ଧନଞ୍ଜୟଙ୍କ ଦୃଢ଼ ବ୍ୟାଟିଂ
ଗାଲେ, ୧୭।୭: ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ଚଳିତ ସିରିଜର ପ୍ରଥମ କ୍ରିକେଟ ଟେଷ୍ଟ ରବିବାର ଏଠାରେ ଆରମ୍ଭ ହୋଇଛି। ପାକିସ୍ତାନ ବୋଲରମାନେ ଶ୍ରୀଲଙ୍କାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ ହେଁ ଧନଞ୍ଜୟ ଡି’ସିଲ୍ଭାଙ୍କ ଦୃଢ଼ ବ୍ୟାଟିଂ ବଳରେ ଶ୍ରୀଲଙ୍କା ଏକ…
ଭାରତକୁ ତୃତୀୟ ସ୍ଥାନ
ବ୍ୟାଙ୍କକ୍, ୧୭ା୭(ପି.ଟି.): ଭାରତର ଆଭା ଖଟୁଆ (୧୯.୦୬ ମିଟର) ଏଠାରେ ଅନୁଷ୍ଠିତ ଏସିଆନ ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ ମହିଳା ଶଟ୍ପୁଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ଏଥିସହ ସେ ଜାତୀୟ ରେକର୍ଡ ସମକକ୍ଷ ହୋଇଛନ୍ତି। ଅନ୍ୟପକ୍ଷରେ ଜ୍ୟୋତି ଆରାଜୀ ଓ ପାରୁଲ ଚୌଧାରୀ…
କଳିଙ୍ଗରେ ‘ପାସ୍ ଦି ବଲ୍ ଟ୍ରଫି ଟୁର୍’
ଭୁବନେଶ୍ୱର, ୧୭।୭(ତପନ ସ୍ବାଇଁ): ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟର ୬ଷ୍ଠ ସଂସ୍କରଣ ଅଗଷ୍ଟ ୩ରୁ ୧୨ ପର୍ଯ୍ୟନ୍ତ ଚେନ୍ନାଇରେ ଅନୁଷ୍ଠିତ ହେବ। ଏହାର ଅଂଶବିଶେଷ ଭାବେ ‘ପାସ୍ ଦି ବଲ୍ ଟ୍ରଫି ଟୁର୍’ କାର୍ଯ୍ୟକ୍ରମ ରବିବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ…
ଶୁଭମ, ସାଇନ୍ୟାମଙ୍କୁ ମିଳିଲା ସ୍ବର୍ଣ୍ଣ
ନୂଆଦିଲ୍ଲୀ,୧୬ା୭: କୋରିଆର ଚାଙ୍ଗଓନ୍ଠାରେ ଚାଲିଥିବା ଆଇଏସ୍ଏସ୍ଏଫ୍ ବିଶ୍ୱ ଜୁନିୟର ଶୁଟିଂ ଚାମ୍ପିୟନଶିପ୍ରେ ଭାରତର ପ୍ରତିଭା ସମ୍ପନ୍ନ ଶୁଟର ଶୁଭମ ବିସ୍ଲା ଓ ସାଇନ୍ୟାମ ଯଥାକ୍ରମେ ପୁରୁଷ ଓ ମହିଳା ୧୦ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଆଇଏସ୍ଏସ୍ଏଫ୍…
ସେମିଫାଇନାଲରୁ ବିଦାୟ ନେଲେ ସେନ୍
କାଉନ୍ସିଲ ବ୍ଲଫ୍ସ(ୟୁଏସ୍),୧୬ା୭: ୟୁଏସ୍ ଓପନ ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟ ପୁରୁଷ ସିଙ୍ଗଲ୍ସରୁ ଭାରତର ବ୍ୟାଡ୍ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍ ବିଦାୟ ନେଇଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ବିଜେତା ସେନ ଅଲ୍ଇଂଲଣ୍ଡ ଚାମ୍ପିୟନ ଚାଇନାର ଲି ଶି’ ଫେଙ୍ଗ୍ଙ୍କଠାରୁ ୧୭-୨୧, ୨୪-୨୨, ୧୭-୨୧ରେ ହାରିଯାଇଛନ୍ତି।…
ଭାରତୀୟ ଦଳର ଲଜ୍ଜାଜନକ ପରାଜୟ
ଢାକା,୧୬।୭: ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ରେ ବାଂଲାଦେଶ ମହିଳା ଦଳ ୪୦ ରନ୍ରେ ଭାରତକୁ ପରାସ୍ତ କରିଛି। ଦିନିକିଆ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଟିମ ଇଣ୍ଡିଆ ବାଂଲାଦେଶଠାରୁ ଏକ ମ୍ୟାଚ ହାରିଛି। ଭାରତ ଟସ ଜିତି ପ୍ରଥମେ ବୋଲିଂ…
ଭୋର ୪ଟାରେ ବାପାଙ୍କୁ ଫୋନ୍ କରି ଏମିତି କହିଲେ ଯଶସ୍ବୀ ଜୟସ୍ବାଲ
