ପିଜି ପ୍ରଥମ, ୟୁଜି ଦ୍ୱିତୀୟ ବର୍ଷ ପାଠପଢ଼ା ହେଲା ଆରମ୍ଭ
ଭୁବନେଶ୍ୱର, ୧୦।୨(ବ୍ୟୁରୋ): ରାଜ୍ୟରେ ବୁଧବାରଠାରୁ ପିଜି ପ୍ରଥମ ବର୍ଷ ଏବଂ ୟୁଜି ଦ୍ୱିତୀୟ ବର୍ଷ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହୋଇଛି। ପିଜିର ପ୍ରଥମ ସେମିଷ୍ଟର ପରୀକ୍ଷା ଜୁନ ୭ରୁ ୧୯ ତାରିଖ ମଧ୍ୟରେ ହେବ। ଜୁଲାଇ ୨୦ ସୁଦ୍ଧା ପିଜି ପ୍ରଥମ…
ଏଓଆର୍ ନିଯୁକ୍ତ, ଦିଲ୍ଲୀ ଗଲା ରାଜସ୍ବ ଟିମ୍
ଭୁବନେଶ୍ୱର, ୧୦ା୨(ବ୍ୟୁରୋ): ଆନ୍ଧ୍ରପ୍ରଦେଶ ସରକାର କୋଟିଆରେ ପଞ୍ଚାୟତ ନିର୍ବାଚନ କରାଇବା ପ୍ରସଙ୍ଗରେ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ରିଟ୍ ପିଟିଶନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ରାଜ୍ୟ ଆଇନ ବିଭାଗ ପକ୍ଷରୁ ଶିବଶଙ୍କର ମିଶ୍ରଙ୍କୁ ଆଡଭୋକେଟ୍ ଅନ୍ ରେକର୍ଡ (ଏଓଆର୍) ନିଯୁକ୍ତ କରାଯାଇଛି। ଇତିମଧ୍ୟରେ…
ଏବର୍ଷ ହେବନି ନାଗାର୍ଜୁନ ବେଶ
ପୁରୀ ଅଫିସ, ୧୦।୨: ଚଳିତ ବର୍ଷ ମହାପ୍ରଭୁଙ୍କର ଦୁର୍ଲ୍ଲଭ ନାଗାର୍ଜୁନ ବେଶ ହେବ ନାହିଁ। କାରଣ ଚଳିତବର୍ଷର ପଞ୍ଜିକାରେ ଏହା ପଡୁନାହିଁ। ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆୟୋଜିତ ନୀତିକାନ୍ତି ନିର୍ଦ୍ଧାରଣ ବୈଠକ ପରେ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଏହି…
‘ଲିଙ୍ଗରାଜଙ୍କ ପାଇଁ ହୋଇନି ବାଇ-ଲ ପ୍ରତ୍ୟାହାର’
ଭୁବନେଶ୍ୱର, ୧୦ା୨(ବ୍ୟୁରୋ): କେବଳ ପୁରୀ ଶ୍ରୀମନ୍ଦିର ପାଇଁ ବାଇ-ଲ ପ୍ରତ୍ୟାହାର ହୋଇଛି। ଲିଙ୍ଗରାଜ ମନ୍ଦିର ପାଇଁ ହୋଇନାହିଁ। ଜାତୀୟ କୀର୍ତ୍ତିରାଜି ପ୍ରାଧିକରଣ (ଏନ୍ଏମ୍ଏ)ର ପ୍ରସ୍ତାବିତ ଚିଠା ଉପନିୟମ (ବାଇ-ଲ) ପ୍ରତ୍ୟାହାର ସମ୍ପର୍କରେ ପ୍ରତିକ୍ରିୟା ରଖି ମଙ୍ଗଳବାର କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ…
ଐତିହ୍ୟ ପୀଠ ବିକାଶରେ ସାକ୍ଷୀଗୋପାଳ ମନ୍ଦିର
ସାକ୍ଷୀଗୋପାଳ,୧୦।୨(ଡି.ଏନ୍.ଏ.): ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମଙ୍ଗଳବାର ସନ୍ଧ୍ୟାରେ ସାକ୍ଷୀଗୋପାଳ ଆସି ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ କରିଛନ୍ତି। ଠାକୁରଙ୍କୁ ଦର୍ଶନ କରିବା ପରେ ସାକ୍ଷୀଗୋପାଳ ସେବାୟତ ସଂଘ ପକ୍ଷରୁ ଆୟୋଜିତ ସଭାରେ ମନ୍ତ୍ରୀ ଯୋଗଦେଇ ଶ୍ରୀମନ୍ଦିର ଭଳି ପୁରାତନ…
ହାତୀଦାନ୍ତ ପାଇଁ ବଢୁଛି ଶିକାର
ଭୁବନେଶ୍ୱର, ୧୦।୨(ବ୍ୟୁରୋ): ହାତୀ-ମଣିଷ ଲଢ଼େଇରେ ଉଭୟ ହାତୀ ଓ ମଣିଷ ବଳି ପଡୁଛନ୍ତି। ହାତୀ ପରିବେଶପ୍ରେମୀ ଓ ବନ୍ୟପ୍ରାଣୀପ୍ରେମୀଙ୍କ ସମର୍ଥନ ପାଉଥିବାବେଳେ ମଣିଷ ଦଳମତ ନିର୍ବିଶେଷରେ ରାଜନେତାଙ୍କ ସମର୍ଥନ ପାଉଛି। ନିଜ ଫସଲକୁ ରକ୍ଷା କରିବା ପାଇଁ ଲୋକଙ୍କ ଦ୍ୱାରା ବିଛାଯାଇଥିବା…
ମହିଳାଙ୍କ ଫିଙ୍ଗର ପ୍ରିଣ୍ଟ ଯାଞ୍ଚ ପାଇଁ ହେବ ଆବେଦନ
ଭୁବନେଶ୍ୱର,୧୦।୨(ବ୍ୟୁରୋ): ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ-ଦାସପୁର ରାସ୍ତାରୁ ମିଳିଥିବା ମୁଣ୍ଡବିହୀନ ମହିଳାଙ୍କ ମୃତଦେହର ପରିଚୟ ପାଇବା ନେଇ କମିଶନରେଟ ପୋଲିସ ପ୍ରୟାସ ଜାରି ରଖିଛି। କୋଲ୍କାତା ସମେତ ରାଜ୍ୟର ୧୧ଜିଲାରୁ ମୁଣ୍ଡବିହୀନ ମହିଳାଙ୍କ ସମ୍ପର୍କରେ ପୋଲିସକୁ ଖବର ମିଳିବା ପରେ ପୋଲିସ…
୨ ମହିଳାଙ୍କ ସୁନାଚେନ ଝାମ୍ପିନେଲେ
ଭୁବନେଶ୍ୱର,୧୦।୨(ବ୍ୟୁରୋ): ରାଜଧାନୀରେ ପୁଣି ଲୁଟେରା ମାତିଲେଣି। ମଙ୍ଗଳବାର ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ଜେଲ ଗେଟ୍ ସମ୍ମୁଖ ରୋଡରେ ପ୍ରାତଃଭ୍ରମଣ ବେଳେ ମନୋରମା ସାହୁ ନାମ୍ନୀ ମହିଳାଙ୍କ ବେକରେ କଟୁରୀ ଲଗାଇ ୩ଜଣ ଦୁର୍ବୃତ୍ତ ସୁନାଚେନ ଝାମ୍ପି ନେଇଛନ୍ତି। ସେହିପରି ଏୟାରଫିଲ୍ଡ…
ନାବାଳିକା ଅପହରଣ, ହତ୍ୟା ଘଟଣା: ଭୁବନେଶ୍ୱରରୁ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର,୧୦।୨(ବ୍ୟୁରୋ): ପଶ୍ଚିମବଙ୍ଗରେ ଜଣେ ନାବାଳିକା (୧୪)ଙ୍କୁ ଅପହରଣ ପରେ ତାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଫେରାର ଥିବାବେଳେ ଭୁବନେଶ୍ୱରରେ ଆତ୍ମଗୋପନ କରିଥିଲେ। ମଙ୍ଗଳବାର ସଂପୃକ୍ତ ଫେରାର ଅଭିଯୁକ୍ତଙ୍କୁ ଏୟାରଫିଲ୍ଡ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ…
ସମ୍ବେଦନଶୀଳ ବର୍ଗଙ୍କୁ ନେଇ ହେବ ଏସ୍ଏଚ୍ଜି
ଭୁବନେଶ୍ୱର(ବ୍ୟୁରୋ),୧୦ା୨: ଏବେ ସ୍ବତନ୍ତ୍ର ବର୍ଗଙ୍କୁ ନେଇ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ଗଠନ କରାଯିବ। ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ପାହାଚ ସ୍ବରୂପ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଛି। ରାଜ୍ୟ ସରକାରଙ୍କ ଏପ୍ରକାର ଯୋଗାଯୋଗକୁ ଆଧାର…
ଭୁବନେଶ୍ୱରରେ ଖୋଲିବ ସାଇବର ଥାନା
ଭୁବନେଶ୍ୱର,୧୦।୨(ବ୍ୟୁରୋ): ସାଇବର ଠକେଇଜନିତ ଅଭିଯୋଗ ନେଇ ଗତ ଜାନୁୟାରୀ ୭ ତାରିଖରେ କମିଶନରେଟ ପୋଲିସ ପକ୍ଷରୁ ସାଇବର ହେଲ୍ପ ଡେସ୍କ ପ୍ରତିଷ୍ଠା କରାଯାଇଥିଲା। ଇତିମଧ୍ୟରେ ଏହି ହେଲ୍ପ ଡେସ୍କକୁ ଏକମାସ ପୂରିଥିବାବେଳେ ମଙ୍ଗଳବାର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏନେଇ ସମୀକ୍ଷା କରିଛନ୍ତି।…
ଓଡ଼ିଶାକୁ ମିଳିବ ଅନ୍ତର୍ଜାତୀୟ ପୁରସ୍କାର
ଭୁବନେଶ୍ୱର, ୧୦ା୨(ବ୍ୟୁରୋ): ସହରାଞ୍ଚଳରେ କର୍ମନିଯୁକ୍ତି ଏବଂ ମଳ ପରିଚାଳନା ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ଅଭିନବ ପଦକ୍ଷେପ ନିମନ୍ତେ ଅନ୍ତର୍ଜାତୀୟ ପୁରସ୍କାର ଲାଗି ତାଲିକାଭୁକ୍ତ ହୋଇଛନ୍ତି । ଦେଶର ଏକମାତ୍ର ରାଜ୍ୟଭାବେ ଓଡ଼ିଶା ଏହି ତାଲିକାର ପ୍ରଥମ ୧୫ ସ୍ଥାନରେ…
Archives


