ସ୍ବତନ୍ତ୍ରତା ବଜାୟ ରଖିଛି ମେଘନାଦ ମଣ୍ଡପ
ବଅଁରପାଳ,୧୪ା୫ ଭଲ କର୍ମ କଲେ ପୁଣ୍ୟ ମିଳେ। ଏହାଦ୍ୱାରା ଈଶ୍ୱରଙ୍କ ଆଶୀର୍ବାଦ ଲାଭ କରିଥାଏ ମଣିଷ। ଖରାପ କର୍ମକୁ ପାପ ବୋଲି ବିବେଚନା କରାଯାଏ। ହେଲେ ବେଳେ ବେଳେ ଜାଣତରେ କିମ୍ବା ଅଜାଣତରେ ଏପରି କିଛି ଅଘଟଣ ଘଟିଯାଏ, ଯାହାକୁ ପାପବୋଧ…
ପୁଣି ରେକର୍ଡ ଭାଙ୍ଗିଲା କରୋନା: ରାଜ୍ୟରେ ଆଜି ୧୨,୩୯୦ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର,୧୪।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ଶୁକ୍ରବାର ରାଜ୍ୟରେ ୧୨,୩୯୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୯୩୮ ଜଣ କ୍ୱାରାଣ୍ଟାଇନ୍ରେ ଥିଲେ। ବାକି ୫୪୫୨ ଟି ହେଉଛି ଲୋକାଲ କେସ। ଆଜି ଖୋର୍ଦ୍ଧା ଜିଲାରୁ…
ସାରା ରାଜ୍ୟରେ ଝଡ଼ବର୍ଷା
ଭୁବନେଶ୍ୱର,୧୪ା୫(ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ଗୁରୁବାର ଝଡ଼ ବର୍ଷା ହୋଇଛି। ଏହାଦ୍ୱାରା ଜନଜୀବନ ବିଶେଷଭାବେ ପ୍ରଭାବିତ ହୋଇଛି। ଏପରି କି କିଛି ସ୍ଥାନରେ ଗଛ, ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଥିବା ଦେଖିବାକୁ ମିଳିଛି। ଭୁବନେଶ୍ୱରରେ ସର୍ବାଧିକ ୩୨.୮ ମିଲିମିଟର ବର୍ଷା ହୋଇଥିବାବେଳେ…
ଶିଶୁକନ୍ୟାକୁ ଛାଡ଼ି ମହିଳା ଫେରାର
ଉଦଳା, ୧୩। ୫ – ୩ ମାସର ଶିଶୁକନ୍ୟାକୁ ଅଜଣା ଲୋକ ହାତରେ ଟେକିଦେଇ ଫେରାର ହୋଇଯାଇଛନ୍ତି ଜଣେ ମହିଳା। ଗୁରୁବାର ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ନାଗପାଳ ଅଞ୍ଚଳରେ ଘଟିଛି ଏଭଳି ଘଟଣା। ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ…
୯ ଦିନ ବନ୍ଦ ହେବ ହାଲ୍ ମିଗ୍ କାରଖାନା
କୋରାପୁଟ/ସୁନାବେଡ଼ା,୧୩।୫: କରୋନା ସଂକ୍ରମଣ ହାର କୋରାପୁଟ ଜିଲାରେ ବଢ଼ିଚାଲିଛି। ଏହାର ମୁକାବିଲା ନେଇ ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି। ଏହା ସତ୍ତ୍ୱେ ସଂକ୍ରମଣ କମିବା ନାଁ ନେଉନି। ସୁନାବେଡ଼ା ହାଲ୍ ଟାଉନଶିିପ ଅଞ୍ଚଳରେ ମଧ୍ୟ କରୋନା ସଂକ୍ରମଣର ହାର ବଢ଼ିଚାଲିଛି।…
ଲକ୍ଡାଉନ୍ରେ ପ୍ରାତଃ ଭ୍ରମଣ, ସାଇକ୍ଲିଂ ବନ୍ଦ
ଭୁବନେଶ୍ୱର,୧୩।୫(ବ୍ୟୁରୋ): ରାଜ୍ୟରେ ଲକ୍ନାଉନ୍, ଶଟ୍ଡାଉନ୍ ସତ୍ତ୍ୱେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ି ଚାଲିଛି। ବିଶେଷକରି କଟକ ଓ ଭୁବନେଶ୍ୱର ଦ୍ୱୈତନଗରୀରେ ସଂକ୍ରମଣ ଅଧିକ ବଢ଼ୁଛି। ତେଣୁ କମିଶନରେଟ୍ ପୋଲିସ କଠୋର ଆଭିମୁଖ୍ୟ ଆପଣାଇଛି। ପୂର୍ବରୁ ଜାରି କଟକଣାକୁ ଅଧିକ କଡ଼ାକଡ଼ି…
