ରାଜ୍ୟ

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ କଠୋରଦଣ୍ଡ ଦେଲେ

ମାଲକାନଗିରି,୨୫ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ମାଓବାଦୀମାନେ ଜଣଙ୍କୁ ହତ୍ୟା କରିଛନ୍ତି। ସେ ହେଲେ ପୂର୍ବରୁ ଆତ୍ମସମର୍ପଣ କରିଥିବା ମାଓବାଦୀ ତଥା ନଡକେଲ ଗ୍ରାମ ନିବାସୀ ସୁକଡାଲ କଶ୍ୟପ(ସୁୁକ୍କୁ)। ମାଓବାଦୀ ଭୈରମଗଡ଼ ଏରିଆ କମିଟି ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରିକରି…

ବିକ୍ରି ପାଇଁ ଆସିଥିଲା ବଜ୍ରକାପ୍ତା

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ମୟୂରଭଞ୍ଜ ଜିଲା ସାତକୋଶିଆ ମହୁଲଦିଆ ଅଞ୍ଚଳରୁ ଗୁରୁବାର ଜୀବନ୍ତ ଅବସ୍ଥାରେ ଏକ ବଜ୍ରକାପ୍ତା ଜବତ କରାଯାଇଛି । ସାତକୋଶିଆ ରେଞ୍ଜ ଅଧିକାରୀଙ୍କ ସହଯୋଗରେ ଏସ୍‌ଟିଏଫ୍‌ର ଏକ ଟିମ୍‌ ଚଢ଼ାଉ କରି ଏହି ବଜ୍ରକାପ୍ତାକୁ ଜବତ କରିଥିଲେ। ଏପରି କି ଏସ୍‌ଟିଏଫ୍‌…

ଇଡିରେ ହାଜର ହେଲେ ଅଭୟକାନ୍ତ ପାଠକ

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ପୂର୍ବତନ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଗୁରୁବାର ଇଡିରେ ହାଜର ହେଲେ । ସେ ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି। ଚାକିରି ଦେବା ନାଁରେ ଠକେଇ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ହାଜର ହୋଇଛନ୍ତି। ପୂର୍ବରୁ…

ରାଜ୍ୟରେ ୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୮ ହଜାର ୪୦୧କୁ ବୃଦ୍ଧି ପାଇଛି। କେବଳ ଖୋର୍ଦ୍ଧା ଜିଲାରୁ ୨ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ…

ନେତୃତ୍ୱ ନିଅନ୍ତୁ ଯୁବପିଢ଼ି

ଭୁବନେଶ୍ୱର, ୨୫।୧୧ (ବ୍ୟୁରୋ): ବିଶ୍ୱ ସମ୍ମୁଖରେ ବଡ଼ ଆହ୍ବାନ ଭାବେ ଉଭା ହୋଇଥିବା ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ବ୍ୟକ୍ତିଗତ ସ୍ତରରେ ଉଦ୍ୟମ ହେବା ଦରକାର। ଏ ଦିଗରେ ବିଶେଷକରି ଯୁବପିଢ଼ି ଆଗକୁ ଆସି ନେତୃତ୍ୱ ନେବାର ସମୟ ଉପନୀତ ବୋଲି…

ସୋନପୁର, ବୌଦ୍ଧରେ ଶୁଭାରମ୍ଭ ହେବ ବିଜୁ ସ୍ମାର୍ଟ ହେଲ୍‌ଥ କାର୍ଡ

ଭୁବନେଶ୍ବର,୨୫।୧୧(ବ୍ୟୁରୋ): ସ୍ବାସ୍ଥ୍ୟ କ୍ଷେତ୍ରକୁ ସୁଦୃଢ ପାଇଁ ରାଜ୍ୟ ସରକାର ରାଜ୍ୟରେ ସ୍ମାର୍ଟ ହେଲ୍‌ଥ କାର୍ଡର ଶୁଭାରମ୍ଭ କରିଛନ୍ତି। ଅନେକ ଜିଲାରେ ଲୋକଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ ବିତରଣ ଜାରି ରହିଛି । ସୋନପୁର ଓ ବୌଦ୍ଧରେ ଗୁରୁବାର ବିଜୁ ସ୍ମାର୍ଟ ହେଲ୍‌ଥ…

ରାଜ୍ୟରେ ଚିହ୍ନଟ ହେଲେ ୩୩୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୭ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍‌। ଆକ୍ରାନ୍ତଙ୍କ ମଧ୍ୟରୁ ୧୯୭ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୩୮…

