ମରଣଯନ୍ତା ପାଲଟିଛି ଅସ୍ଥାୟୀ ରାସ୍ତା
ବଇଣ୍ଡା,୮ା୭(ଡି.ଏନ.ଏ) କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ନିର୍ମାଣ ପାଇଁ ହୋଇଥିବା ଅସ୍ଥାୟୀ ରାସ୍ତା ଗୁଡିକ ଏବେ ମରଣଯନ୍ତା ପାଲଟିଛି। ମରାମତି ହେଉ ନ ଥିବା ଯୋଗୁ ଯାତାୟାତରେ ସମ୍ପୂର୍ଣ୍ଣ ବ୍ୟାଘାତ ସୃଷ୍ଟି ହେଉଛି। ଏ ନେଇ ଗୁରୁବାର ବଇଣ୍ଡା ଗ୍ରାମବାସୀ…
୧୮ରୁ ଶ୍ରାବଣ କାଉଡ଼ିଯାତ୍ରା
ଢେଙ୍କାନାଳ ଅଫିସ, ୮ା୭ ଆସନ୍ତା ଜୁଲାଇ ୧୮ରୁ ଆରମ୍ଭ ହେଉଛି ପ୍ରସିଦ୍ଧ ଶ୍ରାବଣ କାଉଡ଼ି ଯାତ୍ରା। ଏହା ଅଗଷ୍ଟ ୮ ତାରିଖ (ଚତୁର୍ଥ ପାଳି ସୋମବାର)ରେ ଶେଷ ହେବ। ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠକୁ ପ୍ରତିବର୍ଷ ଲକ୍ଷାଧିକ କାଉଡ଼ିଆଙ୍କ ସମାଗମ ହୋଇଥାଏ। ଗତ…
ରାଜ୍ୟ ସଭା ଏମ୍ପି ଭାବେ ଶପଥ ନେଲେ ମାନସ, ସୁଲତା
ନୂଆଦିଲ୍ଲୀ/ଭୁବନେଶ୍ୱର,୮ା୭(ବ୍ୟୁରୋ): ରାଜ୍ୟ ସଭା ଏମ୍ପି ଭାବେ ଶୁକ୍ରବାର ଶପଥ ନେଇଛନ୍ତି ମାନସ ମଙ୍ଗରାଜ ଓ ସୁଲତା ଦେଓ। ନବ ନିର୍ବାଚିତ ଏମ୍ପି ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ନିଜ ନିଜ ପରିବାର ସହିତ ୨ ଏମ୍ପି ଶପଥ ଗ୍ରହଣ ଉତ୍ସବରେ…
ଭୁବନେଶ୍ୱରରେ ପହଞ୍ଚିଲେ ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର,୮।୭(ବ୍ୟୁରୋ): ଓଡ଼ିଶାରେ ପହଞ୍ଚିଲେ ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଶୁକ୍ରବାର ଦିଲ୍ଲୀରୁ ବାହାରି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ଦ୍ରୌପଦୀଙ୍କୁ ସ୍ବାଗତ ପାଇଁ ବିମାନବନ୍ଦରଠାରେ ଭବ୍ୟ ଆୟୋଜନ କରାଯାଇଛି। ଏହା ପରେ ବିଧାନସଭାରେ ବିଜେଡ଼ି ବିଧାୟକ ଏବଂ ଏମ୍ପିଙ୍କ ଦ୍ରୌପଦୀଙ୍କୁ…
ଆଇନଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ
କେନ୍ଦୁଝର,୮।୭(ସ୍ବ.ପ୍ର./ଡି.ଏନ.ଏ.) କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ଅବସରରେ ଆସନ୍ତା ଶନିବାର ବାହୁଡା ଯାତ୍ରା ଏବଂ ୧୦ ତାରିଖ ରବିବାର ଶ୍ରୀଜୀଉଙ୍କର ସୁନାବେଶ ପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ…
ଚାରି ଥାକିଆ ହେବ କେନ୍ଦୁଝର-ଡୁବୁରୀ ରାସ୍ତା
କେନ୍ଦୁଝର, ୮।୭(ସ୍ବ.ପ୍ର.) କେନ୍ଦୁଝର (ନରଣପୁର)ରୁ ଡୁବୁରୀ ପର୍ଯ୍ୟନ୍ତ ରାସ୍ତା ଚାରି ଥାକିଆ ହେବ। ଏଥିପାଇଁ ଜମି ଅଧିଗ୍ରହଣ କମିଟି ଅନୁମୋଦନ ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ନିକଟକୁ ସବିଶେଷ ରିପୋର୍ଟ ପଠାଯାଇଛି। ଏହି ରାସ୍ତା ହେଲେ ଦୁଇଟି ସ୍ଥାନରେ ଟୋଲ…
ଅଭିଯୁକ୍ତଙ୍କ ଉପରୁ ଉଠିଲା ଗୁପ୍ତଚରି, ବିଦେଶୀ ଲିଙ୍କ୍ ଦଫା
ବାଲେଶ୍ୱର ଅଫିସ,୮ା୭: ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆର୍ଡିଓ)ର ଗୁପ୍ତ ତଥ୍ୟ ଲିକ୍ ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କ ବିରୋଧରେ ଗୁପ୍ତଚରି ଏବଂ ବିଦେଶୀ ଏଜେଣ୍ଟଙ୍କ ସହ ଲିଙ୍କ ସମ୍ପର୍କିତ ଲାଗିଥିବା ଅଭିଯୋଗକୁ ପ୍ରମାଣ କରିବାରେ କ୍ରାଇମ୍…
ନିଷ୍କାସନ ହୋଇପାରୁନି ବର୍ଷାପାଣି
ଧାମନଗର, ୮।୭ (ଡି.ଏନ.ଏ.) ଭଦ୍ରକ ଜିଲା ଧାମନଗର ବ୍ଲକ ଦୋବଲ ବଜାରରେ ଦିନକୁ ଦିନ ଟ୍ରାଫିକ ଓ ଡ୍ରେନେଜ ସମସ୍ୟା ଗୁରୁତର ହେବାରେ ଲାଗିଛି। ଦୋବଲ ବସ୍ଷ୍ଟାଣ୍ଡଠାରୁ କାଳୀବଜାର ରାସ୍ତାର ଉଭୟ ପାର୍ଶ୍ୱରେ ବିଭିନ୍ନ ଗାଡ଼ି ଦୀର୍ଘ ସମୟ ଧରି ଛିଡ଼ା…
ବିପଦସଙ୍କୁଳ ଅବସ୍ଥାରେ ଦାନପୁର ଲକ୍ ପୋଲ
ଡେରାବିଶ,୮ା୭(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଅଧୀନ ଲୁଣାନଦୀର ଦାନପୁରଠାରେ ନିର୍ମିତ ହୋଇଥିବା ସେତୁଟି ଡେରାବିଶ ସହ ଗରଦପୁର ଓ ମାର୍ଶାଘାଇ ବ୍ଲକର ଜୀବନରେଖା। ଲୁଣାନଦୀରେ ସେତୁ ନିର୍ମାଣ ପାଇଁ ଦୀର୍ଘବର୍ଷର ଦାବିକୁ ଦୃଷ୍ଟିରେ ରଖି ୨୦୧୪ରେ ପାଟକୁରାର ପ୍ରାକ୍ତନ ବିଧାୟକ…
ପାର୍ବତୀଙ୍କ ମୁହଁରେ ଫୁଟିଲା ହସ: ପହଞ୍ଚିଲା ପ୍ରଶାସନ
ମହାକାଳପଡ଼ା, ୮ା୭ (ଡି.ଏନ୍.ଏ.): ‘ପେଟକୁ ମିଳୁନି ଭାତ, ମୁଣ୍ଡରେ ନାହିଁ ଛାତ’ ଶୀର୍ଷକ ଖବର ଧରିତ୍ରୀରେ ବୁଧବାର ପ୍ରକାଶ ପାଇଥିଲା। ଗୁରୁବାର ଜିଲା ପ୍ରଶାସନ ସହାୟତାର ରାଶି ସହ ରାଶନ କାର୍ଡ ଦୁର୍ଦ୍ଦିନରେ କାଳ କାଟୁଥିବା ଆଦିବାସୀ ମହିଳା ପାର୍ବତୀ ସିଂଙ୍କ…
ଆଜି ଶପଥ ନେବେ ୩ ରାଜ୍ୟ ସଭା ଏମ୍ପି
ନୂଆଦିଲ୍ଲୀ/ଭୁବନେଶ୍ୱର,୮।୭(ବ୍ୟୁରୋ): ବିଜେଡିର ୩ ଜଣ ନବନିର୍ବାଚିତ ରାଜ୍ୟ ସଭା ଏମ୍ପି ଗୃହର ସଦସ୍ୟ ଭାବେ ଶୁକ୍ରବାର ଶପଥ ଗ୍ରହଣ କରିବେ। ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ରାଜ୍ୟ ସଭା ଅଧ୍ୟକ୍ଷ ଏମ. ଭେଙ୍କିୟା ନାଇଡୁ ଶପଥ…
ଗଞ୍ଜାମ ଜିଲାପାଳଙ୍କ ନାମରେ ଫେକ୍ ହ୍ବାଟ୍ସଆପ୍
ବ୍ରହ୍ମପୁର ଅଫିସ,୮ା୭: ସାଇବର ଠକମାନେ ସାଧାରଣ ଲୋକଙ୍କୁ ଠକି ଟଙ୍କା ଲୁଟି ନେଉଥିବା ଘଟଣା ନେଇ ବାରମ୍ବାର ଥାନାରେ ଏତଲା ହେଉଛି। ହେଲେ ବର୍ତ୍ତମାନ ଗଞ୍ଜାମ ଜିଲାପାଳଙ୍କ ନାମରେ ଫେକ୍ ହ୍ବାଟ୍ସଆପ୍ ଖୋଲାଯାଇ ପ୍ରଶାସନିକ ଅଧିକାରୀମାନଙ୍କୁ ବାରମ୍ବାର ମେସେଜ୍ ଆସୁଥିବା ଘଟଣା…

