ଶଙ୍ଖ ଧରିଲେ ବହଳଦାର ପୂର୍ବତନ ବିଧାୟକ
ଭୁବନେଶ୍ୱର,୧୬।୧(ବ୍ୟୁରୋ): ମୟୂରଭଞ୍ଜ ଜିଲା ବହଳଦାର ପୂର୍ବତନ ବିଧାୟକ ଲକ୍ଷ୍ମଣ ସୋରେନ ରବିବାର ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଶତାଧିକ ସମର୍ଥକଙ୍କ ସହ ସେ ବିଜେଡିରେ ମିଶିଛନ୍ତି। ଲକ୍ଷ୍ମଣ ସୋରେନଙ୍କୁ ବିଧିବଦ୍ଧ ଭାବେ ଦଳର ସାଂଗଠନିକ…
ଦିନିକିଆ ନୂଆପଡା ଗସ୍ତରେ ଡିଜିପି
ଭୁବନେଶ୍ୱର,୧୬।୧(ବ୍ୟୁରୋ): ଦିନିକିଆ ନୂଆପଡା ଗସ୍ତରେ ରବିବାର ଡିଜିପି ସୁନିଲ ବଂଶଲ ଯାଇଛନ୍ତି । ସେଠାରେ ସେ ପହଞ୍ଚି ମାଓବାଦୀ ସ୍ଥିତି ଓ ଆଇନଶୃଙ୍ଖଳା ନେଇ ସମୀକ୍ଷା କରିଛନ୍ତି। ଜିଲାର ଗୌତମା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ନୂଆପଡା ଏସ୍ପିଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକରେ…
ସୋମବାର ଓଡ଼ିଶା ଆସିବ ଓମିକ୍ରନ କିଟ୍
ଭୁବନେଶ୍ୱର,୧୬।୧(ବ୍ୟୁରୋ): ସୋମବାର ଓଡ଼ିଶା ଆସିବ ଓମିକ୍ରନ କିଟ୍ ଓମିସିୟୋର। ପ୍ରଥମ ପର୍ଯ୍ୟାୟର କିଛି କିଟ୍ ସୋମବାର ଓଡ଼ିଶାରେ ପହଞ୍ଚିବ । ଟାଟା ଏମ୍ଡି ଓଡ଼ିଶାକୁ ଏହି କିଟ ଦେବ । ୫ ଲକ୍ଷ ଓମିସିଓର କିଟ ଆଣିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ…
କିଓସ୍କରେ ୪୫ ମିନିଟ୍ ଧରି ଚାଲିଲା ଅଶ୍ଲୀଳ ଭିଡିଓ
ଭୁବନେଶ୍ୱର,୧୬।୧(ବ୍ୟୁରୋ): କିଓସ୍କରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସଚେତନତା ବାର୍ତ୍ତା ନୁହେଁ ବରଂ ପ୍ରସାରଣ କରାଯାଇଥିଲ ଅଶ୍ଲୀଳ ଭିଡିଓ। ଏଭଳି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପ୍ରମୁଖ ଛକରେ ଲାଗିଥିବା କିଓସ୍କରେ। ଶନିବାର ରାତିରେ ଅଶ୍ଲୀଳ ଭିଡିଓ ଚାଲିଥିବା ନେଇ…
ଆଖି ବୁଜିଲେ ଆଉ ୩ ଆକ୍ରାନ୍ତ
ଭୁବନେଶ୍ୱର,୧୬।୧(ବ୍ୟୁରୋ): ରାଜ୍ୟରେ ଆଖି ବୁଜିଲେ ଆଉ ୩ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲାର ୭୫ ବର୍ଷୀୟ ବୃଦ୍ଧା ଥିବା ବେଳେ ନୟାଗଡ଼ ଜିଲାର ୬୯ ବର୍ଷୀୟ ବୃଦ୍ଧା ଏବଂ ସୁନ୍ଦରଗଡ଼ର ୫୩ ବର୍ଷୀୟ ବ୍ୟକ୍ତି ରହିଛନ୍ତି। ଏନେଇ ସ୍ବାସ୍ଥ୍ୟ…
୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧,୧୭୭ ଆକ୍ରାନ୍ତ; ଅଛନ୍ତି ୧,୦୧୬ ପିଲା
ଭୁବନେଶ୍ୱର,୧୬।୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୧,୧୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୪୭୯ରୁ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୪,୬୯୮ ଲୋକାଲ କେସ୍ ରହିଛି। ଏହାଛଡ଼ା ୧,୦୧୬ ଜଣ ପିଲା ରହିଥିବା ନେଇ ରବିବାର ସୂଚନା ଓ ଲୋକ ସମ୍ପର୍କ…
ବିଧାୟକଙ୍କ ପରିବାରରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା
ଖୋର୍ଦ୍ଧା ଅଫିସ,୧୬ା୧: ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ପୌରାଞ୍ଚଳ ଚେୟାରମ୍ୟାନ ପଦବୀ ପାଇଁ ସଂକ୍ଷଣ ଚିଠା ତାଲିକା ପ୍ରକାଶ ପାଇଛି। ଖୋର୍ଦ୍ଧା ଓ ଜଟଣୀ ପୌରାଞ୍ଚଳ ଯଥାକ୍ରମେ ମହିଳା ଏବଂ ଏସ୍ସି ପାଇଁ ସଂରକ୍ଷିତ ରହିଛି। ବାଣପୁର…
କାଟିଲେ ୨୦୦, ଦାଖଲ ହେଲା ୧୦୦ ଟଙ୍କା
କଟକ ଅଫିସ,୧୬ା୧: ୨୦୨୦ କରୋନା ମହାମାରୀ ସମୟରେ ପୋଲିସ କିପରି ଲୋକଙ୍କୁ ଲୁଟୁଥିଲା, ତାହା ପଦାକୁ ଆସିଛି। ଜନକ ଯୁବକଙ୍କଠାରୁ ଚାଉଳିଆଗଞ୍ଜ ଥାନାର ଜଣେ ଏଏସ୍ଆଇ ୨୦୦ ଟଙ୍କା ଫାଇନ ବାବଦକୁ ଆଦାୟ କରିଥିବାବେଳେ ତାଙ୍କୁ ୨୦୦ ଟଙ୍କାର ରସିଦ୍ ଦେଇଥିଲେ।…
କୋଟିଆ ପଞ୍ଚାୟତ ନିର୍ବାଚନରେ ବିଶୃଙ୍ଖଳା କଲେ କଡ଼ା କାର୍ଯ୍ୟାନୁଷ୍ଠାନ
କୋରାପୁଟ,୧୬।୧(ସ୍ବ.ପ୍ର.): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତ ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲାପାଳ ଅବଦାଲ ଏମ. ଅଖତାର କହିଛନ୍ତି। ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୋଟିଆ ପଞ୍ଚାୟତର ୧୩ଟିଯାକ…
ନୂଆ, ପୁରୁଣାଙ୍କ ଆଶା ମଉଳିଲା
ଯାଜପୁର ଅଫିସ,୧୬ା୧: ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଲାଗି ରହିଥିବା ବ୍ୟାସନଗର ପୌର ପରିଷଦ ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜନଜାତି (ଏସ୍ଟି) ତଥା ଆଦିବାସୀ ମହିଳାଙ୍କ ନିମନ୍ତେ ସଂରକ୍ଷଣ ହୋଇଥିବା ନେଇ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଜଣାପଡ଼ିବା ପରେ…
ବିପିଏସ୍ପିଏ ଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରତିଷ୍ଠାନ
ଭୁବନେଶ୍ୱର,୧୬।୧(ବ୍ୟୁରୋ): ଗେଜେଟେଡ୍ ଅଫିସର୍ସ କାଟେଗୋରିରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ(ବିପିଏସ୍ପିଏ) ୨୦୨୦-୨୧ ବର୍ଷ ପାଇଁ ଦେଶର ସର୍ବଶ୍ରେଷ୍ଠ ପୋଲିସ ଟ୍ରେନିଂ ପ୍ରତିଷ୍ଠାନ ଭାବେ ମାନ୍ୟତା ପାଇଛି। ରାଷ୍ଟ୍ରୀୟସ୍ତରର ଏହି ସମ୍ମାନ ସହ ବିପିଏସ୍ପିଏକୁ ୨୦ଲକ୍ଷ ଟଙ୍କାର(ଗ୍ରାଣ୍ଟ-ଇନ୍-ଏଡ୍) ପୁରସ୍କାର ମଧ୍ୟ…
ଟିକାକରଣକୁ ବର୍ଷେ, ତଥାପି ଅପହଞ୍ଚ
ଭୁବନେଶ୍ୱର, ୧୬ା୧(ବ୍ୟୁରୋ): ମହାମାରୀ କରୋନା ବିରୋଧରେ ଗତବର୍ଷ ଆଜିର ଦିନରେ ଆରମ୍ଭ ହୋଇଥିଲା ନିର୍ଣ୍ଣାୟକ ଲଢ଼େଇ। ବିପନ୍ନ ହୋଇପଡ଼ିଥିବା ଜୀବନ, ଜୀବିକା ପାଇଁ ନୂଆ ଆଶା ସଞ୍ଚାର କରିଥିଲା ୨ଟିକା କୋଭାକ୍ସିନ ଓ କୋଭିଶିଲ୍ଡ। ୨୦୨୧ ଜାନୁୟାରୀ ୧୬ରୁ ପର୍ଯ୍ୟାୟକ୍ରମେ ନାଗରିକଙ୍କୁ…
Archives


