ସ୍ବତନ୍ତ୍ର ଓଜେଇଇ ଚିନ୍ତା
ଭୁବନେଶ୍ୱର, ୨୦।୧୨(ବ୍ୟୁରୋ) : ରାଜ୍ୟରେ ଖାଲିପଡ଼ିଛି ୬୦%ରୁ ଊର୍ଦ୍ଧ୍ୱ ଇଞ୍ଜିନିୟରିଂ ସିଟ୍। ଏହି ଖାଲି ସିଟ୍ରେ ନାମ ଲେଖାଇବା ପାଇଁ ପ୍ରତିବର୍ଷ ସ୍ବତନ୍ତ୍ର ଓଜେଇଇ କରାଯାଇଥାଏ। କିନ୍ତୁ ଚଳିତ ବର୍ଷ ଏଯାଏ ସେଭଳି କୌଣସି ସ୍ବତନ୍ତ୍ର ଓଜେଇଇ ପାଇଁ ସରକାର ଚିନ୍ତା…
ଦାଣ୍ଡରେ ରୋଷେଇ କଲେ ତପସ୍ବିନୀ
ବ୍ରହ୍ମପୁର ଅଫିସ,୧୯ା୧୨: ନ୍ୟାୟ ଓ ନିଜ ହକ୍ ପାଇଁ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ ଶାଶୁ ଘର ଆଗରେ ବୋହୂ ତପସ୍ବିନୀ ଦାଶଙ୍କ ଧାରଣା ଜାରି ରହିଛି। ତପସ୍ବିନୀ ରବିବାର ଘର ବାହାରେ ରୋଷେଇ କରି ଖାଇଛନ୍ତି। ହୋଟେଲ ଖାଦ୍ୟ ଖାଇବାରୁ ସ୍ବାସ୍ଥ୍ୟ ଖରାପ…
ମୋବାଇଲ ଗେମ୍ ପାଇଁ ଘର ଛାଡିଲେ ପୁଅ, ପୋଷ୍ଟର ଧରି ଖୋଜିଛନ୍ତି ମା’ ବାପା
ଭଦ୍ରକ ଅଫିସ,୧୯।୧୨: ମୋବାଇଲରେ ଅନ୍ଲାଇନ ଗେମ୍ ଖେଳି ଜଣେ ଯୁବକ ତାଙ୍କ ବାପାଙ୍କ ଆକାଉଣ୍ଟ ଖାଲି କରି ଦେଇଛନ୍ତି। ଆଉ ଗାଳି ଭୟରେ ଘର ଛାଡ଼ି ପଳାଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ଦେହୁଡ଼ି…
ଆହୁରି ୩ରୁ ୪ ଦିନ ଥରିବ ଓଡ଼ିଶା
ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଶୀତରେ ଥରୁଛି ଓଡ଼ିଶା। ଉପକୂଳରୁ ଆଭ୍ୟନ୍ତର ସବୁଠି ଥରାଉଛି କୋହଲା ପବନ। ଦିନ ତମାମ କୋହଲା ପବନ ବହୁଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ପ୍ରବାହିତ ଶୁଷ୍କ ଥଣ୍ଡା ବାୟୁ ଫଳରେ ରାଜ୍ୟରେ ପାରଦ ଖସୁଥିବା…
ଥାନା ସମ୍ମୁଖରେ ଧାରଣାରେ ବସିଲେ ଖବରଦାତା
ମାଲକାନଗିରି,୧୯ା୧୨(ଡି.ଏନ୍.ଏ.): ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର କଣ୍ଠରୋଧ କରିବାକୁ ଉଦ୍ୟମ କରୁଛି ମାଲକାନଗିରି ପୋଲିସ। ବିନା କାରଣରେ ୫ ଜଣ ଖବରଦାତାଙ୍କୁ ଉଠାଇ ନେଇ ଗିରଫ କରିଛି। ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଖବରଦାତାମାନେ ଦେଇଥିବା ଏତଲା ଉପରେ ପୋଲିସ କୌଣସି…
୭ ବିଦେଶୀ ଫେରନ୍ତା ପଜିଟିଭ୍
ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ ଜଣ ବିଦେଶୀ ଫେରନ୍ତା କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଜିନୋମ ସିକ୍ୱେନ୍ସିଂ ହୋଇଥିଲା। ସେମାନେ ‘ଓମିକ୍ରନ୍’ ପୀଡ଼ିତ ନ ଥିବା ଜଣାପଡ଼ିଛି। ଆଉ ୩ ଜଣଙ୍କ ନମୁନା ସିକ୍ୱେନ୍ସିଂ ପାଇଁ…
ଦୁଇ ଯୁବକଙ୍କୁ ନିର୍ଧୂମ୍ ଛେଚିଲେ
ସଜନାଗଡ଼,୧୯।୧୨(ଡି.ଏନ୍.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ମିତ୍ରପୁର ଅଞ୍ଚଳରେ ଦୁଇ ବ୍ୟାଟେରି ଚୋରଙ୍କୁ ଧରି ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରି ପୋଲିସ ଜିମା ଦେଇଛନ୍ତି। ସୂଚନା ଅନୁଯାୟୀ, ରବିବାର ଭୋରରେ ଦୁଇ ଜଣ ଯୁବକ ଏକ ବାଇକ୍ରେ ଆସିଥିଲେ।…
ଖୁବ୍ ଶୀଘ୍ର ପଞ୍ଚାୟତ ନିର୍ବାଚନ ପାଇଁ ଲାଗୁ ହେବ ଆଚରଣ ବିଧି
ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଅବାଧ ଓ ନିରପେକ୍ଷ ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଭାରତୀୟ ସମ୍ବିଧାନର ୨୪୩-କେ ନିର୍ବାଚନ ଆଚରଣ ବିଧି ପ୍ରସ୍ତୁତ କରାଯାଉଛି। ଏହା ନିର୍ବାଚନ ତାରିଖ ଘୋଷଣା ହେବା ଦିନଠାରୁ ନିର୍ବାଚନର ଫଳାଫଳ ଘୋଷଣା ହେବା ଯାଏ…
ରାଜ୍ୟ ସଭାପତିଙ୍କ ଗସ୍ତ ପୂର୍ବରୁ ଭାଜପାକୁ ଶକ୍ତ ଧକ୍କା
ଭଞ୍ଜନଗର,୧୯।୧୨(ଡି.ଏନ.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭଞ୍ଜନଗର ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, କଂଗ୍ରେସ ଓ ଭାଜପା ଦଳକୁ ଅଧିକ ସୁଦୃଢ଼ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଏପରିକି ନେତାମାନେ ଦଳବଦଳ ଆରମ୍ଭ କରିଦେଇଛନ୍ତି ।…
ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୬.୮ ଡିଗ୍ରୀ
ଜି.ଉଦୟଗିରି,୧୯ା୧୨(ଡି.ଏନ୍.ଏ.): ତିନିଦିନ ଧରି ପାରଦ ତଳମୁହାଁ ହେବାରେ ଲାଗିଛି। ଜି. ଉଦୟଗିରି ସହରରେ ଶନିବାର ଓ ରବିବାର ଦୁଇଦିନ ଧରି ପାରଦ ୬.୮ ଡିଗ୍ରୀ ସେଲ୍ସିୟସ ରହୁଛି ବୋଲି ଜି.ଉଦୟଗିରି କୃଷି ଗବେଷଣା ଅନୁଷ୍ଠାନ ପକ୍ଷରୁ ଜଣାଯାଇଛି। ଜି. ଉଦୟଗିରି ସହର…
ରାଜ୍ୟରୁ ପୁଣି ୨ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ରାଜ୍ୟରେ ରବିବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୪୪୪ କୁ ବୃଦ୍ଧି ପାଇଛି। ୨ ମୃତକ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ଜଣେ ଥିବା ବେଳେ ବାଲେଶ୍ୱରରୁ ଜଣେ ଅଛନ୍ତି। ତେବେ ଆଜି…
ଅପାରଗତାରୁ ଇ-ସେବା ଫେଲ୍
ଭୁବନେଶ୍ୱର,୧୯ା୧୨(ବ୍ୟୁରୋ): ସବୁ କାର୍ଯ୍ୟ ଡିଜିଟାଲରେ ହେବ। ଲୋକମାନଙ୍କୁ ବାରମ୍ବାର ଅଫିସ ଦୌଡ଼ିବାକୁ ପଡ଼ିବ ନାହିଁ। ରାଜ୍ୟର ସମସ୍ତ ସହରାଞ୍ଚଳରେ ଲୋକମାନେ ଇ-ସେବା ପାଇପାରିବେ। ଜନ୍ମ ମୃତ୍ୟୁ ପଞ୍ଜୀକରଣଠାରୁ ଆରମ୍ଭ କରି ହୋଲ୍ଡିଂ ଟ୍ୟାକ୍ସ, ସମ୍ପତ୍ତି ଟିକସ, ପ୍ରମାଣପତ୍ର ଏବଂ ବିଭିନ୍ନ ପ୍ରକାର…
Archives


