୩ ଘଣ୍ଟା ପରେ ମୋବାଇଲ ଟାଓ୍ବାରରୁ ଉଦ୍ଧାର ହେଲେ ଯୁବକ
ଜୁନାଗଡ,୯।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବଣିଜରା ପଞ୍ଚାୟତ ପୁରୁଣାସର ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାରିବାରିକ ସମସ୍ୟାକୁ ନେଇ ଗ୍ରାମର ଜଣେ ଯୁବକ ସ୍ଥାନୀୟ ୧୮୦ ଫୁଟ ଉଚ୍ଚର ମୋବାଇଲ ଟାୱାରରେ ଚଢି ଯାଇଥିଲେ। ପରେ…
ମାଓବାଦୀଙ୍କ ଭୟ ଦୂର କରିବ ବିଏସ୍ଏଫ କ୍ୟାମ୍ପ
ମାଲକାନଗିରି/ଚିତ୍ରକୋଣ୍ଡା,୯ା୧୨(ଡି.ଏନ.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ମାଓବାଦୀଙ୍କ ପାର୍ଦୁଭାବକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ତଥା ପଣସପୁଟ ପଞ୍ଚାୟତ ଘନବେଢାଠାରେ ଗୁରୁବାର ଏକ ବିଏସ୍ଏଫ୍ କ୍ୟାମ୍ପ ପ୍ରତିଷ୍ଠା ହୋଇଛି। ବିଏସଏଫ ଡ଼ିଆଇଜି ସଞ୍ଜୟ କୁମାର ସିଂ, ମାଲକାନଗିରି ଏସ୍ପି…
କ୍ଷେତରୁ ମିଳିଲା ନବଜାତ ଶିଶୁର ମୃତଦେହ
ଟିକିରି,୯।୧୨(ଡି.ଏନ୍.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ସଦରସ୍ଥିତ ନୂଆସାହି ନିକଟ ଜମିରୁ ଏକ ନବଜାତ ଶିଶୁର ମୃତଦେହ ଜବତ କରାଯାଇଛି। ଏ ନେଇ କାଶୀପୁର ଥାନାରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି। ସୂଚନା ଅନୁଯାୟୀ, ଜମିରେ ନବଜାତ…
ବିଦେଶ ଫେରନ୍ତାଙ୍କ ପାଇଁ ଫେରିଲା କଣ୍ଟେନମେଣ୍ଟ ଜୋନ୍
ଭଞ୍ଜନଗର,୯।୧୨(ଡି.ଏନ୍.ଏ.): ଭଞ୍ଜନଗର ବ୍ଲକ ଲାଲସିଂ ପଞ୍ଚାୟତ ଚ୍ଛେଦାଭୂମି ରୋଡ଼ ଗାୟତ୍ରୀ ନଗର ଛକରୁ ବାରିକ ସିମେଣ୍ଟ ଦୋକାନ ପର୍ଯ୍ୟନ୍ତ ଅଞ୍ଚଳକୁ ଗୁରୁବାର କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଉକ୍ତ ଅଞ୍ଚଳକୁ ସମ୍ପର୍କୀୟଙ୍କ ଘରକୁ ଆସିଥିବା ଜଣେ ଦୁବାଇ ଫେରନ୍ତା ଅତିଥି କରୋନା…
ବିଧାନସଭା ପରେ ସମସ୍ତଙ୍କ ହେବ ଆର୍ଟିପିସିଆର ଟେଷ୍ଟ
ଭୁବନେଶ୍ୱର,୯।୧୨(ବୂ୍ୟରୋ): ବିଧାନସଭାରେ କୋଭିଡ ସଂକ୍ରମଣ ନେଇ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେ କହିଛନ୍ତି, ବିଧାନସଭା ସଚିବଙ୍କ ସହ ଅନ୍ୟ ଦୁଇ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସଚିବଙ୍କ ସଂସ୍ପର୍ଶରେ ଆମେମାନେ ଆସିଥିବାରୁ ଆମର ଆଣ୍ଟିଜେନ ଟେଷ୍ଟ…
ଭାଙ୍ଗିଲେ ପୋଲିସ ଗାଡ଼ି
ଭୁବନେଶ୍ୱର,୯।୧୨(ବ୍ୟୁରୋ) ମମିତା ମେହେର ମର୍ଡର ମିଷ୍ଟ୍ରିକୁ ନେଇ ସାତ ଦିନ ହେବ ବିଧାନସଭା ଚାଲିପାରୁନି । ନିଜ ନିଜ ଜିଦ୍ରେ ଅଟଳ ରହିଛନ୍ତି ଶାସକ ଓ ବିରୋଧୀ। ଗୋବିନ୍ଦ ସାହୁଙ୍କ ସହିତ ସୁସଂପର୍କ ରଖିଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା…
ତୈଳ, ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି
ଭୁବନେଶ୍ୱର,୯।୧୨(ବ୍ୟୁରୋ): ତୈଳ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରଣହୁଙ୍କାର ଦେଇଛି ବିଜେଡି। ଦରବୃଦ୍ଧି ପ୍ରତିବାଦରେ ଗୁରୁବାର ବିଜେଡି ପକ୍ଷରୁ ବିଶାଳ ବାଇକ୍ ଶୋଭାଯାତ୍ରା କରାଯାଇଛି । ଦଳର ମୁଖ୍ୟ କାର୍ଯ୍ୟାଳୟଠାରୁ କେଶରୀ ହଲ ପର୍ଯ୍ୟନ୍ତ ବିଜେଡି ପକ୍ଷରୁ ଏହି ବାଇକ…
କ୍ୟାପିଟାଲ ହାଇସ୍କୁଲର ୨ ଛାତ୍ରଙ୍କୁ କରୋନା
ଭୁବନେଶ୍ୱର,୯।୧୨(ବ୍ୟୁରୋ): ରାଜଧାନୀର କ୍ୟାପିଟାଲ ହାଇସ୍କୁଲର ଦୁଇ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଉଭୟ ଛାତ୍ର ନବମ ଶ୍ରେଣୀରେ ପାଠ ପଢୁଥିବା ନେଇ ସୂଚନା ମିଳିଛି। ବର୍ତ୍ତମାନ ସମୟରେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା ମଧ୍ୟରେ ବୁଧବାର କ୍ୟାପିଟାଲ ହାଇସ୍କୁଲର ୩୭୨…
ହେଲିକପ୍ଟର ଦୁର୍ଘଟଣାରେ ବିପିନ ରାଓ୍ବତଙ୍କ ସହ ଥିଲେ ଜଣେ ଓଡ଼ିଆ ପୁଅ
ଅନୁଗୋଳ ଅଫିସ,୯ା୧୨: ତାମିଲନାଡୁରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା ଯବାନଙ୍କ ମଧ୍ୟରେ ରହିଛନ୍ତି ଜଣେ ଓଡ଼ିଆ ଯବାନ। ସହିଦ ଯବାନ ତାଳଚେର କଣ୍ଢାଳ ପଞ୍ଚାୟତ କୃଷ୍ଣଚନ୍ଦ୍ରପୁର ଗାଁର ଶ୍ରୀବତ୍ସ ଦାସଙ୍କ ପୁଅ ରାଣାପ୍ରତାପ ଦାସ। ଯାହାଙ୍କ ଦେହାନ୍ତରେ…
ଆଜି ବି ଚାଲିପାରିଲାନି ବିଧାନସଭା, ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ
ଭୁବନେଶ୍ୱର,୯ା୧୨(ବ୍ୟୁରୋ): ଆଜି ହେଉଛି ବିଧାନସଭା ଶୀତକାଳୀନ ଅଧିବେଶନର ୮ମ ଦିନ। ଆଜି ବି ଗୃହକାର୍ଯ୍ୟ ଚାଲିପାରିଲାନି। ତେଣୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି। କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ…
ସିଡିଏସ୍ ବିପିନ ରାଓ୍ବତଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ
ଭୁବନେଶ୍ୱର,୯ା୧୨(ବ୍ୟୁରୋ): ସିଡିଏସ୍ ବିପିନ ରାଓ୍ବତ ଏବଂ ତାଙ୍କ ସ୍ତ୍ରୀ ମଧୁଲିକାଙ୍କ ସମେତ ଅନ୍ୟ ୧୧ ଜଣ ସେନା ଅଧିକାରୀଙ୍କ ବିୟୋଗରେ ଆଜି ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ ହୋଇଛ। ଶୀତ ଅଧିବେଶନର ଅଷ୍ଟମ ଦିନରେ ଗୃହ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ବିଧାନସଭା ସଚିବ କରୋନା ପଜିଟିଭ୍
ଭୁବନେଶ୍ୱର,୯।୧୨(ବ୍ୟୁରୋ): ବିଧାନସଭା ସଚିବ ଦାଶରଥୀ ଶତପଥୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏହାସହ ତାଙ୍କ ଡ୍ରାଇଭର ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାଯାଇଛି। ପୂର୍ବରୁ ଦାଶରଥୀଙ୍କ ବ୍ୟକ୍ତିଗତ ସଚିବ ବି କରୋନାରେ ଆକ୍ରାନ୍ତ ହୋଇଥିଲେ। ଡିସେମ୍ବର ୧ରୁ ବିଧାନସଭାରେ…
Archives


