ରାଜ୍ୟ

ନୂଆ ପ୍ରଜାତିର ‘ବ୍ଲାଇଣ୍ଡ୍‌ ଇଲ୍‌’ ଆବିଷ୍କୃତ

ଭୁବନେଶ୍ୱର, ୩୦।୯(ବ୍ୟୁରୋ): ଆଶ୍ଚର୍ଯ୍ୟ ହେଲେ ବି ସତ। ଏକ ବ୍ଲାଇଣ୍ଡ୍‌ ସ୍କୁଲ ବା ଦୃଷ୍ଟିହୀନ ବିଦ୍ୟାଳୟ ପରିସର କୂଅ ଭିତରୁ ମିଳିଥିବା ବ୍ଲାଇଣ୍ଡ୍‌ ଇଲ୍‌ (ଯେଉଁ ଇଲ୍‌ର ଆଖି ନାହିଁ)କୁ ଏକ ନୂଆ ପ୍ରଜାତିର ମାଛ ଭାବେ ମାନ୍ୟତା ମିଳିଛି। ଏହା…

୪୯,୨୭୯ ଛାତ୍ରୀଛାତ୍ରଙ୍କୁ ର଼୍ୟାଙ୍କ୍‌

ଭୁବନେଶ୍ୱର, ୨୯।୯(ବ୍ୟୁରୋ) : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ-୨୦୨୧) ଫଳ ବୁଧବାର ପ୍ରକାଶ ପାଇଛି। ମୋଟ ୪୯,୨୭୯ଜଣ ଛାତ୍ରୀଛାତ୍ରଙ୍କୁ ର଼୍ୟାଙ୍କ୍‌ ମିଳିଛି। ବି.ଟେକ୍‌ରେ ପୀୟୂଷ ଚନ୍ଦୁକା ଟପ୍ପର ହୋଇଥିବାବେଳେ ଏଲ୍‌ଇ.ଟେକ୍‌ (ଡିପ୍ଲୋମା)ରେ ପିଙ୍କିରାଣୀ ସାହୁ, ଏଲ୍‌ଇ.ଟେକ୍‌ (ବିଏସ୍‌ସି)ରେ ଦୀପକ ସା,…

ବିଜୁ ଗଁ। ଗାଡ଼ି ଅଗଡ଼

ଭୁବନେଶ୍ୱର,୩୦ା୯(ବ୍ୟୁରୋ): ଗ୍ରାମାଞ୍ଚଳକୁ ଉତ୍ତମ ଯୋଗାଯୋଗ ଲକ୍ଷ୍ୟ ନେଇ ୨୦୧୪ ଫେବୃୟାରୀ ୨୨ରେ ରାଜ୍ୟରେ ଗଡ଼ିଥିଲା ‘ବିଜୁ ଗଁ। ଗାଡ଼ି’। ହେଲେ ରାଜ୍ୟ ସରକାରଙ୍କ ଏହି ଜନକଲ୍ୟାଣକାରୀ ଯୋଜନାରେ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ମାନେ ବାଧକ ସାଜିଛନ୍ତି। ସେମାନଙ୍କ ଘରୋଇ ବସ୍‌ ପ୍ରୀତି…

ବିବାହ ଭାଙ୍ଗିଯିବାରୁ ସଂସାରତ୍ୟାଗୀ ହୋଇଥିଲେ ମହନ୍ତ ନରେନ୍ଦ୍ର ଗିରି

ଭୋଗରାଇ,୩୦ା୯(ଡି.ଏନ.ଏ.): ଉତ୍ତର ପ୍ରଦେଶର ପ୍ରୟାଗରାଜସ୍ଥିତ ବାଗାମ୍ବରୀ ମଠ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ପରେ ତାଙ୍କ ପ୍ରକୃତ ପରିଚୟକୁ ନେଇ ସସ୍‌ପେନ୍ସ ବଢ଼ିବାରେ ଲାଗିଛି। ସେ କେଉଁ ରାଜ୍ୟର ବୋଲି ଠୋସ୍‌ ପ୍ରମାଣ ମିଳି ନ ଥିବା ବେଳେ ତାଙ୍କ ଘର…

କ୍ରାଇମ୍‌ବ୍ରାଞ୍ଚ ହାତରେ ରହସ୍ୟମୟୀଙ୍କ ଫଟୋ

କଟକ ଅଫିସ,୩୦ା୯: ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆର୍‌ଡିଓ)ରୁ ଗୁପ୍ତତଥ୍ୟ ମାମଲାରେ ସନ୍ଦିଗ୍ଧ ମହିଳାଙ୍କ ଫଟୋ କ୍ରାଇମ୍‌ବ୍ରାଞ୍ଚ ହାତରେ ଲାଗିଛି। ରହସ୍ୟମୟୀଙ୍କ ଗୋଟିଏ ଆକାଉଣ୍ଟରେ ପ୍ରୋଫାଇଲ୍‌ ଫଟୋ ସହ ଭିଡିଓ କଲ୍‌ ମ୍ୟାଚ୍‌ କରୁଛି। ବ୍ୟାଙ୍କ ଆକାଉଣ୍ଟ…

ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର,୩୦ା୯(ବ୍ୟୁରୋ): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ବୁଧବାର ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସୁନ୍ଦରଗଡ଼ ଜିଲା ନୂଆଗାଁ ବିଡିଓ ତୃପ୍ତି ବରାଇଙ୍କୁ ବରଗଡ଼…

ମଦଭାଟିରୁ ଟଙ୍କା ନେଉଥିଲେ ଅବକାରୀ ଅଧୀକ୍ଷକ

ଦେବଗଡ଼,୨୯ା୯(ଡି.ଏନ୍‌.ଏ.): ମଦଭାଟି ମାଲିକଙ୍କଠାରୁ ଦେଢଲକ୍ଷ ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଦେବଗଡ଼ ଅବକାରୀ ଅଧୀକ୍ଷକ ଅଜିତ କୁମାର ମହାପାତ୍ର ଓ ବାରକୋଟ ଅବକାରୀ ଏଏସ୍‌ଆଇ ମଥୁରା ମୋହନ ପ୍ରଧାନ। ଭିଜିଲାନ୍ସ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁ୍‌ଯାୟୀ କୌଣସି…

‘ଝାଡ଼ଖଣ୍ଡରେ ଓଡ଼ିଆ ଭାଷା ମରିଯିବ’

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ଝାଡ଼ଖଣ୍ଡରେ ଓଡ଼ିଆ ଭାଷାକୁ ଦ୍ବିତୀୟ ରାଜ୍ୟଭାଷା ପ୍ରତ୍ୟାହାର ପ୍ରସଙ୍ଗରେ ଓଡ଼ିଶାରେ ରାଜନୀତି ଜୋର ଧରିଛି। ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକ ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ…

ହଷ୍ଟେଲରେ ନ ରହି ପରୀକ୍ଷା ଦେଲେ ବିଦ୍ୟାଭାରତୀ

ବଲାଙ୍ଗୀର ଅଫିସ,୨୯ା୯: ଗଜପତି ଜିଲା ପାରଳାଖେମୁଣ୍ଡିର ଦିବଂଗତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ସ୍ତ୍ରୀ ବିଦ୍ୟାଭାରତୀ ବୁଧବାର ବଲାଙ୍ଗୀର ପ୍ରାଣୀଧନ ନିରୀକ୍ଷକ ତାଲିମ କେନ୍ଦ୍ରରେ ଫାଇନାଲ ପରୀକ୍ଷା ଦେଇଛନ୍ତି। ବୁଧବାରଠାରୁ ଫାଇନାଲ ପରୀକ୍ଷା ଆରମ୍ଭ ହୋଇଛି। ପୂର୍ବାହ୍ନ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଥିଲା।…

ନାବାଳିକା ବଳାତ୍କାରୀଙ୍କୁ ୬ବର୍ଷ କାରାଦଣ୍ଡ

ବାରିପଦା ଅଫିସ,୨୯ା୯: ମୟୂରଭଞ୍ଜ ଜିଲା ବାରିପଦା ସ୍ବତନ୍ତ୍ର ପୋକ୍‌ସୋ କୋର୍ଟରେ ଏକ ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି । ଜଜ୍‌ ମହେନ୍ଦ୍ର କୁମାର ସୂତ୍ରଧର ଏହାର ବିଚାର କରି ଦୋଷୀ ସୁନାରାମ ଟୁଡୁ(୨୨)ଙ୍କୁ ୬ବର୍ଷ କାରାଦଣ୍ଡ ଶୁଣାଣି କରିଛନ୍ତି। ଏହାସହ…

ଭେରିଫିକେଶନ ପାଇଁ ସାର୍ଟିଫିକେଟ ମାଗିବାରୁ ଇସ୍ତଫା ଦେଲେ ଶିକ୍ଷକ

କଣ୍ଟାବାଞ୍ଜି,୨୯ା୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ତୁରେକେଲା ବ୍ଲକର ବିଭିନ୍ନ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାଲ ସିଟି ଓ ଶିକ୍ଷାଗତ ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଥିବା ଅଭିଯୋଗ ହୋଇଥିଲା। ଏନେଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଥିଲା। ଏହିକ୍ରମରେ…

ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଭୁବନେଶ୍ୱର,୨୯।୯: ବୁଧବାର ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ରେଜଲ୍ଟ । ପରୀକ୍ଷାରେ ୪୯ ହଜାର ୨୭୯ ଜଣ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇ ନାମଲେଖା ପାଇ ର଼୍ୟାଙ୍କ ପାଇଛନ୍ତି। ଛାତ୍ରୀଛାତ୍ର ୱେବସାଇଟ www.ojee.nic.in ଓ www.odishajee.comରୁ ନିଜ ର଼୍ୟାଙ୍କ ଜାଣିପାରିବେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri