ଖାଦ୍ୟରେ ତ୍ରିରଙ୍ଗା
ଭୁବନେଶ୍ୱର, ୧୫। ୮ (ବ୍ୟୁରୋ): ସ୍ବାଧୀନତା ଦିବସ ପାଇଁ ଚାରିଆଡ଼େ ଦେଶାତ୍ମବୋଧର ମହକ ଛୁଟିବାରେ ଲାଗିଛି। ସ୍ବାଧୀନତା ଦିବସକୁ କିପରି ସ୍ମରଣୀୟ କରାଯାଇ ପାରିବ ପ୍ରତିଟି ଭାରତବାସୀ ସେଥିପାଇଁ ବ୍ୟଗ୍ର। ଏସବୁ ଭିତରେ ଭୁବନେଶ୍ୱରର ପ୍ରୀତିଶା ଦାଶଙ୍କ ସ୍ବତନ୍ତ୍ର ହାତରନ୍ଧା ଖାଦ୍ୟପଦାର୍ଥରେ…
କେନ୍ଦୁଝରରେ ପତାକା ଉତ୍ତୋଳନ କଲେ ଜଳସମ୍ପଦ ମନ୍ତ୍ରୀ
କେନ୍ଦୁଝର,୧୫ା୮(ସ୍ବ.ପ୍ର.): ଜିଲାସ୍ତରୀୟ ୭୫ ତମ ସ୍ବାଧୀନତା ଦିବସ କେନ୍ଦୁଝର ଷ୍ଟାଡିୟମଠାରେ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସୂଚନା ଲୋକ ସମ୍ପର୍କ ତଥା ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ…
ଶ୍ରଦ୍ଧାଙ୍କୁ ‘ମିସେସ୍ ଇଣ୍ଡିଆ ନୟନତାରା’ ଟାଇଟଲ୍
ଭୁବନେଶ୍ୱର, ୧୫। ୮(ବ୍ୟୁରୋ):‘ମିସ୍ ଇଣ୍ଡିଆ ନୟନତାରା’ର ଅପୂର୍ବ ସଫଳତା ପରେ ଏସ୍ଜେ ପ୍ରଡକ୍ସନ ହାଉସ୍ ପକ୍ଷରୁ ଅନ୍ଲାଇନ୍ରେ ଚାଲିଥିବା ‘ମିସେସ୍ ଇଣ୍ଡିଆ ନୟନତାରା’ ପ୍ରତିଯୋଗିତାର ଗ୍ରାଣ୍ଡ୍ ଫିନାଲେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। କୋଲକାତାର ଶ୍ରଦ୍ଧା ଭଟ୍ଟାଚାର୍ଯ୍ୟ ‘ମିସେସ୍ ଇଣ୍ଡିଆ ନୟନତାର’ ଟାଇଟଲ୍…
୫ଦିନ ପ୍ରବଳ ବର୍ଷିବ
ଭୁବନେଶ୍ୱର, ୧୫।୮(ବ୍ୟୁରୋ): ସମ୍ଭାବ୍ୟ ଲଘୁଚାପକୁ ନେଇ ଚାଷୀକୂଳ ଆଶାବାନ୍ଧି ବସିଥିବାବେଳେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବା ଆରମ୍ଭ କରିଛି। ଶନିବାର ବାରିପଦାରେ ସର୍ବାଧିକ ୧୦୮.୮ ମି.ମି. ବର୍ଷା ହୋଇଛି। ଫଳରେ ସହରର ଅଧିକାଂଶ ରାସ୍ତାରେ ପାଣି ସୁଅ ଚାଲିବାରୁ ବହୁ ସମୟ…
ଉଭେଇଯାଉଛି ଝୋଟ ଚାଷ
ଭୁବନେଶ୍ୱର,୧୫ା୮(ବ୍ୟୁରୋ): ଅର୍ଥକରୀ ଫସଲ ଝୋଟଚାଷ ରାଜ୍ୟରୁ ଲୋପ ପାଇବାରେ ଲାଗିଛି। ଉପକୂଳବର୍ତ୍ତୀ କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର ଆଦି ଜିଲାରେ ପ୍ରବଳ ମାତ୍ରାରେ ଝୋଟଚାଷ ହେଉଥିଲା। ଗତ କିଛିବର୍ଷ ହେବ ଏହି ସବୁ ଜିଲାରୁ…
ରାଜ୍ୟରେ ନୂଆ ରୂପରେ ଲାଗୁ ହେବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ସ୍ମାର୍ଟ ହେଲ୍ଥ କାର୍ଡ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫।୮(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆଠାରେ ରବିବାର ୭୫ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ…
