ରାଜ୍ୟ

କେ.ଏସ. ସୁନ୍ଦରାମ ଏନ୍‌ଟିପିସି ପ୍ରକଳ୍ପର ନୂତନ ମୁଖ୍ୟ

କଣିହାଁ,୫।୮(ଡି.ଏନ.ଏ.): କଣିହାଁ ଏନ୍‌ଟିପିସି ପ୍ରକଳ୍ପର ନୂତନ ମୁଖ୍ୟ ଭାବେ କେ.ଏସ. ସୁନ୍ଦରାମ ଦାୟିତ୍ୱ ଗ୍ରହଣ କରିଛନ୍ତି। ସୁନ୍ଦରାମ ୧୯୮୮ରେ ଏନ୍‌ଟିପିସିରେ ଯୋଗଦେଇ ବଦରପୁରରୁ କାର୍ଯ୍ୟନିର୍ବାହୀ ପ୍ରଶିକ୍ଷକ ଭାବେ ତାଙ୍କ କ୍ୟାରିୟର୍‌ ଆରମ୍ଭ କରିଥିଲେ। ଦୀର୍ଘ ୩୩ ବର୍ଷ ଧରି ସେ ଏନ୍‌ଟିପିସିର…

ସିବିଆଇ ଅଫିସରେ ମହିମାନନ୍ଦ ମିଶ୍ର

ଭୁବନେଶ୍ୱର,୫ା୮(ବ୍ୟୁରୋ): ବିଶିଷ୍ଟ ଶିଳ୍ପପତି ମହିମାନନ୍ଦ ମିଶ୍ର ଶୁକ୍ରବାର ଭୁବନେଶ୍ୱରସ୍ଥିତ ସିବିଆଇ ଅଫିସରେ ହାଜର ହୋଇଛନ୍ତି। ସିବିଆଇ କାହିଁକି ନୋଟିସ କରିଥିଲା, କ’ଣ ପାଇଁ ଡାକିଛି ମୁଁ ଜାଣି ନ ଥିବା କହିଛନ୍ତି ମହିମାନନ୍ଦ। ଆଇନ ଉପରେ ତାଙ୍କର ଯଥେଷ୍ଟ ଭରସା ଅଛି…

କପିଳାସ ଅଭୟାରଣ୍ୟରେ ଲାଗିବ ୬୦ କ୍ୟାମେରା

ଢେଙ୍କାନାଳ ଅଫିସ,୫।୮: ବାଘଙ୍କ ଗତିବିଧି ଉପରେ ନଜର ରଖିବାକୁ ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟରେ ଲାଗିବ ୬୦ ଟ୍ରାପ୍‌ କ୍ୟାମେରା। ପ୍ରତି ୨ ବର୍ଗ କିଲୋମିଟର ପରିଧିରେ ଗୋଟିଏ ଲେଖାଏ କ୍ୟାମେରା ଖଞ୍ଜାଯିବ। ପୂର୍ବରୁ ଲାଗିଥିବା କ୍ୟାମେରାର ବିପରୀତ ପାର୍ଶ୍ୱରେ ନୂତନ…

ଜିଲା ଚିକିତ୍ସାଳୟରେ ଚିକିତ୍ସା ଢିଲା

ଢେଙ୍କାନାଳ ଅଫିସ,୫।୮: ସାତ ମହଲା କୋଠା। ତଳେ ଛିଡ଼ାହେଲେ ନଭଶ୍ଚୁମ୍ଭୀ ଅଟ୍ଟାଳିକାକୁ ଆଖିପାଉନି। ରୋଗୀ ଯେପରି ହାତପାଆନ୍ତାରେ ଗୁଣାତ୍ମକ ସେବା ପାଇପାରିବେ, ସେଥିଲାଗି କିଣାଯାଇଛି ଅତ୍ୟାଧୁନିକ ଉପକରଣ। ଏସବୁରେ ଖର୍ଚ୍ଚ ହୋଇଛି ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା। କୋଠା ଅଛି, ସରଞ୍ଜାମ…

୩୯ ବଦଳରେ ୧୨ ନର୍ସ

ଚମ୍ପୁଆ,୫ା୮(ଡି.ଏନ.ଏ.): ୧୯୧୦ ମସିହାରେ ନିର୍ମିତ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ଏବେ ଅବହେଳିତ ଅବସ୍ଥାରେ। ସେଥିପାଇଁ ରୋଗୀ ଏବେ ଜିଲା ମୁହାଁ ହେଲେଣି। ଉଚ୍ଚ କର୍ତ୍ତୃପକ୍ଷ ଅବହେଳାରୁ ଡାକ୍ତର ଅଭାବ ବର୍ତ୍ତମାନ ଦୈନନ୍ଦିନ ଘଟଣା ପାଲଟିଥିବା ବେଳେ ପ୍ରମୁଖ ସେବା ଯୋଗାଉଥିବା ନର୍ସ…

