ଝରାଫୁଲଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା, ବିଳମ୍ବିତ ରାତିରେ ରାକେଶଙ୍କ ସହ ହୋଇଥିଲା ପ୍ରବଳ ପାଟିତୁଣ୍ଡ
ଯାଜପୁର ଅଫିସ/ ରସୁଲପୁର,୭ା୨(ଡି.ଏନ୍.ଏ.): ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାପୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଦିନକୁ ଦିନ ରୋଚକ ତଥ୍ୟ ମିଳୁଛି। ଝରାଫୁଲଙ୍କ ମୃତ୍ୟୁ କୌଣସି ବିଷକ୍ରିୟା କିମ୍ବା ଗଣବଳାତ୍କାର ଯୋଗୁ ହୋଇ ନ ଥିବାବେଳେ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ…
ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ, ପ୍ରଥମ ଦିନରେ ଟିକା ନେଲେ ୮୧%
ଭୁବନେଶ୍ୱର, ୭।୨(ବ୍ୟୁରୋ): ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଶନିବାରଠାରୁ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାଉଛି। ପ୍ରଥମ ଦିନରେ ଟିକାକରଣରେ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ସାମିଲ ହୋଇଛନ୍ତି। କେତେକ ଜିଲାପାଳ, ଏଡିଏମ୍, ଏସ୍ପି ଓ ଅନ୍ୟ…
ଶ୍ରୀମନ୍ଦିର ପାଖ ୧୦୦ମିଟର ନିଷିଦ୍ଧାଞ୍ଚଳ, ନ୍ୟାଶନାଲ ମନୁମେଣ୍ଟର ପ୍ରସ୍ତାବିତ ବାଇ-ଲ ପ୍ରକାଶ
ପୁରୀ ଅଫିସ,୭।୨: ନ୍ୟାଶନାଲ୍ ମନୁମେଣ୍ଟ ଆକ୍ଟ(ଏନ୍ଏମ୍ଏ) ଅନୁସାରେ ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରସ୍ତୁତ କରାଯାଇଛି। ଏଥିରେ ଶ୍ରୀମନ୍ଦିର ଐତିହ୍ୟ ସଂକ୍ରାନ୍ତ ଚିଠା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ତିଆରି କରାଯାଇଛି। ଶ୍ରୀମନ୍ଦିରକୁ ଲାଗି ଶହେ ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି।…
ମାହାଙ୍ଗା ଡବଲ ମର୍ଡର ଘଟଣା,ଫେରାର ମୁଖ୍ୟ ଅଭିଯୁକ୍ତ ମୃତ
ମାହାଙ୍ଗା/ନିଶ୍ଚିନ୍ତକୋଇଲି/ସାଲେପୁର/ଟାଙ୍ଗୀ (କଟକ), ୭ା୨(ସ୍ବ.ପ୍ର./ ଡି.ଏନ୍.ଏ.): ମାହାଙ୍ଗା ଡବଲ ମର୍ଡର ଓ ବିକାଶ ଜେନା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ସେ ହେଲେ ମାହାଙ୍ଗା ବ୍ଲକ ନୃତାଙ୍ଗ ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ପ୍ରଫୁଲ୍ଲ ବିଶ୍ୱାଳ। ସେ ଦୀର୍ଘ…
ଖୁବ୍ଶୀଘ୍ର ପ୍ରଥମରୁ ଅଷ୍ଟମ ପାଠପଢ଼ା
ଭୁବନେଶ୍ୱର, ୭।୨(ବ୍ୟୁରୋ) : କରୋନା ସ୍ଥିତି ସ୍ବାଭାବିକ ହେଉଥିବାବେଳେ ଦୀର୍ଘ ୯ମାସ ଧରି ବନ୍ଦ ରହିଥିବା ଶିକ୍ଷା କ୍ଷେତ୍ରକୁ ପୁଣି ଟ୍ରାକ୍କୁ ଆଣିବାକୁ ରାଜ୍ୟ ସରକାର ପୂରା ଦମ୍ରେ ଲାଗିପଡ଼ିଛନ୍ତି। ପରୀକ୍ଷା ଓ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରଥମେ କେବଳ…
ମଲ୍ଟି ମୋଡାଲ ହବ୍ ହେବ ଭୁବନେଶ୍ୱର ଷ୍ଟେଶନ
ନୂଆଦିଲ୍ଲୀ,୭।୨: ଭୁବନେଶ୍ୱର ରେଳ ଷ୍ଟେଶନକୁ ବିଶ୍ୱସ୍ତରୀୟ ମଲ୍ଟି ମୋଡାଲ ହବ୍ରେ ପରିଣତ କରାଯିବ ବୋଲି ଶୁକ୍ରବାର ରାଜ୍ୟ ସଭାରେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ ସୂଚନା ଦେଇଛନ୍ତି। ରାଜ୍ୟ ସଭା ସଦସ୍ୟ ଅମର ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ…
ନକଲି ସାମଗ୍ରୀ ହବ୍ ଅନୁଗୋଳ
ଅନୁଗୋଳ ଅଫିସ, ୭।୨: ଯେତେ ଖୋଜିଲେ ସେତେ ବାହାରୁଛି। କମ୍ପାନୀ ଖୋଲି ଖାଦ୍ୟ ନାମରେ ଚାଲିଛି ବିଷ ବେପାର। ଭେଜାଲ ସାମଗ୍ରୀର ହବ୍ ପାଲଟିଛି ଶିଳ୍ପ ଜିଲା ଅନୁଗୋଳ। ନକଲି ତେଲ, ଅଟା, ହଳଦୀଗୁଣ୍ଡ ପରେ ସହର ଉପକଣ୍ଠ କୁମଣ୍ଡ-ଭଣ୍ଡୁବର ଅଞ୍ଚଳରୁ ଶନିବାର…
ସମ୍ମୁଖ ଯୋଦ୍ଧାଙ୍କୁ ସଞ୍ଜୀବନୀ
ଢେଙ୍କାନାଳ ଅଫିସ, ୭।୨: ବିଦାୟୀ ବର୍ଷ ଥିଲା କରୋନାର। ଭୂତାଣୁ ଜାଲରେ ଛନ୍ଦି ହୋଇପଡ଼ିଥିବା ବିଶ୍ୱବାସୀ ଦେଖିଥିଲେ କୋଭିଡ୍-୧୯ର ଭୟାବହତା। ଶଟ୍ଡାଉନ୍ ଏବଂ ଲକ୍ଡାଉନ୍ କାରଣରୁ ଗୃହବନ୍ଦୀ ଜୀବନ କଷଣ ଦେଇଥିବାବେଳେ ରସାତଳକୁ ଚାଲିଯାଇଥିଲା ଅର୍ଥନୀତି। ନୂତନ ବର୍ଷରେ ଭାକ୍ସିନ ସାଜିଛି ସଞ୍ଜୀବନୀ।…
ଶିକ୍ଷକ ଅଭାବ, ଚିନ୍ତାରେ ମାଟ୍ରିକ୍ ଛାତ୍ରୀଛାତ୍ର
ଭଣ୍ଡାରିପୋଖରୀ,୭।୨ (ଡି.ଏନ.ଏ)-କରୋନା ଯୋଗୁ ଦୀର୍ଘ ୯ ମାସ ଧରି ବନ୍ଦ ରହିବା ପରେ ଗତ ଜାନୁୟାରୀରେ ସ୍କୁଲ ଖୋଲାଯାଇଛି। ବିଦ୍ୟାଳୟଗୁଡ଼ିକରେ ଶହେ ଦିନ ପାଠ ପଢ଼ାଇ ୧୦ମ ଶ୍ରେଣୀ ପିଲାଙ୍କୁ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲାଗି ସ୍କୁଲ ଖୋଲିଲେ…
ଆରପିଏଫ୍ କର୍ମଚାରୀଙ୍କ ବଦାନ୍ୟତା: ରେଳଯାତ୍ରୀଙ୍କୁ ଫେରାଇଲେ ହଜିଲା ଭାନିଟି ବ୍ୟାଗ୍
ବରଗଡ଼ ଅଫିସ୍,୭।୨: ବରଗଡ଼ ଆର୍ପିଏଫ୍ କର୍ମଚାରୀ ଶନିବାର ଜଣେ ରେଳଯାତ୍ରୀଙ୍କ ହଜିଲା ଭାନିଟି ବ୍ୟାଗକୁ ସମ୍ପୃକ୍ତ ଯାତ୍ରୀଙ୍କୁ ଫେରାଇଛନ୍ତି। ଶେଖ୍ ଅଜିଜୁର ରେହମନ ନାମକ ଜଣେ ଯାତ୍ରୀ ତାଙ୍କର ସ୍ତ୍ରୀଙ୍କ ସହିତ ପୁରୀ-ଦୁର୍ଗ ଏକ୍ସପ୍ରେସରେ କଟକରୁ ବରଗଡ଼ ଆସିଥିଲେ। ଶନିବାର ଭୋର୍…
ଚିକିତ୍ସା ଅବହେଳାରୁ ଯୁବକଙ୍କ ମୃତ୍ୟୁ, ହସ୍ପିଟାଲରେ ଉତ୍ତେଜନା
କୋରାପୁଟ, ୬ା୨: କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଜଣେ ଯୁବକଙ୍କ ମୃତ୍ୟୁକୁ ନେଇ ଶନିବାର ମେଡିକାଲରେ ବହୁ ସମୟ ଧରି ଉତ୍ତେଜନା ଲାଗି ରହିଥିଲା ା ସୂଚନା ଯୋଗ୍ୟ, କୋରାପୁଟ ମିଶନ କମ୍ପାଉଣ୍ଡ…
ମୁଣ୍ଡବିହୀନ ମହିଳାଙ୍କ ପରିଚୟ ଦେଲେ ମିଳିବ ୫୦ ହଜାର ଟଙ୍କା
ଭୁବନେଶ୍ୱର,୬।୨(ବ୍ୟୁରୋ): ମୁଣ୍ଡବିହୀନ ମହିଳାଙ୍କ ପରିଚୟ ଦେଲେ ୫୦ ହଜାର ଟଙ୍କା ପୁରସ୍କାର ମିଳିବବୋଲି କମିଶନରେଟ ପୋଲିସ ପକ୍ଷରୁ ଶନିବାର ଏକ ଟୁଇଟ ଯୋଗେ ଘୋଷଣା କରାଯାଇଛି। ଏଥିସହ ଯେଉଁ ବ୍ୟକ୍ତି ମହିଳାଙ୍କ ପରିଚୟ ଦେବେ ତାଙ୍କ ନାମ ପୋଲିସ ଗୋପନ ରଖିବ।…
Archives


