ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ପ୍ରଚାର ଶେଷ
ଭୁବନେଶ୍ୱର,୧୪ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସକାଶେ ଅବଗଣନା ଆରମ୍ଭ ହୋଇଯାଇଛି। ୨ ଦିନ ପରେ ଅର୍ଥାତ୍ ବୁଧବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଜନସାଧାରଣ ସେମାନଙ୍କ ମତ ସାବ୍ୟସ୍ତ କରିବେ। ନିଜ ମନପସନ୍ଦ ପ୍ରାର୍ଥୀଙ୍କୁ ସେମାନେ ୫ ବର୍ଷ ପରେ ବାଛିବାର…
ଆଜି ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ: ୨୮ରୁ ସ୍କୁଲ ଯିବେ ପିଲା
ଭୁବନେଶ୍ୱର, ୧୪।୨(ବ୍ୟୁରୋ): ସାରା ରାଜ୍ୟରେ ସୋମବାରଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ହେଲେ ଏବେ ଛାତ୍ରୀଛାତ୍ରମାନେ ସ୍କୁଲ ଯିବେ ନାହିଁ। କେବଳ ଶିକ୍ଷକ ଓ କର୍ମଚାରୀ ସ୍କୁଲକୁ ଯାଇ ଶ୍ରେଣୀକକ୍ଷ, ପରିସର ସଫେଇ ସହ ଅନ୍ୟାନ୍ୟ କାର୍ଯ୍ୟ ତଦାରଖ…
ବିଧାୟକଙ୍କ ପ୍ରଚାରକୁ ବିରୋଧ: ମହିପୁର ପଞ୍ଚାୟତରେ ନିର୍ବାଚନୀ ହିଂସା, ୫ ଆହତ
ନୂଆଗାଁ,୧୪।୨(ଡି.ଏନ.ଏ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ପଞ୍ଚାୟତରେ ରବିବାର ଅପରାହ୍ନରେ ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କ ପ୍ରଚାରକୁ କର୍ମୀମାନେ ବିରୋଧ କରିଛନ୍ତି। ବିରୋଧକୁ ନେଇ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳରୁ ସଂଘର୍ଷର ସୂତ୍ରପାତ ଘଟି ୫ ଜଣ ଆହତ…
ଭାଜପାରୁ ୫ ବହିଷ୍କୃତ
ଭୁବନେଶ୍ୱର, ୧୪ା୨(ବ୍ୟୁରୋ): ଭାଜପାର ଜିଲା ସଭାପତିମାନଙ୍କ ସୁପାରିସ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ଦଳ ବିରୋଧୀ କାର୍ଯ୍ୟ ଲାଗି ଦଳରୁ କେତେଜଣଙ୍କୁ ବହିଷ୍କୃତ କରାଯାଇଛି। କିଛିଦିନ ତଳେ ଦଳ ତରଫରୁ ପୁରୀ ଜିଲାର କେତେଜଣ ଏବଂ ଅନ୍ୟ ଜିଲାର…
୪୮ ଘଣ୍ଟା ପ୍ରଚାର କରିପାରିବେନି ପ୍ରମିଳା
ଯାଜପୁର ଅଫିସ/ ବିଞ୍ଝାରପୁର(ଡି.ଏନ.ଏ.),୧୪ା୨: ପ୍ରଚାର ବେଳେ ଭୋଟରଙ୍କ ଉପରେ ଚାପ ପକାଇ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। ଏହା ପ୍ରମାଣିତ ହେବା ପରେ ରାଜ୍ୟ ନିର୍ବାଚନ କମିଶନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।…
ଦାରିଙ୍ଗବାଡ଼ିରେ ୭ ଡିଗ୍ରୀକୁ ଖସିଲା ପାରଦ
ଦାରିଙ୍ଗବାଡି,୧୩ା୨(ଡି.ଏନ.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ପୁଣି ଥରଉଛି ଶୀତ। ଗତ କିଛି ଦିନ ହେଲା ତାପମାତ୍ରା ୯ ଡିଗ୍ରୀରୁ ୧୨ଡିଗ୍ରୀ ମଧ୍ୟରେ ରହୁଥିବା ବେଳେ ରବିବାର ଏହା ହ୍ରାସ ପାଇ ୭ ଡିଗ୍ରୀକୁ ଖସିଛି। ଫଳରେ ଅସମ୍ଭାଳ ଶୀତ ହେଉଥିବାରୁ…
ନକଲି ଭୋଟର ସାବଧାନ, ଧରାପଡ଼ିଲେ ଭୋଗିବେ ଜେଲ୍ ଦଣ୍ଡ
ଭୁବନେଶ୍ୱର,୧୩ା୨(ବ୍ୟୁରୋ): ନକଲି ଭୋଟର ବୋଲି ଜଣାପଡ଼ିଲେ ପୋଲିସରେ ଜିମା ଦିଆଯିବ। ପରିଚୟ ପତ୍ର ଭୁଲ ଥିଲେ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଆଉ ଦୁଇ ଦିନ ପରେ ପଞ୍ଚାୟତ ନର୍ବାଚନ ହେବ। ଏଥିପାଇଁ ନିର୍ବାଚନ କମିଶନର ନକଲି ଭୋଟରଙ୍କୁ ସତର୍କ କରାଇ…
ଗିରଫ ହେଲେ ସୁନ୍ଦରଗଡ଼ ଏଡିଏମ୍
ଭୁବନେଶ୍ୱର/ସୁନ୍ଦରଗଡ଼,୧୩ା୨(ବ୍ୟୁରୋ/ଡି.ଏନ୍.ଏ.): ସୁନ୍ଦରଗଡ଼ର ଅତିରିକ୍ତ ଜିଲାପାଳ ବିଶ୍ୱଜିତ ମହାପାତ୍ର ଶେଷରେ ଗିରଫ ହୋଇଛନ୍ତି। ଦୁର୍ନୀତି ନିବାରଣ ଆଇନ ଆଧାରରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ରବିବାର ତାଙ୍କୁ ଭୁବନେଶ୍ୱରର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯିବ। ବିଶ୍ୱଜିତଙ୍କ ସ୍ତ୍ରୀଙ୍କ ବିରୋଧରେ ମଧ୍ୟ ଭିଜିଲାନ୍ସ…
ଜିଲା ପରିଷଦ ପ୍ରାର୍ଥୀଙ୍କୁ ନୋଟିସ
କେନ୍ଦୁଝର,୧୩ା୨(ସ୍ବ.ପ୍ର.): ପ୍ରାର୍ଥିପତ୍ର ଦାଖଲବେଳେ ମିଥ୍ୟା ସତ୍ୟପାଠ ଦେଇଥିବା ଭାଜପାର ହାଟଡିହି ବ୍ଲକ ୩୪ ନମ୍ବର ଜୋନ୍ର ପ୍ରାର୍ଥୀ ବିବେକାନନ୍ଦ ରାଉତଙ୍କ ବିରୋଧରେ ଉପଜିଲାପାଳ ଗୋପୀନାଥ କୁଅଁର ଆନନ୍ଦପୁର ଥାନାରେ ଏତଲା ଦେବା ପରେ ପୋଲିସ ପ୍ରାର୍ଥୀଙ୍କୁ ନୋଟିସ କରି ୧୩ ତାରିଖରେ…
୨୨ରୁ ପୁଣି ଭିଜିବ ଓଡ଼ିଶା
ଭୁବନେଶ୍ୱର,୧୩।୨(ବ୍ୟୁରୋ): ରାଜ୍ୟରେ ଆସନ୍ତା ୨୧ ତାରିଖରୁ ବର୍ଷା ହୋଇଯାରେ। ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷାର ଆଶଙ୍କା ରହିଥିବା ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛି । ୧୩ ତାରିଖରୁ ରାଜ୍ୟରୁ କ୍ରମଶଃ ଶୀତ ଚାଲିଯିବ ବୋଲି…
ରାଜ୍ୟରୁ ପୁଣି ୨୨ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୧୩।୨(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୨୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୮୮୪ କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ…
୧ ହଜାର ଉପରେ ଦୈନିକ ସଂକ୍ରମଣ: ଆଜି ୧୧୪୮ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୧୩।୨(ବ୍ୟୁରୋ): ରାଜ୍ୟରେ ରବିବାର ୧୧୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪୪ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୬୬୯ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୪୭୯ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ…
Archives


