ଦକ୍ଷିଣ ଓଡ଼ିଶାରେ ବନ୍ୟା ସମ୍ଭାବନା
ଭୁବନେଶ୍ୱର,୬ା୮(ବ୍ୟୁରୋ): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ଚାଷୀମାନେ ଆଶ୍ୱସ୍ତ ହୋଇଛନ୍ତି। ଲଗାଣ ବର୍ଷା ଯୋଗୁ ରାଜ୍ୟରେ ମରୁଡ଼ି ଆଶଙ୍କା ମଧ୍ୟ କେତେକାଂଶରେ ଟଳିଯାଇଛି।…
କୋଭିଡ୍ ଯୋଦ୍ଧାଙ୍କ ପାଇଁ ୧ ମିନିଟ୍
ଭୁବନେଶ୍ୱର,୬ା୮(ବ୍ୟୁରୋ): କରୋନା ମହାମାରୀର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଘର ପରିବାର ଭୁଲି ତ୍ୟାଗ ମନୋଭାବ ନେଇ କୋଭିଡ୍ ଯୋଦ୍ଧାମାନେ ଲୋକଙ୍କ ପାଇଁ କାମ କରିଚାଲିଛନ୍ତି। ଏପରିକି ଲୋକଙ୍କ ସେବାରେ ଥାଇ କରୋନାର ଶିକାର ହେବା ପରେ ଜୀବନ ମଧ୍ୟ ହାରିଛନ୍ତି। ସେହି…
ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ନୀରବ ପ୍ରାର୍ଥନା
ଭୁବନେଶ୍ୱର,୬ା୮(ବ୍ୟୁରୋ): କୋଭିଡ୍ ଯୋଦ୍ଧାମାନଙ୍କ ଉସତ୍ର୍ଗୀକୃତ ସେବା ଓ ସର୍ବଶ୍ରେଷ୍ଠ ତ୍ୟାଗ ପାଇଁ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ଏବଂ ଆଗଧାଡିରେ ରହି ଦିନରାତି ସଂଗ୍ରାମ କରୁଥିବା ସମସ୍ତ କୋଭିଡ୍ ଯୋଦ୍ଧାଙ୍କ ସମ୍ମାନାର୍ଥେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ବୁଧବାର ସନ୍ଧ୍ୟା…
ଫାଇଦାରେ ଆଗୁଆ, ନିଯୁକ୍ତିରେ ପଛୁଆ
ଯାଜପୁର ଅଫିସ୍,୬ା୮: କଳିଙ୍ଗନଗରରେ ଶିଳ୍ପାୟନ ପଛରେ ମୂଳ ଲକ୍ଷ୍ୟ ରହିଥିଲା ସ୍ଥାନୀୟ ଅଞ୍ଚଳ ସମେତ ରାଜ୍ୟର ନିଯୁକ୍ତି ଏବଂ ଅର୍ଥନୈତିକ କ୍ଷେତ୍ରରେ ବିକାଶ। ଏହି ଅଞ୍ଚଳକୁ ଶିଳ୍ପ ସ୍ଥାପନ କରିବାକୁ ଆସିଥିବା ଦେଶର ଅଗ୍ରଣୀ ଶିଳ୍ପ ସଂସ୍ଥାମାନେ ସେହିଭଳି ପ୍ରତିଶ୍ରୁତି ଦେଇ…
ରାଜଧାନୀରେ ଘରେ ପଶିଲା ନର୍ଦ୍ଦମା ପାଣି
ଭୁବନେଶ୍ୱର, ୬ା୮(ବ୍ୟୁରୋ) : ଭୁବନେଶରରେ ଗତ ୨ଦିନ ହେବ ଲଗାଣ ବର୍ଷା ଯୋଗୁ ବହୁ ଅଞ୍ଚଳରେ ଲୋକେ ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେଉଁଠି ରାସ୍ତାରେ ପାଣି ଜମି ରହିଛି ତ ଆଉ କେଉଁଠି ଘରେ ପାଣି ପଶିଛି। ବିଶେଷକରି ନୟାପଲ୍ଲୀ…
କରୋନା ଆକ୍ରାନ୍ତ ହେଲେଣି ୧୮ ପରିବହନ କର୍ମଚାରୀ
କଟକ ଅଫିସ,୬ା୮: କରୋନାରେ ବୁଧବାର ଗଞ୍ଜାମ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ)ର ୨ଜଣ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍ଟିଏ) ସୂଚନା ଦେଇଛି। ଉଭୟ ସୀମା ତନଖି କାର୍ଯ୍ୟରେ ନିୟୋଜିତ ଥିଲେ। ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ…
୨୨ବର୍ଷରେ ଆଇଏଏସ୍ ପାଇଲେ ଓଡ଼ିଆ ଝିଅ
