ପୁରୀରେ ପହଞ୍ଚିଲା ରଥକାଠ
ପୁରୀ, ଅଫିସ, ୨୩।୩: ପୁରୀରେ ମଙ୍ଗଳବାର ରଥକାଠ ପହଞ୍ଚିଛି । ନୟାଗଡ଼ ବନଖଣ୍ଡ ଅଞ୍ଚଳରୁ ୧୮ ଖଣ୍ଡ ଅସନ ଓ ଧଉରା କାଠ ଆଜି ରଥ ଖଳାରେ ପହଞ୍ଚିଛି। ୧୮ ଖଣ୍ଡ ମଧ୍ୟରୁ ୧୨ ଫୁଟର ଅସନ ଓ ଧଉରା ୫…
କ୍ଷତିପୂରଣ ଦେବେ ସରକାର : ହାଇକୋର୍ଟ
ଭୁବନେଶ୍ୱର,୨୩।୩(ବ୍ୟୁରୋ): ଭୀମ୍ସାରରେ ଚିକିତ୍ସା ଅବହେଳାରୁ କୋଭିଡ୍ ମୃତ୍ୟୁ ମାମଲାରେ ରାଜ୍ୟ ସରକାର କ୍ଷତିପୂରଣ ଦେବେ। ଏ ନେଇ ମଙ୍ଗଳବାର ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୨ ମୃତକଙ୍କ ପରିବାରକୁ ୫ଲକ୍ଷ ଏବଂ ଆଉ ୧୧ ପରିବାରକୁ ୫୦ ହଜାର ଲେଖାଏ ଦେବାକୁ କୋର୍ଟଙ୍କ…
ଆଜି ଓଡ଼ିଶା ଆସୁଛନ୍ତି ଶର୍ମିଷ୍ଠାଙ୍କ ଭାଇ
ଭୁବନେଶ୍ୱର,୨୩।୩(ବ୍ୟୁରୋ): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁଯାଯାଉଥିବା ଶର୍ମିଷ୍ଠା ରାଉତଙ୍କ ଭାଇ ପରମେଶ୍ୱର ବୁଧବାର ଓଡ଼ିଶା ଆସିବେ। ମଙ୍ଗଳବାର ପରମେଶ୍ୱରଙ୍କୁ ବିଜୟଓ୍ବାଡାରୁ ପୋଲିସ କରିଥିଲା । ପରେ ପୋଲିସର ଏକ ସ୍ବତନ୍ତ୍ର ଟିମ ପରମେଶ୍ୱରଙ୍କୁ…
ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଏଏସ୍ଆଇ
କେସିଙ୍ଗା,୨୩।୩(ଡି.ଏନ୍.ଏ.): ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପୋଲିସ ଏଏସ୍ଆଇ ରମେଶ ଚନ୍ଦ୍ର ପଟ୍ଟନାୟକ । ସେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନାରେ କାର୍ଯ୍ୟରତ ଅଧିକାରୀ ଭାବେ କାଯର୍ୟ କରୁଥିଲେ। ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…
ଏହି ଜିଲାରେ ୨ ଦିନ ଶିକ୍ଷାନୁଷ୍ଠାନ ବନ୍ଦ
ଭୁବନେଶ୍ୱର,୨୩।୩(ବ୍ୟୁରୋ): ରାତି ପାହିଲେ ପୌର ନିର୍ବାଚନ । ଏଥିନିମନ୍ତେ ଖୋର୍ଦ୍ଧା ଜିଲାର ସବୁ ଶିକ୍ଷାନୁଷ୍ଠାନକୁ ୨ ଦିନ ଛୁଟି ଘୋଷଣା କରାଯାଇଛି। ବୁଧବାର ଓ ଗୁରୁବାର ଜିଲାର ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ୨ ଦିନ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ଖୋର୍ଦ୍ଧା…
ଖସୁଛି ସଂକ୍ରମଣ: ଆଜି ୬୦ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୨୩।୩(ବ୍ୟୁରୋ): ରାଜ୍ୟରେ ରବିବାର ୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୩୬ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୨୪ ଜଣ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଏବଂ…
ଆଜି ପୁଣି ବଢିଲା ପେଟ୍ରୋଲ,ଡିଜେଲ ଦାମ୍
ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୩(ବ୍ୟୁରୋ): ଆଜି ପୁଣି ବଢିଲା ପେଟ୍ରୋଲ,ଡିଜେଲ ଦାମ୍। ଲିଟର ପିଛା ୭୫ରୁ ୯୫ ପଇସା ପର୍ଯ୍ୟନ୍ତ ବଢିଲା ଦାମ୍। ଦିଲ୍ଲୀରେ ୮୦ ଏବଂ ମୁମ୍ବାଇରେ ୮୫ ପଇସା ବଢିଥିବା ବେଳେ ଚେନ୍ନାଇରେ ପେଟ୍ରୋଲ ୭୫ ଓ ଡିଜେଲ ୭୬ ପଇସା ବୃଦ୍ଧି…
ଆଜି ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ
ଭୁବନେଶ୍ୱର,୨୩।୩(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ପରୋକ୍ଷ ନିର୍ବାଚନରେ ବ୍ଲକ ଅଧ୍ୟକ୍ଷ ପାଇଁ ନିର୍ବାଚନ ସରିଥିବାବେଳେ ବୁଧବାର ବ୍ଲକ ଉପାଧ୍ୟକ୍ଷ ନିର୍ବାଚନ। ନିର୍ବାଚିତ ସମିତି ସଭ୍ୟମାନେ ଭୋଟ ଦେଇ ଉପାଧ୍ୟକ୍ଷ ନିର୍ବାଚିତ କରିବେ। ଏଥିପାଇଁ ସକାଳ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ…
ଆଜି ବୁଥ୍ ଅଭିମୁଖେ ବାହାରିବେ ପୋଲିଙ୍ଗ ପାର୍ଟି
ଭୁବନେଶ୍ୱର,୨୩।୩(ବ୍ୟୁରୋ): ରାତି ପାହିଲେ ପୌର ନିର୍ବାଚନ। ଏ ନେଇ ଚାଲିଛି ସଜବାଜ। ତେବେ ଆଜି ପୋଲିଙ୍ଗ ବୁଥ ଅଭିମୁଖେ ବାହାରିବେ ପୋଲିଙ୍ଗ ପାର୍ଟି । ପୌର ଭୋଟ ପାଇଁ ନିୟୋଜିତ ହେବେ ୨୨ ହଜାର ପୋଲିଂ କର୍ମଚାରୀ। ପ୍ରତ୍ୟେକ ପୋଲିଂ ପାର୍ଟିରେ…
୧୨ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର,୨୩।୩(ବ୍ୟୁରୋ): ରାଜଧାନୀରେ ଶାନ୍ତିଶୃଙ୍ଖଳାର ସହ ପୌର ନିର୍ବାଚନ ସମ୍ପନ୍ନ ନିମନ୍ତେ ମଡେଲ କୋଡ୍ ଅଫ କଣ୍ଡକ୍ଟ ଲାଗୁ ହେବା ପରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲା ତରଫରୁ ସ୍ପେଶାଲ ଏନଫୋର୍ସମେଣ୍ଟ ଡ୍ରାଇଭ ଆରମ୍ଭ ହୋଇଛି। ଫେବୃୟାରୀ ୫ରୁ ଏହି ଡ୍ରାଇଭ ଆରମ୍ଭ…
ଏଣିକି ଦେଶରେ ଏକକ ପ୍ରବେଶିକା ପରୀକ୍ଷା
ଭୁବନେଶ୍ୱର, ୨୩।୩(ବ୍ୟୁରୋ): ଏଣିକି କଲେଜରେ ନାମଲେଖା ପାଇଁ ସାରା ଦେଶରେ ଏକକ ପ୍ରବେଶିକା ପରୀକ୍ଷା ହେବ। ଆଉ ଦ୍ୱାଦଶ ଶ୍ରେଣୀର ମାର୍କ ଭିତ୍ତିରେ ଛାତ୍ରୀଛାତ୍ରଙ୍କୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ନାମ ଲେଖାଇବାକୁ ଅନୁମତି ମିଳିବ ନାହିଁ। ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାକୁ…
ସ୍କୁଲ ବାରଣ୍ଡାରେ ଚାଲିଛି ଅଙ୍ଗନଓ୍ବାଡି କେନ୍ଦ୍ର
ନୂଆଗାଁ,୨୩।୩(ଡି.ଏନ.ଏ.): ଅନୁଦାନ ଆସିଛି ହେଲେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ନିର୍ମାଣ ହୋଇପାରୁନାହିଁ। ଫଳରେ ସ୍କୁଲ ବାରଣ୍ଡାରେ ଚାଲିଛି କେନ୍ଦ୍ର। ଏଥିସହିତ ଉକ୍ତ କେନ୍ଦ୍ର ପକ୍ଷରୁ ପ୍ରତିଦିନ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସେହି ସ୍କୁଲ ବାରଣ୍ଡାରେ ହିଁ ଚାଲିଛି। ମଙ୍ଗଳବାର ମମତା ଦିବସ ମଧ୍ୟ…
Archives


