ରାଷ୍ଟ୍ରପତିଙ୍କ କଟକ ଗସ୍ତ ପ୍ରସଙ୍ଗ: ଆବଶ୍ୟକ ଗାଡ଼ି ନ ଆସିବାରୁ ଗିରଫ ପରଓ୍ବାନା ଜାରି କଲେ ଜିଲାପାଳ
କଟକ ଅଫିସ,୭।୧: ଆସନ୍ତା ୧୦ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦ୍ୱିତୀୟ ଥର ଲାଗି ଓଡ଼ିଶା ଗସ୍ତରେ ଆସୁଛନ୍ତି। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ୧୧ ତାରିଖରେ…
ଦିଲ୍ଲୀ ଗଲେ ପିଣ୍ଟୁ: କରାଯିବ ଲିଭର୍ ଟ୍ରାନ୍ସପ୍ଲାଣ୍ଟ
ଭୁବନେଶ୍ୱର,୭।୨(ବ୍ୟୁରୋ): ଦିଲ୍ଲୀ ଗଲେ ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ। ଗୁରୁତର ଲିଭର ସିରୋସିସ୍ ଜନିତ ରୋଗରେ ପୀଡ଼ିତ ଥିବା ପିଣ୍ଟୁଙ୍କୁ ଅଧିକ ଚିକିତ୍ସା ଲାଗି ଦିଲ୍ଲୀ ନିଆଯାଇଛି। ମଙ୍ଗଳବାର ସକାଳେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ଦିଲ୍ଲୀ ଯାଇଛନ୍ତି। ସେଠାରେ ଇନ୍ଷ୍ଟିଚ୍ୟୁଟ୍…
କ୍ରାଇମ୍ ସ୍ପଟରୁ ଡେମୋ ଦେଖାଇଲେ ଗୋପାଳ
ବ୍ରଜରାଜନଗର,୭।୨(ଡି.ଏନ୍.ଏ.): ମନ୍ତ୍ରୀ ନବ କିଶୋର ଦାସ ହତ୍ୟା ଘଟଣାରେ ପୋଲିସ ମଙ୍ଗଳବାର ସିନ୍ ରିକ୍ରିଏଶନ୍ କରିଛି। ଅଭିଯୁକ୍ତ ଗୋପାଳ ଦାସଙ୍କୁ କ୍ରାଇମ୍ ସ୍ପଟକୁ ନିଆଯାଇ ସେଠାରେ ଡେମୋ ଦେଖାଯାଇଛି। କିପରି ଏତେ ଲୋକଙ୍କ ମଧ୍ୟରେ ସୁରକ୍ଷା ଦାୟିତ୍ବରେ ଥିବା ଜଣେ ପୋଲିସ…
ଅର୍ଚ୍ଚନା ନାଗ ମାମଲା: ଖଗେଶ୍ୱରଙ୍କ ଜାମିନ ଆବେଦନ ଖାରଜ
ଭୁବନେଶ୍ୱର,୭।୨(ବ୍ୟୁରୋ): ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ମାମଲାରେ ଜଡିତ ଥିବା ଖଗେଶ୍ୱର ପାତ୍ରଙ୍କ ଜାମିନ ଆବେଦନ ଖାରଜ। ଜିଲା ଜଜ୍ କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିବା ଜଣାପଡିଛି। ଖଗେଶ୍ୱର ଜାନୁୟାରୀ ୨୪ରେ ଜାମିନ ଆବେଦନ କରିଥିଲେ। ଅନ୍ୟପଟେ, ବ୍ଲାକ୍ମେଲର…
ରାଜ୍ୟରେ ବଢିବ ତାପମାତ୍ରା
ଭୁବନେଶ୍ୱର,୭।୨(ବ୍ୟୁରୋ): ରାଜ୍ୟରେ କମିବ ଶୀତ। ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇବ। ଏଥିସହ ଆଗାମୀ ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ଅନ୍ୟପଟେ, ଫେବୃୟାରୀରେ…
ତଦନ୍ତଭୁକ୍ତ ହେବ ସ୍ବୀକୃତିପ୍ରାପ୍ତ ସେଲ୍ଫଫାଇନାନ୍ସ କଲେଜ
ଭୁବନେଶ୍ୱର, ୭।୨(ବ୍ୟୁରୋ):ରାଜ୍ୟରେ ଛତୁ ଫୁଟିଲା ଭଳି ଗଢ଼ି ଉଠିଥିବା ସେଲ୍ଫଫାଇନାନ୍ସ କଲେଜର ଯାଞ୍ଚ କରାଯିବ। ଅବହେଳା ପ୍ରଦର୍ଶନ କରୁଥିବା କିମ୍ବା ପିଲାଙ୍କ ଅଭିଯୋଗକୁ ଭିତ୍ତିକରି କଲେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ମିଳିଥିବା…
ଅଧିକ ଚିକିତ୍ସା ପାଇଁ ଆଜି ଦିଲ୍ଲୀ ଯିବେ ପିଣ୍ଟୁ ନନ୍ଦ