ମଣ୍ଡପ ଦେଖାଇ ମିଶନ ଶକ୍ତି ଗୃହ ଅର୍ଥ ହରିଲୁଟ୍‌

ରଗଡି,୨୫ା୧୧(ଡି.ଏନ.ଏ.): ରାଜ୍ୟ ସରକାର ନାରୀ ସଶକ୍ତିକରଣ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କୁ ଅଗ୍ରାଧିକାର ଦେଉଛନ୍ତି। ମହିଳା କିଭଳି ସ୍ବାବଲମ୍ବୀ ହୋଇପାରିବେ ସେଥିପାଇଁ ବିଭିନ୍ନ ଯୋଜନାରେ ବିପୁଳ ଟଙ୍କା ଖର୍ଚ୍ଚ ହେଉଛି। ହେଲେ କେତେଜଣ ଦୁର୍ନୀତିଖୋର ଅଧିକାରୀଙ୍କ ଆନ୍ତରିକତାର ଅଭାବ ସାଙ୍ଗକୁ ଅନିୟମିତତା…

ନିର୍ମାଣ ଶ୍ରମିକଙ୍କ ପ୍ରତି ଅବହେଳା

କେନ୍ଦ୍ରାପଡ଼ା ଅଫିସ,୨୫ା୧୧: ଶ୍ରମିକଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ପାଇଁ ସରକାରଙ୍କ ଯୋଜନା ପ୍ରଣୟନ ହୋଇଛି। ତାହାକୁ କାର୍ଯ୍ୟକାରୀ ପାଇଁ ପ୍ରଶାସନିକ ଅଧିକାରୀଙ୍କ ସମେତ କର୍ମଚାରୀ ଅଛନ୍ତି। ହେଲେ ନିଜ ଦାୟିତ୍ୱ ପ୍ରତି ଅବହେଳା ଏହି ସରକାରୀ କର୍ମଚାରୀଙ୍କ ପାଇଁ ଏବେ…

ପେନ୍‌ସନ ସମ୍ପର୍କିତ ଅଭିଯୋଗ ରଖିଲେ ଅବସରପ୍ରାପ୍ତ ନୌସୈନିକ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ଭେଟେରାନ୍ସ କ୍ଲବ୍‌ ଓଡ଼ିଶା ପକ୍ଷରୁ ଅବସରପ୍ରାପ୍ତ ନୌସୈନିକଙ୍କ ପେନସନ ସମ୍ପର୍କିତ ଏକ ଇପିପିଓ ଅଭିଯୋଗ କାର୍ଯ୍ୟଶାଳା ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ନୌସେନା ରକ୍ଷା ଲେଖା ନିର୍ଦ୍ଦେଶକ କାର୍ଯ୍ୟାଳୟ ମୁମ୍ବାଇ ପକ୍ଷରୁ କେନ୍ଦ୍ରୀୟ ଅଧିକାରୀ ଜଗଦୀଶ ସପ୍‌କାଲେ, ନୌସେନା…

ସ୍ବାମୀଙ୍କୁ ଥାନାରେ ହଟହଟା କଲେ ୨ ସ୍ତ୍ରୀ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ନିଜ ସମ୍ପର୍କରେ ମିଛ କଥା କହି ବିବାହ କରୁଥିଲେ। ମିଛ ପ୍ରତିଶ୍ରୁତି ଦେଇ ସମସ୍ତ ସମ୍ପତ୍ତି ଲୁଟିନେବା ପରେ ଆଉଜଣଙ୍କୁ ସ୍ତ୍ରୀ କରୁଥିଲେ। ଏମିତି ୩ଜଣଙ୍କୁ ବିବାହ କରିଥିବା ସ୍ବାମୀଙ୍କୁ ଶେଷରେ ଥାନାରେ ହଟହଟା ହେବାକୁ ପଡିଛି। ଗଣମାଧ୍ୟମକୁ ପ୍ରତ୍ରିକ୍ରିୟା…

ଭିମ୍‌ସାରରେ ପୁଣି ୧୬ କରୋନା ସଂକ୍ରମିତ

ସମ୍ବଲପୁର,୨୫ା୧୧(ବ୍ୟୁରୋ): ସମ୍ବଲପୁର ବୁର୍ଲାସ୍ଥିତ ଭିମ୍‌ସାରରେ ବୁଧବାର ଆଉ ୧୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୪୭ରେ ପହଞ୍ଚତ୍ଛି। ସେମାନଙ୍କ ମଧ୍ୟରେ ଏମ୍‌ବିବିଏସ୍‌ର ୨୩ ଛାତ୍ରୀ ଓ ୨୪ ଛାତ୍ର ଅଛନ୍ତି। ପରିସ୍ଥିତିକୁ ଦେଖି ଜିଲା ପ୍ରଶାସନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri