ବୁଧବାର ଓଡିଶା ଆସିବେ ନୀତି ଆୟୋଗ ଉପାଧ୍ୟକ୍ଷ
ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ବୁଧବାର ୩ ଦିନିଆ ଓଡ଼ିଶା ଆସିବେ। ତେବେ କାଲି ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ହେବା ନେଇ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବେ। ବୈଠକରେ ରାଜ୍ୟ…
ଦିନେ ବଢ଼ୁଛି ଦିନେ କମୁଛି: ଆଜି ରାଜ୍ୟରେ ୧୭୫ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ । ଆକ୍ରାନ୍ତଙ୍କ ମଧ୍ୟରୁ ୧୦୧ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୭୪ ଜଣ ଲୋକାଲ…
ପାଣି ଚିନ୍ତାରେ କନ୍ଧପଡ଼ାବାସୀ
ଢେଙ୍କାନାଳ ଅଫିସ, ୧୪।୧୨ ଢେଙ୍କାନାଳ ସଦର ବ୍ଲକ ଶୁଆଖାଇକାଟେଣୀ ପଞ୍ଚାୟତର କନ୍ଧପଡ଼ା ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ଗ୍ରାମରେ ଖୋଳାଯାଇଥିବା ବୋରୱେଲଟି ଅଚଳ ହୋଇପଡିଥିବାରୁ ୨ ମାସ ହେଲା ପିଇବା ପାଣି ଆସୁନି। ଗ୍ରାମବାସୀ ଗ୍ରାମ୍ୟ ଜଳଯୋଗାଣ ଓ…
ଭୋଟ ବର୍ଜନ ନିଷ୍ପତ୍ତି
ଛେଣ୍ଡିପଦା,୧୪।୧୨(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବରପଦା ପଞ୍ଚାୟତ ଗୋପୀବଲ୍ଲଭପୁର ମୌଜା କୋଇଲା ଖଣି ଅଞ୍ଚଳ ହୋଇଥିବାରୁ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ଏଠାରେ କାର୍ଯ୍ୟକାରୀ ହେଉ ନ ଥିବା ନେଇ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବାରମ୍ବାର ଏ ନେଇ…
ନାକେଦମ କଲାଣି ଦନ୍ତା
ଢେଙ୍କାନାଳ ଅଫିସ, ୧୪।୧୨ ହାତୀ ମୁହଁରୁ ଫସଲ, ଧନଜୀବନ ସୁରକ୍ଷା ଲାଗି ସାଇରନ୍ ବଜାଇ ବୁଲୁଛି ‘ଐରାବତ’। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଗାଡ଼ି ଏବଂ ପ୍ରଶିକ୍ଷିତ କର୍ମଚାରୀ ଜନବସତି ମୁହାଁ ହାତୀଙ୍କୁ ଜଙ୍ଗଲକୁ ଘଉଡ଼ାଇବାକୁ ନିରନ୍ତର ପ୍ରୟାସ କରୁଛନ୍ତି। ହେଲେ…
୯ ମାସର ଶିଶୁକୁ ଚୋରିକରି ବିକ୍ରି
କାମାକ୍ଷାନଗର, ୧୪।୧୨(ଡି.ଏନ୍.ଏ.): ଜଣେ ମା’ ହୋଇ ବୁଝିଲେନି ଅନ୍ୟ ଜଣେ ମା’ର ମମତା। ଓଲଟି ପଡ଼ୋଶୀ ଭାବେ ଚଳୁଥିବା ମହିଳାଙ୍କ ଅସହାୟତାର ଫାଇଦା ନେଲେ। ତାଙ୍କର ୯ମାସର ଶିଶୁପୁତ୍ରକୁ ଘରୁ କୌଶଳକ୍ରମେ ଚୋରି କରିନେଇ ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ବିକ୍ରି…
ରାଜ୍ୟରେ ବଢୁଛି ଶୀତ
ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ରାଜ୍ୟରେ ଧିରେ ଧିରେ ପାରଦ କମିବା ସହିତ ଶୀତ ଫେରିଛି। ଦିନ ଏବଂ ରାତିର ତାପମାତ୍ରା ହ୍ରାସ ପାଉଥିବା ବେଳେ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। କନ୍ଧମାଳର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ…
