ରାଜ୍ୟ

ସୁସ୍ଥ ହେଲେ ଆଉ ୩୩୪୨ କରୋନା ଆକ୍ରାନ୍ତ: ଜାଣନ୍ତୁ କେଉଁ ଜିଲାରୁ କେତେ

ଭୁବନେଶ୍ୱର,୧୧।୧୦(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୩୩୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୧୧ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୩୬୬, ମୟୂରଭଞ୍ଜରୁ ୩୬୨, ଅନୁଗୋଳରୁ ୨୮୮, ଯାଜପୁରରୁ ୧୫୫, କେନ୍ଦ୍ରାପଡାରୁ ୧୩୧, ବରଗଡରୁ ୧୦୪, ପୁରୀରୁ ୧୦୩,…

ପୁରୀର ଗୋଲ୍ଡେନ୍‌ ବିଚ୍‌କୁ ବ୍ଲୁ ଫ୍ଲାଗ୍‌ ମାନ୍ୟତା

ପୁରୀ ଅଫିସ,୧୧।୧୦: ପୁରୀ ବେଳାଭୂମିକୁ ମିଳିଛି ଅନ୍ତର୍ଜାତୀୟ ସଫଳତା। ବହୁ ପ୍ରତୀକ୍ଷିତ ବ୍ଲୁ ଫ୍ଲାଗ୍‌ ମାନ୍ୟତା ପାଇଛି ପୁରୀର ଗୋଲ୍ଡେନ୍‌ ବିଚ୍‌ । ଡେନ୍‌ମାର୍କର ଫି’ ସଂସ୍ଥା ପକ୍ଷରୁ ଏହି ମାନ୍ୟତା ମିଳିଛି। ଦିଗବାରିଣୀ ଖୁଣ୍ଟିଠାରୁ ମେ ଫାୟାର ହୋଟେଲ୍‌ ପର୍ଯ୍ୟନ୍ତ…

ଭୁବନେଶ୍ୱରୁ ଆଜି ପୁଣି ୨୯୦ ପଜିିଟିଭ୍‌ ଚିହ୍ନଟ: ବଢ଼ୁଛି ଲୋକାଲ କେସ୍‌ ସଂଖ୍ୟା

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ରବିବାର ଆଉ ୨୯୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୭୯ ଜଣ ରହିଥିବା ବେଳେ ଲୋକାଲ କେସ୍‌ ୨୧୧ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ…

ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେଲା ଭାଜପା: ବାପାଙ୍କ ପରେ ପୁଅକୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ନଭେମ୍ବର ୩ ତାରିଖରେ ହେବାକୁ ଥିବା ବାଲେଶ୍ୱର ସଦର ଓ ଜଗତ୍‌ସିଂହପୁର ତିର୍ତ୍ତୋଲ ଉପନିର୍ବାଚନ ପାଇଁ ରବିବାର ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ବାଲେଶ୍ୱର ସଦର ପାଇଁ ଭାଜପା ନେତା ମଦନମୋହନ ଦତ୍ତଙ୍କ ପୁଅ ମାନସଙ୍କୁ ଦଳ ପ୍ରାର୍ଥୀ…

କୋଭିଡ୍‌ ଗାଇଡ୍‌ଲାଇନରେ ଚାଲିଗଲା ଜୀବନ

କଟକ ଅଫିସ,୧୧।୧୦: କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏପଟେ କିନ୍ତୁ ରାଜ୍ୟରେ ସ୍ବାସ୍ଥ୍ୟ ସେବା ବିଗିଡିବାରେ ଲାଗିଛି। କୋଭିଡ୍‌ ଗାଇଡ୍‌ଲାଇନ୍‌ ଆଳରେ ହସ୍ପିଟାଲଗୁଡ଼ିକରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀମାନେ ଚିକିତ୍ସାରେ ଅବହେଳା ପ୍ରଦର୍ଶନ କରୁଥିବାରୁ…

ପୂର୍ବତଟ ରେଳପଥରେ ଗଡ଼ିବ ଆଉ ୪ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୧୧।୧୦(ବ୍ୟୁରୋ): ପୂର୍ବତଟ ରେଳପଥ ଅଧୀନରେ ଆଉ ୪ଟି ସ୍ବତନ୍ତ୍ର ଟ୍ରେନ୍‌ ଚାଲିବ। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ସ୍ବତନ୍ତ୍ର ଟ୍ରେନ୍‌ଗୁଡ଼ିକ ପୁରୀରୁ ଭଲ୍‌ସାଦ, ସିକନ୍ଦରାବାଦରୁ ଶାଲିମାର, ବିଶାଖାପାଟଣାରୁ ତିରୁପତି ଓ…

