ଦିବ୍ୟାଙ୍ଗ ଅଜୟଙ୍କୁ ମିଳୁନି ଟ୍ରାଇ ସାଇକେଲ
କେନ୍ଦୁଝର,୧୫ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ)ରାଜ୍ୟ ସରକାର ଦିବ୍ୟାଙ୍ଗମାନଙ୍କ ନିମନ୍ତେ ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି। ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ କେନ୍ଦୁଝର ଜିଲା ପ୍ରଶାସନ ମଧ୍ୟ ଡିଏମ୍ଏଫ୍ ଅନୁଦାନରେ ମାଗଣା ଟ୍ରାଇ ସାଇକେଲ, ବ୍ୟାଟେରିଚାଳିତ ସାଇକେଲ ତଥା ଟ୍ରାଇ ସ୍କୁଟର ପ୍ରଦାନ କରୁଛନ୍ତି।…
ଭାଗ୍ୟକୁ ଆଦରି ଜୀବନ ବିତାଉଛନ୍ତି ଅଲିନ
ପାରଳାଖେମୁଣ୍ଡି,୧୫ା୧୦ (ଗିରିଧାରୀ ପରିଛା):ରାଜ୍ୟ ସରକାର ଗରିବ ଅସହାୟମାନଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ପ୍ରଶାସନର ଆନ୍ତରିକତା ଅଭାବ ହେତୁ କେତେକ ଗରିବ ଲୋକେ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏମିତି ଜଣେ ଅସହାୟ ବ୍ୟକ୍ତି ହେଉଛନ୍ତି ଗଜପତି ଜିଲା ନୂଆଗଡ଼…
ପାଠପଢ଼ା ବୟସରେ ମୂଲ ଲାଗୁଛନ୍ତି ସବିନା
ମୋହନା,୧୫ା୧୦(ମନ୍ମଥ ମିଶ୍ର)ଦେଶ ତଥା ରାଜ୍ୟ ଅନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ପାଳନ କରୁଥିବା ବେଳେ ଏବେ ବି ଦୁର୍ଗମ ଅଞ୍ଚଳରେ ଅନେକ କିଶୋରୀ ନାବାଳିକାମାନେ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଛନ୍ତି। ଯେଉଁମାନେ ଶିକ୍ଷା, ସ୍ବାସ୍ଥ୍ୟ ତଥା ସାମାଜିକ ସୁରକ୍ଷା ଭଳି ମୌଳିକ ଅଧିକାରରୁ…
ଚାଷୀ ଚଢ଼ା ଦରରେ କିଣୁଛି ସାର
ଛତ୍ରପୁର,୧୫ା୧୦(ସନ୍ତୋଷ ପାଢୀ): ଗଞ୍ଜାମ ଜିଲାରେ ସାରର କଳାବଜାର ହେଉଥିବା ଋଷିକୁଲ୍ୟା ରୟତ ମହାସଭା ଅଭିଯୋଗ କରିଛି। ବର୍ତ୍ତମାନ ଧାନ ଫସଲ ପାଇଁ ୟୁରିଆ, ଗ୍ରୋମୋର ଓ ପଟାସ ସାରର ଆବଶ୍ୟକତା ହେଉଛି। ଜିଲାକୁ ସୋସାଇଟିମାନଙ୍କ ଅପେକ୍ଷା ଘରୋଇ ସାର କମ୍ପାନୀ ଡିଲରମାନଙ୍କୁ…
ଆଜିଠୁ ବାଘ ଗଣନା: ଘୁମୁସର ବନଖଣ୍ଡରେ ୧୫୫ ଟିମ୍ ସାମିଲ
ଭଞ୍ଜନଗର,୧୫।୧୦(ବାବୁଲା ପ୍ରଧାନ)କେନ୍ଦ୍ର ସରକାରଙ୍କ ଘୋଷଣା ପ୍ରକାରେ ରାଜ୍ୟରେ ୨୦ ମହାବଳ ବାଘ ଥିବାବେଳେ ୭୬୦ କଲରାପତରିଆ ବାଘ ବିଭିନ୍ନ ଜଙ୍ଗଲରେ ଅଛନ୍ତି। ୨୦୦୬ରେ ୪୫ଟି ମହାବଳ ବାଘ ଥିବାବେଳେ ତାହା ୨୦କୁ ଖସି ଆସିଥିବା ନେଇ ପରିବେଶବିତ୍ମାନେ ଚିନ୍ତିତ ଅଛନ୍ତି। କିନ୍ତୁ…
ଡାଇରିଆ, ଆଇସୋଲେଶନ ଓ୍ବାର୍ଡରେ ରୋଗୀ ହନ୍ତସନ୍ତ
ଢେଙ୍କାନାଳ, ୧୫ା୧୦(ରତନ ନାୟାର)ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟର ଡାଇରିଆ ଓ ଆଇସୋଲେଶନ ଓ୍ବାର୍ଡରେ ଶନିବାର ବ୍ୟାପକ ବିଦ୍ୟୁତ୍ ଅବ୍ୟବସ୍ଥା ଦେଖାଦେଇଛି। ସକାଳ ୯ଟାରୁ ବିଦ୍ୟୁତ୍ ନ ଥିବାରୁ ଦିନତମାମ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କୁ ହନ୍ତସନ୍ତ ହେବାକୁ ପଡ଼ିଛି। ଏପରି କି…
