ନସିଂ ଛାତ୍ରୀ ମୃତ୍ୟୁ ମାମଲା: କଲେଜ ଅଧ୍ୟକ୍ଷାଙ୍କ ନାମରେ ମାମଲା ରୁଜୁ, ଭୟରେ କ୍ୟାମ୍ପସ ଛାଡ଼ିଲେ ଛାତ୍ରୀଛାତ୍ର
ପାରଳାଖେମୁଣ୍ଡି,୩୦।୭(ଡି.ଏନ୍.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ନସିଂ ଛାତ୍ରୀ ଆଖିଲା ବେହେରାଙ୍କ ମୃତ୍ୟୁ ଘଟଣାକୁ ନେଇ ପୋଲିସର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ପୋଲିସ ଦଫା ୩୦୨, ୨୦୧, ୩୪ରେ କଲେଜ ଅଧ୍ୟକ୍ଷା ଓ ଅନ୍ୟ କିଛି…
ହାତୀଙ୍କ ସୂଚନା ଦେଉଥିବା ସାଇରନ୍ ଅଚଳ
ଢେଙ୍କାନାଳ ଅଫିସ, ୩୦।୭ ଢେଙ୍କାନାଳ ଜିଲା ଦେଇ ଯାଇଥିବା ୫୫ନଂ. ଏନ୍ଏଚ୍ରେ ଯାତ୍ରୀଙ୍କୁ ହାତୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ଦେବା ନିମନ୍ତେ ପରୀକ୍ଷାମୂଳକ ଭାବେ ଲାଗିଥିବା ସାଇରନ୍ ଓ ଆଲର୍ଟ ଲାଇଟ୍ ଅଚଳ ହୋଇପଡ଼ିଛି। ପଥଚାରୀମାନେ ହାତୀଙ୍କ ଚଳପ୍ରଚଳ ସମ୍ପର୍କରେ ସୂଚନା…
ଝାରସୁଗୁଡାରେ ଝାଡାବାନ୍ତି: ପୁଅଙ୍କ ପରେ ଚାଲିଗଲା ବାପାଙ୍କ ଜୀବନ
ଝାରସୁଗୁଡା ଅଫିସ,୩୦।୫: ଝାରସୁଗୁଡା ପୌରାଞ୍ଚଳ ୧୩ନଂ ଓ୍ବାର୍ଡ ଦେବାଡିହି ଗ୍ରାମରେ ଝାଡାବାନ୍ତିରେ ୧୫ରୁ ୨୦ ଗ୍ରାମବାସୀ ଆକ୍ରାନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟ ଆଦି ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଏମାନଙ୍କ ମଧ୍ୟରୁ ଚିକିତ୍ସାଧିନ ଅବସ୍ଥାରେ ଗ୍ରାମର ଲିଟିପଡାର ବାପା ଓ…
ଗାନ୍ଧୀ ଗାଥାର ହେବ ଗନ୍ତାଘର
ଅନୁଗୋଳ ଅଫିସ, ୩୦।୭ ‘ବ୍ଲାକ ଡାଇମଣ୍ଡ’ରେ ଗୁଞ୍ଜରିତ ହେବ ବାପୁଙ୍କ ବାର୍ତ୍ତା। ଜାତିର ପିତାଙ୍କ ଜୀବନୀ, ନୀତି, ଆଦର୍ଶ ସମ୍ପର୍କରେ ଏଠାରୁ ଅଧିକ ଜାଣିବେ ଜଗତବାସୀ। ସ୍ବାଧୀନତା ସଂଗ୍ରାମରେ ଏହି ମହାପୁରୁଷଙ୍କ ଅବିସ୍ମରଣୀୟ ଅବଦାନର ତଥ୍ୟ ରହିବ ଅନୁଗୋଳର ଗାନ୍ଧୀ ପ୍ରକୋଷ୍ଠରେ।…
କଟକଣାରେ ସ୍ବାଧୀନତା ଦିବସ
ଢେଙ୍କାନାଳ ଅଫିସ୍, ୩୦।୭ ଢେଙ୍କାନାଳ ଜିଲା କାର୍ଯ୍ୟାଳୟରେ ସଦ୍ଭାବନା ଗୃହରେ ୭୬ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ଜିଲାପାଳ(ସାଧାରଣ) ରମେଶ ଚନ୍ଦ୍ର ସେଠୀ ଅଧ୍ୟକ୍ଷତା କରି କୋଭିଡ୍ ଗାଇଡ୍ଲାଇନ ଅନୁପାଳନ ପୂର୍ବକ ସ୍ବାଧୀନତା…
ବିକାଶକୁ ଚାହିଁ ରହିଛନ୍ତି ପାହାଡ଼ତଳିବାସୀ
ନୀଳଗିରି, ୩୦।୭ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ଅଭୟାରଣ୍ୟ ପାଦଦେଶ ତଥା ସିଆଡ଼ିମାଳ ପଞ୍ଚାୟତ ନିକଟ ବାବନ୍ଧ ଗ୍ରାମ ସଂଲଗ୍ନ ଘଞ୍ଚ ଜଙ୍ଗଲ ମଧ୍ୟରେ ଚିରସ୍ରୋତା ଝରଣା ନିକଟରେ ରହିଛି ମା’ ବ୍ରାହ୍ମଣୀ ଦେବୀପୀଠ। ସେଠାରୁ ମାତ୍ର କିଛି ହାତ…
ଛାତ୍ରମୃତ୍ୟୁ ଘଟଣା, ପୋଲିସର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦ: ବରଗଡ଼ ବନ୍ଦକୁ ସ୍ବତଃସ୍ଫୁର୍ତ୍ତ ସମର୍ଥନ
ବରଗଡ଼ ଅଫିସ,୩୦।୭: ବରଗଡ ଛାତ୍ରମୃତ୍ୟୁ ଘଟଣା ଏବଂ ନ୍ୟାୟ ଦାବି କରୁଥିବା ଲୋକଙ୍କ ଉପରେ ପୋଲିସର ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନକୁ ନେଇ ଆନ୍ଦୋଳନ ତେଜି ଉଠିଛି। ବରଗଡ଼ ସଚେତନ ନାଗରିକ କମିଟି ପକ୍ଷରୁ ଦିଆଯାଇଥିବା ୧୨ଘଣ୍ଟିଆ ବରଗଡ଼ ବନ୍ଦ ଡାକରାକୁ ସ୍ବତଃସ୍ଫୁର୍ତ୍ତ ସମର୍ଥନ…
ତଳମୁହାଁ ସଂକ୍ରମଣ: ୨୪ ଘଣ୍ଟାରେ ୯୮୧ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୩୦।୭(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୯୮୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୭୫ ଜଣ କ୍ୱାରାଣ୍ଟାଇନ୍ ରହିଥିବା ବେଳେ ୪୦୬ ଜଣ ଲୋକାଲ କେସ୍ ରହିଛନ୍ତି। ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ…
୯ରୁ ‘ଘରେ ଘରେ ତ୍ରିରଙ୍ଗା’
ଭୁବନେଶ୍ବର, ୩୦।୭(ବ୍ୟୁରୋ): ଅମୃତ ମହୋତ୍ସବ କାଳଖଣ୍ଡରେ ଓଡ଼ିଶା ସବୁଠାରୁ ଅଧିକ ଗର୍ବ ଓ ଗୌରବ ପ୍ରାପ୍ତ ହୋଇଛି। ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ହୋଇଛନ୍ତି। ଯାହା ଅମୃତ କାଳଖଣ୍ଡର ଅମୃତ ମହୋତ୍ସବ ପରିପ୍ରେକ୍ଷୀରେ ଓଡ଼ିଆଙ୍କୁ ଗର୍ବିତ ଓ ଗୌରବାନ୍ବିତ…
ସସ୍ମିତ ବିଜେଡି ରାଜ୍ୟସଭା ସଂସଦୀୟ ଦଳ ନେତା
ଭୁବନେଶ୍ୱର,୩୦।୭(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ଭାବେ ସସ୍ମିତ ପାତ୍ର ଏବଂ ସୁଲତା ଦେଓଙ୍କୁ ବିଜେଡି ମୁଖ୍ୟ ସଚେତକ (ଚିଫ୍ ହୁଇପ) ଭାବେ ନିଯୁକ୍ତ ଦେଇଛନ୍ତି । ଏ ନେଇ…
ସେବାୟତଙ୍କ ଆବାସ ପାଇଁ ଜମି ଚିହ୍ନଟ
ପୁରୀ ଅଫିସ, ୩୦ା୭: ବହୁ ବର୍ଷ ଧରି ଆବାସ ପାଇଁ ପ୍ରତୀକ୍ଷାରତ ଶ୍ରୀମନ୍ଦିରର ଗରିବ ଓ ବାସହୀନ ସେବାୟତଙ୍କ ମନରେ ଆଶା ସଞ୍ଚାର ହୋଇଛି। ସେବାୟତ ଆବାସ ଯୋଜନାରେ ଗୃହ ନିର୍ମାଣ ଲାଗି ଶୁକ୍ରବାରଠାରୁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି।…
ଇଞ୍ଜେକ୍ସନ ନେବା ପରେ ଚାଲିଗଲା ଜୀବନ
ଭୁବନେଶ୍ୱର, ୩୦।୭(ବ୍ୟୁରୋ): ସ୍ବାସ୍ଥ୍ୟ ସେବାକୁ ନେଇ ସାରା ରାଜ୍ୟରୁ ଆସୁଛି ନାନା ଅଭିଯୋଗ। ଏସ୍ସିବି ମେଡିକାଲର ଭୁଲ୍ କ୍ୟାନ୍ସର ରିପୋର୍ଟ ପାଇଁ ମହିଳା ଅଙ୍ଗ ହରାଇଥିବାବେଳେ ଭୁଲ୍ ଇଞ୍ଜେକ୍ସନ ଓ ତ୍ରୁଟିପୂର୍ଣ୍ଣ ଚିକିତ୍ସାଯୋଗୁ ଅନେକଙ୍କ ଜୀବନ ଯାଉଛି। ଏବେ ରାଜଧାନୀର ପ୍ରମୁଖ…