ଫସଲ କ୍ଷୟକ୍ଷତି ଆକଳନ କରି ଫେରିଲା କେନ୍ଦ୍ରୀୟ ଟିମ୍
ଭୁବନେଶ୍ୱର, ୧୪।୧୨(ବ୍ୟୁରୋ): ବାତ୍ୟା ‘ଜଓ୍ବାଦ’ଜନିତ ପ୍ରବଳ ବର୍ଷାରେ ରାଜ୍ୟରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏହି କ୍ଷୟକ୍ଷତିର ଆକଳନ କରି କେନ୍ଦ୍ରୀୟ ଟିମ୍ ସୋମବାର ଦିଲ୍ଲୀ ଫେରି ଯାଇଛନ୍ତି। ଗୃହ ମନ୍ତ୍ରଣାଳୟର ଯୁଗ୍ମ ଶାସନ ସଚିବ ସୌରଭ ରାୟଙ୍କ ନେତୃତ୍ୱରେ ଓଡ଼ିଶା…
ସହରାଞ୍ଚଳ ପାନୀୟ ଜଳ ବିପଜ୍ଜନକ
ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ସହରାଞ୍ଚଳକୁ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ। ପାନୀୟ ଜଳ ଯୋଗାଇ ଦେବା ପୂର୍ବରୁ ସେଗୁଡିକର ମାନ ବିଆଇଏସ୍(ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାଡର୍ସ) କିମ୍ବା ଆଇଏସ୍ ୧୦୧୫୦୦:୧୫୦୦ ନିର୍ଦ୍ଧାରିତ ମାନକ ଅନୁସାରେ କରାଯାଉ ନାହିଁ। ଦୈନିକ ଯେତିକି…
ସିଲାବସ୍ ବାହାର ପ୍ରଶ୍ନ ପାଇଁ ପିଲାଙ୍କୁ ମିଳିବ ପୂର୍ଣ୍ଣ ନମ୍ବର
ଭୁବନେଶ୍ୱର, ୧୪।୧୨(ବ୍ୟୁରୋ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍ଇ) ଦଶମ ଶ୍ରେଣୀର ଇଂଲିଶ ଭାଷା ଓ ସାହିତ୍ୟ ପରୀକ୍ଷା ପ୍ରଶ୍ନପତ୍ରରେ ଗୋଟିଏ ପ୍ରଶ୍ନ ସିଲାବସ୍ ଓ ଧାର୍ଯ୍ୟ ଗାଇଡ୍ଲାଇନ୍ ବାହାରୁ ରହି ଯାଇଥିଲା। ଏ ନେଇ ସୋମବାର ସିବିଏସ୍ଇ କର୍ତ୍ତୃପକ୍ଷ ସ୍ବୀକାର କରିବା…
ମହିଳାଙ୍କ ଆର୍ଥିକ ସଶକ୍ତୀକରଣ ପାଇଁ ଚୁକ୍ତି
ଭୁବନେଶ୍ୱର, ୧୪।୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ଜାତିସଂଘ ପୁଞ୍ଜି ବିକାଶ ପାଣ୍ଠି (ୟୁଏନ୍ସିଡିଏଫ୍) ମଧ୍ୟରେ ସୋମବାର ଏକ ଚୁକ୍ତିପତ୍ର ସ୍ବାକ୍ଷର କରିଛନ୍ତି। ଏହାସହ ମିଶନ ଶକ୍ତି-ଲିଭିଂ ଲାବ୍ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ମହିଳାଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସଶକ୍ତ…
ନୟାଗଡରେ ଶୁଭାରମ୍ଭ ହେବ ବିଜୁ ସ୍ବାସ୍ଥ୍ୟସ୍ମାର୍ଟ ହେଲ୍ଥ କାର୍ଡ
ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନୟାଗଡ ଜିଲାରେ ବିଜୁ ସ୍ବାସ୍ଥ୍ୟସ୍ମାର୍ଟ ହେଲ୍ଥ କାର୍ଡର ଶୁଭାରମ୍ଭ କରିବେ । ଭିଡିଓ କନଫରେସିଂ ଜରିଆରେ ଜିଲାବାସୀଙ୍କୁ ଏହି କାର୍ଡ ବାଣ୍ଟିବାର ସୂଚନା ରହିଛି। ୨ ଲକ୍ଷ ୨୪ ହଜାର ୩୬୮ଟି ପରିବାରର ୭…
Archives