ଡିଜେ ବାଜିବ, ଭାଇବ୍ରେଟର ଲାଗିବ ନାହିଁ
ପଟ୍ଟାମୁଣ୍ଡାଇ,୧୫ା୧୦(କଳ୍ପତରୁ ନାୟକ)ଶନିବାର ସନ୍ଧ୍ୟାରେ ପଟ୍ଟାମୁଣ୍ଡାଇ ଥାନା ପରିସରରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୨୪ଟି ପୂଜା ମଣ୍ଡପର କର୍ମକର୍ତ୍ତା ଓ ଶାନ୍ତି କମିଟି ସଦସ୍ୟମାନେ ଯୋଗ ଦେଇ ଆଲୋଚନା କରିଥିଲେ। ସମସ୍ତ ସ୍ଥାନରେ କିପରି ଆଇନ…
ସର୍ଭେରେ ଲଟକିଛି ୧୭ ରେଳପ୍ରକଳ୍ପ
ଯାଜପୁର,୧୫ା୧୦(ହର୍ଷବର୍ଦ୍ଧନ ବେହେରା)ଓଡ଼ିଶାରେ ୧୭ ପ୍ରକଳ୍ପ ସର୍ଭେ ପ୍ରକ୍ରିୟାରେ ଥିବା ଇଷ୍ଟକୋଷ୍ଟ ରେଲଓ୍ବେ ପକ୍ଷରୁ ସୂଚନା ଦିଆଯାଇଛି। ଏହା ବର୍ଷ ବର୍ଷ ସର୍ଭେରେ ହିଁ ଲଟକି ରହିଛି। ସର୍ଭେ ଶେଷ ହୋଇ ଚୂଡାନ୍ତ ରିପୋର୍ଟକୁ ଅନୁମୋଦନ ମିଳିବା ପରେ ଜମି ଅଧିଗ୍ରହଣ, ଜଙ୍ଗଲ…
ଲୋକଙ୍କ ଜୀବନ ସହ ଖେଳ
ଯାଜପୁରଟାଉନ,୧୫ା୧୦(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି):ଲୋକଙ୍କ ଜୀବନ ସହ ଖେଳୁଛନ୍ତି କେତେଜଣ ହୋମିଓପାଥିକ କ୍ୱାକ୍। ସେମାନେ ମାରାତ୍ମକ ଟାବ୍ଲେଟ୍ ପ୍ରଦାନ କରି ବିଭିନ୍ନ ସମସ୍ୟା ବଢ଼ାଉଛନ୍ତି। ହେଲେ ସ୍ବାସ୍ଥବିଭାଗ ଜାଣି ମଧ୍ୟ ଏଥିପ୍ରତି ନଜର ନ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିନା ହୋମିଓପାଥିକ…
ବଢୁଛି କଳାହୀରାର କଳାବଜାର
ଯାଜପୁର,୧୫ା୧୦(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲାରେ କଳାହୀରା (କୋଇଲା)ର କଳାବଜାର ବଢ଼ିବାରେ ଲାଗିଛି। କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ରେଲୱେ ସାଇଡିଂରେ କୋଇଲା ଅପମିଶ୍ରଣ ଘଟଣା ପଦାକୁ ଆସିବା ପରେ ଖଣି ବିଭାଗ ପକ୍ଷରୁ କୋଇଲାର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଅନ୍ୟପକ୍ଷେ…
ଜିଲାରେ ନିମ୍ନମାନର ପରିପୂରକ ପୁଷ୍ଟିକର ଖାଦ୍ୟ ଯୋଗାଣ
ଜଗତ୍ସିଂହପୁର, ୧୫ା୧୦ (ପ୍ରମୋଦ କୁମାର ନାୟକ)ଜଗତ୍ସିଂହପୁର ଜିଲାରେ ନିମ୍ନମାନର ପରିପୂରକ ପୁଷ୍ଟିକର ଖାଦ୍ୟ ଯୋଗାଣକୁ ନେଇ ଦିନକୁ ଦିନ ଅସନ୍ତୋଷ ବଢ଼ିଚାଲିଛି। ବିଶେଷକରି କେତେକ ସମୟରେ ଗମରା ଛତୁଆ ସାଙ୍ଗକୁ ପୋକ ତ ଆଉ କେତେବେଳେ ଛତୁଆ ପ୍ୟାକେଟରୁ ମଲାବେଙ୍ଗ ବାହାରିବା…
ରାସ୍ତା ସମ୍ପ୍ରସାରଣ ପାଇଁ କଟା ହେବ ୧ ହଜାର ଗଛ
ଖଣ୍ଡପଡ଼ା,୧୫ା୧୦(ଅଜୟ କୁମାର ମହାରଣା)ଖଣ୍ଡପଡ଼ାରୁ -ଭାପୁର- ଫତେଗଡ଼କୁ ସଂଯୋଗ କରୁଥିବା ପ୍ରାୟ ୧୮ କିମି ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାର ସମ୍ପ୍ରସାରଣ ପାଇଁ ୨୧ କୋଟି ଟଙ୍କା ମଞ୍ଜୁର ହୋଇଛି। ମାତ୍ର ରାସ୍ତା ସମ୍ପ୍ରସାରଣ ପାଇଁ ପ୍ରାୟ ୧ହଜାର ଗଛ କଟାଯିବ ବୋଲି…

