୪୯୧ ପାନୀୟ ଜଳ ପ୍ରକଳ୍ପରୁ ୨୭୨ ଅଚଳ
ନୟାଗଡ଼ ଅଫିସ,୯।୫: ନୟାଗଡ଼ ଜିଲାରେ ପାନୀୟ ଜଳ ପ୍ରକଳ୍ପ କାହିଁକି ଫେଲ୍ ହେଉଛି ତା’ର କାରଣ ଖୋଜାଯାଉନି। ପ୍ରକଳ୍ପ ପରେ ପ୍ରକଳ୍ପ କରାଯାଇ ସରକାରୀ ଅନୁଦାନକୁ ବିକାଶ ନାଁରେ ହଡ଼ପ କରାଯାଉଛି। ଏବେ ବୃହତ୍ ପାନୀୟ ଜଳ ପ୍ରକଳ୍ପ ପାଇଁ ୧୫୦୪…
ଜବରଦଖଲରେ ସରକାରୀ ଜାଗା
ପଟ୍ଟାମୁଣ୍ଡାଇ,୯।୫(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ସରକାରୀ ଜାଗାକୁ ଜବରଦଖଲକାରୀମାନେ କବ୍ଜା କରିବାରେ ଲାଗିଛନ୍ତି। ପୌରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଭିନ୍ନ ବିଭାଗର ଜାଗା ଜବରଦଖଲ ହେଉଛି। ଜଳସମ୍ପଦ ବିଭାଗ ଅଧୀନରେ ଥିବା ଅନେକ ସ୍ଥାନରେ ଲୋକେ ଘର ନିର୍ମାଣ କରି ନିଜେ…
ଚାଷୀଙ୍କ କାର୍ଯ୍ୟରେ ଲାଗୁନି ବାଉଁଶ ଯୋର
ନାଉଗାଁ ,୯ା୫(ସ୍ବ.ପ୍ର.): ନାଉଗାଁ ବ୍ଲକର ବାଉଁଶ ଯୋର ଚାଷୀଙ୍କ କାମରେ ଲାଗୁନି। ଏନେଇ ସେମାନଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ଯୋର ତିରୁଣା ପଞ୍ଚାୟତ ଓ ଡାବର ପଞ୍ଚାୟତ ଦେଇ ଦେବୀନଦୀକୁ ତେଲସରା ନିକଟରେ ସଂଯୋଗ କରୁଛି।…
ଫେରାର ଅଛନ୍ତି ନବରଙ୍ଗପୁର ଜିଲାର ୧୯ ନକଲି ଶିକ୍ଷକ
ନବରଙ୍ଗପୁର,୯ା୫(ବି.ପ୍ର.): ଶିକ୍ଷା ବିଭାଗରେ ଅନେକ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କୋହଳ ହୋଇଯାଉଥିବା ଦେଖାଯାଉଛି। ନକଲି ସାର୍ଟିଫିକେଟ ଦେଇ ଚାକିରି ହାତଉଛନ୍ତି। ଦୀର୍ଘ ବର୍ଷ ଧରି ସରକାରୀ ଦରମାର ଲାଭ ଉଠାଇବା ପରେ ନକଲି…
ବାତ୍ୟା ପାଇଁ ଟିପିସିଓଡିଏଲ୍ର ବ୍ୟାପକ ପ୍ରସ୍ତୁତି
ଭୁବନେଶ୍ୱର,୯।୫: ଆଇଏମ୍ଡିର ରିପୋର୍ଟ ଅନୁଯାୟୀ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଏକ ଲଘୁଚାପ ରବିବାର ସୁଦ୍ଧା ଏକ ସାମୁଦ୍ରିକ ବାତ୍ୟାରେ ରୂପାନ୍ତରିତ ହେବାର ଆଶା କରାଯାଉଛି। ବାତ୍ୟା ସ୍ଥିତି ଉପତ୍ନ୍ନ ହେଲେ ଏହାର ମୁକାବିଲା କରିବା…
ଜଗନ୍ନାଥ ବନ ପ୍ରକଳ୍ପ ବିଫଳ
ପୁରୀ ଅଫିସ, ୯।୫: ଶ୍ରୀମନ୍ଦିର ପ୍ରଶାସନ ପ୍ରଚେଷ୍ଟାରେ ନୟାଗଡ଼ ଜଙ୍ଗଲରେ ଗଢ଼ିଉଠିଥିଲା ଜଗନ୍ନାଥ ବନ ପ୍ରକଳ୍ପ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ଏହି ପ୍ରକଳ୍ପରୁ କାଠ ଅଣାଯାଇ କାମରେ ଲଗାଯିବାକୁ ଯୋଜନା ହୋଇଥିଲା। ତେବେ ପ୍ରଶାସନର ଆନ୍ତରିକତା ଓ ରକ୍ଷଣାବେକ୍ଷଣ…
ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ମାମଲା: ଆଜି ହାଇକୋର୍ଟରେ ଶୁଣାଣି
ପୁରୀ ଅଫିସ,୯।୫: ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଅଧୀନରେ ମେଘନାଦ ପାଚେରି ଚୌହଦୀରେ ହେଉଥିବା ଖନନ ଓ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ହାଇକୋର୍ଟରେ ହୋଇଥିବା ମାମଲା ଏବେ ବିଚାରାଧୀନ ଅଛି। ସୋମବାର ଏନେଇ ଶୁଣାଣି ହେବ। ହାଇକୋର୍ଟ ମେ ୭ତାରିଖ…
ପୁଣି ରିମାଣ୍ଡରେ ଆସିବେ ମାଷ୍ଟରମାଇଣ୍ଡ୍ ଦୁଷ୍ମନ୍ତ
ଭୁବନେଶ୍ୱର,(ବ୍ୟୁରୋ),୯ା୫: ବିଭିନ୍ନ ଟେଲିକମ୍ କମ୍ପାନୀର ସିମ୍ କାର୍ଡକୁ ପ୍ରି-ଆକ୍ଟିଭେଟ୍ କରି ଉକ୍ତ ନମ୍ବରକୁ ସାଇବର ଠକଙ୍କୁ ଯୋଗାଣ ମାମଲାରେ କ୍ରାଇମବ୍ରାଞ୍ଚ ଖିଅ ଖୋଜିବାକୁ ଚେଷ୍ଟା ଜାରି ରଖିଛି। ଏହି ମାମଲାରେ ମାଷ୍ଟରମାଇଣ୍ଡ ଦୁଷ୍ମନ୍ତ କୁମାର ସାହୁଙ୍କ ସହ ସାଇ ପ୍ରକାଶ ଦାସ…
‘ମାଗ ନାହିଁ, ପଡ଼ି ରହିଥିବା ଅର୍ଥ ଉପଯୋଗ କର’
ଭୁବନେଶ୍ୱର,୯।୫(ବ୍ୟୁରୋ): ଭିତ୍ତିଭୂମି ବିକାଶ ପାଇଁ ଓଡ଼ିଶା ମାଇନିଂ କର୍ପୋରେଶନ(ଓଏମ୍ସି)କୁ ଆର୍ଥିକ ସହାୟତା ମାଗିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଏହାକୁ ନେଇ ବିଶ୍ୱବିଦ୍ୟାଳୟ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ ତାଗିଦ କରିଛି ଉଚ୍ଚ ଶିକ୍ଷା ବିଭାଗ। ଅଧିକ ସହାୟତା ନ ମାଗି…
ନେଲ୍ କ୍ୟୁଆର୍ କୋଡ୍ ପ୍ରସ୍ତୁତ କରି ଚର୍ଚ୍ଚାରେ ଶିଶିର
ଟିକିରି,୯ା୫(ଡି.ଏନ୍.ଏ.): ଟେକ୍ନୋଲୋଜି ଯୁଗରେ ମନୁଷ୍ୟ ନିଜର ଆବଶ୍ୟକତାକୁ ପୂରଣ କରିବା ଦିଗରେ ପ୍ରତ୍ୟେକ ଜିନିଷକୁ ସରଳ କରିବାକୁ ଉଦ୍ୟମ ଚଳାଇଛି। ସେହିପରି ଏବେକା ସମୟରେ ବିଭିନ୍ନ ସ୍ଥାନରେ କ୍ୟୁଆର୍ କୋଡ୍(କ୍ୱିକ୍ ରେସ୍ପନ୍ସ କୋଡ୍) ବିଭିନ୍ନ କ୍ଷେତ୍ରରେ ବ୍ୟବହାର ହେଉଛି। ପ୍ରାୟ ସମସ୍ତ…
ଯୌନ ଶୋଷଣ ଅଭିଯୋଗ ମାମଲା: ଝରିଗାଁ ବିଧାୟକଙ୍କୁ ଗିରଫ ଦାବି ତେଜୁଛି
ଉମରକୋଟ,୯ା୫(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବିଧାୟକ ପ୍ରକାଶ ମାଝିଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ ଦାବି ତେଜୁଛି। ନବରଙ୍ଗପୁର ଜିଲାର ବିଭିନ୍ନ ଅଞ୍ଚଳରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଏବଂ ଥାନା ଘେରାଉ ଜାରି ରହିଛି।…
ଚିଲିକା ବିଧାୟକଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ରିପୋର୍ଟ ଯାଞ୍ଚ
ଖୋର୍ଦ୍ଧା ଅଫିସ,୯ା୫: ବାଣପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଲୋକଙ୍କ ଉପରକୁ ଗାଡ଼ି ମଡ଼ାଇଦେବା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ପରେ ଅନ୍ତରୀଣ ଜାମିନରେ ଆସିଛନ୍ତି। ରବିବାର ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଧାୟକ…
Archives


