ଖେଳ

ମଜଭୁତ ସ୍ଥିତିରେ ଭାରତ

ଡୋମିନିକା, ୧୪ା୭: ଡୋମିନିକାରେ ଅନୁଷ୍ଠିତ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ଦୃଢ ସ୍ଥିତିରେ ରହିଛି ଭ୍ରମଣକାରୀ ଦଳ। ପ୍ରଥମ ଦିନରେ ଓ୍ବେଷ୍ଟଇଣ୍ଡିଜକୁ ୧୫୦ ରନ୍‌ରେ ସୀମିତ ରଖିବା ପରେ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ…

ଇତିହାସ ରଚିଲେ ରୋହିତ-ଜୟସ୍ବାଲ ଯୋଡ଼ି

ଡୋମିନିକା,୧୪।୭: ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡୋମିନିକା ଗ୍ରାଉଣ୍ଡରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚର ଦ୍ୱିତୀୟ ଦିନର ଖେଳରେ ଭାରତରୁ ରୋହିତ ଶର୍ମା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଓପନିଂ ଯୋଡି ରେକର୍ଡ ସୃଷ୍ଟି…

ଆଇସିସିର ଐତିହାସିକ ନିଷ୍ପତ୍ତି: ପୁରୁଷଙ୍କ ଭଳି ମହିଳାଙ୍କୁ ମିଳିବ ସମାନ ପୁରସ୍କାର

ନୂଆଦିଲ୍ଲୀ,୧୩।୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଡରବନରେ ଚାଲିଥିବା ଆଇସିସି ବାର୍ଷିକ ସମ୍ମିଳନୀରେ ମହିଳା ଏବଂ ପୁରୁଷ ଆଇସିସି ଇଭେଣ୍ଟକୁ ନେଇ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ମହିଳା କ୍ରିକେଟକୁ ନୂତନ ଗତି ଦେବା ପାଇଁ ଆଇସିସି ବର୍ତ୍ତମାନ ପୁରୁଷ ଇଭେଣ୍ଟରେ…

୨-୧ରେ ସିରିଜ ଜିତିଲା ଭାରତ

ମୀରପୁର, ୧୩ା୭: ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ବାଂଲାଦେଶ ବିଜୟୀ ହୋଇଛି। ହେଲେ ପୂର୍ବରୁ ଦୁଇ ମ୍ୟାଚ୍‌ ଜିତିଥିବା ଭାରତ ୨-୧ରେ ସିରିଜକୁ ଜିତି ନେଇଛି। ଗୁରୁବାର ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୯ ଉଇକେଟରେ ୧୦୨…

ଅଶ୍ୱିନ୍‌-ଜାଡେଜା ଯୋଡି କଲେ କମାଲ୍‌

ଡୋମିନିକା,୧୩।୭: ଭାରତୀୟ ସ୍ପିନ ଯୋଡି ରବି ଅଶ୍ୱିନ ଏବଂ ରବିନ୍ଦ୍ର ଜାଡେଜା ଏକ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି। ଅଶ୍ୱିନ-ଜାଡେଜାଙ୍କ ଯୋଡି ଭାରତ ପାଇଁ ୪୮୬ ଉଇକେଟ ନେଇ ଟେଷ୍ଟ ମ୍ୟାଚରେ ସର୍ବାଧିକ ଉଇକେଟ୍‌ ନେଇଥିବା ତାଲିକାରେ ଅଷ୍ଟ୍ରେଲିଆର ଗ୍ଲେନ…

ଅଟୋଗ୍ରାଫ୍‌ ପାଇବା ପରେ ଧୋନୀଙ୍କ ହାତକୁ ଚୁମ୍ବନ ଦେଲେ ଫିଲ୍ମ ନିର୍ଦ୍ଦେଶକ

ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥାଇ ପାରନ୍ତି, କିନ୍ତୁ ତାଙ୍କ କ୍ରେଜ୍‌ ଏବେ ବି ରହିଛି। ସେ ଜୁଆଡେ ଯାଆନ୍ତି, ତାଙ୍କ ପ୍ରଶଂସକମାନେ ତାଙ୍କୁ ଫଲୋ କରନ୍ତି। ଆଇପିଏଲ ୨୦୨୩ରେ ତାଙ୍କ ଟିମ୍‌ ଚେନ୍ନାଇ ସୁପର କିଙ୍ଗ୍ସ ଯେଉଁଠାକୁ…

ଶୁକ୍ରବାର ଘୋଷଣା ହେବ ଏସିଆ କପ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ,୧୩।୭: ଏସିଆ କପ ୨୦୨୩ର କାର୍ଯ୍ୟସୂଚୀ ଖୁବ୍‌ଶୀଘ୍ର ଜାରି କରାଯିବ। ତେବେ ଶୁକ୍ରବାର କାର୍ଯ୍ୟସୂଚୀ ପ୍ରକାଶ ପାଇବ ବୋଲି ବିଶ୍ୱାସ କରାଯାଉଛି। କିନ୍ତୁ ଭାରତ-ପାକିସ୍ତାନ ମ୍ୟାଚରେ ପ୍ରଶଂସକଙ୍କ ଆଖି ରହିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ କେବେ ଖେଳାଯିବ? ଏଥି…

ବିପଦରେ ଦିନିକିଆ କ୍ରିକେଟ୍‌ର ଭବିଷ୍ୟତ

ନୂଆଦିଲ୍ଲୀ,୧୩।୭: ୨୦୨୭ ଦିନିକିଆ ବିଶ୍ୱକପ ପରେ ଦ୍ୱିପାକ୍ଷିକ ଦିନିକିଆ ସିରିଜ ବନ୍ଦ କରାଯାଉ ବୋଲି ଏମ୍‌ସିସି ପରାମର୍ଶ ଦେଇଛି। ଅଷ୍ଟ୍ରେଲିଆ-ଇଂଲଣ୍ଡ ଲର୍ଡ ଟେଷ୍ଟ ସମୟରେ ଏମସିସି ଆଇସିସିକୁ କହିଛି। ସମଗ୍ର ବିଶ୍ୱରେ ଟି-୨୦ ଫର୍ମାଟ ଏବଂ ଫ୍ରାଞ୍ଚାଇଜ କ୍ରିକେଟ ପାଇଁ କ୍ରେଜ…

ନିଆରା ରେକର୍ଡ ହାସଲ କଲେ କୋହଲି

ଡୋମିନିକା,୧୩।୭: ଓ୍ବେଷ୍ଟଇଣ୍ଡଜ୍‌ ବିପକ୍ଷ ପ୍ରଥମ ଟେଷ୍ଟରେ ବିରାଟ କୋହଲି ଏକ ନିଆରା ରେକର୍ଡ ହାସଲ କରିଛନ୍ତି। ସଚିନ ତେନ୍ଦୁଲକରଙ୍କ ବିଦେଶୀ ମାଟିରେ ବାପ-ପୁଅ ଯୋଡ଼ି ସମ୍ମୁଖୀନ ହେବାର ଏକ ଅନନ୍ୟ ରେକର୍ଡ ସୃଷ୍ଟି କରିଛନ୍ତି କୋହଲି। ୩୪ ବର୍ଷୀୟ କୋହଲି ୨୦୧୧…

ବାପାଙ୍କ ପରେ ପୁଅକୁ ଆଉଟ୍‌ କଲେ ଅଶ୍ୱିନ୍‌

ଡୋମିନିକା,୧୩।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ ଡୋମିନିକାରେ ଆରମ୍ଭ ହୋଇଛି। ୱେଷ୍ଟଇଣ୍ଡିଜ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୱେଷ୍ଟଇଣ୍ଡିଜ ମ୍ୟାଚରେ ଭଲ ଆରମ୍ଭ କରି ନ ଥିଲା…

ରେକର୍ଡ ବର୍ଷା କଲେ ଅଶ୍ୱିନ୍‌

ଡୋମିନିକା,୧୩।୭: ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଉଥିବା ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚର ପ୍ରଥମ ଦିନରେ ଟିମ ଇଣ୍ଡିଆର ପଲା ଭାରି ହୋଇଛି। ଆର ଅଶ୍ୱିନଙ୍କ ଚମତ୍କାର ବୋଲିଂ ହେତୁ ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜକୁ ୧୫୦ ରନ୍‌ରେ ଅଲଆଉଟ୍‌ କରିଛି।…

ଅନ୍ତର୍ଜାତୀୟ କ୍ରିକେଟରେ ସ୍ବତନ୍ତ୍ର ଉପଲବ୍ଧି ହାସଲ କଲେ ଅଶ୍ୱିନ

ଡୋମିନିକା,୧୩।୭: ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ରେ ରବିଚନ୍ଦ୍ରନ ଅଶ୍ୱିନ ଏକ ସ୍ବତନ୍ତ୍ର ଉପଲବ୍ଧି ହାସଲ କରିଛନ୍ତି। ଅଶ୍ୱିନ ଅଲଜାରୀ ଜୋସେଫଙ୍କୁ ଆଉଟ୍‌ କରି ଅନ୍ତର୍ଜାତୀୟ କ୍ୟାରିୟରର ୭୦୦ ଉଇକେଟ ପୂରଣ କରିଛନ୍ତି। ଏହି ମ୍ୟାଚ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?