ୍ରବେଶ କଲାଣି। ଇତିମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ପହଞ୍ଚତ୍ଲାଣି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ଶନିବାର ଏକ ସମୀକ୍ଷା ବୈଠକ କରିଛନ୍ତି। ଲୋକ…

ଚାଇନା ଫେରନ୍ତା ବ୍ୟକ୍ତି ଅସୁସ୍ଥ: ଖଇରାରେ କରୋନା ଆତଙ୍କ

ଖଇରା,୭।୩(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ଥାନା ସାରକୋଣା ପଞ୍ଚାୟତ ସୋଜାଗଡ଼ ଗ୍ରାମରେ କରୋନା ଆତଙ୍କ ଦେଖାଦେଇଛି। ଚାଇନା ଫେରନ୍ତା ଯୁବକ ଜଗନ୍ନାଥ ଜେନାଙ୍କୁ କରୋନା ସଂକ୍ରମିତ ଥିବା ସନ୍ଦେହ କରାଯାଉଛି। ଖଇରା ମେଡିକାଲର ଏକ ଟିମ୍‌ ଶୁକ୍ରବାର ଜଗନ୍ନାଥଙ୍କ ଘରକୁ ଯାଇ…

ରମା ବୈଦ୍ୟନାଥନ୍‌ ପାଇବେ ମାହାରୀ ସମ୍ମାନ

ଭୁବନେଶ୍ୱର,୭ା୩(ବ୍ୟୁରୋ): ଆଦିଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ତରଫରୁ ବିଶିଷ୍ଟ ଭାରତନାଟ୍ୟମ ନୃତ୍ୟଶିଳ୍ପୀ ରମା ବୈଦ୍ୟନାଥନ ଚଳିତବର୍ଷ ଲାଗି ସମ୍ମାନଜନକ ମାହାରୀ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ପୁରସ୍କାର ବାବଦରେ ତାଙ୍କୁ ୫୦ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri