ଆଉ ୩ ଜଣଙ୍କ ଜୀବନ ନେଲା କରୋନା
ଭୁବନେଶ୍ୱର,୧୭ା୧(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ସେହିପରି ମୃତ୍ୟୁସଂଖ୍ୟାରେ ବି ବ୍ରେକ୍ ଲାଗୁନି। ଆଜି ଆଉ ୩ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…
ଅଘୋଷିତ ମେଣ୍ଟ ଦାନା ବାନ୍ଧୁଛି
ଯାଜପୁର ଅଫିସ,୧୭ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାରଠାରୁ ପ୍ରାର୍ଥତ୍ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଯାଜପୁର ଜିଲାରେ ୩୯ଟି ଜିଲା ପରିଷଦ ଆସନ ପାଇଁ ପ୍ରମୁଖ ରାଜନୈତିକ ଦଳଗୁଡିକର ପ୍ରାର୍ଥୀ ଚୂଡାନ୍ତ ହୋଇପାରିନାହିଁ। ସବୁଠି ବିଦ୍ରୋହ ଏବଂ ଅଘୋଷିତ…
ଟ୍ରମା କେୟାରକୁ ଆନ୍ତରିକତା ନାହିଁ
ଭୁବନେଶ୍ୱର,୧୭ା୧(ବ୍ୟୁରୋ): ଓଡ଼ିଶାରେ ଘଟୁଥିବା ପ୍ରତି ୧୦୦ ଦୁର୍ଘଟଣାରେ ୪୮ଜଣ ପ୍ରାଣ ହରାଉଛନ୍ତି। ପ୍ରତିବର୍ଷ ଏହି ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି। ଏହାକୁ ରୋକିବାରେ ସରକାର ବିଫଳ ହେବା କାରଣରୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟି ପକ୍ଷରୁ ବାରମ୍ବାର ଭର୍ତ୍ସନା କରାଯାଉଛି। ତଥାପି…
୧୯ ଯାଏ ଘନ କୁହୁଡ଼ି
ଭୁବନେଶ୍ୱର,୧୭।୧(ବ୍ୟୁରୋ): ପ୍ରଚୁର ଜଳୀୟବାଷ୍ପର ଉପସ୍ଥିତି ଓ ବାୟୁମଣ୍ଡଳର ସ୍ଥିରତା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୩ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ିର ଆଶଙ୍କା ରହିଛି। ଏଥିପାଇଁ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍ ରହିପାରେ। ଫଳରେ ମଧ୍ୟରାତ୍ରରୁ ସକାଳ ଯାଏ ଯାତାୟାତର…
ବ୍ୟାଙ୍କରେ ୨୦ ଘଣ୍ଟା ଲୁଚିଥିଲେ ଅଭିଯୁକ୍ତ
କୋରାପୁଟ (ସ୍ବ.ପ୍ର.)/ଲକ୍ଷ୍ମୀପୁର (ଡି.ଏନ୍.ଏ.), ୧୭ା୧: କୋରାପୁଟ ଜିଲା ଲକ୍ଷ୍ମୀପୁରସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ଶାଖାରୁ ସୁନା ଚୋରି ଘଟଣାର ରହସ୍ୟ ଉନ୍ମୋଚିତ ହୋଇଛି। ଚୋରି କରିବା ଲାଗି ଅଭିଯୁକ୍ତ ଜଣକ ଘଟଣା ଦିନ ଅପରାହ୍ନ ୩ଟାରୁ ଏହା ପରଦିନ ବ୍ୟାଙ୍କ…
ହ୍ବିଲଚେୟାରରେ ବିଶ୍ୱ ରେକର୍ଡ
ଭୁବନେଶ୍ୱର,୧୭।୧ (ସ୍ପୋଟର୍ସ ବ୍ୟୁରୋ): ରାଜ୍ୟର ଜଣାଶୁଣା ହ୍ବିଲଚେୟାର ମାରାଥନର କମଳାକାନ୍ତ ନାୟକ ବିଶ୍ୱ ରେକର୍ଡ କରିଛନ୍ତି। ୨୮ ବର୍ଷୀୟ କମଳାକାନ୍ତ ଶନିବାର ଅପରାହ୍ନ ୩ଟାରୁ ରବିବାର ଅପରାହ୍ନ ୩ଟା ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ମାନୁଆଲ ହ୍ବିଲଚେୟାରରେ ୨୧୩ କି.ମି. ଅତିକ୍ରମ…
ପଞ୍ଚାୟତ ନିର୍ବାଚନ: ଆଜିଠୁ ନାମାଙ୍କନ
ଭୁବନେଶ୍ୱର,୧୭ା୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଗାଁରେ ନିର୍ବାଚନ ମାହୋଲ ଜମିଲାଣି। ସବୁ ଦଳ ନିଜର ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ମଧ୍ୟ ଜୋରଦାର କରିଛନ୍ତି। ତେବେ ୫ଟି ପର୍ଯ୍ୟାୟରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ସୋମବାରଠାରୁ ନାମାଙ୍କନପତ୍ର ଦାଖଲ…
ଓଡ଼ିଶାରେ ସର୍ବାଧିକ କୋଭିଡ୍ ଅନାଥ
ନୂଆଦିଲ୍ଲୀ,୧୭ା୧ :ଘାତକ କରୋନା ଭୂତାଣୁ ସାରା ଦେଶର ପିଲାଙ୍କ ପାଠପଢ଼ାରେ ଏକପ୍ରକାର ଡୋରି ବାନ୍ଧିବା ସହ ସେମାନଙ୍କ ଶୈଶବ ମଧ୍ୟ ଉଜାଡ଼ିଦେଇଛି। ମହାମାରୀରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ଓଡ଼ିଶାର ଶିଶୁ। କୋଭିଡ୍-୧୯ ଯୋଗୁ ଗତ ୯ ମାସ ମଧ୍ୟରେ ଓଡ଼ିଶାର ୨୪,୪୦୫…
ସ୍ବାସ୍ଥ୍ୟମନ୍ତ୍ରୀ ଭୁଲିଗଲେ କୋଭିଡ୍ କଟକଣା
ଝାରସୁଗୁଡା ଅଫିସ୍,୧୬।୧: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ କୋଭିଡ୍ କଟକଣାରେ ପଞ୍ଚାୟତ ନିର୍ବାଚନ କରାଇବା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ନିର୍ବାଚନ କମିଶନ (ଇସି)। ଏଥିପାଇଁ ନିର୍ବାଚନ କମିଶନର କେତେକ ସ୍ବତନ୍ତ୍ର ଗାଇଡ୍ଲାଇନ୍ ଜାରି କରିଛନ୍ତି। ଏହି…
ଶଙ୍ଖ ଧରିଲେ ବହଳଦାର ପୂର୍ବତନ ବିଧାୟକ
ଭୁବନେଶ୍ୱର,୧୬।୧(ବ୍ୟୁରୋ): ମୟୂରଭଞ୍ଜ ଜିଲା ବହଳଦାର ପୂର୍ବତନ ବିଧାୟକ ଲକ୍ଷ୍ମଣ ସୋରେନ ରବିବାର ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଶତାଧିକ ସମର୍ଥକଙ୍କ ସହ ସେ ବିଜେଡିରେ ମିଶିଛନ୍ତି। ଲକ୍ଷ୍ମଣ ସୋରେନଙ୍କୁ ବିଧିବଦ୍ଧ ଭାବେ ଦଳର ସାଂଗଠନିକ…
ଦିନିକିଆ ନୂଆପଡା ଗସ୍ତରେ ଡିଜିପି
ଭୁବନେଶ୍ୱର,୧୬।୧(ବ୍ୟୁରୋ): ଦିନିକିଆ ନୂଆପଡା ଗସ୍ତରେ ରବିବାର ଡିଜିପି ସୁନିଲ ବଂଶଲ ଯାଇଛନ୍ତି । ସେଠାରେ ସେ ପହଞ୍ଚି ମାଓବାଦୀ ସ୍ଥିତି ଓ ଆଇନଶୃଙ୍ଖଳା ନେଇ ସମୀକ୍ଷା କରିଛନ୍ତି। ଜିଲାର ଗୌତମା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ନୂଆପଡା ଏସ୍ପିଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକରେ…
ସୋମବାର ଓଡ଼ିଶା ଆସିବ ଓମିକ୍ରନ କିଟ୍
ଭୁବନେଶ୍ୱର,୧୬।୧(ବ୍ୟୁରୋ): ସୋମବାର ଓଡ଼ିଶା ଆସିବ ଓମିକ୍ରନ କିଟ୍ ଓମିସିୟୋର। ପ୍ରଥମ ପର୍ଯ୍ୟାୟର କିଛି କିଟ୍ ସୋମବାର ଓଡ଼ିଶାରେ ପହଞ୍ଚିବ । ଟାଟା ଏମ୍ଡି ଓଡ଼ିଶାକୁ ଏହି କିଟ ଦେବ । ୫ ଲକ୍ଷ ଓମିସିଓର କିଟ ଆଣିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ…
Archives