ଭଙ୍ଗା ଚାଳିଆରେ ପାଠ ପଢ଼ା

ଠାକୁରମୁଣ୍ଡା,୫ା୮(ଡି.ଏନ.ଏ.): ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ ଆସୁଥିବା କହୁଛନ୍ତି। ୫-ଟି ଯୋଜନାରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ଚାଲିଛି। ମାତ୍ର ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ତାଳପଦା ପଞ୍ଚାୟତ ଅଧୀନ ଭଦୁବାହାଳି ଗ୍ରାମ ପ୍ରାଥମିକ ବିଦ୍ୟାଳୟର ଅବସ୍ଥା ଦେଖିଲେ ପ୍ରଚଳିତ ଶିକ୍ଷା…

ପଥର ଖାଦାନ ପାଇଁ ବଳିପଡ଼ିଲା ତୈଳଭଣ୍ଡାର

ଯାଜପୁର ଅଫିସ,୫ା୮: ଯାଜପୁର ଜିଲା ଚଣ୍ଡିଖୋଲଠାରେ ପ୍ରସ୍ତାବିତ ଦେଶର ୪ର୍ଥ ସର୍ବବୃହତ୍‌ ତୈଳଭଣ୍ଡାର ପଥର ଖାଦାନ ପାଇଁ ବଳିପଡିଛି। କ୍ୟାବିନେଟ ମଞ୍ଜୁରୀ ମିଳିବାର ଇତିମଧ୍ୟରେ ୪ ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ହେଁ କେନ୍ଦ୍ର ସରକାରଙ୍କ ଏହି ମହତ୍‌ ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ ନ…

ଭାରତ-ବାଂଲାଦେଶ ଫାଇନାଲ ଆଜି

ଭୁବନେଶ୍ୱର,୫।୮ (କ୍ରୀଡ଼ା ପ୍ରତିନିଧି):କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ୨୦ ବର୍ଷରୁ କମ୍‌ ସାଫ୍‌ (ସାଉଥ ଏସିଆନ ଫୁଟବଲ ଫେଡେରେଶନ) ଫୁଟବଲ ଟୁର୍ନାମେଣ୍ଟର ଫାଇନାଲ ଶୁକ୍ରବାର ଭାରତ ଓ ବାଂଲାଦେଶ ମଧ୍ୟରେ ଅନୁଷ୍ଠିତ ହେବ। ରାତି ୭ଟାରେ ମ୍ୟାଚ ଆରମ୍ଭ ହେବ। ଗତ ସଂସ୍କରଣର…

କ୍ରୀଡ଼ା ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର ଅଫିସ/ପାତ୍ରପୁର,୫ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜୟନ୍ତୀପୁର ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ଜନାର୍ଦ୍ଦନ ସାହୁଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ଲୁନା ମହାନ୍ତିଙ୍କ ସର୍ଚ୍ଚ ଓ୍ବାରେଣ୍ଟ ବଳରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌…

କମୁଛି ସଂକ୍ରମଣ: ଆଜି ରାଜ୍ୟରୁ ୮୩୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୫ା୮(ବ୍ୟୁରୋ): ରାଜ୍ୟରୁ ଶୁକ୍ରବାର ୮୩୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୧୭,୩୦୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪୮୮ ଜଣ ଚିହ୍ନଟ ହୋଇଥିବା…

ଛାତ୍ରୀଛାତ୍ରଙ୍କ କାନ୍ଧରେ ବସ୍ତାନି ବୋଝ

ମହାକାଳପଡ଼ା,୫ା୮(ଡି.ଏନ୍‌.ଏ.): ଦେଶର ସର୍ବୋଚ୍ଚ ନ୍ୟାୟାଳୟ ୨୦୧୭ ମେରେ ଏକ ଡିଭିଜନ ବେଞ୍ଚ ରାୟରେ ଉଲ୍ଲେଖ ଥିଲା ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ବସ୍ତାନି ବୋଝ କମାଇବାକୁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଥିଲା। ଏହି ଆଦେଶରେ ଅନ୍ୟ ଏକ ଦିଗ ଥିଲା ପିଲାମାନଙ୍କ କାନ୍ଧରେ ଅଧିକ ବହି…

ଜୀବନ ବଞ୍ଚିବ, ଜୀବିକା ଚାଲିଗଲା

କେନ୍ଦ୍ରାପଡ଼ା ଅଫିସ,୫।୮: ଜୀବନ ରକ୍ଷା ପାଇଁ ଦୀର୍ଘ ୫ ଦଶନ୍ଦୀ ସଂଘର୍ଷର ଅବସାନ ଘଟିଛି। କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟାର ଶେଷ ୧୪୮ ପରିବାର ସହ ଚାରିଘରିଆ ଗ୍ରାମର ୯୯ ପରିବାରଙ୍କୁ ବଗପାଟିଆରେ ଘର ପାଇଁ ସରକାରୀ ଜମି ମିଳିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri