ଶୌଚାଳୟ ବାରଣ୍ଡାରେ ପ୍ରସବ
ଢେଙ୍କାନାଳ ଅଫିସ, ୨୬।୩: ଡାକ୍ତରଖାନାରେ ପ୍ରସବ ହେବ ସୁରକ୍ଷିତ। ଗର୍ଭବତୀଙ୍କୁ ସୁବିଧାରେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା, ସନ୍ତାନ ଜନ୍ମ ସମୟରେ ସର୍ବାଧିକ ସତର୍କତା ଅବଲମ୍ବନ କରିବା, ଟିକାଠାରୁ ଆରମ୍ଭ କରି ନିଃଶୁଳ୍କ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ସରକାର ଖର୍ଚ୍ଚ କରୁଛନ୍ତି ବିପୁଳ…
ଡିବିରି ଧୂଆଁରେ ଯୋଗୀଙ୍କ ଛବି
କଟକ ଅଫିସ, ୨୬ା୩: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଦ୍ୱିତୀୟ ଥର ପାଇଁ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ କଟକ ଝାଞ୍ଜିରିମଙ୍ଗଳା ଅଞ୍ଚଳର ଦୀପକ ବିଶ୍ୱାଳ ଚିତ୍ରକଳା ମାଧ୍ୟମରେ ଭିନ୍ନ ପ୍ରୟାସ କରିଛନ୍ତି।…
‘ମୋ ଶବ ଏ ପାପୀଙ୍କୁ ଦେବ ନାହିଁ’
ଭୁବନେଶ୍ୱର, ୨୬।୩ (ବ୍ୟୁରୋ): ନୟାଗଡ଼ ଜିଲା ରଣପୁର ଥାନା ମଝିଆଖଣ୍ଡ ଗୋଡ଼ିପୋଖରୀ ଗ୍ରାମର କ୍ୟାମେରାମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ବିଭିନ୍ନ ଦିଗକୁ ନେଇ ଖୋଳତାଡ ଚଳାଇଛି। ଗୋଟିଏ ଟିମ୍ ରାଜ୍ୟ ଭିତରେ ତଦନ୍ତ କରୁଥିବାବେଳେ…
ଗୋପରେ ପ୍ରାକୃତିକ ଗ୍ୟାସ୍, ତୈଳ ସନ୍ଧାନ
ଗୋପ,୨୬।୩(ଡି.ଏନ୍.ଏ.): ପୁରୀ ଜିଲା ଗୋପ ବ୍ଲକ ମହଲପଡା ପଞ୍ଚାୟତର ଚିତେରା ଓ ଗୋପ ପଞ୍ଚାୟତର କୁଶୁପୁର ଅଞ୍ଚଳରେ ପ୍ରାକୃତିକ ଗ୍ୟାସ ସହିତ ତୈଳର ସନ୍ଧାନ ଚାଲିଛି। ଏ ନେଇ ସାଟେଲାଟ ମାଧ୍ୟମରେ ଚିତ୍ର ମିଳିଛି। ଏହି ସାଟେଲାଇଟ୍ ଚିତ୍ର ମାଧ୍ୟମରେ ତୈଳ…
ବସ୍ତିରେ ହେବ ବିଜୁ ଆଦର୍ଶ କଲୋନୀ
ଭୁବନେଶ୍ୱର,୨୬ା୩(ବ୍ୟୁରୋ): ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଯୋଗାଣ, ଭିତ୍ତିଭୂମି, କୋଭିଡ୍ ପରିଚାଳନା, ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ, ପକ୍କାଘର, ମହିଳା ସଶକ୍ତୀକରଣ, ଜଳସେଚନ, କ୍ରୀଡ଼ାର ବିକାଶ, ଗରିବ, ଆଦିବାସୀ, ଅସହାୟଙ୍କ ପାଇଁ ଅନେକ ବିକାଶମୂଳକ ପଦକ୍ଷେପ ନିଆଯାଇଛି।…
୨୯ରେ ଦିଲ୍ଲୀ ଯାଇପାରନ୍ତି ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୬ା୩(ବ୍ୟୁରୋ): ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୩୧ ପର୍ଯ୍ୟନ୍ତ ଚାଲିବ। ତେବେ ଏହା ଭିତରେ ଅର୍ଥାତ୍ ଆସନ୍ତା ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ୫ ଦିିନିଆ ନୂଆଦିଲ୍ଲୀ ଗସ୍ତ କରିପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି।…
ଗାନ୍ଧିଜୀଙ୍କ ବେଶ ବଦଳାଇଥିଲା ଓଡ଼ିଶା
ପୁରୀ ଅଫିସ,୨୬।୩: ଶ୍ରୀକ୍ଷେତ୍ର ସହିତ ମହାତ୍ମା ଗାନ୍ଧୀ (ବାପୁଜୀ)ଙ୍କର ସ୍ମୃତି ଜଡ଼ିତ ରହିଛି। ଏହି ସ୍ମୃତିକୁ ଚିର ସ୍ମରଣୀୟ ରଖିବା ପାଇଁ ଶନିବାର ଶ୍ରୀକ୍ଷେତ୍ରରେ ଗାନ୍ଧିଜୀଙ୍କ ପୁରୀ ଆଗମନର ଶତବାର୍ଷିକୀ ଉଦ୍ଯାପନ ସମାରୋହ ପାଳନ ହେବ। ଏଥିରେ ବିଶିଷ୍ଟ ଗାନ୍ଧୀବାଦୀ, ଗାନ୍ଧୀପ୍ରେମୀ…
ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ରାଜି
ଭୁବନେଶ୍ୱର, ୨୬ା୩(ବ୍ୟୁରୋ): ବିଧାନସଭା ବଜେଟ୍ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିଜେଡିର ବିଧାୟକ ଦଳ ବୈଠକ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଛି। ଅଧିବେଶନ ସମୟରେ ବିରୋଧୀ ଦଳର କିଭଳି ମୁକାବିଲା କରାଯିବ ସେନେଇ ମୁଖ୍ୟତଃ…
ବିଜେଡିରୁ ନିଲମ୍ବନ ସଂକ୍ରାନ୍ତ ଚିଠି ଆସିନି: ବାଚସ୍ପତି
ଭୁବନେଶ୍ୱର,୨୬ା୩(ବ୍ୟୁରୋ): ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରି ସମ୍ପର୍କରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଏସ୍ପିଙ୍କ ଏ ସଂକ୍ରାନ୍ତ ଚିଠି ବିଧାନସଭାକୁ ପ୍ରାପ୍ତ ହୋଇଥିବା ବାଚସ୍ପତି ଶୁକ୍ରବାର ଅପରାହ୍ନ ଅଧିବେଶନରେ ଅବଗତ କରାଇଥିଲେ। ସେ କହିଥିଲେ, ଗତ…
ଏଏସ୍ଆଇ ନିଲମ୍ବିତ, ୨ ଅଭିଯୁକ୍ତ ଗିରଫ
ଯାଜପୁର ଅଫିସ/ବିଞ୍ଝାରପୁର, ୨୬ା୩(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ଥାନା ଫତେପୁରସ୍ଥିତ ଖରସ୍ରୋତା ନଦୀର ମନେଇ ବାଲିଘାଟଠାରେ ଗୁରୁବାର ବୋମାମାଡ଼ରେ ସୁରେନ୍ଦ୍ର ଦାଶ(୪୭)ଙ୍କ ମୃତ୍ୟୁ ଘଟଣାରେ ଯାଜପୁରର ସ୍ବତନ୍ତ୍ର ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରି ଶୁକ୍ରବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ…
ଭିଜିଲାନ୍ସ ଜାଲରେ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀଯନ୍ତ୍ରୀ
ମାଲକାନଗିରି, ୨୬ା୩ (ଡି.ଏନ.ଏ.): ମାଲକାନଗିରି ଜିଲା ଗ୍ରାମ୍ୟ ନିର୍ମାଣ ବିଭାଜନ-୧ର ନିର୍ବାହୀଯନ୍ତ୍ରୀ ଆଶିଷ କୁମାର ଦାସ ଭିଜିଲାନ୍ସ ଜାଲରେ ପଡିଛନ୍ତି। ସେ ଶୁକ୍ରବାର ଡିସିବି ବ୍ୟାଙ୍କରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜମା କରିବାକୁ ଯାଇଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ…
ଦେଶ ଉନ୍ନତିରେ ସହଭାଗୀ ହୁଅନ୍ତୁ ଯୁବଗୋଷ୍ଠୀ
କ୍ଷେତ୍ରକୁ କିପରି ଆସିଲେ? ମୁଁ ରେଭେନ୍ଶାରୁ ସ୍ନାତକ ପାସ୍ କରି ଖଲିକୋଟରେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ପଢ଼ିଲି। ସେହି ସମୟରେ ମୋ ମାମୁ ତଥା ବ୍ରହ୍ମପୁରର ବିଶିଷ୍ଟ ବ୍ୟବସାୟୀ ସ୍ବର୍ଗତ ମଧୁସୂଦନ ପଟ୍ଟନାୟକଙ୍କ ଅନେକ ଖ୍ୟାତି ଥାଏ। ମାମୁଙ୍କୁ ଦେଖି ବ୍ୟବସାୟ…
Archives


