ମାନସ ହତ୍ୟା ମାମଲା: ରାଜ୍ୟ ବାହାରକୁ ଗଲା କ୍ରାଇମବ୍ରାଞ୍ଚର ଏକ ଟିମ୍
ଭୁବନେଶ୍ୱର,୨୪।୩(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ ହୋଇଛି । ତଦନ୍ତକୁ ଆଗକୁ ବଢ଼ାଇବା ପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ୍ ରାଜ୍ୟ ବାହାରକୁ ଗସ୍ତ କରିଛି । ଏହାସହିତ ଅନ୍ୟ ଏକ ଟିମ୍ ଚାନ୍ଦବାଲି…
୧୧ଟା ସୁଦ୍ଧା ୨୦ ପ୍ରତିଶତ ମତଦାନ
ଭୁବନେଶ୍ୱର,୨୪।୩(ବ୍ୟୁରୋ): ପର ନିର୍ବାଚନ ନେଇ ଗୁରୁବାର ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ସକାଳ ୧୧ଟା ସୁଦ୍ଧା ୨୦ ପ୍ରତିଶତ ମତଦାନ ହୋଇଛି । ଶାନ୍ତିଶୃଙ୍ଖଳା ସହ ମତଦାନ ଚାଲିଛି । ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ପକ୍ଷରୁ…
ଆଜି ଏସବୁ ଜିଲାରେ ବର୍ଷା: ୪ ଦିନ ପରେ ଅସହ୍ୟ ଗରମ
ଭୁବନେଶ୍ୱର,୨୪।୩(ବ୍ୟୁରୋ): ରାଜ୍ୟରେ ତାତି ବଢ଼ିବାରେ ଲାଗିଲାଣି। ଏହା ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ଆହୁରି ବଢ଼ିବ। ସ୍ବଭାବିକଠାରୁ ୩ ରୁ ୪ ଡିଗ୍ରୀ ପାରଦ ବଢ଼ିବ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଖରା ହେବ। ୨୮ ତାରିଖ…
ଶୁକ୍ରବାରଠାରୁ ବିଧାନସଭା ବଜେଟ ଅଧିବେଶନ
ଭୁବନେଶ୍ୱର,୨୪।୩(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେବ । ଚଳିତ ବଜେଟ ଅଧିବେଶନ ସମ୍ପୂର୍ଣ୍ଣ କୋଭିଡ୍ କଟକଣା ମଧ୍ୟରେ ଚାଲିବ। ଅଧିବେଶନ ପୂର୍ବରୁ ସମସ୍ତ ବିଧାୟକ, ବିଧାନସଭା କର୍ମଚାରୀ, ସୁରକ୍ଷା କର୍ମୀ ଓ ଖବରଦାତାମାନଙ୍କର କରୋନା ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି…
ଭୋଟ ଦେଲେ ବିଧାୟକ ନରସିଂହ ମିଶ୍ର
ବଲାଙ୍ଗୀର ଅଫିସ,୨୪।୩: ପୌର ନିର୍ବାଚନ ନେଇ ଗୁରୁବାର ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ସକାଳୁ ଭୋଟର ଲମ୍ବା ଲାଇନ୍ରେ ଧାଡ଼ି ବାନ୍ଧି ଛିଡ଼ା ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହି କ୍ରମରେ ବଲାଙ୍ଗୀର ପରାଞ୍ଚଳର ଲକ୍ଷ୍ମୀନାରାୟଣପଡ଼ା…
କମୁଛି ସଂଖ୍ୟା
ଭୁବନେଶ୍ୱର,୨୪।୩(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୨୩ଜଣ ଥିବା ବେଳେ ଲୋକାଲ କେସ୍ ୧୫ ରହିଛି। ଏହାଛଡ଼ା ଆକ୍ରାନ୍ତଙ୍କ ମଧ୍ୟରୁ ୯ଜଣ ପିଲା ଥିବା ଗୁରୁବାର ରାଜ୍ୟ ସୂଚନା ଓ…
ଭୋଟ ଦେଲେ ସୁଲୋଚନା-ସୁନୀତି
ଭୁବନେଶ୍ୱର,୨୪।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ଗୁରୁବାର ମତଦାନ ପ୍ରକ୍ରିୟା ଜାରି ରହିଛି। ଏଥିରେ ବିଏମ୍ସି ମେୟର ପଦ ଲାଗି ପ୍ରତିନ୍ଦ୍ୱନ୍ଦ୍ୱିତା କରୁଥିବା ଭାଜପା ପ୍ରାର୍ଥିନୀ ଡା. ସୁନୀତି ମୁଣ୍ଡ, ବିଜେଡି ପ୍ରାର୍ଥିନୀ ସୁଲୋଚନା ଦାଶ ପ୍ରମୁଖ ଭୋଟ ଦେଇଛନ୍ତି।…
ମନ୍ତ୍ରୀ ଟୁକୁନି ସାହୁ ନିଜ ଓ୍ବାର୍ଡରେ ଦେଲେ ଭୋଟ୍
ଟିଟିଲାଗଡ଼,୨୪ା୩(ଡି.ଏନ୍.ଏ.): ଗୁରୁବାର ରାଜ୍ୟରେ ପୌର ନିର୍ବାଚନ ଅନୁଷ୍ଠିତ ହେଉଛି। ଭୋଟ୍ ଗ୍ରହଣ ସକାଳ ୮ଟାରୁ ଆରମ୍ଭ ହୋଇଛି। ବୁଥ୍ ଖୋଲିବା ମାତ୍ରେ ବଲାଙ୍ଗୀର ଜିଲା ଟିଟିଲାଗଡ଼ରେ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ନିଜ ଓ୍ବାର୍ଡ ୧୦…
ଭୋଟ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୪।୩(ବ୍ୟୁରୋ): ପୌର ନିର୍ବାଚନ ଲାଗି ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଗୁରୁବାର ସକାଳ ୮ରୁ ପୌର ନିର୍ବାଚନ ଆରମ୍ଭ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ବିଏମ୍ସିର ୫୩ ନଂ ୱାର୍ଡରେ ମୁଖ୍ୟମନ୍ତ୍ରୀ ଭୋଟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ…
ପୌର ନିର୍ବାଚନ: ସକାଳ ୮ରୁ ଆରମ୍ଭ ହେଲା ମତଦାନ
ଭୁବନେଶ୍ୱର,୨୪।୩(ବ୍ୟୁରୋ): ରାଜ୍ୟର ୧୦୬ ପୌର ସଂସ୍ଥା ଓ ୩ ମହାନଗର ନିଗମ ଲାଗି ଗୁରୁବାର ଭୋଟଗ୍ରହଣ ଆରମ୍ଭ ହୋଇଛି। ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି। ସନ୍ଧ୍ୟା ୫ଟା ଯାଏ ଏହା ଚାଲିବ। ୪୦ ଲକ୍ଷ ୫୫ହଜାର ଭୋଟର ସେମାନଙ୍କ ପ୍ରତିନିଧିଙ୍କୁ…
୨୦୨୫ ସୁଦ୍ଧା ରାଜ୍ୟରୁ ଯକ୍ଷ୍ମା ନିର୍ମୂଳ କରିବା ଲକ୍ଷ୍ୟ
ଭୁବନେଶ୍ୱର, ୨୪।୩ (ବ୍ୟୁରୋ): ରାଜ୍ୟରେ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଜାରି ରହିଛି। ୨୦୨୫ ସୁଦ୍ଧା ଯକ୍ଷ୍ମା ରୋଗ ନିର୍ମୂଳ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ରାଜ୍ୟର ସମସ୍ତ ଜିଲାରେ ‘ଟିବି ଫୋରମ୍’ ଗଠନ କରାଯାଇଛି। ଅଧିକରୁ ଅଧିକ ଯକ୍ଷ୍ମାରୋଗୀ ନିୟମିତ…
ମକଦ୍ଦମା ଲଢ଼ିବା ପାଇଁ ମାନସଙ୍କ ବାପା ୩ ମାଣ ଜମି ବିକିବେ
ନୟାଗଡ଼ ଅଫିସ/ରଣପୁର,୨୪।୩(ସ୍ବ.ପ୍ର.): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣା ଭିନ୍ନ ମୋଡ଼ ନେଇଛି । ମାନସଙ୍କ ହତ୍ୟାକାରୀ ଓ ଏହି ଘଟଣାରେ ସହଯୋଗ କରିଥିବା ମନ୍ତ୍ରୀ, ପୂର୍ବତନ ଅଧିକାରୀ ଓ ବଡ଼ବଡ଼ିଆଙ୍କୁ ଦଣ୍ଡ ଦେବା ପାଇଁ ମାନସଙ୍କ ବାପା ପଞ୍ଚାନନ…
Archives