ଇୟରଫୋନ୍ ନେଲା ଜୀବନ
ରାୟଗଡ଼ା ଅଫିସ,୧୩ା୫: ଇୟରଫୋନ୍ ଜଣେ ଯୁବକଙ୍କ ପାଇଁ କାଳ ସାଜିଛି। ଇୟରଫୋନ୍ ଲଗାଇ ରେଳଧାରଣା ନିକଟରେ ଶୌଚ ବେଳେ ଏକ ଟ୍ରେନ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପିତାମହଲ ଅଞ୍ଚଳର ଜଗନ୍ନାଥ ସାହୁକାର। ରାୟଗଡ଼ା ଜିଆର୍ପି ପହଞ୍ଚି…
କରୋନାରେ ଆକ୍ରାନ୍ତ ମାଓବାଦୀ ଦମ୍ପତିଙ୍କ ଆତ୍ମସମର୍ପଣ
ମାଲକାନଗିରି/ଏମ୍ଭି୭୯,୧୩।୫: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲାରେ ଥିବା ବିଏସ୍ଏଫ୍ କ୍ୟାମ୍ପରେ ଗୁରୁବାର କରୋନାରେ ଆକ୍ରାନ୍ତ ହୋଇ ମାଓବାଦୀ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଅର୍ଜୁନ ତାତି ଓ ଲକ୍ଷ୍ମୀ ତାତି। ଆତ୍ମସମର୍ପଣ ପରେ ଦମ୍ପତିଙ୍କ ଚିକିତ୍ସା ବ୍ୟବସ୍ଥା…
ପରୀକ୍ଷା ନ କରି ରିପୋର୍ଟ ପଜିଟିଭ୍
ଭଞ୍ଜନଗର,୧୩।୫: କରୋନା ଆତଙ୍କ ଜାରି ରହିଥିବା ବେଳେ ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଅଞ୍ଚଳରେ କୋଭିଡ୍ ପରୀକ୍ଷା ନ କରି ଜଣେ ଶିଶୁଙ୍କ ରିପୋର୍ଟ ପଜିଟିଭ ଆସିବା ଓ ପରେ ଏହା ଭୁଲ ସୂଚନା ବୋଲି କୁହାଯିବା ଘଟଣା ଚର୍ଚ୍ଚାର ବିଷୟ…
ଗ୍ରାହକଙ୍କ ପାଖରେ ପହଞ୍ଚିବ ମଦ
ଭୁବନେଶ୍ୱର,୧୩।୫: ଏଣିକି ଲକ୍ଡାଉନରେ ହୋମ ଡେଲିଭରି ହେବ ମଦ । ଉଭୟ ଠିପି ଖୋଲା ଏବଂ ଠିପି ବନ୍ଦ ଦୋକାନୀ ମଦ ଡେଲିଭରି କରିପାରିବେ। ଏପରିକି ଖାଦ୍ୟ ଯୋଗାଣକାରୀ ସଂସ୍ଥା ମଧ୍ୟ ମଦ ଡେଲିଭରି ଦେଇପାରିବେ। ଏନେଇ ଅବକାରୀ କମିଶନରଙ୍କୁ ଜଣାଇଛନ୍ତି…
ମହାମାରୀରୁ ମୁକ୍ତି ପାଇଁ ଦେବଦେବୀଙ୍କ ଶରଣ ପଶିଲେ ଗ୍ରାମବାସୀ
କୋକସରା/ଭବାନୀପାଟଣା:୧୩।୫: କରୋନା ଏବେ ଗାଁ ମୁହାଁ। ଗାଁର ଭୟ, ଆତଙ୍କର ବାତାବରଣ। ଦିନେ ଗାଁ ଦାଣ୍ଡ ସକାଳୁ ଗୋଧୂଳି ସହ ସନ୍ଧ୍ୟାରେ ମନ୍ଦିର ଘଣ୍ଟ ଶବ୍ଦରେ ଫାଟି ପଡୁଥିଲା। ଆଜି ସେଇଠି ନୀରବତା । ଗାଁ ଦାଣ୍ଡ ଶୂନ୍ଶାନ। ତାଟି କବାଟ…
ବଦଳିଲେ ୩ ଜେଲ୍ ସୁପରିଟେଣ୍ଡେଣ୍ଟ
ଭୁବନେଶ୍ୱର,୧୩।୫(ବ୍ୟୁରୋ): କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦାଧିକାରୀଙ୍କ ବଦଳି ପ୍ରକ୍ରିୟା ଜାରି ରଖିଛନ୍ତି। ବୁଧବାର ଆଇଏଏସ୍ସ୍ତରରେ ଅଦଳବଦଳ କରାଯାଇଥିବାବେଳେ ଗୁରୁବାର ୩ ଜେଲ ସୁପରିଟେଣ୍ଡେଣ୍ଟଙ୍କୁ ବଦଳି କରାଯାଇଛି। ଝାରପଡ଼ା, ପୁରୀ ଓ ବଲାଙ୍ଗୀର ଜେଲ୍ ସୁପରିଟେଣ୍ଡେଣ୍ଟଙ୍କ ଅଦଳବଦଳ କରାଯାଇଛି।…
Archives


