ସାହିତ୍ୟିକା ପ୍ରତିଭା ରାୟଙ୍କୁ ପଦ୍ମ ଭୂଷଣ, ବାବା ବଳିଆ- ପ୍ରମୋଦ ପାଇବେ ପଦ୍ମଶ୍ରୀ
ଭୁବନେଶ୍ୱର,୨୫।୧(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୧ ବର୍ଷ ପାଇଁ ମଙ୍ଗଳବାର ସମ୍ମାନଜନକ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାରୁ ୭ ଜଣ ଅଛନ୍ତି। ବିଶିଷ୍ଟ ଓଡ଼ିଆ ସାହିତି୍ୟକା ପ୍ରତିଭା ରାୟଙ୍କୁ ପଦ୍ମ ଭୂଷଣ ସମ୍ମାନ ପ୍ରଦାନ କରାଯିବ। ସେହିଭଳି ପାରା…
ପ୍ରମୋଦ ପାଇବେ ପଦ୍ମଶ୍ରୀ
ଭୁବନେଶ୍ୱର,୨୫।୧: ଓଡ଼ିଶାର ସୁନା ପୁଅ ତଥା ଭାରତ ପାଇଁ ବିଶ୍ୱସ୍ତରରେ ଗୌରବ ଆଣିଥିବା ପ୍ରମୋଦ ଭଗତଙ୍କୁ ମିଳିବ ପଦ୍ମଶ୍ରୀ ସମ୍ମାନ। ପ୍ରଥମ ପାରା ବ୍ୟାଡ୍ମିଣ୍ଟନ୍ ଖେଳାଳି ଭାବେ ସେ ଏହି ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି। ୨୦୨୧ରେ ପାରା ଅଲିମ୍ପିକ୍ ବ୍ୟାଡ୍ମିଣ୍ଟନ୍…
ଓମିକ୍ରନ୍ ପରେ କରୋନା ସରୁନି, ୪ର୍ଥ ଲହର ଆସିପାରେ
ଭୁବନେଶ୍ୱର,୨୫।୧(ବ୍ୟୁରୋ): ଓମିକ୍ରନ ପରେ କରୋନା ଶେଷ ହେବ ନାହିଁ। ଏହାପରେ ୪ର୍ଥ ଲହର ମଧ୍ୟ ଆସିପାରେ। କିଛି ଏଭଳି ଉପାୟରେ ଲୋକଙ୍କୁ ସଚେତନ କରାଇଛନ୍ତି ରାଜ୍ୟ ସରକାର। ମଙ୍ଗଳବାର କୋଭିଡ୍ ସମ୍ପର୍କିତ ଖବରଦାତା ସମ୍ମିଳନୀରେ ଡା. ସମ୍ପଦ ଦାସ କହିଛନ୍ତି, ତୃତୀୟ…
ପ୍ରାର୍ଥୀଙ୍କୁ ଦ୍ୱିତୀୟ ସୁଯୋଗ: ପୁନଃନାମାଙ୍କନ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର,୨୫।୧(ବ୍ୟୁରୋ): ପ୍ରାର୍ଥିପତ୍ର ଦାଖଲ ପାଇଁ ପ୍ରାର୍ଥୀଙ୍କୁ ଦ୍ୱିତୀୟ ସୁଯୋଗ ମିଳିବ । ଯେଉଁ ନିର୍ବାଚନ ମଣ୍ଡଳୀରେ କୌଣସି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିନାହାନ୍ତି କିମ୍ବା ସମସ୍ତ ପ୍ରାର୍ଥିପତ୍ର ଖାରଜ ହୋଇଛି, ସେଠାରେ ନାମାଙ୍କନ ପାଇଁ ପୁଣି ସୁଯୋଗ ଦିଆଯିବ। ଏହାକୁ ନେଇ…
ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଜାରି ହେଲା ଗାଇଡ୍ଲାଇନ
ଭୁବନେଶ୍ୱର, ୨୫।୧: କୋଭିଡ୍ କଟକଣା ମଧ୍ୟରେ ପାଳନ ହେବ ସାଧାରଣତନ୍ତ୍ର ଦିବସ। ଏଥି ପାଇଁ ସ୍ବତନ୍ତ୍ର ରିଲିଫ କମିଶନ ପକ୍ଷରୁ ଗାଇଡ୍ଲାଇନ ଜାରି କରାଯାଇଛି। ଏସ୍ଆରସିଙ୍କ ନିର୍ଦ୍ଦେଶ ଅନୁଯାୟୀ, ବ୍ୟକ୍ତିଗତ ଭାବେ ଘରେ ପତାକା ଉତ୍ତୋଳନ ପାଇଁ ୫ ଜଣଙ୍କୁ ଅନୁମତି…
ସରପଞ୍ଚ ପାଇଁ ଲଢୁଛନ୍ତି ଦୁଇ ସଉତୁଣୀ
କେନ୍ଦ୍ରାପଡ଼ା ଅଫିସ,୨୫।୧: କେନ୍ଦ୍ରାପଡ଼ା ବ୍ଲକ ଧୂମାତ ପଞ୍ଚାୟତରେ ଦୁଇ ସଉତୁଣୀ ସରପଞ୍ଚ ପଦବୀ ପାଇଁ ପ୍ରାର୍ଥୀ ହୋଇଛନ୍ତି। ଯାହା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ପଞ୍ଚାୟତର ଅକ୍ଷୟ ମଲ୍ଲିକଙ୍କ ପ୍ରଥମ ସ୍ତ୍ରୀ ସସ୍ମିତା ସରପଞ୍ଚ ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ…
ଭୁଲ୍ରେ ବି କରୁନ୍ତୁ ନାହିଁ ଏହି ୩ ଆପ ଡାଉନଲୋଡ
ଭୁବନେଶ୍ୱର,୨୫।୧(ବ୍ୟୁରୋ): ବର୍ଷ ଆରମ୍ଭରୁ ସାଇବର ଲୁଟେରା ଫୁଲ ଆକ୍ଟିଭ ଅଛନ୍ତି। ଚଳିତ ମାସରେ ଭୁବନେଶ୍ୱରରେ ୟୁପିଆଇ ସମ୍ବନ୍ଧୀୟ ସାଇବର ଠକେଇ ଅଧିକ ହୋଇଛି। ତେଣୁ କାହା କଥାରେ ପଡ଼ି କୌଣସି ମୋବାଇଲ ଆପ ଡାଉନ୍ଲୋଡ କରନ୍ତୁ ନାହିଁ। ଯେକୌଣସି ଆପ ଡାଉନ୍ଲୋଡ…
ଓଡ଼ିଶାରୁ ୨୨ ପାଇବେ ପୋଲିସ୍ ମେଡାଲ
ଭୁବନେଶ୍ୱର,୨୫।୧(ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ଅବସରରେ ୯୩୯ ପୋଲିସ ଅଧିକାରୀ ପୁରସ୍କୃତ ହେବେ। ଏଥି ମଧ୍ୟରୁ ଓଡ଼ିଶାରୁ ୨୨ଜଣ ପୋଲିସ ମନୋନୀତ ହୋଇଛନ୍ତି। ୧୧ ଜଣ ଉତ୍କୃଷ୍ଟ ସେବା, ୯ ଜଣଙ୍କୁ ସାହାସିକତା ପାଇଁ ମନୋନୀତ କରାଯିବା ବେଳେ ଉଲ୍ଲେଖନୀୟ ସେବା ପାଇଁ…
ଭିଜିଲାନ୍ସ ଜାଲରେ ସେକ୍ସନ ଅଧିକାରୀ
ବଲାଙ୍ଗୀର ଅଫିସ,୨୫।୧: ବଲାଙ୍ଗୀର ଜିଲା ଆଗଲପୁର ତହସିଲ ସେକ୍ସନ ଅଧିକାରୀ ପ୍ରଫୁଲ୍ଲ କୁମାର ସାଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ସକାଳେ ତାଙ୍କ ବଲାଙ୍ଗୀର ଗାନ୍ଧୀନଗରସ୍ଥିତ ଘର ସମେତ…
ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା
ବାଲେଶ୍ୱର ଅଫିସ,୨୫।୧: କୋଭିଡ୍ ନିୟମ ଉଲ୍ଲଘଂନ କରି ହେଉଥିଲା ନିର୍ବାଚନ ପ୍ରଚାର । ବିରୋଧ କରିବାରୁ ଗ୍ରାମରେ ଦେଖାଦେଇଛି ଉତ୍ତେଜନା। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ବାଇଗଣ ବାଡିଆ ପଞ୍ଚାୟତ ଝାଡ଼ପିମ୍ପଳଠାରେ। ସୋମବାର ସନ୍ଧ୍ୟାରେ ପ୍ରାର୍ଥିପତ୍ର ଯାଞ୍ଚ…
‘ରାଜ୍ୟରେ କରୋନା ସଂକ୍ରମଣ କମୁଛି’
ଭୁବନେଶ୍ୱର,୨୫।୧(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ କମୁଛି ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ସେ ଆହୁରି କହିଛନ୍ତି, ଗତ ୧୨ରୁ ରାଜ୍ୟରେ କରୋନା ସଂକ୍ରମଣ କମିବା ଆରମ୍ଭ କରିଛି।…
ମୋତେ ଅଜଣା ରୋଗ ହୋଇଛି, ଏମିତି ଚିଠି ଲେଖି ଘରୁ ପଳାଇଲେ ପୁଅ …
ବାଲେଶ୍ୱର ଅଫିସ,୨୫।୧: ବାଲେଶ୍ୱର ଜିଲା ଜଳେଶ୍ବର ଥାନା ନାମ୍ପୋ ଫାଣ୍ଡି ଅଧୀନ ସରିସା ଗ୍ରାମର ଜଣେ ଯୁବକ ସୋମବାର ଘରେ ଏକ ଚିଠି ରଖି ଚାଲିଯାଇଛନ୍ତି । ଚିଠିକୁ ନେଇ ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଥିବା ବେଳେ ଘଟଣାକୁ ନେଇ ସ୍ଥାନୀୟ…
Archives


