ଜାତୀୟ ଶିକ୍ଷାନୀତି ୨୦୨୦- ବିଶ୍ୱ ଜ୍ଞାନ ଅର୍ଥନୀତିରେ ଶୀର୍ଷସ୍ଥାନ ହାସଲ କରିବାର ଆୟୁଧ
୧୭।୮(ଧରିତ୍ରୀ): ଚଳିତବର୍ଷ ଜୁଲାଇ ୮ ତାରିଖରେ ମୁଁ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କଲି। ଶିକ୍ଷା ଭଳି ଏକ ପ୍ରତିଷ୍ଠିତ ଓ ଖ୍ୟାତିସମ୍ପନ୍ନ ବିଭାଗର ଦାୟିତ୍ୱ ଗ୍ରହଣ କରିବା ଉଭୟ ଉତ୍ସାହଜନକ ତଥା କଷ୍ଟସାଧ୍ୟ। ବିଶେଷ କରି ଏବେ ଦୀର୍ଘ ୩୪…
ନକଲି ସିମେଣ୍ଟ କାରଖାନା ଠାବ
ଭୁବନେଶ୍ୱର,୧୭।୮(ବ୍ୟୁରୋ): ରାଜଧାନୀ ଉପକଣ୍ଠ ପାତ୍ରପଡ଼ାରେ ପୋଲିସ ଆଖିରେ ଧୂଳି ଦେଇ ଦୀର୍ଘ ବର୍ଷ ଧରି ଚାଲୁଥିଲା ନକଲି ସିମେଣ୍ଟ କାରଖାନା। ଏହି କାରଖାନାରେ ନକଲି ସିମେଣ୍ଟ ପ୍ରସ୍ତୁତ କରାଯାଇ ବିଭିନ୍ନ ଦାମୀ କମ୍ପାନୀର ଲୋଗୋ ଲଗାଇ ପ୍ୟାକିଂ କରାଯାଉଥିଲା। ପରେ ଏହାକୁ…
ଲଘୁଚାପ:ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର,୧୭।୮(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଆନ୍ଧ୍ର ଉପକୂଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ତେବେ ଏହା ସେତେ ବଳଶାଳୀ ହେବ ନାହିଁ। ରାଜ୍ୟକୁ ଆବଶ୍ୟକ ଅନୁଯାୟୀ ବର୍ଷା ମିଳିବ ନାହିଁ। ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେଲେ ମଧ୍ୟ ରାଜ୍ୟର…
ବାହାରିନ୍ରୁ ମୃତଦେହ ଓଡ଼ିଶା ଫେରାଇ ଆଣିଲା ଓଡ଼ିଶା-ମୋ ପରିବାର
ଭୁବନେଶ୍ୱର, ୧୭।୮(ବ୍ୟୁରୋ): ବାହାରିନ୍ରେ କାର୍ଯ୍ୟରତ ଜଣେ ପ୍ରବାସୀ ଓଡି଼ଆଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ଏଭଳି ସ୍ଥିତିରେ ମୃତକଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ଫେରାଇ ଆଣିବା ସହ ପୁରୀ ସ୍ବର୍ଗଦ୍ୱାରଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏଥିପାଇଁ ଓଡ଼ିଶା-ମୋ ପରିବାର ପକ୍ଷରୁ ସମ୍ପୂର୍ଣ୍ଣ ସହାୟତା…
ଶିକ୍ଷକ ପଦବୀ ପୂରଣ ପାଇଁ ୨୩ରୁ ଆବେଦନ
ଭୁବନେଶ୍ୱର, ୧୭।୮(ବ୍ୟୁରୋ): ରାଜ୍ୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଖାଲି ପଡ଼ିଥିବା ୪,୬୧୯ ପଦବୀ ପୂରଣ ନିମନ୍ତେ ଓଡ଼ିଶା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୋଗ୍ୟ ପ୍ରାର୍ଥୀମାନେ…
ରାସ୍ତାରୁ ହଟିବ ୧୫ ବର୍ଷର ପୁରୁଣା ଗାଡ଼ି
ଭୁବନେଶ୍ୱର,୧୭।୮(ବ୍ୟୁରୋ): ରାସ୍ତାରୁ ୧୫ ବର୍ଷରୁ ଊଦ୍ଧର୍ବ ପୁରୁଣା ଗାଡ଼ି ହଟିବ। ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ପୁରୁଣା ଗାଡ଼ି ଚିହ୍ନଟ କାର୍ଯ୍ୟ ସରିଛି। ପରିବହନ ବିଭାଗ ଏଥିପାଇଁ ପ୍ରକ୍ରିୟା ଆରମ୍ଭ…