ଡୋମିନିକା,୧୬।୭: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ବାମହାତୀ ତାରକା ଭାରତୀୟ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ଅନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି। ଜୟସ୍ବାଲଙ୍କ ଡେବ୍ୟୁ ମ୍ୟାଚ୍ରେ ଶତକ ହାସଲ କରିଥିଲେ। ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ମ୍ୟାଚରେ ସେ ୧୬ ଚୌକା ଓ ଗୋଟିଏ…
ଐତିହାସିକ ହେବାକୁ ଯାଉଛି ଭାରତ – ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବାକୁ ଥିବା ୨ୟ ଟେଷ୍ଟ, କାହିଁକି ଜାଣନ୍ତୁ…
ପୋର୍ଟ ଅଫ୍ ସ୍ପେନ୍, ୧୬। ୭: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ଶେଷ ହୋଇଥିବା ବେଳେ ଆସନ୍ତା ୨୦ରେ ଦ୍ବିତୀୟ ଟେଷ୍ଟ ଖେଳାଯିବ। ସିରିଜର ପ୍ରଥମ ମ୍ୟାଚକୁ ଜିତି ନେଇ ଭାରତ…
ଜାତୀୟ ଦଳରେ ଚୟନ ପରେ ଧୋନୀଙ୍କୁ ମନେ ପକାଇଲେ ରିଙ୍କୁ ସିଂ, କହିଲେ…
ନୂଆଦିଲ୍ଲୀ, ୧୬। ୭: ଆଇପିଏଲ୍ ୨୦୨୩ରେ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳି ଜବରଦସ୍ତ ବ୍ୟାଟିଂ କରିଥିଲେ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂ। ଏବେ ତାଙ୍କୁ ତାର ଫଳସ୍ବରୂପ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିଛି। ଏସିଆନ୍ ଗେମ୍ସ ୨୦୨୩ ଲାଗି ଘୋଷଣା ହୋଇଥିବା…
୨୦୨୪ ଆଇପିଏଲ ପାଇଁ ଧୋନୀ-ରୋହିତଙ୍କ ପ୍ରସ୍ତୁତି ଆରମ୍ଭ…
କୋଲକାତା,୧୬।୭ : ଆଇପିଏଲ ୨୦୨୩ ନିକଟରେ ସମାପ୍ତ ହୋଇଛି । ତେବେ ପରବର୍ତ୍ତୀ ସିଜିନ ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି। ଆଇପିଏଲ ୨୦୨୪ ପାଇଁ ବିସିସିଆଇ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। ଯଦିଓ ସେଥିପାଇଁ ୧ ବର୍ଷର ସମୟ ଅଛି, କିନ୍ତୁ…
ଦକ୍ଷିଣାଞ୍ଚଳ ଦୁଲିପ ଟ୍ରଫି ଚାମ୍ପିଅନ୍
ବେଙ୍ଗାଲୁରୁ,୧୬।୭: ଦକ୍ଷିଣାଞ୍ଚଳ ଚଳିତବର୍ଷ ଦୁଲିପ ଟ୍ରଫି ଚାମ୍ପିଅନ୍ ହୋଇଛି। ଫାଇନାଲରେ ପଶ୍ଚିମାଞ୍ଚଳକୁ ୭୫ ରନ୍ରେ ପରାସ୍ତ କରି ଦଳ ଟାଇଟେଲ ଜିତିଛି। ହନୁମା ବିହାରୀଙ୍କ ନେତୃତ୍ୱଧୀନ ଦକ୍ଷିଣାଞ୍ଚଳ ପ୍ରଥମ ଇନିଂସରେ ୨୧୩ ରନ ଏବଂ ଦ୍ୱିତୀୟ ଇନିଂସରେ ୨୩୦ରନ ସଂଗ୍ରହ କରିଥିଲା।…
ଦେଶ ପାଇଁ ବ୍ରୋଞ୍ଜ ପଦକ ଜିତିଲେ ସଂଗୀତା ଫୋଗଟ
ନୂଆଦିଲ୍ଲୀ,୧୬।୭: ଦିଲ୍ଲୀର ଜନ୍ତରମନ୍ତରରେ ବିକ୍ଷୋଭ କରିଥିବା ମହିଳା ରେସଲର ସଂଗୀତା ଫୋଗଟ ହଙ୍ଗେରୀରେ ତ୍ରିରଙ୍ଗା ଉଡାଇଛନ୍ତି। ବୁଦାପେଷ୍ଟରେ ର଼୍ୟାଙ୍କିଙ୍ଗ ସିରିଜ ରେସଲିଂ ଚାମ୍ପିଅନସିପରେ ତୃତୀୟ-ଚତୁର୍ଥ ସ୍ଥାନ ମ୍ୟାଚରେ ସଂଗୀତା ହଙ୍ଗେରୀର ଭିକ୍ଟୋରିଆ ବୋରୋସଙ୍କୁ ପରାସ୍ତ କରିଛି। ଏହି ବିଜୟ ସହିତ ସଂଗୀତ…