‘ବିଜେଡି ନେତାଙ୍କ ବିରୋଧରେ କେବେ ହେବ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର, ୧୧।୧୦(ବ୍ୟୁରୋ): କୋଭିଡ୍‌ ନିୟମ ଉଲ୍ଲଂଘନ ଅଭିଯୋଗରେ ବିଏମ୍‌ସି ଅଧିକାରୀ ଭୁବନେଶ୍ୱର ଏମ୍‌ପିଙ୍କ ଦଳୀୟ କାର୍ଯ୍ୟାଳୟକୁ ଶନିବାର ସିଲ୍‌ କରିବା ପରେ ଅପରାଜିତା ଷଡ଼ଙ୍ଗୀ ବେଶ୍‌ ପ୍ରତିକ୍ରିୟାଶୀଳ ହୋଇଛନ୍ତି। ଶାସକ ଦଳ ବିଜେଡି ଉପରେ ବର୍ଷିଛନ୍ତି। ସିଲ୍‌ ପରେ କାର୍ଯ୍ୟାଳୟ ବାହାରେ…

ଭଙ୍ଗା କୁଡୁଆରେ ଅବଢ଼ା ଖାଇଲେ

ପୁରୀ ଅଫିସ,୧୧।୧୦: ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଆଖି ପୂରେଇ ଦେଖିବାର ସୁଯୋଗ ନାହିଁ। ସାତଦରିଆ ପାରି ହୋଇ ଶ୍ରୀକ୍ଷେତ୍ରକୁ ଆସିଥିଲେ ବି ବାଇଶ ପାହାଚରେ ସେମାନଙ୍କୁ ପାଦ ପକାଇବା ମନା। ଚକାଆଖି ସହ ଆଖି ମିଶାଇବା ସୁଯୋଗ ନ ଥାଉ ବରଂ…

୧୧ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗରି, ରାୟଗଡ଼ା, ପୁରୀ, ଜଗତ୍‌ସିଂହପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ କେନ୍ଦୁଝର ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ…

ଦଲାଲ ଠକିନେଲେ ୪୦ ଲକ୍ଷ

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ଅଧିକ ଲାଭ ଆଶାରେ ସେ ଶେୟାର ବଜାରରେ ଟଙ୍କା ବିନିଯୋଗ ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ଜଣେ ଦଲାଲଙ୍କୁ ୪୦ଲକ୍ଷ ଟଙ୍କା ଦେଇଥିଲେ। ତେବେ ଠକେଇର ଶିକାର ହେବାରୁ ଏହି ଟଙ୍କା ହରାଇଛନ୍ତି। ଫଳରେ ତାଙ୍କ ଆଶା ଧୁଳିସାତ୍‌ ହୋଇଯାଇଛି।…

ବମିଖାଲରେ ଗାଡ଼ି, ସୁନ୍ଦରଗଡ଼ରୁ ଆସୁଛି ଚାଲାଣ

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ନିୟମ ଉଲ୍ଲଂଘନ ପାଇଁ ଗାଡ଼ି ଚାଲାଣ କାଟିବାବେଳେ ବିଭିନ୍ନ ସମୟରେ ଟ୍ରାଫିକ ପୋଲିସ ଓ ଆର୍‌ଟିଓଙ୍କ ଭୁଲ ପଦାକୁ ଆସୁଛି। କେତେବେଳେ କାର ଓ ଟ୍ରକ୍‌ ଚାଳକଙ୍କୁ ହେଲମେଟ୍‌ ନ ପିନ୍ଧିବା ପାଇଁ ଜରିମାନା କରୁଛନ୍ତି ତ ଆଉ କେତେବେଳେ…

ପାଣି ପାଇଁ ବୋହିଲା ରକ୍ତ: ଦୁଇ ମୃତ, ୧୦ରୁ ଊର୍ଦ୍ଧ୍ୱ ଗୁରୁତର

ବ୍ରହ୍ମଗିରି,୧୧।୧୦( ଡି.ଏନ୍‌. ଏ) : ପିଇବା ପାଣି ସଂଯୋଗ ନେବାକୁ କେନ୍ଦ୍ରକରି ରବିବାର ଦୁଇ ପରିବାର ମଧ୍ୟରେ ସଂଘର୍ଷ ଘଟିଛି। ଏହି ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଗୁରୁତର ହୋଇଛନ୍ତି। ତେବେ ଏଭଳି ହୃଦୟ ବିଦାରକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri