ରାଜ୍ୟ

ହୀରାକୁଦ ଜଳଭଣ୍ଡାରରେ କେଜ୍‌ କଲ୍‌ଚର ମାଛ ଚାଷ

ଭୁବନେଶ୍ୱର,୪।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନ୍‌ଫରେନ୍ସ ଜରିଆରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ୧୫ ଅନ୍‌ଲାଇନ ସେବା ଶୁଭାରମ୍ଭ କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ପଞ୍ଜୁରି (କେଜ୍‌ କଲ୍‌ଚର) ମାଛ ଚାଷ ପାଇଁ…

ଟସର ଚାଷକୁ ପ୍ରୋତ୍ସାହନ

ଭୁବନେଶ୍ୱର,୪।୧୨(ବ୍ୟୁରୋ): କୋଭିଡ୍‌-୧୯ ସତ୍ତ୍ୱେ ରାଜ୍ୟ ସରକାର ବୁଣାକାର, ହସ୍ତଶିଳ୍ପୀ ଏବଂ ଚିତ୍ରକରମାନଙ୍କ ପାଇଁ ୧୧ ଲକ୍ଷ ମାନବ ଦିବସ ସୃଷ୍ଟି କରିପାରିଛନ୍ତି। ବୁଣାକାର, ହସ୍ତଶିଳ୍ପୀ ଓ ଚିତ୍ରକରମାନଙ୍କ ଉତ୍ପାଦିତ ୧୩୨.୨୯ କୋଟି ଟଙ୍କାର ସାମଗ୍ରୀ କ୍ରୟ କରାଯାଇଛି। ଗୁରୁବାର ମୁଖ୍ୟ ଶାସନ…

‘ପରୀକୁ ବଳି ଦିଆଯାଇଥିବା ସନ୍ଦେହ’

ନୟାଗଡ଼ ଅଫିସ,୪ା୧୨:ଏସ୍‌ଆଇଟି (ସ୍ପେଶାଲ ଇନ୍‌ଭେଷ୍ଟିଗେଶନ୍‌ ଟିମ୍‌) ଦ୍ୱାରା ପରୀ ହତ୍ୟା ଘଟଣାର ତଦନ୍ତ ଚାଲୁରହିଛି। ଏପରିସ୍ଥଳେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ତଦନ୍ତ ପାଇଁ ଗୁରୁବାର ଯଦୁପୁରରେ ପହଞ୍ଚତ୍ଥିଲେ। ସେ ପରୀର ମୃତଦେହ ଉଦ୍ଧାର ହୋଇଥିବା…

ମାର୍କେଟ କମ୍ପ୍ଲେକ୍ସ ନିର୍ମାଣକୁ ବିରୋଧ: ବିଡିଓଙ୍କୁ ଦାବିପତ୍ର ପ୍ରଦାନ କଲେ ଗ୍ରାମବାସୀ

ରିଆମାଳ,୪।୧୨(ଡି.ଏନ୍‌.ଏ.)-ଦେବଗଡ଼ ଜିଲା ରିଆମାଳ ବ୍ଲକ ସଦର ମହକୁମା ଅଧୀନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହତାରେ ଥିବା ପୁରୁଣା ମାର୍କେଟ କମ୍ପ୍ଲେକ୍ସକୁ ଭାଙ୍ଗି ନୂତନ ଭାବେ ନିର୍ମାଣ କରାଯିବାକୁ ରିଆମାଳ ଗ୍ରାମବାସୀ ବିରୋଧ କରିଛନ୍ତି ା ଏ ନେଇ ସେମାନେ ପ୍ରଶାସନର…

ଦେବଗଡ଼ରେ ଭିନ୍ନକ୍ଷମ ଦିବସ ପାଳିତ

ଦେବଗଡ଼,୪ା୧୨(ଡି.ଏନ୍‌.ଏ.)-ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସରରେ ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଭିନ୍ନକ୍ଷମମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି ା ଜିଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଅନୁମୋଦନକ୍ରମେ କାଳିପଥରର ସୁମିତ୍ରା ମାଝି ଓ ସଞ୍ଜୟ କୁମାର ବେହେରା,…

ବୌଦ୍ଧ ଜିଲାପାଳଙ୍କ ପୁରୁଣା କୋଠା ହେବ ସଂଗ୍ରହାଳୟ

ବୌଦ୍ଧ, ୪ା୧୨(ସ୍ବ.ପ୍ର.) ବୌଦ୍ଧ ଜିଲାପାଳଙ୍କ ପୁରୁଣା କୋଠା ସଂଗ୍ରହାଳୟ ହେବାକୁ ଯାଉଛି ା ଏଥିପାଇଁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି ା ତଦନୁଯାୟୀ ପ୍ରାଥମିକ କାମ ଆରମ୍ଭ ହୋଇଯାଇଛି ା ଏହି ସଂଗ୍ରହାଳୟରେ ଜିଲାର ଏତିହ୍ୟ, କଳା, ସଂସ୍କୃତି ଓ ପରମ୍ପରା…

ଆରପାରିରେ ଶିକ୍ଷାବିତ୍‌ ନୀଳାଚଳ ମିଶ୍ର

ବଲାଙ୍ଗୀର ଅଫିସ/ପାଟଣାଗଡ, ୪ା୧୨ (ଡି.ଏନ୍‌.ଏ.) ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ତଥା ବିଶିଷ୍ଟ ସଂସ୍କୃତି ସଙ୍ଗଠକ ଡ. ନୀଳାଚଳ ମିଶ୍ର (୮୧)ଙ୍କ ଗୁରୁବାର ସକାଳେ ତାଙ୍କ ପାଟଣାଗଡସ୍ଥିତ ବାସଭବନରେ ପରଲୋକ ଘଟିଛି। ତାଙ୍କର ଦୁଇପୁଅ, ବୋହୂ, ୩ ଝିଅ, ଜ୍ୱାଇଁ, ନାତିନାତୁଣୀ ଅଛନ୍ତି…

ଆଦର୍ଶ ଗୁହାଳ ନିର୍ମାଣ ଶେଷକିସ୍ତି ଟଙ୍କା ମିଳିନି

ଦେଓଗାଁ, ୪ା୧୨(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତ ଅନ୍ତର୍ଗତ ଉପରଝର ଓ ଫଟାମୁଣ୍ଡା ଗାଁର ୭ ଜଣ ଆଦର୍ଶ ଗୁହାଳ ହିତାଧିକାରୀଙ୍କୁ ଶେଷକିସ୍ତି ଟଙ୍କା ମିଳିନି। ନିର୍ମାଣ ସରିବାର ୬ମାସ ପରେ ଟଙ୍କା ନ ମିଳିବାରୁ ଗୁରୁବାର ବିଡିଓଙ୍କ…

ଉନ୍ମୋଚିତ ହେଲା କୋସଲୀ ଲଖିଁପୁରାନ

ବଲାଙ୍ଗୀର ଅଫିସ, ୪ା୧୨ କୋସଲୀ ଭାଷାରେ ଲିଖିତ ଯୁବକବି ଅକ୍ଷୟ ସରାଫଙ୍କ ଲିଖିତ ଲଖିଁପୁରାନ ବଲାଙ୍ଗୀର ଯାଦବ ଭବନଠାରେ ମାଣବସା ଗୁରୁବାର ଦିନ ଉନ୍ମୋଚିତ ହୋଇଯାଇଛି ା ମୁଖ୍ୟଅତିଥି ଗୁରୁଶ୍ରୀ ଡ. ଘାସିରାମ ମିଶ୍ର, ସମ୍ମାନିତ ଅତିଥି ଭାବେ କୋଶଲୀ ଭାଷା…

ପ୍ରତି ସପ୍ତାହରେ ବିଦ୍ୟୁତ୍‌ ଟ୍ରିପ୍‌ ସମୀକ୍ଷା

ଢେଙ୍କାନାଳ ଅଫିସ, ୪।୧୨ ଢେଙ୍କାନାଳ ଜିଲା ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ବେଣୀପଥର ହାତୀ ମୃତ୍ୟୁ ଘଟଣାରେ ବିଦ୍ୟୁତ୍‌ ବିଭାଗର ଦାୟିତ୍ୱହୀନତାକୁ ଦାୟୀ କରିଛି ବନ ବିଭାଗ। ଅବଗତ କରାଯିବା ସତ୍ତ୍ୱେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ କରା ନ ଯିବାରୁ ଏପରି ଘଟଣା…

ସାମିଲ ହେବ ସବୁ ସ୍କୁଲ

ଅନୁଗୋଳ ଅଫିସ, ୪।୧୨ ସରକାରଙ୍କ ‘ମୋ ସ୍କୁଲ ଅଭିଯାନ’ ଯୋଜନା ଉପରେ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଏବେ ଜୋର୍‌ ଦିଆଯାଉଛି। ଜିଲାର ମୋଟ୍‌ ୧,୬୬୬ ବିଦ୍ୟାଳୟ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨ଶହ ଏଥିରେ ଯୋଡ଼ି ହୋଇଥିବା ବେଳେ ବାକି ସ୍କୁଲଗୁଡ଼ିକୁ…

ଚାହିଦା ଅଧିକ, ମିଳୁନି ମୂଲ୍ୟ

କେନ୍ଦୁଝର, ୪।୧୨(ସ୍ବ.ପ୍ର.)- କନ୍ଦମୂଳ। ଯେମିତି ମିଠା ସେମିତି ସୁସ୍ବାଦୁ। କେନ୍ଦୁଝର ଜିଲାରେ ଅମଳ ହେଉଥିବା କନ୍ଦମୂଳର ସ୍ବତନ୍ତ୍ର ଚାହିଦା ରହିଛି। ଏହା ସ୍ଥାନୀୟ ଆଦିବାସୀଙ୍କ ପ୍ରିୟ ଖାଦ୍ୟ ହୋଇଥିବା ବେଳେ ସହର ବଜାରରେ ମଧ୍ୟ ଏହା ଭଲ ବିକ୍ରି ହୋଇଥାଏ। ଶୀତଋତୁରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri