ରାଜ୍ୟ

ରାଜଧାନୀରେ ହୋଟେଲ କର୍ମଚାରୀଙ୍କ ଉପରକୁ ବୋମାମାଡ

ଭୁବନେଶ୍ୱର,୬।୨(ବ୍ୟୁରୋ): ରାଜଧାନୀର ନୂଆ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବୋମାମାଡ ହୋଇଛି। ଖାଇବାକୁ ନେଇ ଝଗଡା ହେବାରୁ ଏକ ହୋଟେଲ କର୍ମଚାରୀଙ୍କ ଉପରକୁ ଏହି ବୋମାମାଡ ହୋଇଥିବା ଜଣାପଡିଛି। ଏହି ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ସରିଲା ଖଣ୍ଡଗିରି କୁମ୍ଭମେଳା:ଆଉ ୫ଦିନ ଅପେରା, ମିନାବଜାର

ଭୁବନେଶ୍ୱର,୬।୨ (ବ୍ୟୁରୋ):ଗତ ୯ଦିନ ଧରି ଖଣ୍ଡଗିରି ପାହାଡ଼ରେ ଚାଲିଥିବା କୁମ୍ଭମେଳା ରବିବାର ଅଗ୍ନି ଉସତ୍ବ ସହ ଶେଷ ହୋଇଛି। ଅନନ୍ତ ଗୁମ୍ପା ସମ୍ମୁଖରେ ଚାଲିଥିତ୍ବା ମହାଯଜ୍ଞରେ ବିଳମ୍ବିତ ରାତିରେ ପୂର୍ଣ୍ଣାହୂତି ଦିଆଯାଇଥିଲା। ରବିବାର ହୋଇଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ଖଣ୍ଡଗିରିରେ ପହଞ୍ଚତ୍ଥିଲେ।…

ଟଚିଙ୍ଗ୍‌ ଦ ଡିଭାଇନ୍‌ ହାର୍ଟରେ ଭକ୍ତିର ସଙ୍ଗୀତ

ଭୁବନେଶ୍ୱର,୬।୨(ବ୍ୟୁରୋ):ସଙ୍ଗୀତ ମାଧ୍ୟମରେ ଈଶ୍ୱରଙ୍କ ପାଖେ ପହଞ୍ଚତ୍ ହେବ। ଭାଷା କି ଧର୍ମ ନୁହେଁ ନିଜର କଳା ଦ୍ୱାରା ଭଗବାନଙ୍କ ପାଖେ ସମର୍ପିତ ହେବା ହିଁ ଟଚିଙ୍ଗ ଦ ଡିଭାଇନ୍‌ ହାର୍ଟ। ସ୍ଥାନୀୟ ବ୍ଲୁ ଲାଇଟ ନୃତ୍ୟ ମନ୍ଦିରରେ ‘ଟଚିଙ୍ଗ ଦ ଡିଭାଇନ…

ହସ୍ତଶିଳ୍ପ ସାମଗ୍ରୀ କିଣାକିଣି ସହ ସୁସ୍ବାଦୁ ଖାଦ୍ୟର ମଜା

ଭୁବନେଶ୍ୱର,୬।୨(ବ୍ୟୁରୋ):ଜମୁଛି ଜାତୀୟ ତୋଷାଳି ମେଳା। ହସ୍ତତନ୍ତ ଓ ହସ୍ତଶିଳ୍ପର ସାମଗ୍ରୀ କିଣାକିଣି ସହ ମେଳା ବୁଲା ଓ ଭଳିକି ଭଳି ସୁସ୍ବାଦୁ ଖାଦ୍ୟର ମଜା ନେବା ପାଇଁ ରାଜଧାନୀବାସୀ ଦୌଡ଼ି ଆସୁଛନ୍ତି ଜନତା ମଇଦାନକୁ। ସବୁଦିନ ଅପେକ୍ଷା ରବିବାରରେ ଭିଡ଼ ଅସମ୍ଭାଳ…

ମିଲେଟ୍‌ ପାଇଁ ସଫଳ ଉଦ୍ୟୋଗୀ

ଭୁବନେଶ୍ୱର, ୬।୨ (ବ୍ୟୁରୋ):ରାଜ୍ୟରେ ମିଶନ ଶକ୍ତି ଅଧୀନରେ ଅନେକ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସରକାରୀ ପ୍ରୋତ୍ସାହନରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ(ଏସ୍‌ଏମ୍‌ଇ)ରେ ପରିଣତ ହେଉଛନ୍ତି। ଏହାର ଉଦାହରଣ ପାଲଟିଛି ଭୁବନେଶ୍ୱର ମହାନଗର ନିଗମ ୩୭ ନମ୍ବର ୱାର୍ଡ ଅନ୍ତର୍ଗତ ନୟାପଲ୍ଲୀ…

୧୫ ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ୩ କୋଟି ଅର୍ଥ ରାଶି ଅନୁମୋଦନ

ଭୁବନେଶ୍ୱର, ୬।୨(ବ୍ୟୁରୋ):‘ମୋ କଲେଜ’ ଅଭିଯାନ ଅନ୍ତର୍ଗତ ପ୍ରକଳ୍ପ ଅନୁଦାନ କାର୍ଯ୍ୟକ୍ରମରେ ରବିବାର ୧୫ଟି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ମୋଟ ୩ କୋଟି ୬୦ ଲକ୍ଷ ୩୪ ହଜାର ୫୫୪ ଟଙ୍କାର ଅର୍ଥ ରାଶି ଅନୁମୋଦନ କରାଯାଇଛି। ଏଥିରେ ଭୁବନେଶ୍ୱରର ରମାଦେବୀ ମହିଳା…

ଶ୍ରୀରାମ କାହାଣୀ କହିଲେ ଅରୁଣ ଗୋଭିଲ୍‌

ଭୁବନେଶ୍ୱର,୬।୨(ବ୍ୟୁରୋ):ଶ୍ରୀ ରାମ ଓ ମୁଁ ପର୍ଯ୍ୟାୟକ୍ରମେ ପରିପୂରକ। ମୁଁ ତାଙ୍କ ନାମ ନିଏ, ଆଉ ସେ ମୋତେ କୃପା କରନ୍ତି। ସବୁ ସମୟରେ ଆମେ ରାମଙ୍କୁ ଖୋଜନ୍ତି। ଆଗକୁ ଯାଇ ଆମକୁ ସବୁକିଛି ମିଳିଲା ପରେ ବି ପୁଣି ଯେଉଁ ଅବସୋସ…

ନବଙ୍କ ହତ୍ୟା ପରେ ସାମାଜିକ ଗଣମାଧ୍ୟମରେ ଭିନ୍ନ ଚର୍ଚ୍ଚା

ଭୁବନେଶ୍ୱର, ୬।୨(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଭିନ୍ନ ଖୋରାକ୍‌ ଯୋଗାଇଛି। ଜିଲା ଓ ରାଜ୍ୟସ୍ତରରେ ପ୍ରଭାବ ବିସ୍ତାର କରିଥିବା ଏହି ନେତାଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ କୁହାଯାଉଥିବା ନିଲମ୍ବିତ…

ବଢ଼ିବ ତାପମାତ୍ରା

ଭୁବନେଶ୍ୱର, ୬।୨(ବ୍ୟୁରୋ):ରାଜ୍ୟରେ ରବିବାର ରାତିରୁ ଧୀରେ ଧୀରେ ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏଥିସହିତ ଆସନ୍ତା ଦୁଇଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କୁହୁଡ଼ି ଦେଖାଦେବ। ସୋମବାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକ…

ଇସିଜି କହୁଛି ମୃତ, ଚର୍ଚ୍ଚାରେ ଏୟାରଲିଫ୍ଟ

ଭୁବନେଶ୍ୱର(ବ୍ୟୁରୋ)/ସମ୍ବଲପୁର ଅଫିସ,୬।୨:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଗତ ୨୯ତାରିଖରେ ବ୍ରଜରାଜନଗର ଗାନ୍ଧୀଛକ ନିକଟରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବାବେଳେ ତାଙ୍କ ଉପରକୁ ପୋଲିସ ଏଏସ୍‌ଆଇ ଗୋପାଳ କୃଷ୍ଣ ଦାସ ଅତି ନିକଟରୁ ଗୁଳି କରିଥିଲେ। ଗୁଳିଟି ନବଙ୍କ…

ବିଧାୟକଙ୍କ ନାମରେ ମାମଲା ରୁଜୁ

କେନ୍ଦୁଝର,୫ା୨(ସ୍ବ.ପ୍ର.): ଆନନ୍ଦପୁର ବିଜେଡି ବିଧାୟକ ଭାଗୀରଥି ସେଠୀଙ୍କ ବିରୋଧରେ ଆନନ୍ଦପୁର ଥାନାରେ ଦଫା ୨୯୪ ଏବଂ ୫୦୬ରେ ଏକ ମାମଲା(ନଂ.୨୪/୨୩) ରୁଜୁ ହୋଇଛି। ଗାଳିଗୁଲଜ ଓ ଧମକଚମକ ଦେଇଥିବା ଅଭିଯୋଗରେ ଆନନ୍ଦପୁର ୩ ନମ୍ବର ଜୋନ ଭାଜପା ଜିଲା ପରିଷଦ ସଭ୍ୟା…

ଥରୁଛି କନ୍ଧମାଳ, ଫୁଲବାଣୀରେ ୬ ଡିଗ୍ରୀ

ଫୁଲବାଣୀ ଅଫିସ,୫।୨: କିଛି ଦିନର ବ୍ୟବଧାନ ପରେ ପୁଣି କନ୍ଧମାଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଜିଲାର ଫୁଲବାଣୀରେ ରବିବାର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀରେ ପହଞ୍ଚିଛି। ଗତ ୨ ଦିନ ହେଲା ତାପମାତ୍ରା ୫.୫ ଡିଗ୍ରୀ ରହିଥିଲା। ହଠତ୍‌ ପାରଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?