କରୋନା ନେଲା ମା’ପୁଅଙ୍କ ଜୀବନ
ଲଇକେରା,୧୭ା୫: କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକର ମା’ପୁଅଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବ୍ଲକ ମୁଖ୍ୟାଳୟର ମା’ ବୁଇ ବେହେରା(୮୯) ଓ ପୁଅ ବିଜୟ ବେହେରା(୬୯)। ମା’ପୁଅ କରୋନା ସଂକ୍ରମିତ ହୋଇ ଗତ ୮…
ନିୟମଗିରି ପାହାଡ଼ରେ କୁଇ ଭାଷାରେ ସଚେତନ କରାଉଛି ରଥ
ବିଷମକଟକ,୧୭ା୫: ରାୟଗଡ଼ା ଜିଲାର ଅପହଞ୍ଚ ଇଲାକା ନିୟମଗିରି ପାହାଡ଼ରେ ପହଞ୍ଚିଛି କରୋନା। ୨ ଦିନ ମଧ୍ୟରେ ଜିଲାର କଲ୍ୟାଣସିଂହପୁର ଏବଂ ବିଷମକଟକ ବ୍ଲକ୍ ଅଧୀନ ନିୟମଗିରି ପାଦଦେଶରେ ରହୁଥିବା ୧୭ ଡଙ୍ଗରିଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି…
ସୂଚନା ଓ ଲୋକସମ୍ପର୍କ ଅଫିସ୍ ସିଲ୍
ରାୟଗଡ଼ା ଅଫିସ,୧୭ା୫: ରାୟଗଡ଼ା ଜିଲାରେ କରୋନା ସଂକ୍ରମଣ ବଢ଼ୁଛି। ବିଭିନ୍ନ କାର୍ଯ୍ୟାଳୟରୁ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସେହିପରି ଜିଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ(ଡିଆଇପିଆର୍ଓ)ର ଜଣେ ଅଧିକାରୀ କୋଭିଡ୍-୧୯ ପଜିଟିଭ୍ ଥିବା ଜଣାପଡିଛି। ଏଥିଯୋଗୁ ପ୍ରଶାସନ ପକ୍ଷରୁ ସୋମବାର…
କରୋନାରେ ମୃତକଙ୍କ ପରିବାରକୁ ମିଳିବ ପେନ୍ସନ
ଭୁବନେଶ୍ବର,୧୭।୫: ରାଜ୍ୟର କରୋନାର ମୁକାବିଲା ନେଇ ସୋମବାର ସର୍ବଦଳୀୟ ବୈଠକ ବସିଥିଲା। ବୈଠକର ନିଷ୍ପତ୍ତି କ୍ରମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ କିଛି ବଡ ଘୋଷଣା କରିଛନ୍ତି। ଆସନ୍ତା ୨୪ ତାରିଖଠାରୁ ଏଏନ୍ଏମ୍ ଓ ଆଶାକର୍ମୀମାନେ ଗାଁରେ ଘରକୁ ଘର…
ବାର୍ହା ମାଂସ ରୋଷେଇ ପାଇଁ ଚାଲିଥିଲା ଆୟୋଜନ
ବାରିପଦା ଅଫିସ,୧୭।୫: ମୟୂରଭଞ୍ଜ ଜିଲା ଡୁକୁରା ରେଞ୍ଜ ଅଧୀନ ପାଟଶାଣିପୁର ନିକଟ କାଶିକୁଣ୍ଡଳ ଗ୍ରାମରେ ସୋମବାର ବନବିଭାଗ ଚଢ଼ାଉ କରି ୧୦ କିଲୋ ବାର୍ହା ମାଂସ ଜବତ କରିଛି। ଏହି ଘଟଣାରେ ଜଣେ ଶିକାରୀ ଗିରଫ ହୋଇଛନ୍ତି। ସେ ହେଲେ ଶ୍ରୀହରି…
ଆମ୍ବୁଲାନ୍ସ ଦର ନିର୍ଦ୍ଧାରଣ କଲେ ସରକାର
ଭୁବନେଶ୍ୱର,୧୭।୫(ବ୍ୟୁରୋ): କରୋନା ମହାମାରୀ ସମୟରେ ଆମ୍ବୁଲାନ୍ସଗୁଡ଼ିକ ଲୋକଙ୍କ ଠାରୁ ମନଇଚ୍ଛା ଭଡ଼ା ନେଉଥିବା ବେଳେ ଶେଷରେ ସରକାରଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିଛି। ଉଭୟ ଘରୋଇ ହସ୍ପିଟାଲ ଓ ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ପାଇଁ ଦର ନିର୍ଦ୍ଧାରଣ କରିଛନ୍ତି ସରକାର। ଦର…
କୋଭିଡ୍ ହସ୍ପିଟାଲରେ ଲାଗିବ ସିସିଟିଭି, ନ ଲାଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୧୭।୫(ବ୍ୟୁରୋ): କୋଭିଡ୍ ହସ୍ପିଟାଲର ଅବ୍ୟବସ୍ଥା ନେଇ ବାରମ୍ବାର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି। ଫଳରେ କୋଭିଡ୍ ହସ୍ପିଟାଲଗୁଡ଼ିକରେ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ କହିଛନ୍ତି। କୋଭିଡ୍ ହସ୍ପିଟାଲରେ ହେଲ୍ସ ଡେସ୍କ ପାଇଁ ଏକ ଉତ୍ସର୍ଗୀକୃତ ଟେଲିଫୋନ୍…
ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ଛାଡି ଯାଇଥିବା ଛାପ ସର୍ବଦା ସ୍ମରଣୀୟ
ଭୁବନେଶ୍ୱର,୧୭।୫(ବ୍ୟୁରୋ): ଓଡ଼ିଶାର ପ୍ରସିଦ୍ଧ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ସୋମବାର ପରଲୋକ ଘଟିଛି। ତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଟୁଇଟ୍ ଯୋଗେ ସେ କହିଛନ୍ତି, ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ।…
ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତି ଆଉନାହାନ୍ତି
ଭୁବନେଶ୍ୱର,୧୭।୫(ବ୍ୟୁରୋ): ଓଡ଼ିଶାର ପ୍ରସିଦ୍ଧ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ସୋମବାର ପରଲୋକ ଘଟିଛି। ଏନେଇ ତାଙ୍କ ଝିଅ ଅନ୍ବେଷା ମହାନ୍ତି ସୂଚନା ଦେଇଛନ୍ତି। ଗତ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ସେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଭେଣ୍ଟିଲେଟରରେ…
ଡରାଉଛି ମୃତ୍ୟୁସଂଖ୍ୟା: ପୁଣି ରାଜ୍ୟରେ ଆଜି କରୋନା ନେଲା ୨୨ ଜୀବନ
ଭୁବନେଶ୍ୱର,୧୭।୫(ବ୍ୟୁରୋ): ରାଜ୍ୟରେ ସୋମବାର କରୋନାରେ ୨୨ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୩୩୫ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୨୨ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, ବୌଦ୍ଧ, କୋରାପୁଟ,…
କମୁନି ସଂକ୍ରମଣ: ରାଜ୍ୟରେ ଆଜି ୧୦,୭୫୭ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର,୧୭।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ସୋମବାର ରାଜ୍ୟରେ ୧୦,୭୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୦୨୪ ଜଣ କ୍ୱାରାଣ୍ଟାଇନ୍ରେ ଥିଲେ। ବାକି ୪୭୩୩ଟି ହେଉଛି ଲୋକାଲ କେସ। ଆଜି କଟକ ଜିଲାରୁ ସର୍ବାଧିକ…
ଶଟ୍ଡାଉନରେ ରାସ୍ତାରେ ଦେହବେପାର ଡିଲ୍
ଭୁବନେଶ୍ୱର,୧୭।୫(ବ୍ୟୁରୋ):୨୫୦୦ ଟଙ୍କା ରେଟ୍ ଛିଣ୍ଡିଥିଲା। ରୁମ୍କୁ ନେଲା ପରେ ୫୦୦ଟଙ୍କା ଦେଇ ବଡ଼ଗଡ଼ରେ ଛାଡ଼ି ଦେଲେ। ସେଠୁ ଚାଲି ଚାଲି ମାଷ୍ଟରକ୍ୟାଣ୍ଟିନ ଆସିଲି। ଏବେ ମୋ ବାକି ଟଙ୍କା ଦେ। ଜଣେ ଗ୍ରାହକଙ୍କୁ ଏଭଳି ପାଟି କରି କହୁଥିଲେ ଦେହଜୀବୀ। ଏହାକୁ…
Archives