୩ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ
ଭୁବନେଶ୍ୱର,୧୭।୮(ବ୍ୟୁରୋ): ଓଡ଼ିିଶା ପୋଲିସ ନିକଟରେ ସୋମବାର ଛତିଶଗଡ଼ କ୍ୟାଡର ୩ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ କୋଡଙ୍ଗା ମହାନଦୀ ସଂଯୁକ୍ତ ଏରିଆ କମିଟିର ଲକ୍ମା ମାଡ୍ଭି ଓରଫ ଲଖନ, ଗଙ୍ଗା ମାଡକାମୀ ଓରଫ ସେଣ୍ଡରା ଓ ଶୁକା ସୁଡି…
କରୋନା ଭଲ ନାଗରିକ କରିଦେଇଛି
କ୍ରିଟିକାଲ କେୟାର ମେଡିସିନ କ୍ଷେତ୍ରରେ ଜଣେ ଜଣାଶୁଣା ବିଶେଷଜ୍ଞ ହେଲେ ଡା. ପ୍ରଜ୍ଞାନ ରାଉତରାୟ। ଭୁବନେଶ୍ୱର ନିବାସୀ ଡା. ରାଉତରାୟଙ୍କ ପ୍ରକୃତ ଘର ପୁରୀ। ସେ କଟକ ଏସ୍ସିବି ମେଡିକାଲ କଲେଜରୁ ଏମ୍ବିବିଏସ୍ ଓ ମେଡିସିନ ସ୍ପେଶାଲାଇଜେଶନ କରିଥିଲେ। ଏହାପରେ ଚେନ୍ନାଇ…
୨୦ରେ ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ
ମାଲକାନଗିରି, ୧୭।୮ (ଡି.ଏନ୍.ଏ.): ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲା ଗସ୍ତରେ ଆସିବେ। ଏନେଇ ବିଜେଡି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାପୂର୍ବରୁ ୧୮ ଓ ୧୯ ରେ ୮ ଜଣ ମନ୍ତ୍ରୀ ମାଲକାନଗିରି ଗସ୍ତରେ ଆସି…
ସାଢେ ୩ କୋଟିଙ୍କୁ ସ୍ମାର୍ଟ ହେଲ୍ଥ କାର୍ଡ
ଭୁବନେଶ୍ୱର,୧୭।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ୭୫ ତମ ସ୍ବାଧୀନତା ଦିବସ ଅବସରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କ ପାଇଁ ସ୍ମାର୍ଟ ହେଲ୍ଥ କାର୍ଡର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ୯୬ ଲକ୍ଷ ପରିବାର, ସାଢ଼େ ୩ କୋଟି ଲୋକଙ୍କୁ ଏହି…
ଆଜି ହକି ଟିମ୍କୁ ସମ୍ବର୍ଦ୍ଧନା
ଭୁବନେଶ୍ୱର, ୧୭।୮ (କ୍ରୀଡ଼ା ପ୍ରତିନିଧି): ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ପୁରୁଷ ହକି ଦଳ ଏବଂ ୪ର୍ଥ ସ୍ଥାନ ହାସଲ କରିଥିବା ମହିଳା ଦଳ ମଙ୍ଗଳବାର ଭୁବନେଶ୍ୱର ଆସିବେ। ଦିନ ୧୧ଟା ବେଳେ ସେମାନେ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ…
୧ରୁ ବିଧାନସଭା ମୌସୁମୀ ଅଧିବେଶନ
ଭୁବନେଶ୍ୱର,୧୭।୮(ବ୍ୟୁରୋ): ସେପ୍ଟେମ୍ବର ପହିଲାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ସେପ୍ଟେମ୍ବର ୯ ତାରିଖ ଯାଏ ଚାଲିବ। ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟଦିବସ ରହିଛି। ୮ ଦିନରୁ ୭ ଦିନ ସରକାରୀ ଦିବସ ପାଇଁ ସମୟ ନିର୍ଘଣ୍ଟ ହୋଇଥିବା…
Archives


