ଗିରଫ ହେଲେ ପ୍ରଦୀପ
ଭୁବନେଶ୍ୱର,୩ା୧୨- ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କଲା କ୍ରାଇମ ବ୍ରାଞ୍ଚ। ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର, ସାଇବର ଅପରାଧ ଭଳି ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଗୁରୁବାର ସନ୍ଧ୍ୟାବେଳେ ପ୍ରଦୀପଙ୍କୁ ତାଙ୍କ ବାସଭବନରୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିଲା।…
ଭୁବନେଶ୍ୱରରୁ ପୁଣି ୩୨ ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୩୪
ଭୁବନେଶ୍ୱର, ୩।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଗୁରୁବାର ଆଉ ୩୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୧ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୮ ଲୋକାଲ କେସ୍ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇନେଲେ
ଭୁବନେଶ୍ୱର, ୩।୧୨(ବ୍ୟୁରୋ): ବିଜେଡିରୁ ବହିଷ୍କୃତ ହୋଇ ଚର୍ଚ୍ଚାରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଉଠାଇ ନିଆଯାଇଛି। କିଛି ଲୋକ କ୍ରାଇମବ୍ରାଞ୍ଚର ପରିଚୟ ଦେଇ ତାଙ୍କୁ ଭୁବନେଶ୍ୱର ସରକାରୀ ବାସଭବନରୁ ଉଠାଇ ନେଇଛନ୍ତି। ଏପରି କହିଛନ୍ତି ପ୍ରଦୀପଙ୍କ ସ୍ତ୍ରୀ ସୁଜାତା ।…
ଭିଜିଲାନ୍ସ ଜାଲରେ ମହିଳା ସିଡିପିଓ
ଧର୍ମଗଡ଼, ୩।୧୨(ଡି.ଏନ୍.ଏ.): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା କୋକସରା ସିଡିପିଓ ଜୟନ୍ତୀ ମହାନ୍ତି। ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ବକେୟା ଦରମା କରାଇଦେବା ପାଇଁ ଜୟନ୍ତୀ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ତାଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର…
‘ପରୀ’ ପରିବାରକୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୩।୧୨(ବ୍ୟୁରୋ): ନୟାଗଡ଼ର ‘ପରୀ’ ହତ୍ୟା ନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ କରାଯାଇଥିବା ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଗୁରୁବାର ଶୁଣାଣି ହୋଇଛି। ପରୀ ପରିବାରକୁ ସୁରକ୍ଷା ଦେବାକୁ ନୟାଗଡ଼ ଏସ୍ପିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମାମଲାର ଅପ୍ଡେଟ୍ ଷ୍ଟାଟ୍ସ ରିପୋର୍ଟ…
ଅଫ୍ଲାଇନ୍ରେ ହେବ ମାଟ୍ରିକ, +୨ ପରୀକ୍ଷା: ମନ୍ତ୍ରୀ
ଭୁବନେଶ୍ୱର,୩।୧୨(ବ୍ୟୁରୋ): ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଅଫଲାଇନ୍ରେ ହେବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଗୁରୁବାର ଏ ନେଇ ସୂଚନା ଦେଇଛନ୍ତି। ଯେତେବେଳେ ବି ପରୀକ୍ଷା ହେବ ଅଫଲାଇନ୍ରେ ହିଁ ହେବ। ଅଫ୍ଲାଇନ୍ରେ ପରୀକ୍ଷା ପାଇଁ ସିବିଏସ୍ଇ…
ଧର୍ମପାଲଙ୍କ ମୃତ୍ୟୁରେ ଶୋକ ପ୍ରକାଶ କଲେ ନବୀନ
ଭୁବନେଶ୍ୱର,୩।୧୨(ବ୍ୟୁରୋ): ଏମ୍ଡିଏଚ୍ର ମୁଖ୍ୟ ଧର୍ମପାଲ ଗୁଲାଟିଙ୍କ ନିଧନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିଛନ୍ତି। ଏହି ଖବର ଶୁଣିସେ ଦୁଃଖିତ। ଭାରତୀୟ ଉଦ୍ୟୋଗୀ ଯାତ୍ରାର ସେ ଜଣେ ବିରଳ ଦୃଷ୍ଟାନ୍ତ। ଧର୍ମପାଲ ଏମ୍ଡିଏଚ୍ ମସଲାକୁ ଏକ ବ୍ରାଣ୍ଡରେ ପରିଣତ କରିଥିଲେ। ବ୍ୟବସାୟ…
ଜନଜାତିଙ୍କ ଅର୍ଥନୈତିକ ବିକାଶ କରୁଛି ‘ମିଶନ ଜୀବିକା’
ଭୁବନେଶ୍ୱର,୩।୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କର ‘ମୋ ସରକାର’ ଓ ‘୫-ଟି’ କାର୍ଯ୍ୟକ୍ରମ ଅଧୀନରେ ଗତବର୍ଷ ଅକ୍ଟୋବର ମାସରେ ‘ମିଶନ ଜୀବିକା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରତିବର୍ଷ ଏହି କାର୍ଯ୍ୟକ୍ରମରେ ୧ ଲକ୍ଷ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବାବେଳେ ଏବେସୁଦ୍ଧା ୫୪୫ଟି…
ମାଛ ନିଲାମରେ କେଳେଙ୍କାରୀ: ଗହୀରମଥା ବନପାଳ ନିଲମ୍ବିତ
ରାଜନଗର,୩ା୧୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସମୁଦ୍ର ମାଦଳିମାଉଥ ନିକଟ ନିଷିଦ୍ଧାଞ୍ଚଳରେ ପଶି ମାଛ ମାରୁଥିବାବେଳେ ନଭେମ୍ବର ୨୯ରେ ବନ ବିଭାଗର ପାଟ୍ରୋଲିଂ ଟିମ୍ ଲକ୍ଷ୍ମୀ ତାରିଣୀ-୩ ନାମକ ଟ୍ରଲରକୁ ଜବତ କରିଥିଲା। ଜବତ ଟ୍ରଲରରେ ଭଦ୍ରକ ଅଞ୍ଚଳର ୯ ମତ୍ସ୍ୟଜୀବୀଙ୍କୁ ଗିରଫ…
ରାଜ୍ୟରେ ପୁଣି ୪୩୪ କରୋନା ପଜିଟିଭ୍ ଚିହ୍ନଟ, ୫ ମୃତ
ଭୁବନେଶ୍ୱର,୩।୧୨(ବ୍ୟୁରୋ): ରାଜ୍ୟରେ ପୁଣି ୪୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୪୯ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୮୫ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍…
ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢାଉ
ଟିଟିଲାଗଡ଼,୩।୧୨(ଡି.ଏନ.ଏ): ବଲାଙ୍ଗୀର ଜ଼ିଲା ଟିଟିଲାଗଡ଼ରେ ଗୁରୁବାର ସକାଳୁ ମୁରିବାହାଲ ରେଞ୍ଜର ପ୍ରଶାନ୍ତ ନାୟକ ଘରେ ଭିଜିଲାସନ୍ସ ଚଢାଉ ହୋଇଛି। ଡିସପି ଦାଶରଥି ସେଠଙ୍କ ନେତୃତ୍ୱରେ ରେଞ୍ଜରଙ୍କ ଟିଟିଲାଗଡ଼ ବାସଭବନ, ମୁରିବାହାଲ ଅଫିସ, ବେଲପଦର ଫିରମ୍ଭହାଉସରେ ଚଢାଉ ଜାରି ରହିଛି। ସୂଚନାଯୋଗ୍ୟ, ପ୍ରଶାନ୍ତଙ୍କ…
ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଯାଉଛି: ଭାଜପା
ଭୁବନେଶ୍ୱର,୩।୧୨(ବ୍ୟୁରୋ):ଆଇନ ଆଗରେ ସାନ ବଡ଼ କିଛି ନାହିଁ। ପରୀ ଜଣେ ଗରିବ ଅଟୋ ଡ୍ରାଇଭରଙ୍କ ଝିଅ ଥିଲା। ପରୀ ଅପହରଣ ଓ ହତ୍ୟା ଛୋଟ ଘଟଣା ନୁହେଁ। ପରୀକୁ ନ୍ୟାୟ ଦେବା ପର୍ଯ୍ୟନ୍ତ ସରକାରଙ୍କୁ ଚାପରେ ରଖିବା ଲାଗି ବିଧାନସଭାରେ ଲମ୍ବା…
Archives


