ରାଜ୍ୟ

ବ୍ୟାଙ୍କ ସମ୍ମୁଖରୁ ୫ ଲକ୍ଷ ନେଇଯିବାକୁ ବସିଥିଲେ …

ବଲାଙ୍ଗୀର ଅଫିସ,୭।୧୧: ବଲାଙ୍ଗୀର ଜିଲା ପାଟଣାଗଡ଼ ସହର ରାମଜୀ ଛକ ବ୍ୟାଙ୍କ ସମ୍ମୁଖରୁ ସୋମବାର ଲୁଟ୍‌ ହୋଇଛି। ଜଣେ ବ୍ୟକ୍ତିଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟିନେଇ ୨ ଦୁର୍ବୃତ୍ତ ଫେରାର ହୋଇଯାଉଥିବା ବେଳେ ଉଭୟଙ୍କୁ ବଲାଙ୍ଗୀର ସଦର ଥାନା ସମ୍ମୁଖରେ…

ଗଛରେ ପିଟିହେଲା କାର୍‌: କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ସୁନୀତି ମୁଣ୍ଡ ଗୁରୁତର

ଭବାନୀପାଟଣା,୭।୧୧(ସ୍ବ.ପ୍ର.): କାର୍‌ ଦୁର୍ଘଟଣାରେ ଭୁବନେଶ୍ୱର ଭାଜପା ମେୟର ପ୍ରାର୍ଥୀ ତଥା କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡ. ସୁନୀତି ମୁଣ୍ଡ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୁନୀତିଙ୍କ ମୁହଁ ଏବଂ ଗୋଡ଼ରେ ଗଭୀର…

ବନ୍ଧୁକରୁ ଗୁଳି ଫୁଟି ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୭ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନାଠାରୁ ମାତ୍ର ୨ଶହ ମିଟର ଦୂର ପଞ୍ଚାୟତ କାର୍ଯ୍ୟାଳୟଏବଂ ବ୍ଲକ କାର୍ଯ୍ୟାଳୟ ନିକଟରେ ବନ୍ଧୁକରୁ ଗୁଳି ଫୁଟି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଯୁବକ ଜଣକ କୋଟଗଡ଼ ଥାନା ଅଞ୍ଚଳର ଏଲିଅ ସୁନାମାଝି ବୋଲି ପ୍ରାଥମିକ…

ଆଜି ରାଜ୍ୟରେ ମାତ୍ର ୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୭।୧୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩ ଚିହ୍ନଟ ହୋଇଥିବାବେଳେ…

କ୍ରୁଟ୍‌କୁ ପୁଣି ଜାତୀୟ ଉତ୍କର୍ଷ ପୁରସ୍କାର

ଭୁବନେଶ୍ୱର,୭।୧୧ (ବ୍ୟୁରୋ):‘ମୋ ବସ୍‌’ ସେବା ଯୋଗାଉଥିବା କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ଆଉଏକ ସଫଳତାର ପାହାଚ ଚଢିବା ସହିତ ପୁଣି ଜାତୀୟ ପୁରସ୍କାର ହାତେଇଛି। ସର୍ବୋତ୍ତମ ନଗର ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରିବା କ୍ଷେତ୍ରରେ କ୍ରୁଟ୍‌ ଚତୁର୍ଥଥର ପାଇଁ ରାଜ୍ୟ/କେନ୍ଦ୍ରଶାସିତ…

ପ୍ରତିଦିନ ହାଟରୁ ଉଠିବ ଅଳିଆ

ଭୁବନେଶ୍ୱର, ୭।୧୧(ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ ଥିବା ହାଟଗୁଡିକୁ ଆବର୍ଜନାମୁକ୍ତ କରାଯିବ। ଦୋକାନରୁ ବାହାରୁଥିବା ଅଳିଆ ଯଥା ପରିବା ଚୋପା, ପଚାଶଢ଼ା ପରିବା ଏବଂ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ସିଧାସଳଖ ଅଳିଆ ଗାଡ଼ିକୁ ଯିବ। ବ୍ୟବସାୟୀମାନେ କୌଣସି ଜାଗାରେ ଅଳିଆ ପକାଇବେ ନାହିଁ କିମ୍ବା ହାଟରେ…

ଅଲୋଡ଼ା ଐତିହ୍ୟ ଓଡ଼ିଆ ଶିଳ୍ପୀଙ୍କୁ ଅଣଆଡ଼ିଆ କରିଦେଲା

ଆମେ ‘ବଢ଼େଇ’ ଶବ୍ଦର ରହସ୍ୟ ପ୍ରସଙ୍ଗରେ ସୂଚନା ଦେଇଥିଲୁ। ପଥରସୁଆଁସିଆଙ୍କର କାର୍ଯ୍ୟ ଅନୁଶୀଳନ କଲେ ଜଣାଯାଉଛି ସେମାନେ ବଢ଼େଇ ନ ଥିଲେ। ମନ୍ଦିର ନିର୍ମାଣ ପାଇଁ ଆସିଥିବା ୨୩୨୪ ଜଣ ଶିଳ୍ପୀଙ୍କ ମଧ୍ୟରୁ ୫୩୦ଜଣ ଯୁବଶିଳ୍ପୀ ଗଜପତିଙ୍କ ସହିତ ବିଜୟକୋଣ୍ଡା (ବିଜୟଓ୍ବାଡ଼ା)…

ଚିତ୍ରକଳାରେ ପୁଣି ଝଲସିବ ସ୍ମାର୍ଟସିଟି କାନ୍ଥ

ଭୁବନେଶ୍ୱର,୭।୧୧(ବ୍ୟୁରୋ):ସ୍ମାର୍ଟସିଟି ଭୁବନେଶ୍ୱରକୁ ଆହୁରି ସୁନ୍ଦର କରିବା ପାଇଁ ଓଭରବ୍ରିଜ କାନ୍ଥ, ବିଭିନ୍ନ କାର୍ଯ୍ୟାଳୟ ଓ ଆବାସିକ ଗୃହର ବଡ଼ ବଡ଼ କାନ୍ଥକୁ ଚିତ୍ରିତ କରାଯାଉଛି। ତେବେ ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ବିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଏମସି ଓ ବିଡିଏ…

୬ଷ୍ଠରୁ ୮ମ ପିଲାଙ୍କ ମିଡ୍‌ ଟର୍ମ ଆସେସ୍‌ମେଣ୍ଟ ହେବ

ଭୁବନେଶ୍ୱର, ୬।୧୧(ବ୍ୟୁରୋ): ରାଜ୍ୟରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ଶିକ୍ଷାଗତ ଦକ୍ଷତା ମାପିବାକୁ ମିଡ୍‌ ଟର୍ମ ଆସେସ୍‌ମେଣ୍ଟ କରାଯିବ। ପରୀକ୍ଷାରେ କାହାକୁ ଫେଲ୍‌ କରାଯିବ ନାହିଁ। ଅନ୍ୟ ବିଦ୍ୟାଳୟର ଶିକ୍ଷକ ମୂଲ୍ୟାୟନ କରିବା ସହ ଶିକ୍ଷାଦାନରେ ଆବଶ୍ୟକତା ନେଇ ସମୀକ୍ଷା କରିବେ।…

୮ରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର, ୭ା୧୧(ବ୍ୟୁରୋ):ଏବର୍ଷର ଶେଷ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଆସନ୍ତା ୮ ତାରିଖ ମଙ୍ଗଳବାର ଦିନ ସଙ୍ଗଠିତ ହେବ। ଅପରାହ୍ନ ୨ଟା ୩୮ରୁ ଗ୍ରହଣ ସ୍ପର୍ଶ ଓ ୬ଟା ୧୯ରେ ସର୍ବମୋକ୍ଷ ହେବ। ତେବେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଅପରାହ୍ନ ୩ଟା ୪୭ରେ ଆରମ୍ଭ ହେଉଥିଲେ…

ଅସାବଧାନତାରୁ ଜୀବନ ହାନି

ଭୁବନେଶ୍ୱର,୭।୧୧ବ୍ୟୁରୋ):ରାଜ୍ୟରେ ଗମନାଗମନ କ୍ଷେତ୍ରରେ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ହେଲେ ସଡ଼କ ଦୁର୍ଘଟଣାରେ ରୋକ ଲଗାଯାଇ ପାରୁନାହିଁ। ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ବହୁ ଲୋକଙ୍କ ଜୀବନ ଯାଉଛି। ଚାଳକଙ୍କ ବେପରୁଆ ମନୋଭାବ, ପ୍ରଶାସନ ପକ୍ଷରୁ ସଚେତନତାର…

କୋଇଲା ବୋଝେଇ ଟ୍ରେନ୍‌ରେ ଅଗ୍ନିକାଣ୍ଡ

ରାୟଗଡ଼ା ଅଫିସ,୬।୧୧: ରାୟଗଡ଼ା ରେଳଷ୍ଟେଶନଠାରେ ରବିବାର ଏକ କୋଇଲା ବୋଝେଇ ଟ୍ରେନ୍‌ରେ ଅଗ୍ନିକାଣ୍ଡ ଘଟିଛି। ବିଶାଖାପାଟଣାରୁ ରାୟଗଡ଼ା ଆସି ଷ୍ଟେଶନରେ ଛିଡା ହୋଇଥିବା ବେଳେ ହଠାତ୍‌ ବଗିରେ ନିଆଁ ଲାଗିଯାଇଥିଲା। ଏନେଇ ଷ୍ଟେଶନ କର୍ତ୍ତୃପକ୍ଷ ଦମକଳ ବାହିନୀକୁ ଖବର ଦେଇଥିଲେ। ଖବରପାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?