ଦୃଷ୍ଟି ଆଢ଼ୁଆଳରେ ଦୃଷ୍ଟିବାଧିତ ମହିଳା କ୍ରିକେଟର
ସମ୍ପ୍ରତି କେନ୍ଦ୍ର ଓ ଓଡ଼ିଶା ସରକାର ଖେଳର ବିକାଶ ସହ ଖେଳାଳିଙ୍କ ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ଦେଶ କିପରି ଖେଳରେ ଆଗକୁ ବଢ଼ିବ ଏଥିପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନାମାନ ପ୍ରସ୍ତୁତ କରୁଛନ୍ତି। ସେହିପରି ଓଡ଼ିଶାକୁ କ୍ରୀଡ଼ା ହବ୍ରେ…
ବିଶ୍ୱରେ ଭାରତ ଦ୍ୱିତୀୟ
ଯେ କୌଣସି କ୍ରୀଡ଼ା ହେଉନା କାହିଁକି ଅନେକ ସମୟରେ ତ୍ୱରିତ ସଫଳତା ପାଇଁ କେତେକ ଖେଳାଳି ଶର୍ଟ କଟ୍ ପନ୍ଥା ଆପଣେଇଥାନ୍ତି। ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ସମୟ ସମୟରେ ଶକ୍ତିବର୍ଦ୍ଧକ (ଡୋପିଂ) ବ୍ୟବହାର କରିଥାନ୍ତି। ପୂର୍ବରୁ ଅନେକ ସମୟରେ ଶକ୍ତିବର୍ଦ୍ଧକର…
ବାଦ୍ ପଡ଼ିଲେ ଶିଖା, ପୁନମ୍, ତାନିଆ
ନୂଆଦିଲ୍ଲୀ,୨୮ା୪(ପି.ଟି): ଗୁରୁବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପ୍ରକାଶ ପାଇଛି। ଏହି ତାଲିକାରେ ୧୭ ଜଣ ଖେଳାଳି ସ୍ଥାନ ପାଇଥିବା ବେଳେ ଉଇକେଟ୍କିପର ବ୍ୟାଟର ରିଚା ଘୋଷ୍ ଓ ଜେମିମା ରୋଡ୍ରିଗୁଏଜ୍ଙ୍କୁ ଗ୍ରେଡ୍ ବି’କୁ ପଦୋନ୍ନତି…
କୁସ୍ତିଯୋଦ୍ଧାଙ୍କ ଉପରେ କ୍ଷୁବ୍ଧ ପି.ଟି. ଉଷା
ନୂଆଦିଲ୍ଲୀ, ୨୮ା୪ (ପି.ଟି.): ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବିଳମ୍ବ ଘଟୁଥିବାରୁ ପୁଣି ଧାରଣାରେ ବସିଥିବା କୁସ୍ତିଯୋଦ୍ଧାମାନଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ପି.ଟି. ଉଷା।…
ନୟାଗଡ଼, ବାଲେଶ୍ୱର ବିଜୟୀ
ଭୁବନେଶ୍ୱର, ୨୮।୪(କ୍ରୀଡ଼ା ପ୍ରତିନିଧି): ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟ୍ବଲ ଚାମ୍ପିୟନଶିପ୍ ସାହାଣୀ କପ୍ରେ ଗୁରୁବାର ୪ଟି ମ୍ୟାଚ୍ ଅନୁଷ୍ଠିତ ହୋଇଛି। ଏଥିରେ ନୟାଗଡ଼ ଓ ବାଲେଶ୍ୱର ଦଳ ବିଜୟୀ ହୋଇଥିବା ବେଳେ ସୁନ୍ଦରଗଡ଼-ଭୁବନେଶ୍ୱର ଓ ଜଗତ୍ସିଂହପୁର-ବୌଦ୍ଧ ମ୍ୟାଚ୍ ଡ୍ର ରହିଛି।…
ଯଶସ୍ବୀ ଜୟସ୍ବାଲଙ୍କ ଅର୍ଦ୍ଧଶତକ
ଜୟପୁର,୨୮ା୪: ଓପନର ଯଶସ୍ବୀ ଜୟସ୍ବାଲଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ଓଭରରେ ୫ ଉଇକେଟ ହରାଇ ୨୦୨ ରନ୍ ସଂଗ୍ରହ କରିଛି ରାଜସ୍ଥାନ ରୟାଲ୍ସ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ପକ୍ଷରୁ ଜୟସ୍ବାଲ…
ଚେନ୍ନାଇକୁ ହରାଇ ରାଜସ୍ଥାନ ଶୀର୍ଷରେ