ଭୁବନେଶ୍ୱର, ୬ା୮(ବ୍ୟୁରୋ): କମ୍ ବୟସରେ ବଡ଼ ସଫଳତା। ମାତ୍ର ୨୨ବର୍ଷ ବୟସରେ ୟୁପିଏସ୍ସି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ଜଣେ ଓଡ଼ିଆ ଝିଅ। ୩୧ତମ ର଼୍ୟାଙ୍କ୍ରେ ରହି ସର୍ବକନିଷ୍ଠ ଆଇଏଏସ୍ ଅଧିକାରୀ ଭାବେ ନୂଆ କୀର୍ତ୍ତି ସ୍ଥାପନ କରିବାକୁ ଯାଉଛନ୍ତି ବାଲେଶ୍ୱର…
ଜଗନ୍ନାଥ ଅବତାରୀ, ରାମ ଅବତାର
ପୁରୀ ଅଫିସ, ୬।୮: ଅଯୋଧ୍ୟାରେ ବୁଧବାର ରାମମନ୍ଦିରର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଛି। ଦେଶର ବିଭିନ୍ନ ସ୍ଥାନ ଭଳି ପୁରୀରେ ମଧ୍ୟ ଏହି ଉତ୍ସବକୁ ନେଇ ଏକ ଭାବାତ୍ମକ ପରିବେଶ ଦେଖିବାକୁ ମିଳିଛି। ସିଂହଦ୍ୱାର ସମ୍ମୁଖରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୂଜାର୍ଚ୍ଚନା…
ଆଇଆଇଆଇଟି ଛାତ୍ରୀଛାତ୍ରଙ୍କୁ ୯୧% ପ୍ରତିଶତ ନିଯୁକ୍ତି
ଭୁବନେଶ୍ୱର,୬ା୮(ବ୍ୟୁରୋ): ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଇଣ୍ଟରନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ଇନଫରମେଶନ ଟେକ୍ନୋଲୋଜି(ଆଇଆଇଆଇଟି) ଭୁବନେଶ୍ୱର ୨୦୦୬ରେ ସ୍ଥାପନ କରାଯାଇଥିଲା। ଏହି ଅନୁଷ୍ଠାନରୁ ୨୦୧୯-୨୦ରେ ପାସ କରିଥିବା ୯୧ ପ୍ରତିଶତ ଛାତ୍ରୀଛାତ୍ରଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ମିଳି ପାରିଛି। ଗତ ୫ ବର୍ଷ…
ଭଦ୍ରକ ଗାନ୍ଧୀପଡ଼ିଆରେ ଭୂମିପୂଜନ: ୫ ପ୍ଲାଟୁନରୁ ଅଧିକ ପୋଲିସ ମୁତୟନ
ଭଦ୍ରକ ଅଫିସ,୬ା୮- ଅଯୋଧ୍ୟାରେ ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ଉପଲକ୍ଷେ ବୁଧବାର ଭୂମି ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି ଐତିହାସିକ କାର୍ଯ୍ୟକୁ ଅଧିକ ସ୍ମରଣୀୟ ଏବଂ ସ୍ବାଗତ କରିବା ଉଦ୍ଦେଶ୍ୟରେ ଭଦ୍ରକର ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ…
ସଙ୍କଟରେ କୁମ୍ଭକାର ପରିବାର
କେନ୍ଦୁଝର, ୬ା୮ (ସ୍ବ.ପ୍ର.)-ଖରାଦିନ ଆସିଲେ ଟିକେ ଥଣ୍ଡା ପାଣି ପାଇବା ପାଇଁ ଖୋଜା ପଡେ ହାଣ୍ଡି, ମାଠିଆ, ସୁରେଇ। ସେତେବେଳେ ସମସ୍ତଙ୍କର କୁମ୍ଭକାରମାନଙ୍କ କଥା ମନେପଡ଼େ। ଆଜିକାର ପ୍ଲାଷ୍ଟିକ୍, ଷ୍ଟିଲ, ସିଲଭର ବାସନ ଯୁଗରେ ପ୍ରୋତ୍ସାହନ ଅଭାବରୁ ଏହି ବେଉଷା ବୁଡିଯିବାକୁ…
କାଠ ଜବତ ପାଇଁ କୁନ୍ଥକୁନ୍ଥ
ପରଜଙ୍ଗ, ୬।୮(ଡି.ଏନ.ଏ.) ଜଙ୍ଗଲରେ କଟାଯାଇ ପଡ଼ିଛି ଲକ୍ଷାଧିକ ଟଙ୍କାର ମୂଲ୍ୟବାନ କାଠ। ସୂଚନା ପାଇ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି ବନ ଅଧିକାରୀ। ହେଲେ କାଠ ଜବତ କରାଯାଉନାହିଁ। କେବଳ କାଠ ଜବତ କଲେ ସମସ୍ୟାର ସମାଧାନ ହେବନି, ବରଂ ଅଭିଯୁକ୍ତଙ୍କୁ ଗିରଫ…
Archives


