ଦୁର୍ବଳ ହେଉଛି ବାତ୍ୟା ‘ଜୱାଦ’!
ଭୁବନେଶର,୪।୧୨(ବ୍ୟୁରୋ) : ବାତ୍ୟା ‘ଜୱାଦ’ଧିରେ ଧିରେ ଦୁର୍ବଳ ହେବାରେ ଲାଗିଛି । ପୁରୀ ଜିଲାରେ ସ୍ଥଳଭାଗ ଛୁଇଁବା ବେଳେ ଏହା ଗଭୀର ଅବପାତର ରୂପ ନେବ। ଗଭୀର ଅବପାତ ବେଳେ ପବନର ବେଗ ସର୍ବାଧିକ ୭୫ କି.ମି ରହିବ। ପରେ ଉତ୍ତର-ପୂର୍ବ…
ଠିକ୍ ଭାବେ ସଫେଇ ହେଉନି ସହର:ଲୋକଙ୍କୁ ଘାରିଲାଣି ଡେଙ୍ଗୁ ଭୟ
ଅନୁଗୋଳ ଅଫିସ, ୪।୧୨- ଅନୁଗୋଳ ଜିଲାରୁ କେତେଜଣ ଡେଙ୍ଗୁ ରୋଗୀ ବାହାରିଲେଣି। ସେମାନେ ବିଭିନ୍ନ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ସୂଚନା ମିଳିଥିଲେ ମଧ୍ୟ ପ୍ରଶାସନ ନିକଟରେ ଏ ନେଇ ଉପଯୁକ୍ତ ତଥ୍ୟ ପହଞ୍ଚିନାହିଁ। ଏପରି କି ଡେଙ୍ଗୁ ଯେପରି ନ…
୭୯ଜଣଙ୍କୁ ଉପକରଣ ପ୍ରଦାନ
ଢେଙ୍କାନାଳ ଅଫିସ, ୪।୧୨-ଢେଙ୍କାନାଳ ଜିଲା ଗଁଦିଆ ବ୍ଲକ ଲାଉଲଇଠାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ପ୍ରିୟ’ ପକ୍ଷରୁ ଦିବ୍ୟାଙ୍ଗ ଦିବସ ପାଳନ ଅବସରରେ ୭୯ଜଣଙ୍କୁ ଉପକରଣ ପ୍ରଦାନ କରାଯାଇଛି। ୪ଜଣଙ୍କୁ ବ୍ୟାଟେରି ଚାଳିତ ଗାଡ଼ି, ୬ଜଣଙ୍କୁ ଟ୍ରାଇ ସାଇକେଲ, ୧୩ଜଣଙ୍କୁ ହୁଇଲ୍ ଚେୟାର, ଜଣଙ୍କୁ…
ଏନ୍ଏସି ଅଫିସରେ ତାଲା ପକାଇଲେ ଠିକାଦାର ମିଳୁନି ବକେୟା ପାଉଣା
ହିନ୍ଦୋଳ, ୪।୧୨(ଡି.ଏନ୍.ଏ.)-ଢେଙ୍କାନାଳ ଜିଲା ହିନ୍ଦୋଳ ଅଞ୍ଚଳର ୨୫ ଠିକାଦାର ବକେୟା ବିଲ୍ ଦାବି କରି ମଙ୍ଗଳବାର ଏନ୍ଏସି କାର୍ଯ୍ୟାଳୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ପୋଲିସ ହସ୍ତକ୍ଷେପ ପରେ ତାଲା ଫିଟିଥିବାବେଳେ ତୁରନ୍ତ ଅର୍ଥ ନ ମିଳିଲେ ଆନ୍ଦୋଳନକୁ ଓହ୍ଲାଇବେ…
ସଂକ୍ରମଣ ବଢ଼ିବା ପରେ ପ୍ରଶାସନ ସଜାଗ
ଢେଙ୍କାନାଳ ଅଫିସ, ୪।୧୨-ଢେଙ୍କାନାଳ ସହର ସାଇକୃପା ଆବାସିକ ମହାବିଦ୍ୟାଳୟରେ କରୋନା ବିସ୍ଫୋରଣ ପ୍ରଶାସନର ଚିନ୍ତା ବଢ଼ାଇଛି। ସଂକ୍ରମିତ ଛାତ୍ରୀଛାତ୍ରମାନେ ଘରକୁ ପଳାଇଥିବାବେଳେ ସ୍ଥାନୀୟ ଅଞ୍ଚଳରେ ସଂକ୍ରମଣ ବଢ଼ିବା ଆଶଙ୍କା ରହିଛି। ସ୍ଥିତି ବିଗିଡ଼ିବା ଆଗରୁ ସଂକ୍ରମଣ ନିୟନ୍ତ୍ରଣ କରିବା ଲାଗି ପ୍ରଶାସନିକସ୍ତରରେ…
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯୩ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୪।୧୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ୧୯୩ ମଧ୍ୟରେ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍। ଆକ୍ରାନ୍ତଙ୍କ ମଧ୍ୟରୁ ୧୧୪ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୭୯…
ଅଧାରେ ଅଟକିଛି ୨୨ ଏନ୍ଏଚ୍ କାମ
ଯାଜପୁର ଅଫିସ,୪।୧୨: କ୍ଷତିଗ୍ରସ୍ତ ପ୍ରଜାଙ୍କୁ କ୍ଷତିପୁରଣ ପ୍ରଦାନରେ ବିଳମ୍ବ କାରଣରୁ ଜାତୀୟ ରାଜପଥ(ଏନ୍ଏଚ୍) ନିର୍ମାଣରେ ଅଗ୍ରଗତି ଆଶାନୁରୂପ ହୋଇପାରୁନାହିଁ। ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ସହଜ କରିବା ଓ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ସୁବିଧାରେ କ୍ଷତିପୂରଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ କମ୍ପିଟେଣ୍ଟ ଅଥରିଟି…
୨ ଓଡ୍ରାଫ୍, ୧୪ ଅଗ୍ନିଶମ ବାହିନୀ ପ୍ରସ୍ତୁତ
ଜଗତ୍ସିଂହପୁର ଅଫିସ, ୪।୧୨: ବାତ୍ୟା ‘ଜୱାଦ’ ପ୍ରଭାବରେ ଜିଲାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ମଧ୍ୟରାତ୍ର ପରେ ଏହା ପରିମାଣ ବଢ଼ିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ। ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ତରଫରୁ…
ଡରାଉଛି ସମ୍ଭାବ୍ୟ ବାତ୍ୟା
କେନ୍ଦ୍ରାପଡ଼ା ଅଫିସ,୪।୧୨: ସମ୍ଭାବ୍ୟ ବାତ୍ୟା ଜଓ୍ବାଦ ଶନିବାରରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରଭାବ ପକାଇବ। ପାଣିପାଗ ବିଶେଷଜ୍ଞ ଓ ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଏପରି ସୂଚନା ପରେ ଜିଲାବାସୀ ସମ୍ଭାବ୍ୟ ଜଓ୍ବାଦକୁ ନେଇ ଆତଙ୍କିତ ହୋଇଛନ୍ତି। ଖରିଫ ଫସଲ ଅମଳ ହୋଇ…
ସାଇ ଇଣ୍ଟରନ୍ୟାଶନାଲ ସର୍ବଭାରତୀୟ ଶ୍ରେଷ୍ଠ ସ୍କୁଲ
ଭୁବନେଶ୍ୱର, ୪।୧୨ (ବ୍ୟୁରୋ):ଏଜୁକେଶନ ୱାଲର୍ଡ ଇଣ୍ଡିଆ ସ୍କୁଲ୍ ର଼୍ୟାଙ୍କିଙ୍ଗ୍ରେ ସର୍ବଭାରତୀୟ ସ୍ତରରେ ଡେ’ କମ୍ ବୋର୍ଡିଂ ବିଭାଗରେ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ୍ ୨୦୨୧-୨୨ ବର୍ଷ ପାଇଁ କ୍ରମାଗତ ଦ୍ୱିତୀୟଥର ଶ୍ରେଷ୍ଠ ସ୍କୁଲ ଏବଂ ଓଡ଼ିଶାରେ ୧ନମ୍ବର ସ୍କୁଲର ମାନ୍ୟତା ପାଇଛି। ସେହିପରି…
‘ବାତ୍ୟା ପରବର୍ତ୍ତୀ ବିଦ୍ୟୁତ୍ ପୁନରୁଦ୍ଧାରକୁ ଗୁରୁତ୍ୱ’
ଭୁବନେଶ୍ୱର,୪।୧୨(ବ୍ୟୁରୋ): ବାତ୍ୟା ‘ଜୱାଦ୍’କୁ ନେଇ ଶକ୍ତି ବିଭାଗର ପ୍ରସ୍ତୁତିକୁ ସମୀକ୍ଷା କରିଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର। ବିଦ୍ୟୁତ୍ ଯୋଦ୍ଧାଙ୍କୁ ପ୍ରଶଂସା କରି ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାରବେଳେ କର୍ମଚାରୀ ନିଜକୁ ସୁରକ୍ଷିତ ରଖି କାର୍ଯ୍ୟକରିବା, ସୁରକ୍ଷା ପ୍ରବନ୍ଧନ ପ୍ରତି ସଚେତନ ରହିବାକୁ…
ବାତ୍ୟାରେ ଜିରୋ କାଜୁଆଲ୍ଟିକୁ ଗୁରୁତ୍ୱ
ଭୁବନେଶ୍ୱର, ୪।୧୨(ବ୍ୟୁରୋ): ବାତ୍ୟା ‘ଜଓ୍ବାଦ’ ପୁରୀ ଉପକୂଳ ଦେଇ ଗତି କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ରାଜଧାନୀ ଭୁବନେଶ୍ୱର ମଧ୍ୟ ପ୍ରଭାବିତ ହେବା ସମ୍ଭାବନା ରହିଛି। ତେଣୁ ବାତ୍ୟା ସ୍ଥିତିର ମୁକାବିଲା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)…
Archives


