ରାଜ୍ୟରେ ସୁସ୍ଥ ହେଲେ ୧୪୨୨ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲାରୁ କେତେ ରହିଛନ୍ତି…
ଭୁବନେଶ୍ୱର, ୧୩।୮(ବ୍ୟୁରୋ): ରାଜ୍ୟରେ ଗୁରୁବାର ୨୭ ଜିଲାରୁ ୧୪୨୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୩୭,୯୦୦ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍କରି ସୂଚନା…
ଭୁବନେଶ୍ୱରରୁ ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୧୦୧
ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଗୁରୁବାର ୨୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୩୨ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୦୫ ଲୋକାଲ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)…
୨୦ ସୁଦ୍ଧା ଦୈନିକ ୫୦ ହଜାର ଟେଷ୍ଟ
ଭୁବନେଶ୍ୱର, ୧୩ା୮(ବ୍ୟୁରୋ) – କରୋନା ମୁକାବିଲାକୁ ରାଜ୍ୟ ସରକାର ଆହୁରି ବ୍ୟାପକ କରିଛନ୍ତି। ବିଶେଷକରି ପଜିଟିଭ୍ ଚିହ୍ନଟ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୪୦ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ କରାଯାଇଛି। ଏନେଇ ଅତିରିକ୍ତ…
ଆଜି କଟକରୁ ୧୧୫ କରୋନା ପଜିଟିଭ ଚିହ୍ନଟ
କଟକ ଅଫିସ,୧୩।୮-କଟକ ସହରରୁ ଗୁରୁବାର ପୁଣି ୧୧୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୬୩ ଜଣ, କଣ୍ଟେନମେଣ୍ଟ ଜୋନରୁ ୨୪ ଜଣ ଓ ୨୮ ଲୋକଲ କଣ୍ଟାକ୍ଟ କେସ୍ ରହିଛି। ମାଛୁଆ ବଜାରରୁ ୧୧ ଜଣ,…
ବ୍ରହ୍ମପୁରରେ ୩୧ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡ଼ି ବିକଶିତ ହୋଇଛି
ଭୁବନେଶ୍ୱର, ୧୩।୮(ବ୍ୟୁରୋ)-ଗ୍ରାମର ଏକ ତୃତୀୟାଂଶ ଲୋକଙ୍କ ନିିକଟରେ ଆଣ୍ଟିବଡ଼ି ସୃଷ୍ଟି ହୋଇଛି। ନିକଟରେ ବ୍ରହ୍ମପୁରରେ ଶେଷ ହୋଇଥିବା ସେରୋ ସର୍ଭିଲାନ୍ସ ସର୍ଭେରୁ ଏହା ଜଣାପଡ଼ିଛି। ବ୍ରହ୍ମପୁରରେ ଗତ ୩ରୁ ୭ ତାରିଖ ମଧ୍ୟରେ ହୋଇଥିବା ସେରୋ ସର୍ଭେ ରିପୋର୍ଟ ରାଜ୍ୟ ସରକାରଙ୍କୁ…
ଅଙ୍ଗଦାନ କରିଥିବା ୩ ମହିଳାଙ୍କ ପରିବାରକୁ ସୁରଜ ସମ୍ମାନ
ଭୁବନେଶ୍ୱର,୧୩।୮(ବ୍ୟୁରୋ)-ଅଙ୍ଗଦାନ କରିଥିବା ୩ ମହିଳାଙ୍କ ପରିବାରକୁ ମିଳିଛି ସୁରଜ ସମ୍ମାନ। ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗଦାନ କରିଥିବା ମହିଳାଙ୍କ ପରିବାରଙ୍କୁ ସୂରଜ ସମ୍ମାନ ପ୍ରଦାନ କରିଛନ୍ତି। ଅଙ୍ଗଦାତା ବ୍ରହ୍ମପୁରର ପ୍ରିୟଙ୍କା ପାତ୍ର, ଭୁବନେଶ୍ୱରର ସୁଚିତ୍ରା ଦାସ…
ରାଜସ୍ବ ବିଭାଗ ସ୍ବତନ୍ତ୍ର ସଚିବଙ୍କୁ ବାନ୍ଧିଲା ଭିଜିଲାନ୍ସ
ଭୁବନେଶ୍ୱର,୧୩।୮(ବ୍ୟୁରୋ)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ବତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କୁ ଗୁରୁବାର ଭିଜିଲାନ୍ସ ଗିରଫ କରିଛି। ବୁଧବାର ଅଜୟଙ୍କ ଘର ସମେତ ୬ ସ୍ଥାନରେ ଛାପା ମାରିଥିଲା ଭିଜିଲାନ୍ସର ୫ଟି ଟିମ୍।…
ଲଘୁଚାପ ପ୍ରଭାବରେ ୪ ଦିନ ବର୍ଷିବ: ୧୦ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ
ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିଦ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ପାଇଁ ୨ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।…
ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର,୧୩।୮(ବ୍ୟୁରୋ): ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଓଏଏସ୍ ବିଭୂ ଷଡ଼ଙ୍ଗୀ ସ୍ବତନ୍ତ୍ର ସଚିବ ପାହ୍ୟା ଅଫିସର ଥିଲେ। ବିଭୂଙ୍କ ନାଁରେ ମହିଳା ସହକର୍ମୀଙ୍କୁ ଯୌନ ନିର୍ଯ୍ୟାତନା ଅଭିଯୋଗ ଥିଲା। ଜୁଲାଇ ୯ରେ ମହିଳା…
ତାଗିଦ ସତ୍ତ୍ୱେ କରୁଥିଲେ କୋଭିଡ ନିୟମ ଉଲ୍ଲଂଘନ: ସିଲ୍ ହେଲା ମୋବାଇଲ୍ ଦୋକାନ
ଗଞ୍ଜାମ,୧୩।୮(ଡି.ଏନ୍.ଏ. ): ଗଞ୍ଜାମ ଜିଲାରେ କରୋନା ସ୍ଥିତି ଅସମ୍ଭାଳ ହୋଇ ପଡିଥିବା ବେଳେ ଗଞ୍ଜାମ ସହରର କିଛି ବ୍ୟବସାୟୀ କୋଭିଡ ନିୟମ ମାନୁନାହାନ୍ତି । ଫଳରେ ପ୍ରଶାସନ ବାଧ୍ୟ ହୋଇ କଡା ପଦକ୍ଷେପ ଗ୍ରହଣ କରୁଛି । ବଡ଼ ବଜାରଠାରେ ଥିବା…
ଏବର୍ଷ ଟୁଇନ୍ ସିଟିରେ ଗଣେଷ ପୂଜା ମନା
ଭୁବନେଶ୍ୱର,୧୩।୮(ବ୍ୟୁରୋ): କରୋନା ପାଇଁ ଚଳିତ ବର୍ଷ କଟକ ଏବଂ ଭୁବନେଶ୍ୱରରେ ଗଣେଶ ପୂଜା ବନ୍ଦ ରହିବ। ଟୁଇନ୍ ସିଟିରେ କୌଣସି ମଣ୍ଡପରେ ପୂଜା ହୋଇପାରିବ ନାହିଁ। ମଣ୍ଡପରେ ଗୋଷ୍ଠୀଗତ ଭାବେ କୌଣସି ପୂଜା ହୋଇପାରିବ ନାହିଁ। ମହାମାରୀ କଟକଣା ଲାଗି କୌଣସି…
ପ୍ରକାଶ ପାଇଲା ବିପିୟୁଟି ପରୀକ୍ଷାଫଳ: ପାସ୍ ହାର ୯୩%
ଭୁବନେଶ୍ୱର,୧୩।୮(ବ୍ୟୁରୋ): ପ୍ରକାଶ ପାଇଛି ବିପିୟୁଟିର ବିଟେକ୍ ଏବଂ ଏମ୍ଏସ୍ସି ପରୀକ୍ଷାଫଳ। ଫାଇନାଲ ସେମିଷ୍ଟାରରେ ୯୩% ଛାତ୍ରୀଛାତ୍ର ପାସ୍ ହୋଇଛନ୍ତି। ତେବେ ମୋଟ ୧୧ ହଜାର ୭ଶହ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୦ହଜାରରୁ ଅଧିକ ପିଲା ପାସ୍ କରିଥିବା ନେଇ…
Archives