ଜୟପୁର,୨୭।୪: ଜୟପୁରର ସାଓ୍ବାଇ ମାନ୍ସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍ର ୩୭ ତମ ହାଇସ୍କୋରିଂ ମ୍ୟାଚ୍ରେ ଅଧିନାୟକ ସଞ୍ଜୁ ସାମ୍ସନଙ୍କ ନେତୃତ୍ୱାଧୀନ ରାଜସ୍ଥାନ ୩୨ ରନ୍ରେ ବିଜୟୀ ହୋଇଛି। ଏହି ବିଜୟ ସହ ରାଜସ୍ଥାନ ୧୦ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ…
ଚେନ୍ନାଇ ଆଗରେ ୨୦୩ ରନ୍ର ବିଜୟ ଟାର୍ଗେଟ୍
ଜୟପୁର,୨୭।୪: ଜୟପୁରର ସାଓ୍ବାଇ ମାନ୍ସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଆଇପିଏଲ୍ର ୩୭ତମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମ୍ସନ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଯଶସ୍ବୀ ଜୟସ୍ବାଲଙ୍କ ୭୭ ରନ୍ର ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦…
ଟସ୍ ଜିତି ବ୍ୟାଟିଂ କରିବ ରାଜସ୍ଥାନ
ଜୟପୁର,୨୭।୪: ଜୟପୁରର ସାଓ୍ବାଇ ମାନ୍ସିଂ ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଆଇପିଏଲ୍ର ୩୭ତମ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁ ସାମ୍ସନ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଫଳରେ ଆମନ୍ତ୍ରଣ ପାଇ ଚେନ୍ନାଇ ସୁପର କିଙ୍ଗ୍ସ ବୋଲିଂ କରିବ। ଅନ୍ୟପକ୍ଷେ ରାଜସ୍ଥାନ…
ଫିଟ୍ ହେବାକୁ ଲାଗିବ ୭ରୁ ୮ ମାସ
ନୂଆଦିଲ୍ଲୀ,୨୫ା୪: ଦିନିକିଆ ବିଶ୍ୱକପ୍ ପୂର୍ବରୁ ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଦୁର୍ଘଟଣା ପରେ ସୁସ୍ଥ ହେଉଥିବା ଭାରତୀୟ ଉଇକେଟ କିପର ବ୍ୟାଟର ରିଷଭ ପନ୍ତଙ୍କ ଫିଟ୍ ହେବାକୁ ନେଇ ଆସିଛି ଏକ ବଡ ଅପଡେଟ୍। ଭାରତରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ୱକପ…
ମହିଳା କ୍ରିକେଟ ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା: ଏ ଗ୍ରେଡରେ ହରମନପ୍ରୀତ-ମନ୍ଧାନା-ଦୀପ୍ତି…
କୋଲାକାତା,୨୭।୪ : ବିସିସିଆଇ ୨୦୨୨-୨୩ ବର୍ଷ ପାଇଁ ମହିଳା କ୍ରିକେଟ ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା କରିଛି। କେନ୍ଦ୍ରୀୟ ଚୁକ୍ତିରେ ସମୁଦାୟ ୧୭ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ମହିଳା କ୍ରିକେଟ ଦଳର ଅଧିନାୟକ ହରମାନପ୍ରୀତ କୌରଙ୍କ ସହିତ ଓପନର୍ ସ୍ମୃତି ମନ୍ଧାନା…
ଜୟପୁରରେ ଧୋନି-ସଞ୍ଜୁ ଲଢ଼େଇ…
ମୁମ୍ବାଇ,୨୭।୪ : ଲଗାତାର ଦୁଇଟି ପରାଜୟ ପରେ ରାଜସ୍ଥାନ ରୟାଲ୍ସ ଗୁରୁବାର ଆଇପିଏଲ -୧୬ର ୩୭ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସକୁ ଭେଟିବ। ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଲଗାତାର ତିନିଟି ବିଜୟ ହାସଲ କରିଛି। ପୁଣି…
Archives