ଆଜି ଆଉ ୬୪ଜଣଙ୍କ ମୁଣ୍ଡ ନେଲା କରୋନା, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୫।୮(ବ୍ୟୁରୋ): ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଇ ଚାଲିଛି କରୋନା। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬,୮୮୭କୁ ବୃଦ୍ଧି ପାଇଛି। ତେବେ ମୃତକଙ୍କ…
ରାଜ୍ୟରେ ୧,୦୫୮ କରୋନା ପଜିଟିଭ୍ ଚିହ୍ନଟ; ୧୮ ବର୍ଷ ମଧ୍ୟରେ ୧୩୮ ଆକ୍ରାନ୍ତ
ଭୁବନେଶ୍ୱର,୧୫।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୩୮ ଜଣଙ୍କ ବୟସ ୧୮ ବର୍ଷ ବୟସ ମଧ୍ୟରେ ଥିବା ଜଣାପଡ଼ିଛି। ଏହାଛଡ଼ା ୬୧୬ କ୍ୱାରାଣ୍ଟାଇନ୍ ଏବଂ ୪୪୨ଟି ଲୋକାଲ କେସ୍…
ଜଙ୍ଗଲର ସୁରକ୍ଷା ପାଇଁ ଅସ୍ତ୍ର ଧରିଲେ ଆଦିବାସୀ
ମାଲକାନଗିରି,୧୪ା୮(ଡି.ଏନ୍.ଏ.): ଜଙ୍ଗଲ ଆମର ମା’। ବର୍ଷବର୍ଷ ଧରି ଆମେ ବନାଞ୍ଚଳରେ ବସବାସ କରୁଛୁ। ଏହା ଆମର ଜୀବନ ଜୀବିକାର ଉତ୍ସ। ଜଙ୍ଗଲ ଫଳମୂଳ ଓ ପୋଡୁଚାଷ ଆମକୁ ବଞ୍ଚାଇ ରଖିଛି। ଏହାର ସୁରକ୍ଷା ଆମ ଦାୟିତ୍ୱ। କୌଣସି ପରିସ୍ଥିତିରେ ମଧ୍ୟ ଜଙ୍ଗଲ…
୧୬ରୁ ପ୍ରବଳ ବର୍ଷା
ଭୁବନେଶ୍ୱର,୧୪।୮(ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ବର୍ଷା ଜାରି ରହିଛି। ଶନିବାର ବାରିପଦାରେ ସର୍ବାଧିକ ୧୦୮.୮ ମି.ମି ବର୍ଷା ରେକର୍ଡ କରାଯାଇଛି। ଜିଲାରେ ପ୍ରବଳ ବର୍ଷା ହୋଇ ଅଧିକାଂଶ ରାସ୍ତାରେ ପାଣି ଜମି ରହିଥିବାରୁ କିଛି ସମୟ ପାଇଁ ଯାତାୟତ ଠପ୍…
ରେଜଲ୍ଟରେ ତ୍ରୁଟି ଥିଲେ ୨୩ ସୁଦ୍ଧା ଅଭିଯୋଗ
ଭୁବନେଶ୍ୱର,୧୪।୮(ବ୍ୟୁରୋ): ଚଳିତ ବର୍ଷ କରୋନା ଯୋଗୁ ଯୁକ୍ତ ୨ ପରୀକ୍ଷା ବାତିଲ କରାଯାଇଥିଲା। ଛାତ୍ରୀଛାତ୍ରଙ୍କୁ ଅଲଟରନେଟିଭ୍ ଆସେସମେଣ୍ଟ ସ୍କିମ୍ ଅନୁଯାୟୀ ମାର୍କ ପ୍ରଦାନ କରାଯାଇଛି। ରେଜଲ୍ଟରେ ତଥ୍ୟ ଆଧାରିତ ତ୍ରୁଟି ଥିଲେ ଛାତ୍ରୀଛାତ୍ରମାନେ ଜଣାଇପାରିବେ। ସେମାନେ ଏ ସମ୍ପର୍କରେ ଆସନ୍ତା ୨୩…
ଭାରତୀୟ ହକି ଖେଳାଳିଙ୍କୁ ଦିଆଯିବ ସମ୍ବଲପୁରୀ ହକି ଷ୍ଟୋଲ
ବରଗଡ଼ ଅଫିସ୍,୧୪।୮: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ସହ ସଫଳତା ହାସଲ କରିଥିବା ଭାରତୀୟ ହକି ଦଳକୁ ୧୬ ତାରିଖରେ ଏକ ସ୍ବତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବେ। ଏହି ସମାରୋହରେ ହକି ଖେଳାଳିଙ୍କୁ ସମ୍ବଲପୁରୀ ବାନ୍ଧକଳାରେ ପ୍ରସ୍ତୁତ…
Archives