ଭୁବନେଶ୍ୱର,୭।୨ (ବ୍ୟୁରୋ):ଅଭିନେତା ପିଣ୍ଟୁ ନନ୍ଦ ଗୁରୁତର ଲିଭର୍ ସିରୋସିସ୍ ଜନିତ ରୋଗରେ ପୀଡ଼ିତ ଥିବାବେଳେ ଅଧିକ ଚିକିତ୍ସା ପାଇଁ ମଙ୍ଗଳବାର ଦିଲ୍ଲୀ ଯିବେ। ତାଙ୍କୁ ଦିଲ୍ଲୀସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ୍ ବିଲିଆରି ସାଇନ୍ସେସ୍ (ଆଇଏଲ୍ବିଏସ୍)ରେ ଭର୍ତ୍ତି କରାଯିବ। ସେଠାରେ ଲିଭର…
୨୦୪୦ ସୁଦ୍ଧା ସବୁଜ ରାଜଧାନୀ
ଭୁବନେଶ୍ୱର,୭।୨(ବ୍ୟୁରୋ):ବର୍ତ୍ତମାନ ସମଗ୍ର ବିଶ୍ୱର ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ ମୁଖ୍ୟ ସମସ୍ୟା ହୋଇଛି। ଏହାଦ୍ୱାରା ଖୁବ୍ଶୀଘ୍ର ସମୁଦ୍ର ପତନ ବୃଦ୍ଧି ପାଇ ବିଶ୍ୱର ଅନେକ ସମୁଦ୍ର ତଟସ୍ଥ ସହର ଭାରତ ବର୍ଷର ବମ୍ବେ, କୋଚି ତଥା ଓଡ଼ିଶାର ପାରାଦ୍ୱୀପ ଆଦି…
ପରିଚୟ ଖୋଜାରେ ଅଟକିଛି ତଦନ୍ତ
ଭୁବନେଶ୍ୱର,୭ା୨(ବ୍ୟୁରୋ):ରାଜଧାନୀରେ ଏକାଧିକ ଅଚିହ୍ନା ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ କମିଶନରେଟ ପୋଲିସ ରହସ୍ୟ ଉନ୍ମୋଚନ କରିପାରୁନାହିଁ। ଘଟଣାକୁ ବର୍ଷ ପରେ ବର୍ଷ ବିତିଯାଉଥିଲେ ମଧ୍ୟ ମୃତ ବ୍ୟକ୍ତିଙ୍କ ପ୍ରକୃତ ପରିଚୟ ପାଇପାରୁ ନାହିଁ। ଫଳରେ ତାହା ଆତ୍ମହତ୍ୟା ନା ହତ୍ୟା, ତାହା ସେମିତି…
ଏୟାରପୋର୍ଟ ଉନ୍ନତିକରଣ ପାଇଁ ଉଚ୍ଛେଦ
ଭୁବନେଶ୍ୱର, ୭।୨ (ବ୍ୟୁରୋ):ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ଉନ୍ନତୀକରଣ ପାଇଁ ବିଡିଏ ପକ୍ଷରୁ ସୋମବାର ଜବରଦଖଲ ଉଚ୍ଛେଦ କରାଯାଇଛି। ଏନ୍ଫୋର୍ସମେଣ୍ଟ ଟିମ୍ ଓ ପୋଲିସ ସହାୟତାରେ ଦୁଇଟି ସରକାରୀ ଜାଗାରୁ ପୃଥକ ଉଚ୍ଛେଦ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଜାଗମରା ମୌଜାସ୍ଥିତ…
୧୧ରୁ ନବମ ଅନ୍ତର୍ଜାତୀୟ ରେଡିଓ ମେଳା
ଭୁବନେଶ୍ୱର,୭।୨(ବ୍ୟୁରୋ):ଆସନ୍ତା ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ନବମ ଆଉଟ୍ରିଚ ଅନ୍ତର୍ଜାତୀୟ ରେଡିଓ ମେଳା ଭୁବନେଶ୍ୱରର ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହେବ। ଏହା ଏସିଆ ମହାଦେଶର ଏକମାତ୍ର ରେଡିଓ ମେଳା, ଯେଉଁଥିରେ ଦେଶର ଅନେକ ରେଡିଓ ପ୍ରସାରକ ଓ ରେଡିଓ ଷ୍ଟେଶନ ଯୋଗଦେବେ।…
ପୁଣି ଆନ୍ଦୋଳନକୁ ଓହ୍ଲାଇବେ ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ
ଭୁବନେଶ୍ୱର, ୭।୨(ବ୍ୟୁରୋ):ଦାବି ପୂରଣ ନ ହେବାରୁ ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ନୂତନ ପେନସନ ଯୋଜନାଭୁକ୍ତ ମାଧ୍ୟମିକ ଶିକ୍ଷକ ସଂଘର କହିବାନୁସାରେ, ମୁଖ୍ୟମନ୍ତ୍ରୀ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ହେଲା ବୋଲି ଘୋଷଣା…

