ଦୁର୍ଘଟଣାରେ ଚାଲିଗଲା କେନ୍ଦ୍ରୀୟ ଅଧିକାରୀଙ୍କ ଜୀବନ
ଆନନ୍ଦପୁର,୩୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ୨୦ ନମ୍ବର ଜାତୀୟ ରାଜପଥ ଘସିପୁରା ଥାନା ଅଧୀନ ଦରଖଳାଠାରେ ଏକ ସଡ଼କ ଦୁର୍ଘଟଣା ହୋଇଥିଲା। ଏଥିରେ ଗୁରୁତର ଆହତ ହୋଇଥିବା ଜଣେ କେନ୍ଦ୍ରୀୟ ଅଧିକାରୀଙ୍କ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମିଳିଥିବା…
ମୋବାଇଲ୍ ଗେମ୍ ପାଇଁ ଗଲା ଛାତ୍ରଙ୍କ ଜୀବନ
ଆନନ୍ଦପୁର,୩୦ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ଇନ୍ଦୁପୁରା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ମୋବାଇଲରେ ଗେମ୍ ଖେଳିବାକୁ ମନା କରିବାରୁ ଜଣେ ନବମ ଶ୍ରେଣୀ ଛାତ୍ର ଦଉଡି ଦେଇ ଜୀବନ ହାରିଛନ୍ତି। ମିଳିଥିବା ସୂଚନା ମୁତାବକ, ଛାତ୍ରଙ୍କ ପରୀକ୍ଷା…
ସନ୍ଧ୍ୟା ୫ଟା ସୁଦ୍ଧା ୬୮.୪୦ ପ୍ରତିଶତ ମତଦାନ
ଭୁବନେଶ୍ୱର,୩୦।୯: ପିପିଲି ଉପନିର୍ବାଚନରେ ସନ୍ଧ୍ୟା ୫ଟା ସୁଦ୍ଧା ୬୮.୪୦ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ ଓ ଏହା ପରେ ଯେଉଁମାନେ…
ଫେରିଲା ନାଇଟ୍ କର୍ଫ୍ୟୁ
ଭୁବନେଶ୍ୱର,୩୦।୯(ବ୍ୟୁରୋ): ରାଜ୍ୟ ସରକାର ଅକ୍ଟୋବର ମାସ ପାଇଁ ନୂତନ ଗାଇଡ୍ଲାଇନ ଆଣିଛନ୍ତି। ଏସ୍ଆର୍ସି ପ୍ରଦୀପ ଜେନା ଗୁରୁବାର ଏହି ନୂତନ ଗାଇଡ୍ଲାଇନ ଘୋଷଣା କରିଛନ୍ତି। ଗାଇଡ୍ଲାଇନରେ ଅକ୍ଟୋବର ୧ରୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପୌରାଞ୍ଚଳରେ ନାଇଟ୍ କର୍ଫ୍ୟୁ…
ଆଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର
ମାଲକାନଗିରି,୩୦।୯(ଡି.ଏନ୍.ଏ.): କିଛି ଦିନର ନିରବତା ପରେ ପୁଣି ମାଓବାଦୀମାନେ ମାଲକାନଗିରି ସାମାନ୍ତରେ ହିଂସାକାଣ୍ଡ ଘଟାଇଛନ୍ତି। ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ୨ ଯବାନ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆହତ ୨ ଯବାନ ବାଲ କିଶନ ଓ ସୋନିଦୁଲ ଇସଲାମ…
ପିପିଲି ଉପନିର୍ବାଚନ: ଦିନ ୩ଟା ସୁଦ୍ଧା ୫୯.୭୨% ମତଦାନ
ପୁରୀ ଅଫିସ,୩୦।୯: ପିପିଲି ଉପନିର୍ବାଚନକୁ ନେଇ ଗୁରୁବାର ମତଦାନ ଜାରି ରହିଛି। ଦିନ ୩ଟା ସୁଦ୍ଧା ୫୯.୭୨% ମତଦାନ ହୋଇଛି। ପୂର୍ବରୁ ସକାଳ ୯ଟା ସୁଦ୍ଧା ୭.୮% ମତଦାନ ହୋଇଥିବା ବେଳେ ଦିନ ୧୧ଟା ସୁଦ୍ଧା ୨୪.୭୬% ଏବଂ ଦିନ ୧ଟା…
ପାର୍ବଣରେ ବଢିପାରେ ସଂକ୍ରମଣ: ଡିଏମ୍ଇଟି
ଭୁବନେଶ୍ୱର,୩୦।୯(ବ୍ୟୁରୋ): ପାର୍ବଣ ବେଳେ ଭିଡ ହେଲେ ବଢ଼ିପାରେ କୋଭିଡ ସଂକ୍ରମଣ। ଏନେଇ ଗୁରୁବାର ଡିଏମ୍ଇଟି ସିବିକେ ମହାନ୍ତି ସତର୍କ କରାଇଛନ୍ତି । ସମସ୍ତେ କୋଭିଡ ମାର୍ଗଦର୍ଶିକା ପାଳନ କରନ୍ତୁ । ଯାହାର କିଛି ବି ଲକ୍ଷଣ ଦେଖାଯାଇଛି ତୁରନ୍ତ ନିକଟସ୍ଥ…
ହକିରୁ ସନ୍ୟାସ ନେଲେ ବୀରେନ୍ଦ୍ର ଲାକ୍ରା
ଭୁବନେଶ୍ୱର,୩୦।୯(ବ୍ୟୁରୋ): ଭାରତୀୟ ପୁରୁଷ ହକି ଦଳର ତାରକା ଖେଳାଳି ତଥା ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜେତା ଦଳର ଅଂଶ ଥିବା ବୀରେନ୍ଦ୍ର ଲାକ୍ରା ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି। ହକି ଇଣ୍ଡିଆ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ୩୧…
ଜେଲରେ ଥାଇ ସଙ୍ଗଠନ ଚଳାଉଛନ୍ତି ମାନସ
ଖୋର୍ଦ୍ଧା ଅଫିସ, ୩୦।୯: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳରେ ମାନବବାଦ ସଙ୍ଗଠନର ସମର୍ଥକମାନେ ପୁଣି ଆତଙ୍କରାଜ ଚଳାଇଥିବା ଅଭିଯୋଗ ହୋଇଛି। ଏ ନେଇ ଏକ ଭିଡିଓ ଭାଇରାଲ ହେବା ପରେ ଏହି ସଙ୍ଗଠନ ପୁନର୍ବାର ସକ୍ରିୟ ହୋଇ ଉଠିଥିବା ସ୍ପଷ୍ଟ…
ମତଦାନ କଲେ ମହାରଥୀ ପରିବାର
ପୁରୀ ଅଫିସ,୨୯ା୯: ପିପିଲି ଉପନିର୍ବାଚନ ପାଇଁ ଆଜି ଅନୁଷ୍ଠିତ ହେଉଛି ମତଦାନ। ତେବେ ବିଜେଡି ପ୍ରାର୍ଥୀ ତଥା ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ଓ ତାଙ୍କ ପରିବାର ସଦସ୍ୟ ଆଜି ଭୋଟ୍ ଦେଇଛନ୍ତି । ରୁଦ୍ରଙ୍କ…
‘ମାଓବାଦୀ ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ’
ମାଲକାନଗିରି/ଖଇରପୁଟ, ୩୦।୯(ଡି.ଏନ୍.ଏ.): ବଣ୍ଡାଘାଟି ଅଞ୍ଚଳର ବିକାଶକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ମାଓବାଦୀମାନେ ବିକାଶରେ ବାଧକ ନ ସାଜି ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅନ୍ତୁ। ବିଏସ୍ଏଫ୍ ମାଲକାନଗିରି ଜିଲା ତଥା ବଣ୍ଡାଘାଟି ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ସର୍ବଦା ସଜାଗ ରହିଛି। ମାଲକାନଗିରି…
ବିଭୂତି ପଟ୍ଟନାୟକଙ୍କ ‘ଶ୍ରେଷ୍ଠ କଥା ଦଶକ’ ଉନ୍ମୋଚିତ
ଭୁବନେଶ୍ୱର, ୩୦।୯: ଫୁଲ-ଭଗବାନ ଫାଉଣ୍ଡେଶନ ଆନୁକୂଲ୍ୟରେ ବିଶିଷ୍ଟ ସାହିତି୍ୟକ ବିଭୂତି ପଟ୍ଟନାୟକଙ୍କ ‘ଶ୍ରେଷ୍ଠ କଥା ଦଶକ’ ସ୍ଥାନୀୟ ଏକ ହୋଟେଲରେ ବୁଧବାର ଉନ୍ମୋଚିତ ହୋଇଯାଇଛି। ଏହି ସାରସ୍ବତ ସଭାରେ ଫୁଲ-ଭଗବାନ ଫାଉଣ୍ଡେସନ ତରଫରୁ ପଟ୍ଟନାୟକ ଓ ତାଙ୍କ ସ୍ତ୍ରୀ ସୁରପ୍ରଭା ପଟ୍ଟନାୟକଙ୍କୁ…
Archives


