ରାଜ୍ୟ

ଟଙ୍କା ପାଇଁ ୧୪ଜଣଙ୍କୁ ବିବାହ

ଭୁବନେଶ୍ୱର,୧୫।୨(ବ୍ୟୁରୋ):ସରକାରୀ ଉଚ୍ଚ ପଦସ୍ଥ ଅଧିକାରୀ ପରିଚୟ ଦେଇ ଫସାଉଥିଲେ। ନାଁ ବଦଳାଇ ରାଜ୍ୟରୁ ରାଜ୍ୟ ବୁଲି ଠକେଇ କରୁଥିଲେ। ଜଣଙ୍କ ପରେ ଆଉଜଣଙ୍କୁ ବିବାହ କରି ଟଙ୍କା, ସୁନା ଲୁଟୁଥିଲେ। ୧୯୮୨ରୁ ଏପର୍ଯ୍ୟନ୍ତ ୭ ରାଜ୍ୟର ୧୪ଜଣ ମହିଳାଙ୍କୁ ବିବାହ କରିଥିବା…

ହସ୍ପିଟାଲରେ ଭର୍ତ୍ତି ହେବା ପାଇଁ କୋଭିଡ୍‌ ଟେଷ୍ଟ ଆବଶ୍ୟକ ନାହିଁ

ଭୁବନେଶ୍ୱର, ୧୫।୨(ବ୍ୟୁରୋ):ରାଜ୍ୟରେ ଏଣିକି ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ କୋଭିଡ୍‌ ଟେଷ୍ଟର ଆବଶ୍ୟକତା ନାହିଁ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମସ୍ତ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେବା ସମୟରେ ଆଉ…

ସରିଲା ପ୍ରଥମ ପର୍ଯ୍ୟାୟ ପ୍ରଚାର

ଭୁବନେଶ୍ୱର,୧୫ା୨(ବ୍ୟୁରୋ):ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତା ୧୬ ତାରିଖ ବୁଧବାର ଅନୁଷ୍ଠିତ ହେବ। ଏଥିପାଇଁ ସୋମବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ମତଦାନ ହେବାକୁ ଥିବା ଅଞ୍ଚଳରୁ ବାହାର ନେତା ଏବଂ କର୍ମୀଙ୍କୁ ସନ୍ଧ୍ୟା ୭ଟା ପୂର୍ବରୁ…

ଜଗା ଦର୍ଶନ ପାଇଁ ଦରକାର ନାହିଁ କୋଭିଡ୍‌ ସାର୍ଟିଫିକେଟ

ପୁରୀ ଅଫିସ, ୧୪।୨: ୨ ବର୍ଷ ପରେ ପୁରୀ ଶ୍ରୀମନ୍ଦିର ଦର୍ଶନ ପାଇଁ କୋହଳ ହୋଇଛି କରୋନା କଟକଣା । ଏଣିକି ଜଗା ଦର୍ଶନ ପାଇଁ ଦରକାର ହେବ ନାହିଁ କୋଭିଡ୍‌ ସାର୍ଟିଫିକେଟ। କେବଳ ମାସ୍କ ପିନ୍ଧି ଶ୍ରଦ୍ଧାଳୁ ମନ୍ଦିର ଭିତରକୁ…

୧୧ ଜିଲାକୁୁ ଗଲେ ପୋଲିଂ ପାର୍ଟି

ଭୁବନେଶ୍ୱର,୧୪।୨(ବ୍ୟୁରୋ): ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଜୋରଦାର ହୋଇଛି। ସୋମବାର ୧୧ ଜିଲାକୁୁ ପୋଲିଂ ପାର୍ଟି ପଠାଯାଇଥିବା ବେଳେ ମଙ୍ଗଳବାର ୧୯ ଜିଲାକୁ ପୋଲିଂ ପାର୍ଟି ଯିବେ । ଫେବୃୟାରୀ ୧୬ ସକାଳ ୭ରୁ ୧ଟା…

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ

ସମ୍ବଲପୁର,୧୪।୨(ବ୍ୟୁରୋ): ସମ୍ବଲପୁରର ଜିଲାର ମୁଖ୍ୟ ଯନ୍ତ୍ରୀ ସୁନିଲ କୁମାର ପଣ୍ଡା ସୋମବାର ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି। ଏକ କାଳୀନ ସମ୍ବଲପୁର ଓ ଖୋର୍ଦ୍ଧା ଜିଲାର ୪ଟି ସ୍ଥାନରେ ଚଢ଼ାଉ…

ସୋଲାର ହିଟରକୁ ମିଳିବ ମାନ୍ୟତା

ଢେଙ୍କାନାଳ ଅଫିସ୍‌,୧୪।୨: ସୌରଶକ୍ତିରେ କାର୍ଯ୍ୟକ୍ଷମ ହେବ ହିଟର। ପାରମ୍ପରିକ ବୈଦ୍ୟୁତିକ ହିଟର ଭଳି ଏହାକୁ ମଧ୍ୟ ଦୈନନ୍ଦିନ ରୋଷେଇ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ। ହେଲେ ଏଥିଲାଗି ଉପଭୋକ୍ତାଙ୍କୁ ବୋହିବାକୁ ପଡ଼ିବନି ବିଦ୍ୟୁତ୍‌ ବିଲ୍‌ ବୋଝ କି ମାସକୁ ମାସ ଦେବାକୁ ପଡ଼ିବନି…

ଶପଥ ନେଲେ ହାଇକୋର୍ଟର ୩ ବିଚାରପତି

କଟକ ଅଫିସ,୧୪ା୨: ଓଡ଼ିଶା ହାଇକୋର୍ଟରେ ନବ ନିଯୁକ୍ତ ୩ ବିଚାରପତି ସୋମବାର ଶପଥ ଗ୍ରହଣ କରିଛନ୍ତି । ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧରନ ତିନି ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି। ଶପଥ ନେଇଥିବା ବିଚାରପତିମାନେ ହେଲେ ଜଷ୍ଟିସ ଭି. ନରସିଂହ, ଜଷ୍ଟିସ…

ଆଉ ୨୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮,୯୦୪କୁ ବୃଦ୍ଧି

ଭୁବନେଶ୍ୱର,୧୪ା୨(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନେ କମିଲେ ଦିନେ ବଢ଼ୁଛି। ସେହିପରି ମୃତ୍ୟୁସଂଖ୍ୟାରେ ବି ବ୍ରେକ୍‌ ଲାଗୁନି। ଆଜି ଆଉ ୨୦ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ଗଜପତିରେ ନିର୍ବାଚନୀ ହିଂସା: ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ

ପାରଳାଖେମୁଣ୍ଡି,୧୪ା୨(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଶରଧାପୁର ଗ୍ରାମରେ ଦେଖାଦେଇଛି ରାଜନୈତିକ ହିଂସା। ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ ହୋଇଛି। ଆକ୍ରମଣରେ ଗୁରୁତର ହୋଇଛନ୍ତି ସରପଞ୍ଚ ପ୍ରାର୍ଥୀ ସିଏଚ୍‌ ପ୍ରସାଦ ରାଓ। ଆକ୍ରୋଶ ମୂଳକ ଭାବେ…

ଆଜି ରାଜ୍ୟରେ ୧୦୦୦ ତଳେ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୪ା୨(ବ୍ୟୁରୋ): ସୋମବାର ରାଜ୍ୟରୁ ୮୫୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୭୮,୧୨୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୦୩ ଜଣ ଚିହ୍ନଟ ହୋଇଥିବା…

ନିଜକୁ ଡାକ୍ତର କହି ୫ ରାଜ୍ୟରେ ରଖିଛନ୍ତି ୧୩ ସ୍ତ୍ରୀ, ଠକିଛନ୍ତି ବହୁ କୋଟି ଟଙ୍କା

ଭୁବନେଶ୍ୱର,୧୪ା୨(ବ୍ୟୁରୋ): ନିଜକୁ ଡାକ୍ତର କହି ଲୋକଙ୍କୁ କୋଟି କୋଟି ଟଙ୍କା ଠକିଥିବା ଜଣେ କୁଖ୍ୟାତ ଠକକୁ ଗିରଫ କରିଛି କମିଶନରେଟ ପୋଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କେନ୍ଦ୍ରାପଡ଼ା ଜିଲା ଭଗବାନପୁରର ରମେଶ ଚନ୍ଦ୍ର ସାଇଁ (୬୧)। ଖବର ଅନୁଯାୟୀ, ରମେଶ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri